ପ୍ରତୀକ (@prateek_odisha) 's Twitter Profile
ପ୍ରତୀକ

@prateek_odisha

| ଓଡ଼ିଆପ୍ରେମୀ |
| ବ୍ୟକ୍ତିଗତ ମତାମତ |
| ଜୟ ଶ୍ରୀଜଗନ୍ନାଥ🙏 |

#Photograph

ID: 852123902834868225

linkhttp://www.instagram.com/jajabara.prateek/ calendar_today12-04-2017 11:39:05

7,7K Tweet

1,1K Takipçi

240 Takip Edilen

ପ୍ରତୀକ (@prateek_odisha) 's Twitter Profile Photo

ଟିକେ ହେଲେ ଲଜ୍ଜ୍ୟା ନାହିଁ ଏଭଳି ଚଟାଲିଆ ଲୋକଙ୍କୁ !!! ଏଭଳି ଏକ କ୍ରୋଧ ଆଉ କ୍ଷୋଭ ସମୟରେ ଇୟେ " ଗିବିଲି " ପୋଷ୍ଟ କରୁଛନ୍ତି । ହେ ମହାପ୍ରଭୁ ଶାନ୍ତି 🙏

ପ୍ରତୀକ (@prateek_odisha) 's Twitter Profile Photo

ଏ ଦେଶରେ ଯୋଉଠି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଏବଂ ରାଜନୀତି ସମାବେଶ ପାଇଁ ପିଲାଙ୍କ ପାଠପଢ଼ା ବନ୍ଦ ହୁଏ !!!

ପ୍ରତୀକ (@prateek_odisha) 's Twitter Profile Photo

Horrible and pathetic situation right now at Odisha!! Where newly built good road are being digged to protect the metal barricades and schools were being closed due to so called VIP culture. This Odisha govt's " ବର୍ଷ ଏକ ଉପଲବ୍ଧି ଅନେକ " ଛି ଛି ଛି ! #Odisha

Horrible and pathetic situation right now at Odisha!! Where newly built good road are being digged to protect the metal barricades and schools were being closed due to so called VIP culture. 

This Odisha govt's " ବର୍ଷ ଏକ ଉପଲବ୍ଧି ଅନେକ " 
ଛି ଛି ଛି ! 
#Odisha
ପ୍ରତୀକ (@prateek_odisha) 's Twitter Profile Photo

ମୋ ବାଳ ନିର୍ଦେଶନାମା ଆମେରିକାକୁ କିଏ ପଚାରେ ବା ! ଆମର ତାଳଚେର ସୁରକ୍ଷିତ, ଗୋପାଳପୁର ସୁରକ୍ଷିତ , ସାରା ଓଡ଼ିଶା ସୁରକ୍ଷିତ ♥️।

ପ୍ରତୀକ (@prateek_odisha) 's Twitter Profile Photo

ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏 ପବିତ୍ର ଘୋଷ ଯାତ୍ରାର ଅନେକ ଅନେକ ଶୁଭକାମନା। ଜଗତର ଉଦ୍ଧାର କର ମଣିମା । #RathaJatra2025

ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏
ପବିତ୍ର ଘୋଷ ଯାତ୍ରାର ଅନେକ ଅନେକ ଶୁଭକାମନା। 
ଜଗତର ଉଦ୍ଧାର କର ମଣିମା ।
#RathaJatra2025
ପ୍ରତୀକ (@prateek_odisha) 's Twitter Profile Photo

ଘୋର ବିଭ୍ରାଟ ଦିନକୁ ଦିନ ହେଉଛି, ମୁଖ୍ୟମନ୍ତ୍ରୀ ମହୋଦୟ Mohan Charan Majhi , ଦୟାକରି ଠାକୁରଙ୍କ ସହ ଖେଳନା ଏମିତି🙏 ହେ ମହାପ୍ରଭୁ ସାହା ହେବ ତୁମେ। ଜୟ ଶ୍ରୀ ଜଗନ୍ନାଥ

Collector & District Magistrate Mayurbhanj (@dm_mayurbhanj) 's Twitter Profile Photo

ଆଜି ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଠାରେ ରଥଯାତ୍ରା ଉପଲକ୍ଷେ ଦ୍ଵିତୀୟ ଦିବସରେ ଶାନ୍ତି ଶୃଙ୍ଖଳାର ସହିତ ରଥଟଣା ନୀତି ସମ୍ପନ୍ନ ହୋଇ ରଥ ମାଉସୀ'ମା ନିକଟରେ ପହଂଚିଛି। ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଏକ ସ୍ୱରରେ "ଜୟ ଜଗନ୍ନାଥ " ନାମ ଉଚ୍ଚାରଣ ସାଙ୍ଗକୁ ସମ୍ପର୍ପଣ ଭାବ ତାଳିରେ ସମ୍ପୂର୍ଣ୍ଣ ବଡଦାଣ୍ଡ ହୋଇଛି ଆଧ୍ୟାତ୍ମିକ ପରିବେଶ ମୁଖରିତ।

ପ୍ରତୀକ (@prateek_odisha) 's Twitter Profile Photo

ଶ !!! ଆତ୍ମସମର୍ପଣ କରିବାକୁ ଆସିଛନ୍ତି ନା କ୍ରିକେଟ ବିଶ୍ଵକପ ଜିତିକି ଆସିଛନ୍ତି 😅। ହେ ଜଗା ତୁ ସାହା ହେବୁ 🙏