Subcollector and SDM,Bargarh (@sdmbargarh) 's Twitter Profile
Subcollector and SDM,Bargarh

@sdmbargarh

The official X account of subcollector and SDM Bargarh

ID: 1702002682792476672

calendar_today13-09-2023 16:54:37

200 Tweet

65 Followers

67 Following

CEO Odisha (@odishaceo) 's Twitter Profile Photo

ମତଦାନର ଦିନ ଛୁଟିର ଦିନ ନୁହେଁ, ଏହା କର୍ତ୍ତବ୍ୟର ଦିନ lଆସନ୍ତା ସାଧାରଣ ନିର୍ବାଚନରେ ନିଶ୍ଚିତ ମତଦାନ କରନ୍ତୁ l #IVoteForSure #SGE2024

CEO Odisha (@odishaceo) 's Twitter Profile Photo

Traveling back to the dispersal day when polling parties diligently checked the materials provided, ensuring all election materials were accounted for. Their commitment to accuracy ensures a smooth voting process for all. #ThrowbackThursday #ElectionPrep #dedication

Traveling back to the dispersal day when polling parties diligently checked the materials provided, ensuring all election materials were accounted for. Their commitment to accuracy ensures a smooth voting process for all.
#ThrowbackThursday #ElectionPrep #dedication
CEO Odisha (@odishaceo) 's Twitter Profile Photo

NOTA ବାଲଟ ୟୁନିଟ ରେ ସବୁଠାରୁ ଶେଷରେ ଥାଏ l ସମସ୍ତ ପ୍ରାର୍ଥୀଙ୍କ ନାମ, ଫୋଟୋ ଓ ଚି଼ହ୍ନ ପରେ ସର୍ବଶେଷରେ NOTA ବିକଳ୍ପଟି ରହିଥାଏ l Mock poll ସମୟରେ ସମସ୍ତ ରାଜନୈତିକ ଦଳର ପୋଲିଂ ଏଜେଣ୍ଟଙ୍କ ସମ୍ମୁଖରେ ସମସ୍ତ ପ୍ରାର୍ଥୀ ମାନଙ୍କ ସହ NOTA ବିକଳ୍ପକୁ ମଧ୍ୟ ସମାନ ସଂଖ୍ୟକ mock ଭୋଟିଂ କରାଯାଏ ଓ ଭିଭିପାଟ ସ୍ଲିପର ଗଣନା କରା ଯାଏ l

ESMS app is the ultimate tool where enforcement agencies record details of all seized items like cash, freebies, and liquor etc. With ESMS, every confiscated item is meticulously documented and acted upon. Let's vow for an inducement free election together! 🇮🇳

ନିର୍ବାଚନ ପ୍ରାର୍ଥୀ ମାନଙ୍କ ଅପରାଧିକ ତଥ୍ୟକୁ ସାର୍ବଜନୀନ କରିବାକୁ ନେଇ ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ l

ନିର୍ବାଚନ ପ୍ରାର୍ଥୀ ମାନଙ୍କ ଅପରାଧିକ ତଥ୍ୟକୁ ସାର୍ବଜନୀନ କରିବାକୁ ନେଇ ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ l
CEO Odisha (@odishaceo) 's Twitter Profile Photo

ଆପଣଙ୍କ ପୋଲିଂ ବୁଥ୍ ଓ ଅନ୍ୟାନ୍ୟ ବିବରଣୀ ଜାଣିବା ଏବେ ଅତି ସହଜ l ସବିଶେଷ ଜାଣିବା ପାଇଁ ନିମ୍ନ ଭିଡ଼ିଓ ଟିକୁ ପୁରା ଦେଖନ୍ତୁ l #KnowYourDetails #ICT #Elections24

Spokesperson ECI (@spokespersoneci) 's Twitter Profile Photo

With over 79,000 complaints registered so far, ECI's complaints App, C-Vigil is the sleeper hit of polling season. 99 % of the complaints have been resolved, and around 89 % within stipulated 100 minutes. Read more here: eci.gov.in/eci-backend/pu…

With over 79,000 complaints registered so far, ECI's complaints App, C-Vigil is the sleeper hit of polling season. 
99 % of the complaints have been resolved, and around 89 % within stipulated 100 minutes. Read more here: 
eci.gov.in/eci-backend/pu…
CEO Odisha (@odishaceo) 's Twitter Profile Photo

