Prof.Subash Nayak (@profsubashnayak) 's Twitter Profile
Prof.Subash Nayak

@profsubashnayak

🇮🇳Professor of Odia,
aspired Nominated
#MemberOfParliament
(RajyaSabha)by Hon'ble @PMOIndia Sri @narendramodi NDAGovt with Leader of @bjp4india 🙏

ID: 973183128620576769

linkhttp://www.professorsubashnayak.com calendar_today12-03-2018 13:05:13

26,26K Tweet

855 Takipçi

3,3K Takip Edilen

Narendra Modi (@narendramodi) 's Twitter Profile Photo

बाबा विश्वनाथ की नगरी काशी के अपने परिवारजनों का आशीर्वाद और स्नेह सदैव एक नई ऊर्जा से भर देता है।

बाबा विश्वनाथ की नगरी काशी के अपने परिवारजनों का आशीर्वाद और स्नेह सदैव एक नई ऊर्जा से भर देता है।
Prof.Subash Nayak (@profsubashnayak) 's Twitter Profile Photo

#ଭୁବନ ସମସ୍ତ ଚେଷ୍ଟା ସତ୍ୱେ ବଳଙ୍ଗା ପୀଡିତା ଝିଅ ଙ୍କ AIIMS, ନୂଆଦିଲ୍ଲୀ ରେ ଦେହାନ୍ତ ଖବର ପାଇ ଦୁଃଖିତ ଓ ମର୍ମାହତ, ଓଁ ଶାନ୍ତି 🙏

Prof.Subash Nayak (@profsubashnayak) 's Twitter Profile Photo

#କଟକ ଆଜି #ବନ୍ଧୁତାଦିବସ ରେ ସହଧର୍ମିଣୀ Tulasi Sahoo ଙ୍କ ସହିତ... ବନ୍ଧୁତା ସାତ ଜନ୍ମ ର 💐

#କଟକ 
ଆଜି #ବନ୍ଧୁତାଦିବସ ରେ ସହଧର୍ମିଣୀ <a href="/SahooTulasi/">Tulasi Sahoo</a> ଙ୍କ ସହିତ... ବନ୍ଧୁତା ସାତ ଜନ୍ମ ର 💐
Prof.Subash Nayak (@profsubashnayak) 's Twitter Profile Photo

#ଭୁବନ ଆଜି ମୋ ଜନ୍ମଭୂମି ଭୁବନ ରେ ଆମ ଅଞ୍ଚଳ ର ଆରାଧ୍ୟ୍ୟ ଦେବତା ବାବା #ବୁଦ୍ଧେଶ୍ୱର ଙ୍କୁ ପବିତ୍ର ଶ୍ରାବଣ ମାସ ଶେଷ ସୋମବାର ନିକଟସ୍ଥ ବ୍ରାହ୍ମଣୀ ନଦୀ ରୁ ଜଳ ନେଇ ବାବା ଙ୍କୁ ଜଳଅର୍ପଣ ପୂର୍ବକ ପରିବାର ତଥା ଜଗତକଲ୍ୟାଣ କାମନା କରିଲି 🙏

#ଭୁବନ 
ଆଜି ମୋ ଜନ୍ମଭୂମି ଭୁବନ ରେ ଆମ ଅଞ୍ଚଳ ର ଆରାଧ୍ୟ୍ୟ ଦେବତା ବାବା #ବୁଦ୍ଧେଶ୍ୱର ଙ୍କୁ ପବିତ୍ର ଶ୍ରାବଣ ମାସ ଶେଷ ସୋମବାର ନିକଟସ୍ଥ ବ୍ରାହ୍ମଣୀ ନଦୀ ରୁ ଜଳ ନେଇ ବାବା ଙ୍କୁ ଜଳଅର୍ପଣ ପୂର୍ବକ ପରିବାର ତଥା ଜଗତକଲ୍ୟାଣ କାମନା କରିଲି 🙏
Prof.Subash Nayak (@profsubashnayak) 's Twitter Profile Photo

#Bhuban Tribute to #NandiniSatapathy famous Odia Litterateur Sahitya Akademi translation prize winner her death aniversory💐 Proud a book on #NandiniSatapathy #ALuminaryOfIndianLiterature in english language by me,book focus Literary & political achievement of Nandini Devi 🙏

