RTO Balasore (@rto_balasore) 's Twitter Profile
RTO Balasore

@rto_balasore

This is the official Twitter account of RTO Balasore.

ID: 986450626933649408

calendar_today18-04-2018 03:45:31

2,2K Tweet

3,3K Followers

83 Following

State Transport Authority, Odisha (@staodisha) 's Twitter Profile Photo

ଗାଡ଼ିରେ ରେଟ୍ରୋ ରିଫ୍ଲେକ୍ଟିଭ୍ ଟେପ୍ ଲଗାଇବା । ଦୁର୍ଘଟଣାର ଅନ୍ଧକାରକୁ ଦୂରେଇବା ସୁରକ୍ଷାର ଆଲୋକରେ । ସୁରକ୍ଷିତ ଦୀପାବଳି, ଶୁଭ ଦୀପାବଳି🎇🪔 #Deepavali2025 #SafeDiwali #RoadSafety #Odisha

ଗାଡ଼ିରେ ରେଟ୍ରୋ ରିଫ୍ଲେକ୍ଟିଭ୍ ଟେପ୍ ଲଗାଇବା ।

ଦୁର୍ଘଟଣାର ଅନ୍ଧକାରକୁ ଦୂରେଇବା ସୁରକ୍ଷାର ଆଲୋକରେ ।

ସୁରକ୍ଷିତ ଦୀପାବଳି, ଶୁଭ ଦୀପାବଳି🎇🪔
#Deepavali2025
#SafeDiwali 
#RoadSafety 
#Odisha
State Transport Authority, Odisha (@staodisha) 's Twitter Profile Photo

ଆଲୋକର ପର୍ବ ଦୂରେଇ ଦେଉ ଦୁର୍ଘଟଣାର ଅନ୍ଧକାର ସଡ଼କ ସୁରକ୍ଷା ନିୟମ ମାନନ୍ତୁ ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ ସୁରକ୍ଷିତ ଦୀପାବଳି, ଶୁଭ ଦୀପାବଳି ✨🚦 #Deepavali2025 #HappyDiwali #RoadSafety #Odisha

ଆଲୋକର ପର୍ବ ଦୂରେଇ ଦେଉ ଦୁର୍ଘଟଣାର ଅନ୍ଧକାର

ସଡ଼କ ସୁରକ୍ଷା ନିୟମ ମାନନ୍ତୁ ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ

ସୁରକ୍ଷିତ ଦୀପାବଳି, ଶୁଭ ଦୀପାବଳି ✨🚦
#Deepavali2025
#HappyDiwali
#RoadSafety
#Odisha
State Transport Authority, Odisha (@staodisha) 's Twitter Profile Photo

ମୋଟର ଯାନ ଆଇନ ଅନୁଯାୟୀ ଧାର୍ଯ୍ୟ ସୀମାରୁ ଅଧିକ ବେଗରେ ଗାଡ଼ି ଚଳାଇଲେ ଦ୍ରୁତଗତିର ଜରିମାନା ସହ ତିନି ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ନିଲମ୍ବନ କରାଯାଏ । ଡ୍ରାଇଭିଂ ଲାଇସେନ୍ସ ଜମା ନକଲେ ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚାଳନା କରିଥିବାରୁ ଜରିମାନା ମଧ୍ୟ ଦେବାକୁ ହୁଏ । #NoOverSpeed

ମୋଟର ଯାନ ଆଇନ ଅନୁଯାୟୀ ଧାର୍ଯ୍ୟ ସୀମାରୁ ଅଧିକ ବେଗରେ ଗାଡ଼ି ଚଳାଇଲେ ଦ୍ରୁତଗତିର ଜରିମାନା ସହ ତିନି ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ନିଲମ୍ବନ କରାଯାଏ ।
ଡ୍ରାଇଭିଂ ଲାଇସେନ୍ସ ଜମା ନକଲେ ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚାଳନା କରିଥିବାରୁ ଜରିମାନା ମଧ୍ୟ ଦେବାକୁ ହୁଏ ।

#NoOverSpeed
State Transport Authority, Odisha (@staodisha) 's Twitter Profile Photo