Be a responsible voter and verify before you amplify. Don't let fake news sway your decision-making. Verify facts, ensure accuracy, and uphold the integrity of your vote. #ResponsibleVoting #FactCheck #FakeNewsAwareness #SGE2024 #OdishaVotes

Say "NO" to inducements and ensure transparency! Report any violations of the Model Code of Conduct on the C-Vigil app. 📲 Your voice matters! Get swift solutions within 100 minutes to uphold democracy. #InducementFreeElections #Cvigil #SGE2024 #OdishaVotes

Election Commission of India (@ecisveep) 's Twitter Profile Photo

Ready, Set, Vote! 🎉 Join the celebration of #ChunavKaParv with Neeraj Chopra, Olympic gold medalist and World champion in Men's javelin throw. #LokSabhaElections2024 #ECI #DeshKaGarv #YouAreTheOne #Elections2024 #NeerajChopra

Election Commission of India (@ecisveep) 's Twitter Profile Photo

Be an informed voter! Use our #KYC App to learn about the criminal antecedents of candidates contesting elections.🙌✨ #ElectionTransperancy #ChunavKaParv #DeshKaGarv

Be an informed voter! Use our
#KYC App to learn about the criminal antecedents of candidates contesting elections.🙌✨

#ElectionTransperancy #ChunavKaParv #DeshKaGarv
CEO Odisha (@odishaceo) 's Twitter Profile Photo

ନିର୍ବାଚନ ଆଚରଣ ଵିଧି ଉଲ୍ଲଂଘନ ସମ୍ବନ୍ଧୀୟ ସୂଚନା c-Vigil ଆପ୍ପଲିକେସନରେ ଦିଅନ୍ତୁ ଓ 100 ମିନଟ ରେ ସମାଧାନ ପାଆନ୍ତୁ l #ChunavKaParv #DeshKaGarv #InducementfreeElections #SGE2024

ନିର୍ବାଚନ ଆଚରଣ ଵିଧି ଉଲ୍ଲଂଘନ ସମ୍ବନ୍ଧୀୟ ସୂଚନା c-Vigil ଆପ୍ପଲିକେସନରେ ଦିଅନ୍ତୁ ଓ 100 ମିନଟ ରେ ସମାଧାନ ପାଆନ୍ତୁ l
#ChunavKaParv #DeshKaGarv #InducementfreeElections #SGE2024
CEO Odisha (@odishaceo) 's Twitter Profile Photo

ଆଜି ଭେଟନ୍ତୁ ନିର୍ବାଚନର "Super Hero"କୁ ଯିଏ ନିର୍ବାଚନର ସ୍ୱଚ୍ଛତା ଓ ଭୋଟିଂ ର ଗୋପନୀୟତାକୁ ଅକ୍ଷୁର୍ଣ୍ଣ ରଖେ l ଆସନ୍ତା ନିର୍ବାଚନରେ ନିଶ୍ଚିତ ହୋଇ ମତଦାନ କରନ୍ତୁ ଓ ଗଣତନ୍ତ୍ରକୁ ସୁଦୃଢ କରନ୍ତୁ l

ଆଜି ଭେଟନ୍ତୁ ନିର୍ବାଚନର "Super Hero"କୁ ଯିଏ ନିର୍ବାଚନର ସ୍ୱଚ୍ଛତା ଓ ଭୋଟିଂ ର ଗୋପନୀୟତାକୁ ଅକ୍ଷୁର୍ଣ୍ଣ ରଖେ l
ଆସନ୍ତା ନିର୍ବାଚନରେ ନିଶ୍ଚିତ ହୋଇ ମତଦାନ କରନ୍ତୁ ଓ ଗଣତନ୍ତ୍ରକୁ ସୁଦୃଢ କରନ୍ତୁ l
CEO Odisha (@odishaceo) 's Twitter Profile Photo

ବିନା କୌଣସି ପ୍ରଲୋଭନର ବଶବର୍ତ୍ତୀ ହୋଇ ମତଦାନ କରନ୍ତୁ l ଆପଣଙ୍କ ଭୋଟ.. ଆପଣଙ୍କ ସ୍ୱର l #InducementfreeElections #EthnicalVoting #YourVoteYouravoice

