RAYAGUPTA BISWAL (@rayaguptabiswal) 's Twitter Profile
RAYAGUPTA BISWAL

@rayaguptabiswal

R. G. BISWAL

ID: 1450613551979106306

calendar_today20-10-2021 00:03:47

11,11K Tweet

27 Followers

52 Following

Apurba Ranjan Panda (@apurbaranjanapu) 's Twitter Profile Photo

ସଂଘର୍ଷପୂର୍ଣ୍ଣ ମ୍ୟାଚ.. ଟିକେଟ ପାଇବା ଗୋଟେ ସଂଘର୍ଷ.. ଗାଡି ଧରି ଭିଡରେ ଯାଇ ଷ୍ଟାଡିୟମ ପାଖରେ ପହଞ୍ଚିବା ସଂଘର୍ଷ.. ପାର୍କିଂ ପାଇଁ ବି ସଂଘର୍ଷ... ପଡିଆ ମଧ୍ୟକୁ ପ୍ରବେଶ କରିବା ପାଇଁ ଧାଡିରେ ପୁଣି ସଂଘର୍ଷ.. ଗ୍ୟାଲେରୀ ରେ ବସି ball କୁଆଡେ ଗଲା ଦେଖିବା ପାଇଁ ସଂଘର୍ଷ.. ଚଢା ଦରରେ ପାଣି ଟୋପେ ପାଇ ପିଇବା ପାଇଁ ସଂଘର୍ଷ..

CMO Odisha (@cmo_odisha) 's Twitter Profile Photo

ଲୋକଙ୍କ ସରକାରରେ ପୂରଣ ହେଉଛି ପ୍ରତିଶ୍ରୁତି, ପ୍ରଶାସନକୁ ଆହୁରି କ୍ରିୟାଶୀଳ କରି ତ୍ୱରିତ ସେବା ପ୍ରଦାନ ଲକ୍ଷ୍ୟରେ ଯୁବକଯୁବତୀଙ୍କୁ ମିଳୁଛି ନିଯୁକ୍ତି। ସରକାରୀ ଚାକିରୀକୁ ସବୁବେଳେ ଜନସେବା ଭାବେ ମନେ କରି, ଲୋକଙ୍କ ପାଇଁ କାମ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୩ଟି ବିଭାଗର ୫୯୧ଜଣ ନବଚୟନୀତଙ୍କୁ ନିଯୁକ୍ତି ପତ୍ର

Nityananda Gond (@nityanandabjp) 's Twitter Profile Photo

କଳା ସଂସ୍କୃତିର ଉତ୍ସବ ମଣ୍ଡେଇ ମହୋତ୍ସବ। ସ୍ଥାନୀୟ ଲୋକକଳା, ସଙ୍ଗୀତ, ନୃତ୍ୟ ଏବଂ ପରମ୍ପରାକୁ ବଜାୟ ରଖିବା ପାଇଁ ଏହି ମଣ୍ଡେଇ ଉତ୍ସବ ପାଳନ କରାଯାଏ।

Collector & DM, Balangir (@collectorbgr) 's Twitter Profile Photo

ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଟିଟିଲାଗଡ ଠାରେ ଜିଲ୍ଲାପାଳ,ବଲାଙ୍ଗିର ଓ ଆରକ୍ଷୀ ଅଧୀକ୍ଷକ, ବଲାଙ୍ଗିରଙ୍କ ର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। (୧/୨) Ga&Pg_Dept

ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଟିଟିଲାଗଡ ଠାରେ ଜିଲ୍ଲାପାଳ,ବଲାଙ୍ଗିର ଓ ଆରକ୍ଷୀ ଅଧୀକ୍ଷକ, ବଲାଙ୍ଗିରଙ୍କ ର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। (୧/୨)
<a href="/dept_ga/">Ga&Pg_Dept</a>
H & FW Dept Odisha (@hfwodisha) 's Twitter Profile Photo

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଶୈଶବ କର୍କଟ ଚିକିତ୍ସା ସେବାକୁ ସୁଦୃଢ଼ କରିବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର। ଶିଶୁ କର୍କଟ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏବଂ କ୍ୟାନକିଡ୍ସ କିଡ୍ସକ୍ୟାନ ମଧ୍ୟରେ ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରେ ବୁଝାମଣାପତ୍ର (MoU) ସ୍ୱାକ୍ଷର ହୋଇଛି । #Odishacares

