Rasmita Mohapatra (@rasmitamohapa16) 's Twitter Profile
Rasmita Mohapatra

@rasmitamohapa16

ଆମ ଜୀବନ ବହୁତ ଛୋଟ ତାହାକୁ ଆମେ ହସ ଖୁସିରେ ବଞ୍ଚିବା ଉଚିତ।

ID: 1320768333126356993

calendar_today26-10-2020 16:45:03

1,1K Tweet

9,9K Followers

1,1K Following

Rasmita Mohapatra (@rasmitamohapa16) 's Twitter Profile Photo

ୟେ ଭିଡିଓ ଏବେ Viral ହେବାରେ ଲାଗିଛି। ୟେ ବ୍ୟକ୍ତି କୁ କିଏ ଜାଣିଛ କି ?

Rasmita Mohapatra (@rasmitamohapa16) 's Twitter Profile Photo

BJP ମୁଖପାତ୍ର ଆଉ ଆବଶ୍ୟକ ପଡୁନି। Bhabani Mohapatra ଭବାନୀ ଭାଈ ଅଛନ୍ତି BJP ମୁଖପାତ୍ର କଣ ଦରକାର୍ 🫣 Tanaya Patnaik ଅପା ଭାଈ ଙ୍କୁ Argus ପଠେଇ ଦିଅନ୍ତୁ। ଲାଗୁଛି ଭାଈ ସେପଟୁ ମଧ୍ଯ ଟଙ୍କା ପାଇ ଆପଣଙ୍କ ଚ୍ୟାନେଲ ନା ଖରାପ କରିବାକୁ ଆସିଛନ୍ତି। ସବୁଠି ଏହି ଗୋଟିଏ ଚର୍ଚ୍ଚା BJP ମୁଖପାତ୍ର ଭାବନି ଭାଈ।

Rasmita Mohapatra (@rasmitamohapa16) 's Twitter Profile Photo

ଅପାରଗ ସରକାର ଫେଲ୍ ମାରିଲେ 🫣 ଅପେକ୍ଷା କର ଆଉ ୪ ବର୍ଷ ବିକାଶ ପୁରୁଷ ନବିନ ବାବୁ ଆସିଲେ ପୁଣି 2029 ରେ ଓଡିଶା ରେ ଷ୍ଟାର୍ଟ ହେବ ମେଟ୍ରୋ

Rasmita Mohapatra (@rasmitamohapa16) 's Twitter Profile Photo

କେବଳ ଜଣାଇଲେ ହେବନି ଫଟୋ ଉଠେଇବା ନିହାତି ଆବଶ୍ୟକ ନଚେତ୍ କିଛି ହେବନି

Rasmita Mohapatra (@rasmitamohapa16) 's Twitter Profile Photo

ଆପଣ ଜଣେ ମହିଳା ଉପ ମୂଖ୍ୟମନ୍ତ୍ରୀ ହୋଇ ଓଡିଶାରେ ନାରୀ ଅଧିକ ଅସୁରକ୍ଷିତ । ଏଭଳି ଘଟଣା ଆମେ ଜନ୍ମରୁ ଶୁଣି ନଥିଲୁ 😱 ସୌମ୍ୟା ଶ୍ରୀ ପରେ ବଳଙ୍ଗା ପୀଡ଼ିତାକୁ ମାରିଦେଲ 🙏 ଏବେ ପୁଣି ୨୦ ଲକ୍ଷ ଟଙ୍କା ଦେଇ ଚୁପ୍ କରେଇ ଦେବ 😱🙏

Rasmita Mohapatra (@rasmitamohapa16) 's Twitter Profile Photo

ଗତ କିଛି ଦିନ ଭିତରେ ୨ ଜଣ ନୀରିହ ଭଉଣୀ କୁ ମାରିଦେଲା BJP ସରକାର୍ 😱 #ସୌମ୍ୟାଶ୍ରୀ ପରେ ଆଜି #ବଳଙ୍ଗା ଝିଅଟି ମୃତ୍ୟୁ ହୋଇଛି। ଧନ୍ୟ ୟେ ସରକାର୍ କୁ 🙏

