RTO CUTTACK (@rto_cuttack) 's Twitter Profile
RTO CUTTACK

@rto_cuttack

Welcome to RTO(Cuttack) . Dedicated towards better services, any online RTO related service issues & Public transport E-mail; [email protected]

ID: 763736794865147906

calendar_today11-08-2016 14:00:16

792 Tweet

3,3K Takipçi

261 Takip Edilen

State Transport Authority, Odisha (@staodisha) 's Twitter Profile Photo

ଷୋଡ଼ଶ ଉପଚାର ପୂଜା ଅବସରରେ ମା’ କଟକ ଚଣ୍ଡୀଙ୍କ ତ୍ରିପୁରା ଭୈରବୀ ବେଶ ଦର୍ଶନ । ଆପଣଙ୍କ ପ୍ରତିଟି ଯାତ୍ରା ଉପରେ ମା’ଙ୍କର ରହୁ କୃପା, ଦୁର୍ଘଟଣା ମୁକ୍ତ ରହୁ ଜୀବନ ।

ଷୋଡ଼ଶ ଉପଚାର ପୂଜା ଅବସରରେ ମା’ କଟକ ଚଣ୍ଡୀଙ୍କ ତ୍ରିପୁରା ଭୈରବୀ ବେଶ ଦର୍ଶନ ।
ଆପଣଙ୍କ ପ୍ରତିଟି ଯାତ୍ରା ଉପରେ ମା’ଙ୍କର ରହୁ କୃପା, ଦୁର୍ଘଟଣା ମୁକ୍ତ ରହୁ ଜୀବନ ।
State Transport Authority, Odisha (@staodisha) 's Twitter Profile Photo

ଶାରଦୀୟ ନବରାତ୍ରୀର ଶୁଭେଚ୍ଛା ମା' ଶୈଳପୁତ୍ରୀଙ୍କ ଆଶୀର୍ବାଦରୁ ଆପଣଙ୍କ ଯାତ୍ରା ହେଉ ସୁରକ୍ଷିତ ଏବଂ ସଫଳ ।

ଶାରଦୀୟ ନବରାତ୍ରୀର ଶୁଭେଚ୍ଛା

ମା' ଶୈଳପୁତ୍ରୀଙ୍କ ଆଶୀର୍ବାଦରୁ ଆପଣଙ୍କ ଯାତ୍ରା ହେଉ ସୁରକ୍ଷିତ ଏବଂ ସଫଳ ।
State Transport Authority, Odisha (@staodisha) 's Twitter Profile Photo

ଗାଡ଼ି ଓଭରଟେକ୍ କରିବା ପୂର୍ବରୁ ଆଖପାଖରେ ଥିବା ଗାଡ଼ିର ସ୍ଥିତି ଉପରେ ନଜର ରଖନ୍ତୁ । ବେପରୁଆ ଗାଡ଼ି ଚଳାନ୍ତୁ ନାହିଁ। ନଚେତ୍ ଘଟିପାରେ ଭୟଙ୍କର ଦୁର୍ଘଟଣା । ଭିଡିଓ ଦେଖି ସଚେତନ ହୁଅନ୍ତୁ । ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ସୁରକ୍ଷିତ ଘରକୁ ଫେରନ୍ତୁ । #PassWithCare #RoadSafetyOdisha #STAOdisha

State Transport Authority, Odisha (@staodisha) 's Twitter Profile Photo

As part of the ongoing Zero Accident Day campaign in #Keonjhar, an awareness session was held at Lakshmi Narayana Degree College, Piplia (Ghatagaon) near NH-20. Students discussed Good Samaritan Law, traffic rules & penalties, followed by a quiz competition on Road Safety. #ZAD

As part of the ongoing Zero Accident Day campaign in #Keonjhar, an awareness session was held at Lakshmi Narayana Degree College, Piplia (Ghatagaon) near NH-20.
Students discussed Good Samaritan Law, traffic rules & penalties, followed by a quiz competition on Road Safety.
#ZAD
DM Cuttack (@cuttackdm) 's Twitter Profile Photo

The Inter College Theatre Fest -Cuttack Natyotsav-2025 started on 22.09.2025 at Biju Patnaik Film and Television Institute of Odisha by District Administration,Cuttack aims to promoting creativity,team spirit and artistic excellence among youth. CMO Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ

The Inter College Theatre Fest -Cuttack Natyotsav-2025 started on 22.09.2025 at Biju Patnaik Film and Television Institute of Odisha by District Administration,Cuttack
aims to promoting creativity,team spirit and artistic excellence among youth. CMO Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
State Transport Authority, Odisha (@staodisha) 's Twitter Profile Photo

