Ranendra Pratap Swain (@rajaaswain) 's Twitter Profile
Ranendra Pratap Swain

@rajaaswain

Eight Terms MLA in Odisha Legislative Assembly from Athagarh Constituency.Views Personal. RT isn't Endorsement.

ID: 363873688

calendar_today28-08-2011 20:50:08

18,18K Tweet

81,81K Followers

86 Following

Ranendra Pratap Swain (@rajaaswain) 's Twitter Profile Photo

ଶହୀଦ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଓ ଡ଼ାଳୀଯୋଡ଼ା ଆଦିବାସୀ ସାଂସ୍କୃତିକ ମହୋତ୍ସବ ୨୦୨୫ ପାଳନ ଅବସରରେ କୋଚିଲା ନୂଆଗାଁ ଖେଳ ପଡ଼ିଆ (ବେରେଣା) ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଲି। ଓଡ଼ିଶା ଆଦିବାସୀ ଫାଉଣ୍ଡେସନ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ପିଲାମାନେ ବିଭିନ୍ନ ଖେଳ ପ୍ରତିଯୋଗିତାରେ ସାମିଲ ହେବା ସହ

ଶହୀଦ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଓ ଡ଼ାଳୀଯୋଡ଼ା ଆଦିବାସୀ ସାଂସ୍କୃତିକ ମହୋତ୍ସବ ୨୦୨୫ ପାଳନ ଅବସରରେ କୋଚିଲା ନୂଆଗାଁ ଖେଳ ପଡ଼ିଆ (ବେରେଣା) ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଲି।

ଓଡ଼ିଶା ଆଦିବାସୀ ଫାଉଣ୍ଡେସନ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ପିଲାମାନେ ବିଭିନ୍ନ ଖେଳ ପ୍ରତିଯୋଗିତାରେ ସାମିଲ ହେବା ସହ
Ranendra Pratap Swain (@rajaaswain) 's Twitter Profile Photo

ଗଣତନ୍ତ୍ରକୁ ଜୀବନ୍ତ ରଖିବାରେ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଯାହାଫଳରେ ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣାଯାଏ। ଦେଶ ବିଦେଶର କୋଣ ଅନୁକୋଣରୁ ପ୍ରତ୍ଯେକ ଘଟଣାର ଟିକିନିକି ଖବର ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ନିଷ୍ଠାପର ଉଦ୍ୟମ ଜାରି ରଖିଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜାତୀୟ ପ୍ରେସ୍

ଆଜି ଗୁରୁଡ଼ିଝାଟିଆ ପୋଲିସ ଷ୍ଟେସନ ପ୍ରାଙ୍ଗଣରେ ଓଡ଼ିଶା ପୋଲିସ ଦ୍ୱାରା ଆୟୋଜିତ ‘ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା-୨୦୨୫’ କାର୍ଯ୍ୟକ୍ରମରେ ଯୋଗ ଦେଲି। ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଲକ୍ଷ୍ୟ ନାଗରିକମାନଙ୍କ ମଧ୍ୟରେ, ବିଶେଷକରି ଯୁବପିଢ଼ି ଓ ଛାତ୍ର-ଛାତ୍ରୀମାନଙ୍କ ମଧ୍ୟରେ ସାଇବର ଅପରାଧ ନିବାରଣ, ଅନଲାଇନ୍ ସୁରକ୍ଷା ଏବଂ ଡିଜିଟାଲ୍

ଆଜି ଗୁରୁଡ଼ିଝାଟିଆ ପୋଲିସ ଷ୍ଟେସନ ପ୍ରାଙ୍ଗଣରେ ଓଡ଼ିଶା ପୋଲିସ ଦ୍ୱାରା ଆୟୋଜିତ ‘ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା-୨୦୨୫’ କାର୍ଯ୍ୟକ୍ରମରେ ଯୋଗ ଦେଲି।

ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଲକ୍ଷ୍ୟ ନାଗରିକମାନଙ୍କ ମଧ୍ୟରେ, ବିଶେଷକରି ଯୁବପିଢ଼ି ଓ ଛାତ୍ର-ଛାତ୍ରୀମାନଙ୍କ ମଧ୍ୟରେ ସାଇବର ଅପରାଧ ନିବାରଣ, ଅନଲାଇନ୍ ସୁରକ୍ଷା ଏବଂ ଡିଜିଟାଲ୍
Ranendra Pratap Swain (@rajaaswain) 's Twitter Profile Photo

