Sarada pradhan
@saradapradhan10
ID: 904394939903033344
03-09-2017 17:25:31
161 Tweet
291 Followers
1 Following
ଆମ ନିର୍ବାଚନ ମଣ୍ଡଳୀ ର ଶ୍ରଦ୍ଧାଳୁ ମାନେ ବୋଲବମ୍ ଯାଉଥିବା ସମୟରେ ଦୁର୍ଘଟଣା ରେ ଜଣେ ଯୁବତୀ ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ପରିବାରକୁ ଅର୍ଥରାଶି ପ୍ରଦାନ କରିବା ସହ ଚିକିତ୍ସିତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ମାନ୍ୟବର CMO Odisha ଙ୍କୁ ଅନୁରୋଧ କରୁଅଛି ।