ସାମାନ୍ୟ ଭୁଲ ପାଇଁ ଘଟିପାରେ ବଡ଼ ଦୁର୍ଘଟଣା । ଓଭରଟେକ କରିବା ସମୟରେ ଆଖପାଖ ଗାଡ଼ିର ଗତିବିଧି ଉପରେ ନଜର ରଖନ୍ତୁ। ଭିଡିଓ ଦେଖି ସଚେତନ ହୁଅନ୍ତୁ, ସଡ଼କ ସୁରକ୍ଷା ନିୟମ ମାନିଲେ ହିଁ ଦୁର୍ଘଟଣାକୁ ଏଡାଇ ହେବ। #DriveSafe #RoadSafetyOdisha #STAOdisha

State Transport Authority, Odisha (@staodisha) 's Twitter Profile Photo

ଶାରଦୀୟ ନବରାତ୍ରୀର ଶୁଭେଚ୍ଛା ମା’ ସ୍କନ୍ଦମାତାଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନ ହେଉ ମଙ୍ଗଳମୟ, ସୁରକ୍ଷିତ ହେଉ ଯାତ୍ରା ।

ଶାରଦୀୟ ନବରାତ୍ରୀର ଶୁଭେଚ୍ଛା

ମା’ ସ୍କନ୍ଦମାତାଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନ ହେଉ ମଙ୍ଗଳମୟ, ସୁରକ୍ଷିତ ହେଉ ଯାତ୍ରା ।
State Transport Authority, Odisha (@staodisha) 's Twitter Profile Photo

ପରିବହନ ସେବା ସମ୍ବନ୍ଧୀୟ ସୂଚନା ପାଇଁ କାର୍ଯ୍ୟ କରୁଛି ୨୪ ଘଣ୍ଟିଆ ଦେୟମୁକ୍ତ ନମ୍ବର ୧୮୦୦ ୩୪୫ ୧୦୭୩ । ସଡ଼କ ସୁରକ୍ଷା ସୂଚନା ପାଇଁ ଆପଣ STA ସହ ସୋସିଆଲ ମିଡିଆରେ ଯୋଡ଼ି ହୋଇପାରିବେ । ତଳେ ଦିଆଯାଇଥିବା QR Code ସ୍କାନ କରନ୍ତୁ ।

ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏକକାଳୀନ ଜରିମାନା ପୈଠରେ ରିହାତି ଯୋଜନା -୩୧ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ବକେୟା ଥିବା ଇ-ଚାଲାଣରେ ଲାଗୁ -ବିଜ୍ଞପ୍ତି ପ୍ରକାଶର ୬ ମାସ ଯାଏଁ ଯୋଜନା ବୈଧ -୧୭ଟି ବର୍ଗର ନିୟମ ଉଲ୍ଲଙ୍ଘନ ପାଇଁ ସୁବିଧା ଅଧିକ ସୂଚନା ଓ ଜରିମାନା ପୈଠ ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଯୋଗାଯୋଗ କରନ୍ତୁ। #OTS

ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏକକାଳୀନ ଜରିମାନା ପୈଠରେ ରିହାତି ଯୋଜନା
-୩୧ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ବକେୟା ଥିବା ଇ-ଚାଲାଣରେ ଲାଗୁ
-ବିଜ୍ଞପ୍ତି ପ୍ରକାଶର ୬ ମାସ ଯାଏଁ ଯୋଜନା ବୈଧ
-୧୭ଟି ବର୍ଗର ନିୟମ ଉଲ୍ଲଙ୍ଘନ ପାଇଁ ସୁବିଧା

ଅଧିକ ସୂଚନା ଓ ଜରିମାନା ପୈଠ ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଯୋଗାଯୋଗ କରନ୍ତୁ।

#OTS
State Transport Authority, Odisha (@staodisha) 's Twitter Profile Photo

ପାର୍ବଣର ମାହୋଲ । ମାଆଙ୍କ ଦର୍ଶନ ଏବଂ ପୂଜା ବୁଲା ସମୟରେ ସଡ଼କ ସୁରକ୍ଷା ନିୟମକୁ ସାଥୀ କରି ଚାଲନ୍ତୁ । ଦୁଇ ଚକିଆରେ ଯିବାବେଳେ ହେଲମେଟ୍ ନିଶ୍ଚିତ ପିନ୍ଧନ୍ତୁ । ଦୁର୍ଘଟଣାକୁ ଏଡାଇ ପୂଜା ବୁଲାକୁ ମନଭରି ଉପଭୋଗ କରନ୍ତୁ । #WearHelmet #RoadSafetyOdisha #STAOdisha #MAA

