Rājēñđřã Kumar Đas 🇮🇳 (@rajendra_ku_das) 's Twitter Profile
Rājēñđřã Kumar Đas 🇮🇳

@rajendra_ku_das

#Social_Worker || #Simple & #Common Person ||🌟🌟ମୁଁ ଓଡ଼ିଆ, ମୋର ଭାଷା #ଓଡ଼ିଆ, ଆଇ ❤️ #Odisha 🌟🌟ବନ୍ଦେ ଉତ୍କଳ ଜନନୀ🙏🙏
🛕#ଜୟ_ଜଗନ୍ନାଥ ⭕‼️⭕🛕🙏

ID: 2966544050

linkhttps://facebook.com/Rajendra-Kumar-Das-2191193771124143/ calendar_today08-01-2015 15:18:26

722 Tweet

214 Followers

951 Following

Rājēñđřã Kumar Đas 🇮🇳 (@rajendra_ku_das) 's Twitter Profile Photo

ମହାପ୍ରଭୁ #ଶ୍ରୀ_ଜଗନ୍ନାଥ ,ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଙ୍କ ପବିତ୍ର #ସୁନାବେଶ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।🙏💐 #ଜୟ_ଜଗନ୍ନାଥ🙏 #Sunabesa

ମହାପ୍ରଭୁ #ଶ୍ରୀ_ଜଗନ୍ନାଥ ,ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଙ୍କ ପବିତ୍ର #ସୁନାବେଶ  ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।🙏💐
#ଜୟ_ଜଗନ୍ନାଥ🙏 
#Sunabesa
Rājēñđřã Kumar Đas 🇮🇳 (@rajendra_ku_das) 's Twitter Profile Photo

#ଜୟ_ଜଗନ୍ନାଥ ⭕‼️⭕ ରଥାରୁଢ଼ ଶ୍ରୀଜୀଉଙ୍କ ପବିତ୍ର #ଅଧରପଣା ନୀତି ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । 🙏💐 #AdharaPana

#ଜୟ_ଜଗନ୍ନାଥ ⭕‼️⭕
ରଥାରୁଢ଼ ଶ୍ରୀଜୀଉଙ୍କ ପବିତ୍ର #ଅଧରପଣା ନୀତି ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । 🙏💐
#AdharaPana
Rājēñđřã Kumar Đas 🇮🇳 (@rajendra_ku_das) 's Twitter Profile Photo

ମହାପ୍ରଭୁ #ଶ୍ରୀ_ଜଗନ୍ନାଥ ଙ୍କ ପବିତ୍ର #ନିଳାଦ୍ରିବିଜେ ଅବସର ରେ ଓ ରସଗୋଲା ଦିବସର ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।💐 ⭕‼️⭕ 🙏 #ଜୟ_ଜଗନ୍ନାଥ 🙏 #Niladribije

ମହାପ୍ରଭୁ #ଶ୍ରୀ_ଜଗନ୍ନାଥ  ଙ୍କ ପବିତ୍ର #ନିଳାଦ୍ରିବିଜେ ଅବସର ରେ ଓ ରସଗୋଲା ଦିବସର ସମସ୍ତଙ୍କୁ  ହାର୍ଦ୍ଦିକ ଅଭିନନ୍ଦନ।💐 ⭕‼️⭕
🙏 #ଜୟ_ଜଗନ୍ନାଥ 🙏 
#Niladribije
Rājēñđřã Kumar Đas 🇮🇳 (@rajendra_ku_das) 's Twitter Profile Photo

"ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବୋ ମହେଶ୍ଵର, ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ।" #ଅଜ୍ଞାନ ରୂପକ ଅନ୍ଧକାରରୁ #ଜ୍ଞାନ ରୂପୀ ଆଲୋକ ସହିତ ପରିଚୟ କରାଇଥିବା ଗୁରୁଙ୍କୁ ଆଜି #ଗୁରୁ ପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା । 🙏💐 #GuruPurnima #ଗୁରୁପୂର୍ଣ୍ଣିମା

"ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବୋ ମହେଶ୍ଵର,
 ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ।"