ବିନା କୌଣସି ପ୍ରଲୋଭନର ବଶବର୍ତ୍ତୀ ହୋଇ ମତଦାନ କରନ୍ତୁ l ଆପଣଙ୍କ ଭୋଟ.. ଆପଣଙ୍କ ସ୍ୱର l
#InducementfreeElections #EthnicalVoting #YourVoteYouravoice
CEO Odisha (@odishaceo) 's Twitter Profile Photo

"Your vote is your voice, make it count! 🗳️ Let's do our duty and shape the future together. Every vote matters, so let's ensure our voices are heard. #Vote4Sure #YourVoiceYourVote #SGE2024 #OdishaVotes

📢ହେଲୋ ଓଡିଶା 🥁 🤔ଆପଣଙ୍କ ଭୋଟ ଦେବାର ତାରିଖ ଜାଣିଲେଣି କି? 🤔ନିଜ ମତଦାନ କେନ୍ଦ୍ରର ଅବସ୍ଥିତ ଓ ଭୋଟର ଲିଷ୍ଟରେ ନାଁ ଅଛି କି ନାହିଁ ଜାଣିଲେଣି କି? ଆଜି ହିଁ ଭୋଟର ହେଲ୍ପଲାଇନ ଆପ୍ପ ଡାଉନଲୋଡ କରନ୍ତୁ ଓ ସମସ୍ତ ତଥ୍ୟ ପାଆନ୍ତୁ l😃 #SGE2024 #YourVoteYourVoice #VoteForSure

📢ହେଲୋ ଓଡିଶା 🥁
🤔ଆପଣଙ୍କ ଭୋଟ ଦେବାର ତାରିଖ ଜାଣିଲେଣି କି?
🤔ନିଜ ମତଦାନ କେନ୍ଦ୍ରର ଅବସ୍ଥିତ ଓ ଭୋଟର ଲିଷ୍ଟରେ ନାଁ ଅଛି କି ନାହିଁ ଜାଣିଲେଣି କି?
ଆଜି ହିଁ ଭୋଟର ହେଲ୍ପଲାଇନ ଆପ୍ପ ଡାଉନଲୋଡ କରନ୍ତୁ ଓ ସମସ୍ତ ତଥ୍ୟ ପାଆନ୍ତୁ l😃
#SGE2024 #YourVoteYourVoice #VoteForSure
CEO Odisha (@odishaceo) 's Twitter Profile Photo

ଏବେ ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରିବା ସବୁଠାରୁ ସହଜ l ତେବେ କଣ ପାଇଁ ଅପେକ୍ଷା? ଆଜି ହିଁ ଯାଞ୍ଚ କରନ୍ତୁ l #NirbachanKaParv #DeshKaGarv #CheckYourDetails #GoVerify

ଏବେ ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରିବା ସବୁଠାରୁ ସହଜ l 
ତେବେ କଣ ପାଇଁ ଅପେକ୍ଷା? ଆଜି ହିଁ ଯାଞ୍ଚ କରନ୍ତୁ l #NirbachanKaParv #DeshKaGarv #CheckYourDetails #GoVerify
CEO Odisha (@odishaceo) 's Twitter Profile Photo

ଏକ ମୁକ୍ତ,ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଭିଭିପାଟ l #SGE2024 #ChunavKaParv #DeshKaGarv

ଏକ ମୁକ୍ତ,ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଭିଭିପାଟ l #SGE2024 #ChunavKaParv #DeshKaGarv
Collector & DM, Bargarh (@dmbargarh) 's Twitter Profile Photo

ପବିତ୍ର ରଥଯାତ୍ରା ଅବସରରେ ବରଗଡ଼ ଜିଲ୍ଲl ପ୍ରଶାସନ ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା । ଚତୁର୍ଦ୍ଧା ମୂରତିଙ୍କ କୃପା ଭରିଦେଉ ସୁଖଃ, ସମୃଦ୍ଧି ଆଉ ପ୍ରଗତି । ଜୟ ଜଗନ୍ନାଥ

ପବିତ୍ର ରଥଯାତ୍ରା ଅବସରରେ ବରଗଡ଼ ଜିଲ୍ଲl ପ୍ରଶାସନ ତରଫରୁ ସମସ୍ତଙ୍କୁ  ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା । 
ଚତୁର୍ଦ୍ଧା ମୂରତିଙ୍କ କୃପା ଭରିଦେଉ ସୁଖଃ, ସମୃଦ୍ଧି ଆଉ ପ୍ରଗତି ।
ଜୟ ଜଗନ୍ନାଥ