ବିଶିଷ୍ଟ ଓଡ଼ିଆ ଗାୟକ ହ୍ୟୁମାନ ସାଗରଙ୍କ ବିୟୋଗ ବିଷୟରେ ଜାଣି ମୁଁ ଦୁଃଖିତ। ଅନେକ ଲୋକପ୍ରିୟ ଓଡ଼ିଆ ସଙ୍ଗୀତରେ କଣ୍ଠଦାନ କରି ସେ ଅନେକ ସୁନାମ ଅର୍ଜନ କରିବା ସହିତ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ବିୟୋଗ ଆମ ଓଡ଼ିଆ ସଙ୍ଗୀତ ଓ ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ

Ranendra Pratap Swain (@rajaaswain) 's Twitter Profile Photo

ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାରତରତ୍ନ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ତାଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ଦୂରଦୃଷ୍ଟି ସହିତ ସେ ଆଧୁନିକ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ରାଷ୍ଟ୍ର ନିର୍ମାଣ ଓ ଭାରତକୁ ଏକ ବିଶ୍ୱରେ ଏକ ପରିଚୟ ପ୍ରଦାନ କରିବାରେ ତାଙ୍କର ଅବଦାନ ପାଇଁ ସେ ସର୍ବଦା

ସ୍ଵାଧୀନତା ସଂଗ୍ରାମୀ, ଲେଖକ, କବି ଓ ଓଡ଼ିଶା ପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ରାଜ୍ୟକୁ ପ୍ରଗତିଶୀଳ କରିବାରେ ତାଙ୍କ ଅବଦାନ ଅତୁଳନୀୟ ।

୬୯ତମ କଟକ ଜିଲ୍ଲା ବିଦ୍ୟାଳୟ ସମୂହର ଫୁଟବଲ ପ୍ରତିଯୋଗୀତା ଆଜି ତିଗିରିଆ ବ୍ଲକର ଦଧିବାମନ ଜୀଉ ବିଦ୍ୟାପୀଠ, ପାଞ୍ଚଗାଁ ଠାରେ ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକରୁ ୧୭ ବର୍ଷରୁ କମ ବାଳକ ଓ ବାଳିକା ମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ମୋ ସହିତ ତହସିଲଦାର, ତିଗିରିଆ, ABDO, ତିଗିରିଆ, ବ୍ଲକ

୬୯ତମ କଟକ ଜିଲ୍ଲା ବିଦ୍ୟାଳୟ ସମୂହର ଫୁଟବଲ ପ୍ରତିଯୋଗୀତା ଆଜି ତିଗିରିଆ ବ୍ଲକର ଦଧିବାମନ ଜୀଉ ବିଦ୍ୟାପୀଠ, ପାଞ୍ଚଗାଁ ଠାରେ ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକରୁ ୧୭ ବର୍ଷରୁ କମ ବାଳକ ଓ ବାଳିକା ମାନେ ଏଥିରେ ଅଂଶଗ୍ରହଣ କରିଥିଲେ । 

ଏହି ଉଦଘାଟନୀ ଉତ୍ସବରେ ମୋ ସହିତ ତହସିଲଦାର, ତିଗିରିଆ, ABDO, ତିଗିରିଆ, ବ୍ଲକ
Ranendra Pratap Swain (@rajaaswain) 's Twitter Profile Photo

ଆଜି ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଏକ ସାଧାରଣ ବୈଠକରେ ଯୋଗଦେଇ ଯେପରି ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପୌରାଞ୍ଚଳର ମାନ୍ୟତା ପ୍ରଦାନ ନିମନ୍ତେ ସରକାରଙ୍କ ନିକଟରେ ଦାବୀ ରଖିବା, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଅନୁମୋଦିତ ୨୦୨୫-୨୬ ବାର୍ଷିକ କାର୍ଯ୍ୟ ଖସଡାକୁ କାର୍ଯ୍ୟକାରୀ କରିବା ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ବନ୍ଧରେ ମଧ୍ୟ

ମାଲକାନଗିରିର ଗାନ୍ଧୀ ଭାବେ ପରିଚିତ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଆଦିବାସୀଙ୍କ ହକ୍ ଏବଂ ସୁରକ୍ଷା ପାଇଁ ତାଙ୍କର ତ୍ୟାଗ, ବଳିଦାନ ଏବଂ ବୀରତ୍ଵର ଗାଥା ସଦା ସର୍ବଦା ପ୍ରେରଣାର ପ୍ରତୀକ ହୋଇ ଆଗାମୀ ପିଢୀର ଯୁବ ସମାଜକୁ ପଥ ଦେଖାଇବ।

ଜିଲ୍ଲା ସ୍ତରୀୟ ୧୭ବର୍ଷରୁ କମ୍ ବାଳକ ଓ ବାଳିକା ଫୁଟବଲ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଯୋଗଦେବା ଅବସରରେ

