Sambad (ସମ୍ବାଦ) (@sambad_odisha) 's Twitter Profile
Sambad (ସମ୍ବାଦ)

@sambad_odisha

Tweets from Sambad - the largest circulated Odia Daily.

ID: 841664078

linkhttps://sambad.in calendar_today23-09-2012 12:54:56

150,150K Tweet

471,471K Followers

109 Following

Sambad (ସମ୍ବାଦ) (@sambad_odisha) 's Twitter Profile Photo

ଆପଣ ରୋଷେଇ ଘରେ ବ୍ୟବହାର କରୁଥିବା ପାମ୍ ତେଲ କେତେ ନିରାପଦ ? ଜାଣନ୍ତୁ ପାମୋଲିନ୍ ଦେହ ପାଇଁ କେତେ ମାରାତ୍ମକ ? ଡାକି ଆଣେ କେଉଁ କେଉଁ ରୋଗ... ? #Sambad #PalmoleinOil #SpecialStory sambad.in/lifestyle/is-p…

Sambad (ସମ୍ବାଦ) (@sambad_odisha) 's Twitter Profile Photo

#ହୀରାକୁଦ_ଜଳସ୍ତର_ବୃଦ୍ଧି - ସମ୍ବଲପୁର: ବୃଦ୍ଧି ପାଉଛି ହୀରାକୁଦ ଜଳସ୍ତର - ୨୪ ଘଣ୍ଟାରେ ଜଳସ୍ତର ୩ ଫୁଟ୍ ବଢ଼ିଲାଣି - ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୦.୧୦ ଫୁଟ୍ ରହିଛି - ଡ୍ୟାମକୁ ପ୍ରବେଶ କରୁଛି ୨ ଲକ୍ଷ ୪୩ ହଜାର ୮୩୧ କ୍ୟୁସେକ ଜଳ - ନିଷ୍କାସିତ ହେଉଛି ୩୬ ହଜାର ୫୪ କ୍ୟୁସେକ ଜଳ - ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍

#ହୀରାକୁଦ_ଜଳସ୍ତର_ବୃଦ୍ଧି
- ସମ୍ବଲପୁର: ବୃଦ୍ଧି ପାଉଛି ହୀରାକୁଦ ଜଳସ୍ତର  
- ୨୪ ଘଣ୍ଟାରେ ଜଳସ୍ତର ୩ ଫୁଟ୍ ବଢ଼ିଲାଣି 
- ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୦.୧୦ ଫୁଟ୍ ରହିଛି
- ଡ୍ୟାମକୁ ପ୍ରବେଶ କରୁଛି ୨ ଲକ୍ଷ ୪୩ ହଜାର ୮୩୧ କ୍ୟୁସେକ ଜଳ 
- ନିଷ୍କାସିତ ହେଉଛି ୩୬ ହଜାର ୫୪ କ୍ୟୁସେକ ଜଳ 
- ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍
Sambad (ସମ୍ବାଦ) (@sambad_odisha) 's Twitter Profile Photo

ଗୁଣିଗାରେଡ଼ି ସନ୍ଦେହ: ପୁଅ ଶବ ପଡ଼ିରହିଲା, ମା’ ଜଗିଲା #Sambad #Balasore #Odisha sambad.in/state/black-ma…

Sambad (ସମ୍ବାଦ) (@sambad_odisha) 's Twitter Profile Photo

ରାଜଧାନୀର ଫୁଲେଶ୍ୱରୀ ବସ୍ତିରେ ବୋମା ମାଡ଼ #Sambad #Bhubaneswar #Odisha #Bombing sambad.in/latest/bombing…

Sambad (ସମ୍ବାଦ) (@sambad_odisha) 's Twitter Profile Photo

- ଗୋପାଳପୁର ଗଣଦୁଷ୍କର୍ମ ଘଟଣା - ଆଜି ହେବ ମାମଲାର ଚାର୍ଜଫ୍ରେମ -ବ୍ରହ୍ମପୁର ଏଡିଜେ- ୨ କୋର୍ଟରେ ହେବ ଚାର୍ଜଫ୍ରେମ #Sambad #GopalpurGangRape #Odisha

- ଗୋପାଳପୁର ଗଣଦୁଷ୍କର୍ମ ଘଟଣା
- ଆଜି ହେବ ମାମଲାର ଚାର୍ଜଫ୍ରେମ
-ବ୍ରହ୍ମପୁର ଏଡିଜେ- ୨ କୋର୍ଟରେ ହେବ ଚାର୍ଜଫ୍ରେମ
#Sambad #GopalpurGangRape #Odisha
Sambad (ସମ୍ବାଦ) (@sambad_odisha) 's Twitter Profile Photo

