Er.Sushree Sangita#ଜୟ⭕❕⭕ ଜଗନ୍ନାଥ (@sangitasethy) 's Twitter Profile
Er.Sushree Sangita#ଜୟ⭕❕⭕ ଜଗନ୍ନାଥ

@sangitasethy

ଗୋଟେ ପରିଚୟ ମୁଁ ଓଡ଼ିଆ। ମୋ ଜଗନ୍ନାଥ ମୋ ପରିଚୟ। ମତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ଜୟ ମା ବିରଜା ।🇮🇳
Born to win.💪

ID: 1067461856229388288

linkhttps://www.youtube.com/channel/UC4i-MN7W5rnNLW0i_zrFowg calendar_today27-11-2018 16:55:13

92,92K Tweet

15,15K Followers

639 Following

Er.Sushree Sangita#ଜୟ⭕❕⭕ ଜଗନ୍ନାଥ (@sangitasethy) 's Twitter Profile Photo

ଭକ୍ତିର ବର୍ଷାରେ ଜଗା କରେ ଆଜି ସ୍ନାନ ଆଜି ସେ ପବିତ୍ର ଦିନ ଦେବସ୍ନାନ! ଭକତ ପାଇଁ ସେ ପତିତ ପାବନ! ଯୁଗେ ଯୁଗେ ଭକତ ପାଇଁ ଝୁରେ ତା ପ୍ରାଣ ! ରତ୍ନବେଦୀ ଛାଡ଼ି ସେ ସୁକୁମାର ଠାକୁର ଭକତ ପାଇଁ ଧାଇଁଆସେ ସ୍ନାନ ମଣ୍ଡପକୁ ତାର। ଦେଖିଛ ଏମିତି ଦିଅଁ ସଂସାରେ ନାହିଁ ସେଥିପାଇଁ ସେ ପରା ଜଗତ ଗୋସାଇଁ। #ସ୍ନାନପୂର୍ଣ୍ଣିମା ଜୟ ଜଗନ୍ନାଥ🙏

ଭକ୍ତିର ବର୍ଷାରେ ଜଗା କରେ ଆଜି ସ୍ନାନ 
ଆଜି ସେ ପବିତ୍ର ଦିନ ଦେବସ୍ନାନ! 
ଭକତ ପାଇଁ ସେ ପତିତ ପାବନ! 
ଯୁଗେ ଯୁଗେ ଭକତ ପାଇଁ ଝୁରେ ତା ପ୍ରାଣ ! 
ରତ୍ନବେଦୀ ଛାଡ଼ି ସେ ସୁକୁମାର ଠାକୁର 
ଭକତ ପାଇଁ ଧାଇଁଆସେ ସ୍ନାନ ମଣ୍ଡପକୁ ତାର।
ଦେଖିଛ ଏମିତି ଦିଅଁ ସଂସାରେ ନାହିଁ 
ସେଥିପାଇଁ ସେ ପରା ଜଗତ ଗୋସାଇଁ।
#ସ୍ନାନପୂର୍ଣ୍ଣିମା ଜୟ ଜଗନ୍ନାଥ🙏
Er.Sushree Sangita#ଜୟ⭕❕⭕ ଜଗନ୍ନାଥ (@sangitasethy) 's Twitter Profile Photo

ଜୀବଧନରେ ତୁହି ଭକତ ଗଳାର ମାଳି ତୋ ବିନା ଏଇ ସଂସାର ଅକାରଣ ବନମାଳି! ତୋ ଚକାଡୋଳା ଦେଖି ମେଣ୍ଟଇ କେତେ ଜନ୍ମର ତୃଷ୍ଣା ଜୀବନ ଧନ୍ୟ ତେବେ ହୁଏ ଯାଇ କଟେ ସବୁ ବିତୃଷ୍ଣା! ତୋ ଶ୍ରୀଚରଣେ ଜାଗା ଦେବୁ ବୋଲି ଏଇ ପ୍ରାଣ ଝୁରେ ପାଶୋରିବୁ ନାହିଁ ତତେ ମୋ ରାଣ ପ୍ରାଣ ତୁ ମୋ ସଂସାରେ! ❤️🙏😭

ଜୀବଧନରେ ତୁହି ଭକତ ଗଳାର ମାଳି
ତୋ ବିନା ଏଇ ସଂସାର ଅକାରଣ ବନମାଳି! 
ତୋ ଚକାଡୋଳା ଦେଖି ମେଣ୍ଟଇ କେତେ ଜନ୍ମର ତୃଷ୍ଣା 
ଜୀବନ ଧନ୍ୟ ତେବେ ହୁଏ ଯାଇ କଟେ ସବୁ ବିତୃଷ୍ଣା! 
ତୋ ଶ୍ରୀଚରଣେ ଜାଗା ଦେବୁ ବୋଲି ଏଇ ପ୍ରାଣ ଝୁରେ
ପାଶୋରିବୁ ନାହିଁ ତତେ ମୋ ରାଣ ପ୍ରାଣ ତୁ ମୋ ସଂସାରେ!
❤️🙏😭
Dr. But not the Doctor (@seenumohapatra) 's Twitter Profile Photo