Ranendra Pratap Swain (@rajaaswain) 's Twitter Profile Photo

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ରାଜନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଓଡ଼ିଶା ପାଇଁ ସେ ଜଣେ ମହାନ ଜନନାୟକ ତଥା ବିପ୍ଳବୀ ନେତା ଭାବରେ ପରିଚିତ। ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ଏବଂ ପ୍ରସାର ପାଇଁ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ଓ ପ୍ରେରଣାଦାୟୀ ।

Heartiest congratulations to our brave and talented Indian Women's Blind Cricket Team on lifting the inaugural T20 World Cup title. Wishing the team more success in the future.

Heartiest congratulations to our brave and talented Indian Women's Blind Cricket Team on lifting the inaugural T20 World Cup title.

Wishing the team more success in the future.
Ranendra Pratap Swain (@rajaaswain) 's Twitter Profile Photo

Congratulate Justice Surya Kant on being sworn in as the 53rd Chief Justice of India. Wishing him the very best for a successful tenure ahead.

Ranendra Pratap Swain (@rajaaswain) 's Twitter Profile Photo

Deeply saddened to know about the demise of Bollywood legend and veteran actor #Dharmendra. His charismatic works in movies like Sholay, Chupke Chupke and others will be cherished forever. My deepest condolences to the bereaved family, friends and fans. Om Shanti.

Ranendra Pratap Swain (@rajaaswain) 's Twitter Profile Photo

ଆଜି କଟକ କଲେକ୍ଟରଙ୍କ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି (DLPC) ବୈଠକରେ ଯୋଗଦେଲି। ଏହି ବୈଠକରେ KMS ୨୦୨୫-୨୬ ପାଇଁ ଖରିଫ୍ ଧାନ ସଂଗ୍ରହ ପାଇଁ ଜିଲ୍ଲା ଯୋଜନାର ଚୂଡ଼ାନ୍ତକରଣ ବିଷୟରେ ଆଲୋଚନା କରାଗଲା। ଏହି ବୈଠକରେ ମୋ ସହିତ ମାନ୍ୟବର କଟକ ସାଂସଦ, କଟକ ଜିଲ୍ଲାର ସମସ୍ତ ବିଧାୟକଗଣ, ଜିଲ୍ଲାପାଳ,

ଆଜି କଟକ କଲେକ୍ଟରଙ୍କ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି (DLPC) ବୈଠକରେ ଯୋଗଦେଲି। ଏହି ବୈଠକରେ KMS ୨୦୨୫-୨୬ ପାଇଁ ଖରିଫ୍ ଧାନ ସଂଗ୍ରହ ପାଇଁ ଜିଲ୍ଲା ଯୋଜନାର ଚୂଡ଼ାନ୍ତକରଣ ବିଷୟରେ ଆଲୋଚନା କରାଗଲା।

ଏହି ବୈଠକରେ ମୋ ସହିତ ମାନ୍ୟବର କଟକ ସାଂସଦ, କଟକ ଜିଲ୍ଲାର ସମସ୍ତ ବିଧାୟକଗଣ, ଜିଲ୍ଲାପାଳ,
Ranendra Pratap Swain (@rajaaswain) 's Twitter Profile Photo

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବି ତଥା ମୋର ସାନ ଭାଇ ପ୍ରଫୁଲ୍ଲ ରଥଙ୍କ ମା'ଙ୍କ ଦ୍ୱାଦଶାହରେ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କଲି। ମହାପ୍ରଭୁ ତାଙ୍କର ଅମର ଆତ୍ମାକୁ ସଦଗତି କରିବା ସହିତ ଏହି ଦୁଃଖଦ ସମୟରେ ତାଙ୍କ ପରିବାରବର୍ଗଙ୍କୁ ସାହସ ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ ଏତିକି କାମନା କରୁଛି। #ଓଁମ_ଶାନ୍ତି

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବି ତଥା ମୋର ସାନ ଭାଇ ପ୍ରଫୁଲ୍ଲ ରଥଙ୍କ ମା'ଙ୍କ ଦ୍ୱାଦଶାହରେ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କଲି। 

ମହାପ୍ରଭୁ ତାଙ୍କର ଅମର ଆତ୍ମାକୁ ସଦଗତି କରିବା ସହିତ ଏହି ଦୁଃଖଦ ସମୟରେ ତାଙ୍କ ପରିବାରବର୍ଗଙ୍କୁ ସାହସ ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ ଏତିକି କାମନା କରୁଛି। 

#ଓଁମ_ଶାନ୍ତି