ଓଟିଭି (@otvkhabar) 's Twitter Profile Photo

#ଘୁଞ୍ଚିଲା_OTET_ପରୀକ୍ଷା_ସମୟ -୧୭ ତାରିଖରେ ହେବାକୁ ଥିବା OTET ପରୀକ୍ଷା ସମୟରେ ପରିବର୍ତ୍ତନ -୩୦ ମିନିଟ ଘୁଞ୍ଚିଲା OTET ପରୀକ୍ଷା ସମୟ -ପେପର-୨ ପରୀକ୍ଷା ସମୟ ଅପରାହ୍ନ ୧.୩୦ରୁ ୪ଟା ଯାଏ ରହିଥିଲା -ବର୍ତ୍ତମାନ ପରୀକ୍ଷା ଅପରାହ୍ନ ୨ରୁ ୪.୩୦ ଯାଏ ଅନୁଷ୍ଠିତ ହେବ #OTET #OTETExamDate #Odisha #OTV

#ଘୁଞ୍ଚିଲା_OTET_ପରୀକ୍ଷା_ସମୟ
-୧୭ ତାରିଖରେ ହେବାକୁ ଥିବା OTET ପରୀକ୍ଷା ସମୟରେ ପରିବର୍ତ୍ତନ
-୩୦ ମିନିଟ ଘୁଞ୍ଚିଲା OTET ପରୀକ୍ଷା ସମୟ
-ପେପର-୨ ପରୀକ୍ଷା ସମୟ ଅପରାହ୍ନ ୧.୩୦ରୁ ୪ଟା ଯାଏ ରହିଥିଲା
-ବର୍ତ୍ତମାନ ପରୀକ୍ଷା ଅପରାହ୍ନ ୨ରୁ ୪.୩୦ ଯାଏ ଅନୁଷ୍ଠିତ ହେବ
#OTET #OTETExamDate #Odisha #OTV
EducationOdisha (@smeodisha) 's Twitter Profile Photo

The Odisha Teacher Eligibility Test (OTET)–2025 was conducted successfully across 452 examination centres in the State. A total of 1,51,999 candidates appeared for the examination, which was held smoothly with proper arrangements and supervision.

The Odisha Teacher Eligibility Test (OTET)–2025 was conducted successfully across 452 examination centres in the State. A total of 1,51,999 candidates appeared for the examination, which was held smoothly with proper arrangements and supervision.
ଓଟିଭି (@otvkhabar) 's Twitter Profile Photo

#ଟ୍ରକ୍_ଧକ୍କାରେ_୭_ବାଇକ୍_ଗୁଣ୍ଡ -କୋରାପୁଟ: ଟ୍ରକ୍ ଧକ୍କାରେ ଗୁଣ୍ଡ ହେଲା ୨ଟି ଭ୍ୟାନ୍ ସହ ୭ରୁ ଊର୍ଦ୍ଧ୍ବ ବାଇକ୍ -ଏନ୍ଏଚ୍‌ ୨୬ରେ ସିରିଜ ଦୁର୍ଘଟଣା ପରେ ବିଦ୍ୟୁତ ଖୁଣ୍ଟକୁ ପିଟିଲା ଟ୍ରକ୍ -ଡ୍ରାଇଭର ଗୁରୁତର ଆହତ, ଦୁର୍ଘଟଣା ପରେ ଟ୍ରାଫିକ୍ ଜାମ୍ #Koraput #Accident #Odisha #OTV

#ଟ୍ରକ୍_ଧକ୍କାରେ_୭_ବାଇକ୍_ଗୁଣ୍ଡ
-କୋରାପୁଟ: ଟ୍ରକ୍ ଧକ୍କାରେ ଗୁଣ୍ଡ ହେଲା ୨ଟି ଭ୍ୟାନ୍ ସହ ୭ରୁ ଊର୍ଦ୍ଧ୍ବ ବାଇକ୍
-ଏନ୍ଏଚ୍‌ ୨୬ରେ ସିରିଜ ଦୁର୍ଘଟଣା ପରେ ବିଦ୍ୟୁତ ଖୁଣ୍ଟକୁ ପିଟିଲା ଟ୍ରକ୍
-ଡ୍ରାଇଭର ଗୁରୁତର ଆହତ, ଦୁର୍ଘଟଣା ପରେ ଟ୍ରାଫିକ୍ ଜାମ୍
#Koraput #Accident #Odisha #OTV
କୃଷି ବିଭାଗ, ଓଡ଼ିଶା (@krushibibhag) 's Twitter Profile Photo

ସିଏମ୍ କିଷାନ ଯୋଜନା ପାଇଁ ବାଧ୍ୟତାମୂଳକ ଆବଶ୍ୟକତାଗୁଡ଼ିକ ପୂରଣ ନିମନ୍ତେ ଜରୁରୀ ସୂଚନା

ସିଏମ୍ କିଷାନ ଯୋଜନା ପାଇଁ ବାଧ୍ୟତାମୂଳକ ଆବଶ୍ୟକତାଗୁଡ଼ିକ ପୂରଣ ନିମନ୍ତେ ଜରୁରୀ ସୂଚନା
ଓଟିଭି (@otvkhabar) 's Twitter Profile Photo