#Bhuban 
Tribute to #NandiniSatapathy famous Odia Litterateur <a href="/sahityaakademi/">Sahitya Akademi</a> translation prize winner  her death aniversory💐

Proud a book on  #NandiniSatapathy #ALuminaryOfIndianLiterature in english language by me,book focus Literary &amp; political achievement of Nandini Devi 🙏
Prof.Subash Nayak (@profsubashnayak) 's Twitter Profile Photo

#ଭୁବନ ଓଡ଼ିଆ ସାମ୍ବାଦିକତା ଦିବସରେ ଗଣମାଧ୍ୟମର ବନ୍ଧୁମାନଙ୍କୁ ଅଶେଷ ଅଭିନନ୍ଦନ, ତାଙ୍କ କଲମ ର ସ୍ପର୍ଶ ସମାଜ କୁ ଜାଗ୍ରତ କରାଇଛି 🙏

#ଭୁବନ 
ଓଡ଼ିଆ ସାମ୍ବାଦିକତା ଦିବସରେ ଗଣମାଧ୍ୟମର ବନ୍ଧୁମାନଙ୍କୁ ଅଶେଷ ଅଭିନନ୍ଦନ, ତାଙ୍କ କଲମ ର ସ୍ପର୍ଶ ସମାଜ କୁ ଜାଗ୍ରତ କରାଇଛି 🙏
Prof.Subash Nayak (@profsubashnayak) 's Twitter Profile Photo

#Odisha Deeply shocked the Demise of Sri #SibuShoren former Chief Minister of Jhardakhanda & former Union Minister and founder Jhardakhanda mukti Morcha #JMM His Contributions to built Bharat and Progress of Jhardakhanda always remembered, Om Shanti 🙏

#Odisha 
Deeply shocked the Demise of Sri #SibuShoren former Chief Minister of Jhardakhanda &amp; former Union Minister and founder Jhardakhanda mukti Morcha #JMM

His Contributions to built Bharat and Progress of Jhardakhanda always remembered, Om Shanti 🙏
Mohan Charan Majhi (@mohanmodisha) 's Twitter Profile Photo

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ୰ ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ୰ ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ।
BJP Odisha (@bjp4odisha) 's Twitter Profile Photo

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ପୂଣ୍ୟତିଥି ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ପୂଣ୍ୟତିଥି ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
Narendra Modi (@narendramodi) 's Twitter Profile Photo

Went to Sir Ganga Ram Hospital to pay homage to Shri Shibu Soren Ji. Also met his family. My thoughts are with Hemant Ji, Kalpana Ji and the admirers of Shri Shibu Soren Ji. Hemant Soren Kalpana Murmu Soren

Went to Sir Ganga Ram Hospital to pay homage to Shri Shibu Soren Ji. Also met his family. My thoughts are with Hemant Ji, Kalpana Ji and the admirers of Shri Shibu Soren Ji.

<a href="/HemantSorenJMM/">Hemant Soren</a>

<a href="/JMMKalpanaSoren/">Kalpana Murmu Soren</a>
Prof.Subash Nayak (@profsubashnayak) 's Twitter Profile Photo

#ଭୁବନ ବିଶିଷ୍ଟ ସଂସ୍କୃତି ଗବେଷକ, ବରିଷ୍ଠ ପ୍ରଶାସକ ତଥା ଓଡିଶା ର ପୂର୍ବତନ ମୁଖ୍ୟ ଶାସନ ସଚିବ ଡ଼କ୍ଟର #ସୁବାଷପାଣି ଙ୍କ ଦେହାନ୍ତ ରେ ଦୁଃଖିତ 🙏 ସେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବରେ ଓଡିଶା ର ବିକାଶ ଦିଗରେ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ, ଓଁ ଶାନ୍ତି 🙏

#ଭୁବନ 
ବିଶିଷ୍ଟ ସଂସ୍କୃତି ଗବେଷକ, ବରିଷ୍ଠ ପ୍ରଶାସକ ତଥା ଓଡିଶା ର ପୂର୍ବତନ ମୁଖ୍ୟ ଶାସନ ସଚିବ ଡ଼କ୍ଟର #ସୁବାଷପାଣି ଙ୍କ ଦେହାନ୍ତ ରେ ଦୁଃଖିତ 🙏

ସେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବରେ ଓଡିଶା ର ବିକାଶ ଦିଗରେ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ, ଓଁ ଶାନ୍ତି 🙏