Rasmita Mohapatra (@rasmitamohapa16) 's Twitter Profile Photo

ପ୍ରଥମେ ସୌମ୍ୟାଶ୍ରୀ ଏବେ ବଳଙ୍ଗା ଝିଅଟି କୁ ମାରି ଦିଆଗଲା । ଏଥିପାଇଁ କିଏ ଦାୟୀ ? ୧- ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ୨- ଅପାରଗ BJP ସରକାର ୩ - ଜନତା (ଯିଏ ମୂର୍ଖ ମାନଙ୍କୁ ଶାସନ ଦେଇଛନ୍ତି) BJP Odisha Biju Janata Dal Odisha Congress

Rasmita Mohapatra (@rasmitamohapa16) 's Twitter Profile Photo

ୟେ ମହିଳା ସତ କହୁଛନ୍ତି ଭଳି ଲାଗୁଛି କି? ମିଛ କହି କହି ନୀରିହ ଝିଅଟିକୁ ମାରିଦେଲେ

Rasmita Mohapatra (@rasmitamohapa16) 's Twitter Profile Photo

ତଦନ୍ତ ମନ୍ତ୍ରୀ ଭୟରେ କାଲି କିଛି tweet କରିନାହାନ୍ତି। ଏହାର କାରଣ କଣ ହେଇପାରେ ?

Rasmita Mohapatra (@rasmitamohapa16) 's Twitter Profile Photo

ୟେ ପୋଷ୍ଟ ଟି ପୋଲିସ୍ ଦ୍ୱାରା ହେଇଛି ବୋଲି ଓଡ଼ିଶା ବିଶ୍ୱାସ କରିପାରୁନି।😱 ପୋଲିସ୍ ପାଇଁ ଏଠି ଜନତା ନିଜକୁ ସୁରକ୍ଷା ଭାବୁଛନ୍ତି । ହେଲେ ରାଜନେତା ଭଳି ପୋଷ୍ଟ କରିବା ଇତିହାସ ରେ ପ୍ରଥମ । #BalangaVictim

ୟେ ପୋଷ୍ଟ ଟି ପୋଲିସ୍ ଦ୍ୱାରା ହେଇଛି ବୋଲି ଓଡ଼ିଶା ବିଶ୍ୱାସ କରିପାରୁନି।😱
ପୋଲିସ୍ ପାଇଁ ଏଠି ଜନତା ନିଜକୁ ସୁରକ୍ଷା ଭାବୁଛନ୍ତି । ହେଲେ ରାଜନେତା ଭଳି ପୋଷ୍ଟ କରିବା ଇତିହାସ ରେ ପ୍ରଥମ ।  
#BalangaVictim
Rasmita Mohapatra (@rasmitamohapa16) 's Twitter Profile Photo

ଝିଅର ମୃତ୍ୟୁ ହେଇଛି ଓଡ଼ିଶାର କୌଣସି ବାପା ଝିଅ ମରିବାର ଘଣ୍ଟାଏ ନ ପୁରୁଣୁ ଭିଡ଼ିଓ କରି ପୋଷ୍ଟ କରିବା କାଇଁ ଠିକ୍ ଲାଗୁନି। ଭିଡ଼ିଓ କରିବା ପାଇଁ କିଏ ବାଧ୍ୟ କରିଛି ନିଶ୍ଚୟ। ପୋଲିସ୍ ନା BJP ଅଫିସ୍, ନା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ଅପା।। ଏହାର ତଦନ୍ତ ହେବା ଦରକାର

Rasmita Mohapatra (@rasmitamohapa16) 's Twitter Profile Photo

ମୋ ଝିଅକୁ ନେଇ ରାଜନୀତି କରନି।,😱 ବାସ୍ତବରେ ଏହା ବାପା କହୁଛି ନା ବାପା ଙ୍କୁ କହିବାକୁ ବାଧ୍ୟ କରାଯାଉଛି। ?? ଆପଣଙ୍କ କଣ ମତାମତ???? BJP Odisha Biju Janata Dal Odisha Congress #BalangaVictim

Rasmita Mohapatra (@rasmitamohapa16) 's Twitter Profile Photo

21 July ରେ ପୋଷ୍ଟ୍ ହେଇଥିଲା। ଆଜି ସେହି AVBP ଛାତ୍ର ଆରେଷ୍ଟ😱 #AVBP ଜେଉଁ ଛାତ୍ର ଛାତ୍ରୀ ମାନେ ଯୋଗ ଦେଉଛନ୍ତି ନିଜର ମୃତ୍ୟୁ କୁ ନିମନ୍ତ୍ରଣ କହୁଛନ୍ତି। ସେସବୁ ସଂସ୍ଥା ଠାରୁ ଦୂରେଇ ରହି ନିଜର ଜୀବନ ବଞ୍ଚାନ୍ତୁ #boycottAVBP

