ସ୍ମୃତିଲଗ୍ନା ✍️ (@smrutilagnan) 's Twitter Profile
ସ୍ମୃତିଲଗ୍ନା ✍️

@smrutilagnan

Senior Anchor/producer @Argusnews

And a Passionate writer

ID: 987690153731768321

calendar_today21-04-2018 13:50:57

1,1K Tweet

10,10K Takipçi

518 Takip Edilen

ସ୍ମୃତିଲଗ୍ନା ✍️ (@smrutilagnan) 's Twitter Profile Photo

ଟିଭିରୁ ତାଙ୍କୁ ଭଲପାଇଛି ଭାରି ସୁନ୍ଦର ହସ ଓ ହୃଦୟ 🙏 ତନ୍ଦ୍ରା ରାୟ. ..କେଡ଼େ ବଡ଼ ନାଁ ଟେ ସତେ 😊

ଟିଭିରୁ ତାଙ୍କୁ ଭଲପାଇଛି 

ଭାରି ସୁନ୍ଦର ହସ ଓ ହୃଦୟ 🙏
ତନ୍ଦ୍ରା ରାୟ. ..କେଡ଼େ ବଡ଼ ନାଁ ଟେ ସତେ 😊
SPs of India (IPS) (@spsofindia) 's Twitter Profile Photo

We are deeply saddened by the untimely passing of probationary IPS officer Harsh Vardhan in a tragic road accident in Hassan, Karnataka. A promising young officer with a bright future ahead, he was on his way to begin his duties as DSP. Our heartfelt condolences to his family.

We are deeply saddened by the untimely passing of probationary IPS officer Harsh Vardhan in a tragic road accident in Hassan, Karnataka. A promising young officer with a bright future ahead, he was on his way to begin his duties as DSP. 

Our heartfelt condolences to his family.
ସ୍ମୃତିଲଗ୍ନା ✍️ (@smrutilagnan) 's Twitter Profile Photo

ଆଉ ନାହାନ୍ତି ବିଶିଷ୍ଟ ସାହିତ୍ୟିକ ପ୍ରହରାଜ ସତ୍ୟନାରାୟଣ ନନ୍ଦ odisha.live/2025/02/27/emi… via OdishaLIVE

Argus News (@argusnews_in) 's Twitter Profile Photo

#ଅପରାହ୍ନରେ_ଦୀଘା_ଜଗନ୍ନାଥ_ମନ୍ଦିର_ବିବାଦ_ବୈଠକ ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ପ୍ରସଙ୍ଗ ଆଇନ ମନ୍ତ୍ରୀଙ୍କ ମୁଖ୍ୟ ପ୍ରଶାସକଙ୍କୁ ଚିଠି ପରେ ଆକ୍ସନ ମୋଡ୍‌ରେ ଶ୍ରୀମନ୍ଦିର ପ୍ରଶାସନ ଅପରାହ୍ନ 5ଟାରେ ଶ୍ରୀମନ୍ଦିର ପ୍ରଶାସନ ସହ ହେବ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ମହାରଣା, ଦେଉଳକରଣ, ପାଟ୍ଟଯୋଶୀ ମହାପାତ୍ର, ତଢ଼ଉକରଣ ସହ

#ଅପରାହ୍ନରେ_ଦୀଘା_ଜଗନ୍ନାଥ_ମନ୍ଦିର_ବିବାଦ_ବୈଠକ
ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ପ୍ରସଙ୍ଗ
ଆଇନ ମନ୍ତ୍ରୀଙ୍କ ମୁଖ୍ୟ ପ୍ରଶାସକଙ୍କୁ ଚିଠି ପରେ ଆକ୍ସନ ମୋଡ୍‌ରେ ଶ୍ରୀମନ୍ଦିର ପ୍ରଶାସନ
ଅପରାହ୍ନ 5ଟାରେ ଶ୍ରୀମନ୍ଦିର ପ୍ରଶାସନ ସହ ହେବ ଗୁରୁତ୍ଵପୂର୍ଣ୍ଣ ଆଲୋଚନା
ମହାରଣା, ଦେଉଳକରଣ, ପାଟ୍ଟଯୋଶୀ ମହାପାତ୍ର, ତଢ଼ଉକରଣ ସହ
Argus News (@argusnews_in) 's Twitter Profile Photo