ଇ-ଚାଲାଣ ପୈଠ କରିବା ସମୟରେ ସାଇବର ଠକେଇରୁ ବଞ୍ଚନ୍ତୁ । ଚାଲାଣ ପୈଠ ପାଇଁ କେବଳ ପରିବହନ ବିଭାଗର ୱେବସାଇଟ୍ echallan.parivahan.gov.in ବ୍ୟବହାର କରନ୍ତୁ । Apk ଫାଇଲରେ ଇ-ଚାଲାଣ ପୈଠ ପାଇଁ ପରିବହନ ବିଭାଗ କହେନାହଁ । #OTS #eChallan #RoadSafety

ଇ-ଚାଲାଣ ପୈଠ କରିବା ସମୟରେ ସାଇବର ଠକେଇରୁ ବଞ୍ଚନ୍ତୁ । ଚାଲାଣ ପୈଠ ପାଇଁ କେବଳ ପରିବହନ ବିଭାଗର ୱେବସାଇଟ୍ echallan.parivahan.gov.in ବ୍ୟବହାର କରନ୍ତୁ । Apk ଫାଇଲରେ ଇ-ଚାଲାଣ ପୈଠ ପାଇଁ ପରିବହନ ବିଭାଗ କହେନାହଁ ।

#OTS
#eChallan
#RoadSafety
State Transport Authority, Odisha (@staodisha) 's Twitter Profile Photo

ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମୋଟର ଯାନ ଆଇନ ଅନୁଯାୟୀ ୧୦,୦୦୦ ଟଙ୍କା ଅର୍ଥଦଣ୍ଡ କିମ୍ବା ତିନି ମାସ କାରାଦଣ୍ଡ କିମ୍ବା ଉଭୟ ଦଣ୍ଡ ମିଳିପାରେ । ପ୍ରଦୂଷଣ ପ୍ରମାଣପତ୍ର କରିବା ସମୟରେ ପ୍ରଦୂଷଣ ପ୍ରମାଣପତ୍ର କେନ୍ଦ୍ରଟି ପରିବହନ ବିଭାଗ ଦ୍ବାରା ସ୍ବୀକୃତିପ୍ରାପ୍ତ କି ନୁହେଁ ଯାଞ୍ଚ କରନ୍ତୁ । #CheckYourPUC #RoadSafety #STAOdisha

ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମୋଟର ଯାନ ଆଇନ ଅନୁଯାୟୀ ୧୦,୦୦୦ ଟଙ୍କା ଅର୍ଥଦଣ୍ଡ କିମ୍ବା ତିନି ମାସ କାରାଦଣ୍ଡ କିମ୍ବା ଉଭୟ ଦଣ୍ଡ ମିଳିପାରେ । 
ପ୍ରଦୂଷଣ ପ୍ରମାଣପତ୍ର କରିବା ସମୟରେ ପ୍ରଦୂଷଣ ପ୍ରମାଣପତ୍ର କେନ୍ଦ୍ରଟି ପରିବହନ ବିଭାଗ ଦ୍ବାରା ସ୍ବୀକୃତିପ୍ରାପ୍ତ କି ନୁହେଁ ଯାଞ୍ଚ କରନ୍ତୁ ।

#CheckYourPUC
#RoadSafety
#STAOdisha
State Transport Authority, Odisha (@staodisha) 's Twitter Profile Photo

ସତର୍କତା ହିଁ ସୁରକ୍ଷା: ବାତ୍ୟା ପାଇଁ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସତର୍କତା ଅବଲମ୍ବନ କରନ୍ତୁ। ନିହାତି ଆବଶ୍ୟକ ନ ଥିଲେ ଯାତ୍ରା କରନ୍ତୁ ନାହିଁ । ଯାତ୍ରା ସମୟରେ ସୁରକ୍ଷିତ ରାସ୍ତାର ଚୟନ କରନ୍ତୁ। ଗଛ, ବିଦ୍ୟୁତ ଖୁଣ୍ଟି, ଭଙ୍ଗାଘର ନିକଟରେ ଗାଡ଼ି ରଖନ୍ତୁ ନାହିଁ। ଆତଙ୍କିତ ନ ହୋଇ ସୁରକ୍ଷା ପ୍ରତି ଯତ୍ନବାନ ରୁହନ୍ତୁ। #Cyclone