Rasmita Mohapatra (@rasmitamohapa16) 's Twitter Profile Photo

କଂଗ୍ରେସ ଏବଂ ବିଜେଡି ନାମରେ ଅଭିଯୋଗ ଆଣି ରାସ୍ତା ଉପରେ ଅଭିନୟ କରୁଥିବା ୟେ ଭଉଣୀ Diptimayee Pratihari ଦିପ୍ତିମୟୀ ପ୍ରତିହାରୀ ଏବେ କେଉଁଠି। ୨ AVBP ଛାତ୍ର ଅରେଷ୍ଟ ପରେ ପୁଣି ରାସ୍ତା କୁ ଆସିବେ ନା ସେତିକିରେ ଅଭିନୟ ସରିଗଲା 🙏 ଭଉଣୀ ର ନ୍ୟାୟ ପାଇଁ ରାଜ ରାସ୍ତାରେ ଚିଲେଉ ଥିବା Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) ଭାଇଙ୍କ Next ପ୍ଲାନ୍ କଣ? #bycottAVBP

Rasmita Mohapatra (@rasmitamohapa16) 's Twitter Profile Photo

ଓଡ଼ିଶାର ଯୋଗ୍ୟ ସାମ୍ବାଦିକ ମାନଙ୍କୁ । ସାମ୍ବାଦିକତା ର ହାର୍ଦିକ ଶୁଭେଛା ଓ ଶୁଭକାମନା। #ସାମ୍ବାଦିକତାଦିବସ

Rasmita Mohapatra (@rasmitamohapa16) 's Twitter Profile Photo

ୟେ ଭଊଣି ଏବେ କେଉଁଠି ଅଛନ୍ତି ଥାନାରେ ନା ପୋଲିସ୍ ଆରେଷ୍ଟ୍ କରିନି ?

ୟେ ଭଊଣି ଏବେ କେଉଁଠି ଅଛନ୍ତି ଥାନାରେ ନା ପୋଲିସ୍ ଆରେଷ୍ଟ୍ କରିନି ?
Rasmita Mohapatra (@rasmitamohapa16) 's Twitter Profile Photo

ବର୍ତ୍ତମାନ୍ #ABVP ନୁହଁ #ABHP ୟେ ହତ୍ୟାକାରୀ ସଂସ୍ଥା ଠାରୁ ନିଜକୁ ଦୂରେଇ ରଖନ୍ତୁ। #ସୋମ୍ୟାଶ୍ରୀ ଭଳି ନିରୀହ ଝିଅ ଭଳି ଆଉ କାହା ଉପରେ ଏମିତି ନ ହଉ 🙏 Diptimayee Pratihari ଦିପ୍ତିମୟୀ ପ୍ରତିହାରୀ Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) ଏମାନଙ୍କ ଠାରୁ ଦୂରେଇ ରହି ଛାତ୍ର ଜୀବନକୁ ଭଲ କାର୍ଯ୍ୟରେ ଲଗାନ୍ତୁ।

ବର୍ତ୍ତମାନ୍ #ABVP ନୁହଁ #ABHP 
ୟେ ହତ୍ୟାକାରୀ ସଂସ୍ଥା ଠାରୁ ନିଜକୁ ଦୂରେଇ ରଖନ୍ତୁ। 
#ସୋମ୍ୟାଶ୍ରୀ ଭଳି ନିରୀହ ଝିଅ ଭଳି ଆଉ କାହା ଉପରେ ଏମିତି ନ ହଉ 🙏
<a href="/Kalinga_Dipti/">Diptimayee Pratihari ଦିପ୍ତିମୟୀ ପ୍ରତିହାରୀ</a> <a href="/PandaAvilash/">Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧)</a>  ଏମାନଙ୍କ ଠାରୁ ଦୂରେଇ ରହି ଛାତ୍ର ଜୀବନକୁ ଭଲ କାର୍ଯ୍ୟରେ ଲଗାନ୍ତୁ।