Ribu Mishra (@ribu_mishra) 's Twitter Profile
Ribu Mishra

@ribu_mishra

ID: 1634365453509304321

calendar_today11-03-2023 01:28:02

1,1K Tweet

1,1K Followers

3,3K Following

Ribu Mishra (@ribu_mishra) 's Twitter Profile Photo

ଓଡ଼ିଶାକୁ ଲୁଟିଥିବା ପାଣ୍ଡୁ ପାଇଁ ଶ୍ରେଷ୍ଠ ସ୍ଥାନ ଝାରପଡ଼ା ଜେଲ

ଓଡ଼ିଶା ଇତିହାସରେ ଆଉ ଏକ ବଡ଼ ଘୋଟାଲା ଲକ୍ଷ୍ମୀ ବସ କିଣାରେ ନବୀନାଣ୍ଡୁଙ୍କ ମହାଦୁର୍ନୀତି

ଓଡ଼ିଆ ଲୋକଙ୍କୁ ନଅଙ୍କ ଦୁର୍ଭିକ୍ଷର ମୂଲ୍ୟ ଆଜି ଯାଏଁ ଦେବାକୁ ପଡୁଛି। ତାହା ବୁଝି ପାରୁନି ବିଜୁ ଜନତା ଦଳ।

ଯିଏ ମୋ ଓଡ଼ିଆ ଲୋକଙ୍କୁ ଭୋକରେ ମାରିଛି ସେ କେବେବି ମୋର ଆଦର୍ଶ ହେଇପାରିବ ନାହିଁ

ଯିଏ ମୋ ଓଡ଼ିଆ ଲୋକଙ୍କୁ ଭୋକରେ ମାରିଛି
ସେ କେବେବି ମୋର ଆଦର୍ଶ ହେଇପାରିବ ନାହିଁ
Ribu Mishra (@ribu_mishra) 's Twitter Profile Photo

ରାଜ୍ୟରେ ଅରାଜକତା ସୃଷ୍ଟି ପାଇଁ ଯୋଜନା କରୁଛି ବିଜେଡ଼ି !