
Sibaprasad Mohanty
@sibu7890
ସମାଜରେ ଘଟୁଥିବା ପ୍ରତ୍ୟକ୍ ଘଟଣା ଉପରେ ନିରପେକ୍ଷ ମତ ଦେବାକୁ ଚେଷ୍ଟା କରେ 🙏
ସାମ୍ବାଦିକତା ହିଁ ଲକ୍ଷ....
ଛାତ୍ର 👉 ରାଜନୀତି ବିଜ୍ଞାନ📖
Public Speaker & Debater...🎤
ID: 1321394509108768768
https://www.facebook.com/100466791784686/posts/397082938789735/?app=fbl 28-10-2020 10:13:19
314 Tweet
382 Followers
127 Following

ବବୁଲ ମହାନ୍ତି ଙ୍କ ପାଖକୁ ଆସିଛି ବିଲ୍ କିନ୍ତୁ ତାଙ୍କ CA number ଏଇଟା ନୁହଁ, ଏବଂ ତାଙ୍କର ସବୁ ବିଲ୍ କ୍ଲିୟର ଅଛି, ତେବେ ଏତେ ଟଙ୍କାର ଅନ୍ୟ ଏକ CA number ର ର ବିଲ୍ ତାଙ୍କ ଫୋନ୍ କୁ message ଆସି ତାଙ୍କୁ ବ୍ୟତିବ୍ୟସ୍ତ କରି ଦେଇଛି ଏଥିପ୍ରତି ଦୃଷ୍ଟି ଦିଅନ୍ତୁ TP Central Odisha Distribution Ltd ଯୋଗ ଯୋଗ - 7978286624



ପୋଖରୀ ଉପରେ ବିଦ୍ୟୁତ୍ ତାର ଲଟକି ରହିଛି, ଜାହା କି ଜୀବଜନ୍ତୁ ଙ୍କ ସହିତ ଲୋକ ମାନଙ୍କ ପାଇଁ ବିପଦ ସାଜିଛି ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦିଅନ୍ତୁ TP Central Odisha Distribution Ltd ସ୍ଥାନ/ ଠିକଣା - ଜଗତସିଂହପୁର ଜିଲ୍ଲା ର ଏରସମା ବ୍ଲକ ଅନ୍ତର୍ଗତ, ଢିଙ୍କିଆ ପଞ୍ଚାୟତ ର ଯୋଗୀସାହି, ଯୋଗା ଯୋଗ - 8598914176



8 ଘଣ୍ଟା ହେଲାଣି ଆମ ଅଞ୍ଚଳରେ କରେଣ୍ଟ ନାହିଁ TP Central Odisha Distribution Ltd କୁ ଏନେଇ ଅଭିଯୋଗ କଲେ ମଧ୍ଯ ଏ ପର୍ଯ୍ୟନ୍ତ କରେଣ୍ଟ ଆସିନି,- ସ୍ଥାନ ଯୋଗୀ ସାହି, ଚଟୁଆ ପାରାଦୀପ ଡିଭିଜନ ଯୋଗାଯୋଗ - 8598914176

ଆମ ଅଞ୍ଚଳରେ ଗତ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ କରେଣ୍ଟ ନଥିଲା, ଅଭିଯୋଗ ର ତିନି ଦିନ ପରେ କରେଣ୍ଟ ଆସିଲା, ପୁଣି ଆଜି ୪ ଘଣ୍ଟା ହେବ କରେଣ୍ଟ ନାହିଁ TP Central Odisha Distribution Ltd ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ, ସ୍ଥାନ ଯୋଗୀ ସାହି, ଚଟୁଆ ପାରାଦୀପ ଡିଭିଜନ ଯୋଗାଯୋଗ - 8598914176


Discover, Report, Transform: Your Story Starts Here Welcome to the IIMC Dhenkanal To our new batch of journalism powerhouses, the journey to storytelling excellence starts now. Let's explore, question, and craft the narratives that will shape the future. Be curious, stay bold!



Dept. of New Media, IIMC is organizing a five-day training program on #MediaLiteracy in collaboration with CIET-NCERT. Prof. Prof. Anubhuti Yadav, HoD & Dr. Pawan Koundal engaged with teachers & students from across the country. The programs can be accessed at NCERT Youtube Channel.



ବିଜୟ ପଥର ଯାତ୍ରୀ ଆମେ ପରାଜୟ ଆମ ଭାଗ୍ୟରେ ନାହିଁ ଫାଇଲେରିଆ ବିପକ୍ଷରେ ଲଢ଼ିବା ଆମେ, ଜିତିବା ଆମେ । ଆଇ ଆଇ ଏମ୍ ସି ରେ ସ୍ବାସ୍ଥ୍ୟ ସାମ୍ବାଦିକତା ଉପରେ ଏକ କର୍ମଶାଳା #ActNowEndLF #LFkaTheEnd NTD Free India shivani pandey


हम जीत के पथिक हैं, हार हमारी किस्मत में नहीं है, हम फाइलेरिया से लड़ेंगे, हम जीतेंगे। आईआईएमसी में स्वास्थ्य पत्रकारिता पर एक कार्यशाला #LFkaTheEnd NTD Free India shivani pandey