#ପୋଲ_ଉପରେ_୩ଫୁଟ୍_ଉଚ୍ଚର_ପାଣି - ବର୍ଷା ପରେ ଫୁଲୁଛି ସମାକୋଇ ନଦୀ - ତେଲକୋଇ ପୋଲ ଉପରେ ପ୍ରବାହିତ ହେଉଛି ୩ ଫୁଟ୍ ଉଚ୍ଚର ବନ୍ୟାଜଳ - ତେଲକୋଇ-ଭୁବନେଶ୍ୱରକୁ ଯୋଗାଯୋଗ ବିଛିନ୍ନ - ଉଭୟ ପାଖରେ ଅଟକି ରହିଛି ଶହ ଶହ ଗାଡ଼ି #Sambad #Telakoi #HeavyRain #Odisha

#ପୋଲ_ଉପରେ_୩ଫୁଟ୍_ଉଚ୍ଚର_ପାଣି 
- ବର୍ଷା ପରେ ଫୁଲୁଛି ସମାକୋଇ ନଦୀ 
- ତେଲକୋଇ ପୋଲ ଉପରେ ପ୍ରବାହିତ ହେଉଛି ୩ ଫୁଟ୍ ଉଚ୍ଚର ବନ୍ୟାଜଳ 
- ତେଲକୋଇ-ଭୁବନେଶ୍ୱରକୁ ଯୋଗାଯୋଗ ବିଛିନ୍ନ 
- ଉଭୟ ପାଖରେ ଅଟକି ରହିଛି ଶହ ଶହ ଗାଡ଼ି
#Sambad #Telakoi #HeavyRain #Odisha
Sambad (ସମ୍ବାଦ) (@sambad_odisha) 's Twitter Profile Photo

କନକ ନ୍ୟୁଜ୍‌ ପକ୍ଷରୁ ‘ଓଡ଼ିଶା ନିର୍ମାଣ-ଏମ୍‌ଏସ୍‌ଏମ୍‌ଇ ସମିଟ୍‌’: ପ୍ରତି ଜିଲ୍ଲାରେ ଏମ୍‌ଏସ୍‌ଏମ୍‌ଇ ପାର୍କ #Sambad #MSMESummit #Odisha #KanakNews sambad.in/state/kanak-ne…

Sambad (ସମ୍ବାଦ) (@sambad_odisha) 's Twitter Profile Photo

#ପୁଣି_ବାଦଲଫଟା_ବର୍ଷା; #୨_ନିଖୋଜ - ଉତ୍ତରାଖଣ୍ଡ: ଚମୋଲି ଥରାଲିରେ ବାଦଲଫଟା ବର୍ଷା - ବାଦଲଫଟା ବର୍ଷା ପରେ ଅନେକ ଲୋକ ପ୍ରଭାବିତ - ଅକସ୍ମାତ ବନ୍ୟାରେ ଥରାଲି ଗାଁରେ ପ୍ରଳୟ - ଦୁଇ ଜଣ ବ୍ୟକ୍ତି ମାଟିତଳେ ଦବିଥିବା ସୂଚନା - ଉଦ୍ଧାର ପାଇଁ ଏନଡିଆରଏଫ ଟିମ୍ ନିୟୋଜିତ #Sambad #Uttarakhand #Landslide #HeavyRain

#ପୁଣି_ବାଦଲଫଟା_ବର୍ଷା; #୨_ନିଖୋଜ 
- ଉତ୍ତରାଖଣ୍ଡ: ଚମୋଲି ଥରାଲିରେ ବାଦଲଫଟା ବର୍ଷା 
- ବାଦଲଫଟା ବର୍ଷା ପରେ ଅନେକ ଲୋକ ପ୍ରଭାବିତ 
- ଅକସ୍ମାତ ବନ୍ୟାରେ ଥରାଲି ଗାଁରେ ପ୍ରଳୟ 
- ଦୁଇ ଜଣ ବ୍ୟକ୍ତି ମାଟିତଳେ ଦବିଥିବା ସୂଚନା 
- ଉଦ୍ଧାର ପାଇଁ ଏନଡିଆରଏଫ ଟିମ୍ ନିୟୋଜିତ 
#Sambad #Uttarakhand #Landslide #HeavyRain
Sambad (ସମ୍ବାଦ) (@sambad_odisha) 's Twitter Profile Photo

୪ ମାସରେ ୧୦୦୫ଜଣଙ୍କୁ କାମୁଡ଼ିଲେଣି #Sambad #Bhubaneswar #Odisha #DogBite sambad.in/metro/it-has-b…

Sambad (ସମ୍ବାଦ) (@sambad_odisha) 's Twitter Profile Photo

ହୀରାକୁଦର ଜଳସ୍ତର ବୃଦ୍ଧି, ୨୪ ଘଣ୍ଟା ମଧ୍ୟରେ ଜଳସ୍ତର ୩ ଫୁଟ୍ ବଢ଼ିଲା #Sambad #Hirakud #Sambalpur #Odisha sambad.in/leading/water-…

Sambad (ସମ୍ବାଦ) (@sambad_odisha) 's Twitter Profile Photo

ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ନ ଦେବା ମହଙ୍ଗା ପଡ଼ିଲା, ତିନି ବ୍ଲକର ଶିକ୍ଷାଧିକାରୀମାନଙ୍କୁ ନୋଟିସ୍ #Sambad #Boudh #Odisha sambad.in/leading/notice…