#୨୪_NAC_ଓ_୫_ମ୍ୟୁନିସିପାଲିଟି_ନେଇ_ବିଜ୍ଞପ୍ତି -୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସରକାରୀ ବିଜ୍ଞପ୍ତି -୧୪ ଜିଲ୍ଲାରେ ୨୪ ନୂଆ NAC ନେଇ ପ୍ରକାଶ ପାଲଲା ତାଲିକା -ସେହିପରି ୩ଟି ଜିଲ୍ଲାର ୫ ନୂଆ ମ୍ୟୁନିସିପାଲିଟି ନେଇ ବିଜ୍ଞପ୍ତି -NAC- ପାଲଲହଡ଼ା, ସିମୁଳିଆ, ସୋହେଲା, ତିହିଡ଼ି, ଧୂଷୁରୀ, ସାଲେପୁର -ବଡ଼ମ୍ବା, ନରସିଂହପୁର,

#୨୪_NAC_ଓ_୫_ମ୍ୟୁନିସିପାଲିଟି_ନେଇ_ବିଜ୍ଞପ୍ତି
-୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସରକାରୀ ବିଜ୍ଞପ୍ତି
-୧୪ ଜିଲ୍ଲାରେ ୨୪ ନୂଆ NAC ନେଇ ପ୍ରକାଶ ପାଲଲା ତାଲିକା
-ସେହିପରି ୩ଟି ଜିଲ୍ଲାର ୫ ନୂଆ ମ୍ୟୁନିସିପାଲିଟି ନେଇ ବିଜ୍ଞପ୍ତି
-NAC- ପାଲଲହଡ଼ା, ସିମୁଳିଆ, ସୋହେଲା, ତିହିଡ଼ି, ଧୂଷୁରୀ, ସାଲେପୁର
-ବଡ଼ମ୍ବା, ନରସିଂହପୁର,
Collector & DM, Balangir (@collectorbgr) 's Twitter Profile Photo

ଆଜି ଜିଲ୍ଲାପାଳ, ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ଜିଲ୍ଲସ୍ତରୀୟ ଜଙ୍ଗଲ ଅଧିକାର କମିଟି ବୈଠକ- ୨୦୨୫ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା। ST & SC Dev., M & BCW Dept, Govt. of Odisha, India

ଆଜି ଜିଲ୍ଲାପାଳ, ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ଜିଲ୍ଲସ୍ତରୀୟ ଜଙ୍ଗଲ ଅଧିକାର କମିଟି ବୈଠକ- ୨୦୨୫ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା। <a href="/stscdev/">ST & SC Dev., M & BCW Dept, Govt. of Odisha, India</a>
Collector & DM, Balangir (@collectorbgr) 's Twitter Profile Photo

ଆଜି ଜିଲ୍ଲାପାଳ, ବଲାଙ୍ଗିର; ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ଅଟଗାଁସ୍ଥିତ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଧରମ ସିଂହ ମାଝୀ ମନ୍ଧାତାଙ୍କ ଜନ୍ମସ୍ଥାନର ପୁନଃନିର୍ମାଣ କାର୍ଯ୍ୟ ସ୍ଥଳୀ ପରିଦର୍ଶନ କରି ଅଗ୍ରଗତି ର ସମୀକ୍ଷା କରିଥିଲେ।

ଜିଲ୍ଲାପାଳ, ବଲାଙ୍ଗିର; ବୁର୍ଡା ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି (PACS) ପରିଦର୍ଶନ କରି ସେଠାରେ ଧାନ କ୍ରୟ ନିମନ୍ତେ ହୋଇଥିବା ବ୍ୟବସ୍ଥା ର ତଦାରଖ କରିଥିଲେ ।

ଜିଲ୍ଲାପାଳ, ବଲାଙ୍ଗିର; ବୁର୍ଡା ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି (PACS) ପରିଦର୍ଶନ କରି ସେଠାରେ ଧାନ କ୍ରୟ ନିମନ୍ତେ ହୋଇଥିବା ବ୍ୟବସ୍ଥା ର ତଦାରଖ କରିଥିଲେ ।
Dr. Mukesh Mahaling (@mahalingmukesh) 's Twitter Profile Photo

ଲୋଇସିଂହାକୁ "ବିଜ୍ଞାପିତ ଅଞ୍ଚଳ ପରିଷଦ" (NAC) ର ମାନ୍ୟତା ମିଳିବା ପରେ, ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି , ଏଥିପାଇଁ ଲୋଇସିଂହାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀ, ମାନ୍ୟବର ମୁଖ୍ୟମନ୍ତ୍ରୀ

