profile-img
Sambit Patra (Modi Ka Parivar)

@sambitswaraj

Surgeon by Profession,Politician by Passion...National Spokesperson of BJP

calendar_today21-04-2013 05:37:53

79,7K Tweets

7,9M Followers

601 Following

Sambit Patra (Modi Ka Parivar)(@sambitswaraj) 's Twitter Profile Photo

ପୁରୀ ଲୋକସଭା କ୍ଷେତ୍ର ଅନ୍ତର୍ଗତ ସତ୍ୟବାଦୀ ବିଧାନସଭା ସ୍ଥିତ ଦିବ୍ୟସିଂହପୁର ଗ୍ରାମର ବିଜେପିର ପୁରାତନ କାର୍ଯ୍ୟକର୍ତ୍ତା ସ୍ବର୍ଗତଃ ରଙ୍କ ପ୍ରଧାନଙ୍କ ବାସଭବନରେ ପରିବାର ବର୍ଗଙ୍କ ସହିତ ସାକ୍ଷାତ କଲି ।

ଏହି ଅବସରରେ ମୋ ସହିତ ସତ୍ୟବାଦୀ ବିଧାନସଭାର ବିଧାୟକ ପ୍ରାର୍ଥୀ ଶ୍ରୀ ଓମ୍ ପ୍ରକାଶ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।

ପୁରୀ ଲୋକସଭା କ୍ଷେତ୍ର ଅନ୍ତର୍ଗତ ସତ୍ୟବାଦୀ ବିଧାନସଭା ସ୍ଥିତ ଦିବ୍ୟସିଂହପୁର ଗ୍ରାମର ବିଜେପିର ପୁରାତନ କାର୍ଯ୍ୟକର୍ତ୍ତା ସ୍ବର୍ଗତଃ ରଙ୍କ ପ୍ରଧାନଙ୍କ ବାସଭବନରେ ପରିବାର ବର୍ଗଙ୍କ ସହିତ ସାକ୍ଷାତ କଲି । ଏହି ଅବସରରେ ମୋ ସହିତ ସତ୍ୟବାଦୀ ବିଧାନସଭାର ବିଧାୟକ ପ୍ରାର୍ଥୀ ଶ୍ରୀ ଓମ୍ ପ୍ରକାଶ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।
account_circle