#ଅଜ୍ଞାନ ରୂପକ ଅନ୍ଧକାରରୁ #ଜ୍ଞାନ ରୂପୀ ଆଲୋକ ସହିତ ପରିଚୟ କରାଇଥିବା ଗୁରୁଙ୍କୁ ଆଜି #ଗୁରୁ ପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା । 🙏💐
#GuruPurnima 
#ଗୁରୁପୂର୍ଣ୍ଣିମା
Rājēñđřã Kumar Đas 🇮🇳 (@rajendra_ku_das) 's Twitter Profile Photo

#ହର_ହର_ମହାଦେବ ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଉପଲକ୍ଷେ ସମସ୍ତଙ୍କୁ ତଥା ସମସ୍ତ #ବୋଲବମ୍ କାଉଡ଼ିଆ ଭକ୍ତ ମନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।💐🙏 🕉️ ନମଃ ଶିବାୟ 🔱

#ହର_ହର_ମହାଦେବ
ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଉପଲକ୍ଷେ ସମସ୍ତଙ୍କୁ ତଥା ସମସ୍ତ #ବୋଲବମ୍ କାଉଡ଼ିଆ ଭକ୍ତ ମନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।💐🙏
🕉️ ନମଃ ଶିବାୟ 🔱
Rājēñđřã Kumar Đas 🇮🇳 (@rajendra_ku_das) 's Twitter Profile Photo

#କାର୍ଗିଲ ବିଜୟ ଦିବସ ଅବସରରେ ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ବୀର ଯବାନ ଙ୍କ ପ୍ରତି ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ।💐🌹💐 ଜୟ ହିନ୍ଦ 🇮🇳 #KargilVijayDiwas

#କାର୍ଗିଲ ବିଜୟ ଦିବସ ଅବସରରେ ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ବୀର ଯବାନ ଙ୍କ ପ୍ରତି ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ।💐🌹💐

ଜୟ ହିନ୍ଦ 🇮🇳
#KargilVijayDiwas
Rājēñđřã Kumar Đas 🇮🇳 (@rajendra_ku_das) 's Twitter Profile Photo

1 person =₹5000 10240000 person =₹5000×10240000 =₹5120,00,00,000 =₹5120 କୋଟି ??? ମୋହନ ସରକାର କ'ଣ ଟଙ୍କାର ଗୋଦାମ କରିଛି ରେ ??? 😇😇😇 ଲୋକ ଙ୍କୁ ଚାକିରି ଖଣ୍ଡେ ଦେଇ ପାରୁନି !! ଆଜି ଟଙ୍କା ବାଣ୍ଟିବା ପାଇଁ ପ୍ରଚାର ଚାଲିଛି !! #ବିଜେପିହଟାଅ #ଓଡିଶା ବଞ୍ଚାଅ

Rājēñđřã Kumar Đas 🇮🇳 (@rajendra_ku_das) 's Twitter Profile Photo

ଭାଇ ଭଉଣୀଙ୍କ ସ୍ନେହ ଓ ଶ୍ରଦ୍ଧାର ବନ୍ଧନ ପବିତ୍ର #ରାକ୍ଷୀପୂର୍ଣ୍ଣିମା ଉପଲକ୍ଷେ ସଭିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।💐🙏💐 #RakhiPurnima #RakshaBandan #RakshaBandhan2025

ଭାଇ ଭଉଣୀଙ୍କ ସ୍ନେହ ଓ ଶ୍ରଦ୍ଧାର ବନ୍ଧନ ପବିତ୍ର #ରାକ୍ଷୀପୂର୍ଣ୍ଣିମା ଉପଲକ୍ଷେ ସଭିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।💐🙏💐
#RakhiPurnima
#RakshaBandan
#RakshaBandhan2025
Rājēñđřã Kumar Đas 🇮🇳 (@rajendra_ku_das) 's Twitter Profile Photo

🌹🇮🇳 ୭୯ ତମ #ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।ଦେଶର ସ୍ବାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ଭାରତମାତା ର ଅଗଣିତ ବୀର ପୁତ୍ର ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। 🌹🙏💐 #Bharat Mata ki jai #ଜୟହିନ୍ଦ୍ #JaiHind #vandematram #IndependenceDay