ଲୋଇସିଂହାକୁ "ବିଜ୍ଞାପିତ ଅଞ୍ଚଳ ପରିଷଦ" (NAC) ର ମାନ୍ୟତା ମିଳିବା ପରେ, ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି , ଏଥିପାଇଁ ଲୋଇସିଂହାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ <a href="/narendramodi/">Narendra Modi</a> ଜୀ, ମାନ୍ୟବର ମୁଖ୍ୟମନ୍ତ୍ରୀ
Collector & DM, Balangir (@collectorbgr) 's Twitter Profile Photo

ଜିଲ୍ଲାର କୃଷକମାନଙ୍କୁ ଆଧୁନିକ କୃଷି ପ୍ରଯୁକ୍ତି ବିଦ୍ୟା ତଥା ନବୀନ ଚାଷ ପଦ୍ଧତି ଓ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରାଇବା ଉଦ୍ଦେଶ୍ୟରେ ଏକ କୃଷି ରଥ କୁ ଜିଲ୍ଲାପାଳ, ବଲାଙ୍ଗିର ସବୁଜ ପତାକା ଦେଖାଇଥିଲେ । ଏହି ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପରିଦର୍ଶନ କରି କୃଷକମାନଙ୍କୁ ସଚେତନ କରିବ।

ଜିଲ୍ଲାର କୃଷକମାନଙ୍କୁ ଆଧୁନିକ କୃଷି ପ୍ରଯୁକ୍ତି ବିଦ୍ୟା ତଥା ନବୀନ ଚାଷ ପଦ୍ଧତି ଓ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରାଇବା ଉଦ୍ଦେଶ୍ୟରେ ଏକ କୃଷି ରଥ କୁ ଜିଲ୍ଲାପାଳ, ବଲାଙ୍ଗିର ସବୁଜ ପତାକା ଦେଖାଇଥିଲେ । ଏହି ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପରିଦର୍ଶନ କରି କୃଷକମାନଙ୍କୁ ସଚେତନ କରିବ।
EducationOdisha (@smeodisha) 's Twitter Profile Photo

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ କମିଶନର-ତଥା-ଶାସନ ସଚିବ, ଡା. ଏନ୍ ତିରୁମାଲା ନାଏକ ସମସ୍ତ ଅଭିଯୋଗଗୁଡ଼ିକର ଶୁଣାଣି କରି ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବା ନେଇ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ କମିଶନର-ତଥା-ଶାସନ ସଚିବ, ଡା. ଏନ୍ ତିରୁମାଲା ନାଏକ ସମସ୍ତ ଅଭିଯୋଗଗୁଡ଼ିକର ଶୁଣାଣି କରି ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବା ନେଇ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Collector & DM, Balangir (@collectorbgr) 's Twitter Profile Photo

ବିଭିନ୍ନ ବ୍ୟାଙ୍କିଙ୍ଗ ତଥା ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ, ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରାମର୍ଶଦାତା କମିଟି (DCC) ଏବଂ ଜିଲ୍ଲା ସ୍ତରୀୟ ସମୀକ୍ଷା କମିଟି (DLRC)ର ଏକ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। Finance Department

ବିଭିନ୍ନ ବ୍ୟାଙ୍କିଙ୍ଗ ତଥା ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ, ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରାମର୍ଶଦାତା କମିଟି (DCC) ଏବଂ ଜିଲ୍ଲା ସ୍ତରୀୟ ସମୀକ୍ଷା କମିଟି (DLRC)ର ଏକ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। 
<a href="/FdOdisha/">Finance Department</a>
Mohan Charan Majhi (@mohanmodisha) 's Twitter Profile Photo

ବିଧାନସଭା ଗଣତନ୍ତ୍ରର ମନ୍ଦିର, କିନ୍ତୁ ବଜେଟ୍ ଭଳି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବେଳେ ବିରୋଧୀ ଦଳର ଅନୁପସ୍ଥିତି ଦୁର୍ଭାଗ୍ୟଜନକ । ଗଣତାନ୍ତ୍ରିକ ପରମ୍ପରାରେ ସମାଲୋଚନା ଅପେକ୍ଷା ସହଭାଗିତା ଅଧିକ ଜରୁରୀ । ପଳାୟନବାଦୀ ନୀତି ନୁହେଁ, ବରଂ ଗଠନମୂଳକ ଆଲୋଚନା ହିଁ ରାଜ୍ୟକୁ ପ୍ରଗତି ପଥରେ ନେଇପାରିବ ।

EducationOdisha (@smeodisha) 's Twitter Profile Photo

Dr. N. Thirumala Naik, Commissioner-cum-Secretary, visited the Command and Control Centre at the Council of Higher Secondary Education to observe the live feed from various examination centres conducting the ongoing Class XII Annual Higher Secondary Examination. He also reviewed