ବଳଦେବଜୀଉ ମନ୍ଦିର, କେନ୍ଦୁଝରରେ ମହାବାହୁ ଙ୍କ ଗଜ ବେଶ। #SnanaPurnima2025

ବଳଦେବଜୀଉ ମନ୍ଦିର, କେନ୍ଦୁଝରରେ ମହାବାହୁ ଙ୍କ ଗଜ ବେଶ।
#SnanaPurnima2025
Collector & DM, Jajpur (@dm_jajpur) 's Twitter Profile Photo

ଯାଜପୁର ଜିଲ୍ଲାର ଜନସାଧାରଣଙ୍କ ଅବଗତି ନିମନ୍ତେ ଜରୁରୀ ସୂଚନା। ଗତକାଲି ଠାରୁ ଯାଜପୁର ଜିଲ୍ଲାର କୋରେଇ, ଦାନଗଦି, ଯାଜପୁର, ଧର୍ମଶାଳା, ରସୁଲପୁର ଅଞ୍ଚଳରେ ଝାଡାବାନ୍ତି ବ୍ୟାପୁଥିବାରୁ ରୋଗୀମାନେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।୧/୩

Collector & DM, Jajpur (@dm_jajpur) 's Twitter Profile Photo

CMO Odisha H & FW Dept Odisha I & PR Department, Odisha ୪) ବାହାରେ ଅସ୍ୱାସ୍ଥ୍ୟକର ପରିବେଶରେ ଥିବା ଠେଲା ଦୋକାନ କିମ୍ବା ବାହାରେ ବିକ୍ରୟ ହେଉଥିବା ଫାଷ୍ଟଫୁଡ୍ ନଖାଇବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି। ୫) ବାହାରକୁ ଆସିଥିବା ସମୟରେ ଯଦି ଖାଦ୍ୟ ଆବଶ୍ୟକ କରୁଥାନ୍ତି ତାହେଲେ ସ୍ୱାସ୍ଥ୍ୟକର ପରିବେଶ ଥିବା ଦୋକାନରୁ ଖାଦ୍ୟ ଖାଆନ୍ତୁ।

Collector & DM, Jajpur (@dm_jajpur) 's Twitter Profile Photo

CMO Odisha H & FW Dept Odisha I & PR Department, Odisha ୬) ଫୁଟା ଯାଇଥିବା ପାଣିରେ ୧ ଲିଟର ମାତ୍ରାରେ ୧ ଟି ହାଲୋଜେନ୍ ବଟିକା ମିଶାଇ ପିଅନ୍ତୁ। ୭) ଅସ୍ୱାସ୍ଥ୍ୟକର ପରିବେଶରେ ଥିବା ବାହାର ଖାଦ୍ୟ ଏବଂ ପାନୀୟ ଜଳକୁ ଯଥା ସମ୍ଭବ ବାରଣ କରନ୍ତୁ । ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ।

American NH expert (@smashru197) 's Twitter Profile Photo

He is considered as Chalanti Pratima of our Prabhu. Even in this age and day, if anything goes wrong with Prabhu and he doesn’t want to move, he listens to only him. The bridge between us and Prabhu. 🙏

Kshyanaprava Dhal (@andbiswaji43394) 's Twitter Profile Photo

ଆଜି ଆମ ଗାଁ ଜଂପଡା, ବରୀ, ଯାଜପୁର ରେ ଗଜ ବେଶରେ ପ୍ରଭୁ ଶ୍ରୀ ଦଧିବାମନ 🙏

ଆଜି ଆମ ଗାଁ ଜଂପଡା, ବରୀ, ଯାଜପୁର ରେ ଗଜ ବେଶରେ ପ୍ରଭୁ ଶ୍ରୀ ଦଧିବାମନ 🙏
Shree Jagannatha Temple, Puri (@jagannathadhaam) 's Twitter Profile Photo

ଭକ୍ତିମୟ ପରିବେଶ ମଧ୍ୟରେ ସ୍ନାନମଣ୍ଡପରେ ସାହାଣମେଲା ଦର୍ଶନ ଅନୁଷ୍ଠିତ ହେଉଛି l The Sahanmela being held in snana mandap in a devotional atmosphere.

ଭକ୍ତିମୟ ପରିବେଶ ମଧ୍ୟରେ ସ୍ନାନମଣ୍ଡପରେ ସାହାଣମେଲା ଦର୍ଶନ ଅନୁଷ୍ଠିତ ହେଉଛି l
The Sahanmela being held in snana mandap in a devotional atmosphere.
American NH expert (@smashru197) 's Twitter Profile Photo

We usually don’t realise it when we do Jaga Darshan from afar. You see him on Snana Mandap to guess his size. Imagine our ancestors moved Prabhu so many times from Puri to Chilika to stop desecration. We owe it to them to remain rooted with our culture.

Jyoti Prakash Mohapatra (@jp_mohapatra) 's Twitter Profile Photo

ଶ୍ୱେତ ପଦ୍ମ ଆଖି, ଦେଖିଲେ ଗୋ ସଖି, ଚିତ୍ତ କି ବାହୁଡ଼େ ଆଉ କର୍ଣ୍ଣରେ କୁଣ୍ଡଳ, ଦିଶେ ଝଲଝଲ, କୌସ୍ତୁଭ ଦାଉଦାଉ ସେ ଯେ ଦୟାସାଗର, ତାଙ୍କ ପଦ୍ମପାଦେ ଲୟ କର ସେ ଯେ ଦୟାସାଗର ଶ୍ୟାମାମଣି ଦେବୀଙ୍କ କଣ୍ଠରେ... #ରଥଯାତ୍ରା