State Transport Authority, Odisha (@staodisha) 's Twitter Profile Photo

'ସ୍ଵଚ୍ଛତା ହି ସେବା' ଅଭିଯାନରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, କଟକ ପକ୍ଷରୁ ଯାନ ଚାଳନା ପରୀକ୍ଷା ଟ୍ରାକରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ STAର ବରିଷ୍ଠ ଅଧିକାରୀ ଓ କଟକ RTOର ଅଧିକାରୀ, କର୍ମଚାରୀମାନେ ଭାଗ ନେଇ ସ୍ଵଚ୍ଛତା ଉତ୍ସବ ପାଳନ କରିଛନ୍ତି। #SwachhataHiSeva2025 ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport RTO CUTTACK

'ସ୍ଵଚ୍ଛତା ହି ସେବା' ଅଭିଯାନରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, କଟକ ପକ୍ଷରୁ ଯାନ ଚାଳନା ପରୀକ୍ଷା ଟ୍ରାକରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ STAର ବରିଷ୍ଠ ଅଧିକାରୀ ଓ କଟକ RTOର ଅଧିକାରୀ, କର୍ମଚାରୀମାନେ ଭାଗ ନେଇ ସ୍ଵଚ୍ଛତା ଉତ୍ସବ ପାଳନ କରିଛନ୍ତି।
#SwachhataHiSeva2025
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport RTO CUTTACK
State Transport Authority, Odisha (@staodisha) 's Twitter Profile Photo

ଷୋଡ଼ଶ ଉପଚାରରେ ଆଜି ଶକ୍ତିପୀଠରେ ମହାଷଷ୍ଠୀ ପୂଜା ଓ ନବରାତ୍ର ପୂଜା ବିଧିରେ ମା' କାତ୍ୟାୟନୀ ବେଶରେ ଦେଉଛନ୍ତି ଦର୍ଶନ । ମା'ଙ୍କ ଆଶିଷରୁ ଆପଣଙ୍କ ଜୀବନ ଦୁର୍ଘଟଣାମୁକ୍ତ ରହୁ, ଏହା ହିଁ କାମନା । #Durgapuja

ଷୋଡ଼ଶ ଉପଚାରରେ ଆଜି ଶକ୍ତିପୀଠରେ ମହାଷଷ୍ଠୀ ପୂଜା ଓ ନବରାତ୍ର ପୂଜା ବିଧିରେ ମା' କାତ୍ୟାୟନୀ ବେଶରେ ଦେଉଛନ୍ତି ଦର୍ଶନ ।
ମା'ଙ୍କ ଆଶିଷରୁ ଆପଣଙ୍କ ଜୀବନ ଦୁର୍ଘଟଣାମୁକ୍ତ ରହୁ, ଏହା ହିଁ କାମନା ।
#Durgapuja
State Transport Authority, Odisha (@staodisha) 's Twitter Profile Photo

ମା'ଙ୍କ ଆଶୀର୍ବାଦରୁ ଦୂର ହେଉ ସମସ୍ତଙ୍କ ସବୁ କ୍ଳେଶ କ୍ଳାନ୍ତି, ଆପଣଙ୍କ ଜୀବନରେ ଭରିଯାଉ ଅଜସ୍ର ସୁଖ, ଶାନ୍ତି ।। ଶାରଦୀୟ ଦୁର୍ଗାପୂଜାର ଅନନ୍ତ ଶୁଭେଚ୍ଛା ଓ ଅଭିନନ୍ଦନ #DurgaPuja #Blessings #RoadSafety #Odisha

ମା'ଙ୍କ ଆଶୀର୍ବାଦରୁ ଦୂର ହେଉ ସମସ୍ତଙ୍କ ସବୁ କ୍ଳେଶ କ୍ଳାନ୍ତି,
ଆପଣଙ୍କ ଜୀବନରେ ଭରିଯାଉ ଅଜସ୍ର ସୁଖ, ଶାନ୍ତି ।।

ଶାରଦୀୟ ଦୁର୍ଗାପୂଜାର ଅନନ୍ତ ଶୁଭେଚ୍ଛା ଓ ଅଭିନନ୍ଦନ

#DurgaPuja
#Blessings
#RoadSafety
#Odisha
State Transport Authority, Odisha (@staodisha) 's Twitter Profile Photo

ମହାମାୟାଙ୍କ ମହାସପ୍ତମୀ ଉପଲକ୍ଷେ ଶାରଦୀୟ ଶୁଭକାମନା ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ #MaaDurga #RoadSafety #Odisha

ମହାମାୟାଙ୍କ ମହାସପ୍ତମୀ ଉପଲକ୍ଷେ ଶାରଦୀୟ ଶୁଭକାମନା

ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ

#MaaDurga
#RoadSafety
#Odisha
🇮🇳 AMITABH THAKUR 🇮🇳 (@amitabhthakur21) 's Twitter Profile Photo

