Santibhusan Mishra (@santibhusanm) 's Twitter Profile
Santibhusan Mishra

@santibhusanm

Journalist.
Associate Editor, Argus News.
past- Chief Reporter OTV.
Views are personal.

ID: 955855813

calendar_today18-11-2012 17:04:14

3,3K Tweet

4,4K Followers

974 Following

Santibhusan Mishra (@santibhusanm) 's Twitter Profile Photo

କାହିଁକି ଆକ୍ରମଣ କଲା ଆମେରିକା? ବାଜିଲା କି ପୁଣି ଏକ ମହାଯୁଦ୍ଧର ଘଣ୍ଟି? ଭେନଯୁଆଲାର ତେଲ ଉପରେ ଆମେରିକାର ଆଖି ? #Venezuela #madurocaptured #USA

ଚୀନ ରୁ କେଉଁ ଦେଶ କେତେ ଲକ୍ଷ କୋଟି ଋଣ ନେଇଛନ୍ତି? ତାଲିକାର ୧ ନମ୍ୱରରେ ଆମେରିକା #China #USA

ଦକ୍ଷିଣ ଆମେରିକିୟ ଦେଶ ଭିତରୁ ଭେନଯୁଆଲା ଚୀନ ପାଖରୁ ନେଇଛି ସବୁଠୁ ଅଧିକ ଋଣ #NicolasMaduro

ଏପ୍ରିଲରୁ ୧୫ ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା..ପ୍ରାରମ୍ଭିକ ପର୍ଯ୍ୟାୟରେ ଘର ଓ ଆସବାବ ପତ୍ରର ଗଣନା ହେବ..ଦ୍ବିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ହେବ ଚଳିତ ଥର ଡିଜିଟାଲ ଭାବେ ଗଣନା ହେବ। ଗଣନା ପାଇଁ ପାଇଁ ନିୟୋଜିତ ହେବେ ୧ ଲକ୍ଷରୁ ଅଧିକ ଅଧିକାରୀ..ଜଣେ ଅଧିକାରୀ ୨୦୦ ରୁ ଅଧିକ ଘରର ଜନ ଗଣନା କରିବେ #census2026

ପୁରା ବିଶ୍ୱରେ ଭେନଜୁଆଲା ପାଖରେ ସବୁଠୁ ଅଧିକ ତେଲ #VenezuelaCrisis #Oil

କେଉଁ ଦେଶ କେତେ ତେଲ ରପ୍ତାନି କରୁଛି ? Top 10 ରେ ନାହିଁ #venzuela #VenezuelaCrisis

Private plane VT -Kss 17-102 crash at Jalda, Rourkela ,6 injured including 2 crew Capt Naveen Kadanga ,Capt Tarun Shrivatav #PlaneCrash #Rourkela

ରକ୍ତର ଯେଉଁ ଉତ୍ତେଜନାକୁ ମାଇନସର ଥଣ୍ଡା ବି ଅଟକିପାରେନି, ଜୋଶର ଯେଉଁ ଲାଭାକୁ କୌଣସି ଶତ୍ରୁ ସମ୍ଭାଳି ପାରେନି ଜୁନୁନର ଯେଉଁ ନିଆଁକୁ କୌଣସି ଚ୍ୟାଲେଞ୍ଜ ବି ଲିଭେଇପାରେନି ଶତ୍ରୁକୁ ତାର ଔକାତରେ ରଖୁଥିବା ଏମାନେ ସେଇ ସୈନିକ ଯେଉଁମାନେ ବରଫ ପାହାଡ଼ ଭିତରେ ସୀମା ସୁରକ୍ଷାରେ ଲାଗିଛନ୍ତି.ଜାନୁଆରୀ ୨୬ରେ ଯୋଦ୍ଧାThe real hero ଅର୍ଗସରେ

Santibhusan Mishra (@santibhusanm) 's Twitter Profile Photo

ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା . ସଂଶୋଧନ ହେବ ବିଭିନ୍ନ ଜିଲ୍ଲା ଏବଂ ସ୍ଥାନ ଗୁଡିକର ନାମରେ ଇଂରାଜୀ ବନାନ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି . ୭ ଜିଲ୍ଲାର ଇଂରାଜୀ ନାମ ବଦଳିବ . ଓଡିଆ ନାମ ଅନୁସାରେ ରହିବ ଇଂରାଜୀ ସ୍ପେଲିଙ୍ଗ . ୧୧ ଜିଲ୍ଲାର ୨୪ ଟି ସ୍ଥାନର ଇଂରାଜୀ ନାମରେ ହେବ ସଂଶୋଧନ