ସତର୍କତା ହିଁ ସୁରକ୍ଷା: 
ବାତ୍ୟା ପାଇଁ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସତର୍କତା ଅବଲମ୍ବନ କରନ୍ତୁ। ନିହାତି ଆବଶ୍ୟକ ନ ଥିଲେ ଯାତ୍ରା କରନ୍ତୁ ନାହିଁ । ଯାତ୍ରା ସମୟରେ ସୁରକ୍ଷିତ ରାସ୍ତାର ଚୟନ କରନ୍ତୁ। ଗଛ, ବିଦ୍ୟୁତ ଖୁଣ୍ଟି, ଭଙ୍ଗାଘର ନିକଟରେ ଗାଡ଼ି ରଖନ୍ତୁ ନାହିଁ।
ଆତଙ୍କିତ ନ ହୋଇ ସୁରକ୍ଷା ପ୍ରତି ଯତ୍ନବାନ ରୁହନ୍ତୁ।
#Cyclone
State Transport Authority, Odisha (@staodisha) 's Twitter Profile Photo

ବକେୟା ଟ୍ରାଫିକ ଇ- ଚାଲାଣ ପୈଠ କରିସାରିଲେଣି ? ଜରିମାନା ପୈଠ ନକଲେ ମୋଟର ଯାନ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। ଆଜି ହିଁ ସମସ୍ତ ଇ-ଚାଲାଣ ପୈଠ କରି ଚିନ୍ତାମୁକ୍ତ ହୁଅନ୍ତୁ। ଅନଲାଇନରେ ପୈଠ ପାଇଁ: echallan.parivahan.gov.in #Echallan #Odisha

ବକେୟା ଟ୍ରାଫିକ ଇ- ଚାଲାଣ ପୈଠ କରିସାରିଲେଣି ? 
ଜରିମାନା ପୈଠ ନକଲେ ମୋଟର ଯାନ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। ଆଜି ହିଁ ସମସ୍ତ ଇ-ଚାଲାଣ ପୈଠ କରି ଚିନ୍ତାମୁକ୍ତ ହୁଅନ୍ତୁ। ଅନଲାଇନରେ ପୈଠ ପାଇଁ: echallan.parivahan.gov.in

#Echallan #Odisha
State Transport Authority, Odisha (@staodisha) 's Twitter Profile Photo

ବକେୟା ଇ-ଚାଲାଣର ରିହାତି ଯୋଜନାରେ ୨୪ଟି ଧାରା ସାମିଲ ଅଛି। ସେଗୁଡ଼ିକ ସମ୍ପର୍କରେ ଭିଡିଓରେ ସୂଚନା ରହିଛି। ବକେୟା ଚାଲାଣ ପୈଠ ପାଇଁ- echallan.parivahan.gov.in (ସାଇବର ଠକାମୀର ଶିକାର ନ ହେବାକୁ ଅନ୍ୟ କୌଣସି ୱେବସାଇଟ କିମ୍ବା Apk ଫାଇଲ୍ ରେ କ୍ଲିକ୍ କରନ୍ତୁ ନାହିଁ) #OTS #EChallan #Odisha ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport

Collector & DM Balasore (@dbalasore) 's Twitter Profile Photo

A meeting on Road Safety and reduction of fatal accidents was held under the chairmanship of ADM (Revenue), Balasore in presence of RTO, NH authorities, civil society members & officials. Emphasis laid on coordinated efforts for safer roads

A meeting on Road Safety and reduction of fatal accidents was held under the chairmanship of ADM (Revenue), Balasore in presence of RTO, NH authorities, civil society members & officials. Emphasis laid on coordinated efforts for safer roads
RTO Balasore (@rto_balasore) 's Twitter Profile Photo

Today a fire safety training program has been conducted in the campus of Balasore bus stand in presence of fire officers and officers from RTO Balasore. Drivers and conductors of buses participated and learnt to prevent fire hazards in this program. State Transport Authority, Odisha