ଦୁର୍ଗତିନାଶିନୀ, ମୋକ୍ଷପ୍ରଦାୟିନୀ, ଜଗଜ୍ଜନନୀ ମା' ମହାମାୟାଙ୍କ ମହାସପ୍ତମୀ ପୂଜା ଉପଲକ୍ଷେ ସମସ୍ତଙ୍କୁ ଶାରଦୀୟ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । #ଜୟମାଦୁର୍ଗା🙏 ⁦State Transport Authority, Odisha

ଦୁର୍ଗତିନାଶିନୀ, ମୋକ୍ଷପ୍ରଦାୟିନୀ, ଜଗଜ୍ଜନନୀ ମା' ମହାମାୟାଙ୍କ ମହାସପ୍ତମୀ ପୂଜା ଉପଲକ୍ଷେ ସମସ୍ତଙ୍କୁ ଶାରଦୀୟ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।

#ଜୟମାଦୁର୍ଗା🙏 ⁦State Transport Authority, Odisha⁩
State Transport Authority, Odisha (@staodisha) 's Twitter Profile Photo

ବିନା ହେଲମେଟରେ ବୁଲିବାକୁ ବାହାରିଛନ୍ତି? ନା ନା, ସେମିତି ଜମା ବି କରନ୍ତୁ ନାହିଁ । ଉତ୍ସବର ଆନନ୍ଦ ତ ସୁରକ୍ଷାରେ ଅଛି, ନିଜର ଓ ନିଜ ପରିବାରର ସୁରକ୍ଷା କଥା କେବେ ବି ଭୁଲିବେ ନାହିଁ । ହେଲମେଟ ବୋଝ ନୁହେଁ, ସୁରକ୍ଷା କବଚ । #DurgaPuja #Odisha #WearHelmet #RoadSafety

State Transport Authority, Odisha (@staodisha) 's Twitter Profile Photo

ଏସିଆ କପ୍‌ରେ #TeamIndia 🚫 ଶତ୍ରୁ ସହ ହାତ ମିଲାଇଲା ନାହିଁ 🏆 ଟ୍ରଫି ବି ନେଲେ ନାହିଁ ସଡ଼କରେ ଆପଣ ବି ଶତ୍ରୁ (ଦ୍ରୁତଗତି) ଠୁ ଦୂରେଇ ରୁହନ୍ତୁ। OverSpeed ସହିତ ହାତ ମିଳାନ୍ତୁ ନାହିଁ #BeTheChampionOnRoad #RoadSafety #DriveSafe #StayAlert #SpeedKills #AsiaCup2025 #INDvPAK MORTHINDIA ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport

ଏସିଆ କପ୍‌ରେ #TeamIndia
🚫 ଶତ୍ରୁ ସହ ହାତ ମିଲାଇଲା ନାହିଁ
🏆 ଟ୍ରଫି ବି ନେଲେ ନାହିଁ

ସଡ଼କରେ ଆପଣ ବି ଶତ୍ରୁ (ଦ୍ରୁତଗତି) ଠୁ ଦୂରେଇ ରୁହନ୍ତୁ।
OverSpeed ସହିତ ହାତ ମିଳାନ୍ତୁ ନାହିଁ
#BeTheChampionOnRoad

#RoadSafety #DriveSafe #StayAlert #SpeedKills
#AsiaCup2025 #INDvPAK
MORTHINDIA ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport
State Transport Authority, Odisha (@staodisha) 's Twitter Profile Photo

ମା'ଙ୍କ ଆଶୀର୍ବାଦ ସାଙ୍ଗକୁ ସଡ଼କ ସୁରକ୍ଷା ନିୟମ ପାଳନ ଦୂରେଇ ରହୁ ଦୁର୍ଘଟଣା ମା'ଙ୍କ କୃପାରୁ ସୁରକ୍ଷିତ ରହୁ ପ୍ରତି ଜୀବନ ଶାରଦୀୟ ଅଭିନନ୍ଦନ #DurgaPuja #Odisha #RoadSafety

ମା'ଙ୍କ ଆଶୀର୍ବାଦ ସାଙ୍ଗକୁ
ସଡ଼କ ସୁରକ୍ଷା ନିୟମ ପାଳନ
ଦୂରେଇ ରହୁ ଦୁର୍ଘଟଣା
ମା'ଙ୍କ କୃପାରୁ ସୁରକ୍ଷିତ ରହୁ
ପ୍ରତି ଜୀବନ

ଶାରଦୀୟ ଅଭିନନ୍ଦନ

#DurgaPuja
#Odisha
#RoadSafety