Sambad (ସମ୍ବାଦ) (@sambad_odisha) 's Twitter Profile Photo

ଉତ୍ତରାଖଣ୍ଡାର ପୁଣି ବାଦଲଫଟା ବର୍ଷା: ଭଗ୍ନାବଶେଷ ତଳେ ଫସି ଚାଲିଗଲା ଯୁବତୀଙ୍କ ଜୀବନ ! #Sambad #Uttarakhand #Landslide #HeavyRain sambad.in/india-and-beyo…

Sambad (ସମ୍ବାଦ) (@sambad_odisha) 's Twitter Profile Photo

ବିବାଦ ମଧ୍ୟରେ ଭାରତ ପାଇଁ ସର୍ଜିୟୋ ଗୋର୍‌ଙ୍କୁ ରାଷ୍ଟ୍ରଦୂତ ନିଯୁକ୍ତ କଲା ଆମେରିକା #Sambad #DonaldTrump #America sambad.in/india-and-beyo…

Sambad (ସମ୍ବାଦ) (@sambad_odisha) 's Twitter Profile Photo

ଜାତୀୟ ପତାକା ଉଡ଼ାଇବାରୁ ପ୍ରଜାକୋର୍ଟରେ ଯୁବକଙ୍କୁ ମୃତ୍ଯୁଦଣ୍ଡ ଦେଲେ ମାଓବାଦୀ #Sambad #Malkangiri #Odisha sambad.in/leading/maoist…

Sambad (ସମ୍ବାଦ) (@sambad_odisha) 's Twitter Profile Photo

- ଡେଲାଙ୍ଗ ବେଆଇନ ଖଣି ନିକଟରେ ଉତ୍ତେଜନା - ଖଣି ମାଫିଆ ଓ ଗ୍ରାମବାସୀ ହେଲେ ମୁହାଁମୁଁହିଁ - ବେଆଇନ ମାଙ୍କଡା ପଥର ଓ ମୋରମ ବୋଝେଇ ଟ୍ରକ ଅଟକ - ଯମୁନା ଝାଡ଼ପଡ଼ା ନିକଟରେ ଅଟକାଇଲେ ଗ୍ରାମବାସୀ #Sambad #Delang #Odisha

- ଡେଲାଙ୍ଗ ବେଆଇନ ଖଣି ନିକଟରେ ଉତ୍ତେଜନା 
- ଖଣି ମାଫିଆ ଓ ଗ୍ରାମବାସୀ ହେଲେ ମୁହାଁମୁଁହିଁ
- ବେଆଇନ ମାଙ୍କଡା ପଥର ଓ ମୋରମ ବୋଝେଇ ଟ୍ରକ ଅଟକ
- ଯମୁନା ଝାଡ଼ପଡ଼ା ନିକଟରେ ଅଟକାଇଲେ ଗ୍ରାମବାସୀ 
#Sambad #Delang #Odisha
Sambad (ସମ୍ବାଦ) (@sambad_odisha) 's Twitter Profile Photo

#ସାର_ନ_ମିଳିବାରୁ_ଚାଷୀଙ୍କ_ଉତ୍ତେଜନା - ମାଥିଲି: ସାର ପାଇଁ ରାସ୍ତା ଅବରୋଧ - ମାଲକାନଗିରି ଜିଲ୍ଲା ମାଥିଲି ସଦରରେ ଚାଷୀଙ୍କ ରାସ୍ତାରୋକ - ସାର ନ ମିଳିବାରୁ ଲ୍ୟାମ୍ପସ ସମ୍ମୁଖ ମୁଖ୍ୟରାସ୍ତା ଅବରୋଧ କଲେ ଚାଷୀ -ମାଲକାନଗିରି-ଜୟପୁର ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ଠପ୍ #Sambad #Mathili #Odisha

#ସାର_ନ_ମିଳିବାରୁ_ଚାଷୀଙ୍କ_ଉତ୍ତେଜନା 
- ମାଥିଲି: ସାର ପାଇଁ ରାସ୍ତା ଅବରୋଧ  
- ମାଲକାନଗିରି ଜିଲ୍ଲା ମାଥିଲି ସଦରରେ ଚାଷୀଙ୍କ ରାସ୍ତାରୋକ  
- ସାର ନ ମିଳିବାରୁ ଲ୍ୟାମ୍ପସ ସମ୍ମୁଖ ମୁଖ୍ୟରାସ୍ତା ଅବରୋଧ କଲେ ଚାଷୀ 
-ମାଲକାନଗିରି-ଜୟପୁର ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ଠପ୍
#Sambad #Mathili #Odisha
Sambad (ସମ୍ବାଦ) (@sambad_odisha) 's Twitter Profile Photo

କଟକ ସିଡିଏମଓ ଅଫିସ୍‌ର ବରିଷ୍ଠ ସହାୟକ କିଶୋର କୁମାର ସାହାଣୀଙ୍କୁ ବାନ୍ଧିଲା ଭିଜିଲାନ୍ସ #Sambad #Cuttack #VigilanceRaid #Odisha sambad.in/leading/kishor…