#ପାକିସ୍ତାନରୁ_ଆମଦାନୀ_ରପ୍ତାନୀ_ବନ୍ଦ ପାକିସ୍ତାନ ଉପରେ ଭାରତର ଆଉ ଏକ ବଡ଼ ଆକ୍ସନ୍ ପାକିସ୍ତାନରୁ ଆମଦାନୀ ଓ ରପ୍ତାନୀ ବନ୍ଦ କଲା ଭାରତ ଆମଦାନୀ ଓ ରପ୍ତାନୀ ଉପରେ କଡ଼ା କଟକଣା ଲଗାଇଲା ଭାରତ ପହଲଗାମ୍ ହମ୍‌ଲା ପରେ କଡ଼ା ପଦକ୍ଷେପ ନେଉଛି ଭାରତ #Pakistan #India #PahalgamTerrorAttack

#ପାକିସ୍ତାନରୁ_ଆମଦାନୀ_ରପ୍ତାନୀ_ବନ୍ଦ
ପାକିସ୍ତାନ ଉପରେ ଭାରତର ଆଉ ଏକ ବଡ଼ ଆକ୍ସନ୍
ପାକିସ୍ତାନରୁ ଆମଦାନୀ ଓ ରପ୍ତାନୀ ବନ୍ଦ କଲା ଭାରତ
ଆମଦାନୀ ଓ ରପ୍ତାନୀ ଉପରେ କଡ଼ା କଟକଣା ଲଗାଇଲା ଭାରତ
ପହଲଗାମ୍ ହମ୍‌ଲା ପରେ କଡ଼ା ପଦକ୍ଷେପ ନେଉଛି ଭାରତ
#Pakistan #India #PahalgamTerrorAttack
ସ୍ମୃତିଲଗ୍ନା ✍️ (@smrutilagnan) 's Twitter Profile Photo

ମାଟିରୁ ମହାକାଶ ଯାଏଁ ମହକ ଯାହାର ତା ପାଇଁ ଦିନଟିଏ କଣ ମନେଇବା !! ସେ ତ ଜୀବନରେ ସବୁ ଜୁଆରକୁ ଲଙ୍ଘିବାର ଯୁ ଭରେ ମନରେ ଆତ୍ମିକ ଯୁଦ୍ଧ ସର୍ବଜୟୀ ନିମନ୍ତେ ଯିଏ ସଂସାରରେ ଏକମାତ୍ର ସାହାରା ସେ ନିଶ୍ୱାସର ସବୁ ଦିନ ନିଃସଙ୍କୋଚରେ ନେଇଯାଉ ନା 🙏 Happy mother's day world😘😇 #MoBou #WCDOdisha #MothersDay

ମାଟିରୁ ମହାକାଶ ଯାଏଁ ମହକ ଯାହାର ତା ପାଇଁ ଦିନଟିଏ କଣ ମନେଇବା !! 
ସେ ତ ଜୀବନରେ ସବୁ ଜୁଆରକୁ ଲଙ୍ଘିବାର ଯୁ ଭରେ ମନରେ 

ଆତ୍ମିକ ଯୁଦ୍ଧ ସର୍ବଜୟୀ ନିମନ୍ତେ ଯିଏ ସଂସାରରେ ଏକମାତ୍ର ସାହାରା 
ସେ ନିଶ୍ୱାସର ସବୁ ଦିନ ନିଃସଙ୍କୋଚରେ ନେଇଯାଉ ନା 🙏

Happy mother's day world😘😇

#MoBou #WCDOdisha #MothersDay