🌹🇮🇳 ୭୯ ତମ #ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।ଦେଶର ସ୍ବାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ଭାରତମାତା ର ଅଗଣିତ ବୀର ପୁତ୍ର ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। 🌹🙏💐
#Bharat Mata ki jai 
#ଜୟହିନ୍ଦ୍ #JaiHind #vandematram
#IndependenceDay
Rājēñđřã Kumar Đas 🇮🇳 (@rajendra_ku_das) 's Twitter Profile Photo

🌹🌹ଜୟ ଶ୍ରୀ ରାଧା କୃଷ୍ଣ 🌹🌹 ****************************** ✍️ #ଶ୍ରୀକୃଷ୍ଣ ଙ୍କ ପବିତ୍ର #ଜନ୍ମାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।💐💐 🙏🌹ଜୟ ଶ୍ରୀକୃଷ୍ଣ 🌹🙏 #Janmashtami

🌹🌹ଜୟ ଶ୍ରୀ ରାଧା କୃଷ୍ଣ 🌹🌹
******************************
✍️ #ଶ୍ରୀକୃଷ୍ଣ ଙ୍କ  ପବିତ୍ର #ଜନ୍ମାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।💐💐     🙏🌹ଜୟ ଶ୍ରୀକୃଷ୍ଣ 🌹🙏
#Janmashtami
Rājēñđřã Kumar Đas 🇮🇳 (@rajendra_ku_das) 's Twitter Profile Photo

ପବିତ୍ର ଖୁଦୁରୁକୁଣି ଓଷାର ପ୍ରଥମ ପାଳି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।🙏

ପବିତ୍ର ଖୁଦୁରୁକୁଣି ଓଷାର ପ୍ରଥମ ପାଳି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।🙏
Rājēñđřã Kumar Đas 🇮🇳 (@rajendra_ku_das) 's Twitter Profile Photo

#ସୋସିଆଲ୍ #ମିଡ଼ିଆ #𝕏, #Instgram ଏବଂ #Facebook ଇତ୍ଯାଦି ରେ ଥିବା ଆକାଉଣ୍ଟ ଗୁଡିକ କେବଳ ଏହି ସବୁ କାର୍ଯ୍ଯ ପାଇଁ ସକ୍ରିୟ - ଜନ୍ମଦିନ ଓ ପର୍ବପର୍ବାଣୀର ଶୁଭେଚ୍ଛା - ମୃତକଙ୍କ ପାଇଁ ଶୋକ - ନିଜର ଓ ନିଜ ଦଳର ଗୁଣ ଗାନ କରିବା - ଅନ୍ଯ ଲୋକ ଓ ଅନ୍ଯ ଦଳର ଅବଗୁଣ ପ୍ରଚାର ପ୍ରସାର - ଫିତା କଟା ଓ ଚିତା କଟା ର ସେଲଫି, ଫଟୋ ଓ ଭିଡ଼ିଓ

Rājēñđřã Kumar Đas 🇮🇳 (@rajendra_ku_das) 's Twitter Profile Photo

🕉️ ଶ୍ରୀ ଗଣେଶାୟ ନମଃ ********************** ପବିତ୍ର #ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।💐🙏🙏 #GaneshaChaturthi #GaneshPuja

🕉️ ଶ୍ରୀ ଗଣେଶାୟ ନମଃ
**********************
ପବିତ୍ର #ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।💐🙏🙏 
#GaneshaChaturthi
#GaneshPuja
Rājēñđřã Kumar Đas 🇮🇳 (@rajendra_ku_das) 's Twitter Profile Photo

ପଶ୍ଚିମ ଓଡ଼ିଶାର ଗଣପର୍ବ ପବିତ୍ର #ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ #ନୁଆଖାଇ_ଜୁହାର 🙏💐🙏💐 #Nuakhai

ପଶ୍ଚିମ ଓଡ଼ିଶାର ଗଣପର୍ବ ପବିତ୍ର #ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ #ନୁଆଖାଇ_ଜୁହାର 🙏💐🙏💐
#Nuakhai
Rājēñđřã Kumar Đas 🇮🇳 (@rajendra_ku_das) 's Twitter Profile Photo

ପବିତ୍ର #ରାଧାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ।🙏💐🙏 ରାଧେ ରାଧେ! #radhashtami