State Transport Authority, Odisha (@staodisha) 's Twitter Profile Photo

ଇ-ଚାଲାଣର OTS ଯୋଜନାରେ ମୋଟର ଯାନ ଆଇନର ୨୪ଟି ଧାରା ସାମିଲ ହୋଇଛି। ଇ-ଚାଲାଣ ପୈଠ ପାଇଁ ୱେବସାଇଟ୍- echallan.parivahan.gov.in #OTS #EChallan #Odisha

ଇ-ଚାଲାଣର OTS ଯୋଜନାରେ
ମୋଟର ଯାନ ଆଇନର ୨୪ଟି ଧାରା ସାମିଲ ହୋଇଛି।

ଇ-ଚାଲାଣ ପୈଠ ପାଇଁ ୱେବସାଇଟ୍- echallan.parivahan.gov.in 

 #OTS #EChallan #Odisha
RTO Balasore (@rto_balasore) 's Twitter Profile Photo

A 2nd phase training program on fire safety organised at soro bus stop, Balasore in presence of RTO , Jr MVIs, asst. Fire officer of Soro and their team.Bus drivers and conductors are learnt about the use of fire extinguisher and rescue during any emergency.State Transport Authority, Odisha ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport.

Bibhuti Bhusan Jena (@bibhutijena93) 's Twitter Profile Photo

ବିକଶିତ ଓଡ଼ିଶା ଗଠନ ପାଇଁ ସଡ଼କ ଦୁର୍ଘଟଣା ହ୍ରାସକୁ ପ୍ରାଧାନ୍ୟ ଦେଉଛି ଆମ ସରକାର । ଏଥିପାଇଁ ନିରନ୍ତର ଉଦ୍ୟମ କରାଯାଉଛି । ଏହିକ୍ରମରେ ନଭେମ୍ବର ୧୬ ରୁ ୩୦ ସଡ଼କ ଦୁର୍ଘଟଣାଜନିତ 'ଶୂନ ମୃତାହତ ପକ୍ଷ' ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆମେ ସମସ୍ତେ ଯଦି ସଡ଼କ ସୁରକ୍ଷା ନିୟମ ପାଳନ କରିବା, ନିଶ୍ଚୟ ସଡ଼କ ଦୁର୍ଘଟଣା ହ୍ରାସ

State Transport Authority, Odisha (@staodisha) 's Twitter Profile Photo

ଇ-ଚାଲାଣର OTS ଯୋଜନାରେ ମୋଟରଯାନ ଆଇନର ଆଉ ଦୁଇଟି ଧାରା ସାମିଲ ହୋଇଛି। ବିନା ପରମିଟରେ ଗାଡ଼ି ଚାଳନା ଓ ଓଭରଲୋଡିଂ ପରି ନିୟମ ଉଲ୍ଲଙ୍ଘନ ବିରୋଧରେ ଜାରି ଇ-ଚାଲାଣରେ ଏକକାଳୀନ ପୈଠରେ ରିହାତି ସୁଯୋଗ ପ୍ରଦାନ କରାଯାଇଛି। ପୂର୍ବରୁ ଏହି ଯୋଜନାରେ ୨୪ଟି ଧାରା ଉପରେ ରିହାତି ମିଳୁଥିବା ବେଳେ ଏବେ ଏଥିରେ ଆହୁରି ଦୁଇଟି ଯୋଡ଼ାଯାଇଛି।

ଇ-ଚାଲାଣର OTS ଯୋଜନାରେ ମୋଟରଯାନ ଆଇନର ଆଉ ଦୁଇଟି ଧାରା ସାମିଲ ହୋଇଛି। 
ବିନା ପରମିଟରେ ଗାଡ଼ି ଚାଳନା ଓ ଓଭରଲୋଡିଂ ପରି ନିୟମ ଉଲ୍ଲଙ୍ଘନ ବିରୋଧରେ ଜାରି ଇ-ଚାଲାଣରେ ଏକକାଳୀନ ପୈଠରେ ରିହାତି ସୁଯୋଗ ପ୍ରଦାନ କରାଯାଇଛି। 
ପୂର୍ବରୁ ଏହି ଯୋଜନାରେ ୨୪ଟି ଧାରା ଉପରେ ରିହାତି ମିଳୁଥିବା ବେଳେ ଏବେ ଏଥିରେ ଆହୁରି ଦୁଇଟି ଯୋଡ଼ାଯାଇଛି।