ପବିତ୍ର #ରାଧାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ।🙏💐🙏
ରାଧେ ରାଧେ!
#radhashtami
Rājēñđřã Kumar Đas 🇮🇳 (@rajendra_ku_das) 's Twitter Profile Photo

ଶ୍ରୀବିଷ୍ଣୁଙ୍କର ପଞ୍ଚମ ଅବତାର ପବିତ୍ର #ବାମନ ଜନ୍ମ ତଥା #ସୁନିଆଁ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଏବଂ ଶୁଭ କାମନା।💐🙏💐 ⭕‼️⭕ ଜୟ ଜଗନ୍ନାଥ🙏

ଶ୍ରୀବିଷ୍ଣୁଙ୍କର ପଞ୍ଚମ ଅବତାର ପବିତ୍ର #ବାମନ ଜନ୍ମ ତଥା #ସୁନିଆଁ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଏବଂ ଶୁଭ କାମନା।💐🙏💐
⭕‼️⭕ ଜୟ ଜଗନ୍ନାଥ🙏
Rājēñđřã Kumar Đas 🇮🇳 (@rajendra_ku_das) 's Twitter Profile Photo

ପବିତ୍ର #ଗୁରୁ_ଦିବସ ରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା।💐 ଭାରତର ଦ୍ବତୀୟ ରାଷ୍ଟ୍ରପତି, ପ୍ରଥମ ଉପରାଷ୍ଟ୍ରପତି, ମହାନ ଶିକ୍ଷାବିତ୍ ତଥା ଭାରତ ରତ୍ନରେ ସମ୍ମାନିତ #ଡ଼_ସର୍ବପଲ୍ଲୀ_ରାଧାକ୍ରିଷ୍ଣନ ଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ ।🙏💐 #DrSarvepalliRadhakrishnan #TeachersDay

ପବିତ୍ର #ଗୁରୁ_ଦିବସ ରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା।💐
ଭାରତର ଦ୍ବତୀୟ ରାଷ୍ଟ୍ରପତି, ପ୍ରଥମ ଉପରାଷ୍ଟ୍ରପତି, ମହାନ ଶିକ୍ଷାବିତ୍ ତଥା ଭାରତ ରତ୍ନରେ ସମ୍ମାନିତ #ଡ଼_ସର୍ବପଲ୍ଲୀ_ରାଧାକ୍ରିଷ୍ଣନ ଙ୍କ ଜୟନ୍ତୀରେ  କୋଟି କୋଟି ପ୍ରଣାମ ।🙏💐

#DrSarvepalliRadhakrishnan 
#TeachersDay
Rājēñđřã Kumar Đas 🇮🇳 (@rajendra_ku_das) 's Twitter Profile Photo

ଓଁ ନମୋ ଭଗବତେ ବାସୁଦେବାୟ🙏 ଓଡ଼ିଆ ସଂସ୍କୃତି ଓ ପରମ୍ପରା ର ଅନନ୍ୟ ନିର୍ଦଶନ ଓଡ଼ିଆ ସାହିତ୍ୟି ର ମହାନ ସ୍ରଷ୍ଟା ଅତିବଡ଼ି #ଜଗନ୍ନାଥଦାସ ଙ୍କ ରଚିତ ଘରେ ଘରେ ପୂଜିତ #ଭାଗବତ ଜନ୍ମ ରେ ସମସ୍ତ ଙ୍କୁ ଶୁଭେଚ୍ଛା🙏💐

ଓଁ ନମୋ ଭଗବତେ ବାସୁଦେବାୟ🙏

ଓଡ଼ିଆ ସଂସ୍କୃତି ଓ ପରମ୍ପରା ର ଅନନ୍ୟ ନିର୍ଦଶନ ଓଡ଼ିଆ ସାହିତ୍ୟି ର ମହାନ ସ୍ରଷ୍ଟା ଅତିବଡ଼ି #ଜଗନ୍ନାଥଦାସ ଙ୍କ ରଚିତ ଘରେ ଘରେ ପୂଜିତ #ଭାଗବତ ଜନ୍ମ ରେ ସମସ୍ତ ଙ୍କୁ ଶୁଭେଚ୍ଛା🙏💐