Prakash Chandra Nayak (@prakascnayak) 's Twitter Profile
Prakash Chandra Nayak

@prakascnayak

Communication Expert, Culture Activist, digging out truth on Kalinga, Pathways of Buddhism & Intangible heritage of Odisha. [email protected]

ID: 57036065

linkhttps://delhipostnews.com/author/prakashchandranayak/ calendar_today15-07-2009 14:49:16

1,1K Tweet

142 Followers

427 Following

Prakash Chandra Nayak (@prakascnayak) 's Twitter Profile Photo

ଗତ 4 ଅଗଷ୍ଟରେ ଦେବଗଡକୁ ରେଳ ଲାଇନ ଯୋଡି ହେବାର ସର୍ଭେ କାମପାଇଁ ପ୍ରଧାନମନ୍ତ୍ରୀ ନୋଟିସ ଜାରୀ କଲେ l ଦେବଗଡିଆ ନୋଟିସ କେତେ % ପରିମାଣ ସତ, ଜାଣିବା ପାଇଁ ଭୁବନେଶ୍ୱର ଆସୁଛନ୍ତି? 1)ଶହେ 2)ନବେ 3)ଅଶି 4)ସତୁରି 5)ଷାଠିଏ 6)ପଚାଶ 7)ଚାଳିଶ 8)ତିରିଶ 9)କୋଡିଏ 10)ଏକ #Deogarh #railways Ashwini Vaishnaw Dharmendra Pradhan

Prakash Chandra Nayak (@prakascnayak) 's Twitter Profile Photo

ଭୁବନେଶ୍ୱର ମେଟ୍ରୋ କାମ ଆଗେଇଚାଲିଥିବା ବେଳେ ଦେବଗଡିଆଙ୍କର ରେଳ କାମ କେତେ ଗଲା, କାହାକୁ ପଚାରିବେ? 1)ଜିଏମ 2))ଏମେଲେ 3)ଏମପି 4)ପଧାନେ 5)ଗୌନ୍ତିଆ 6)ରାଜା 7)ରାଣୀ 8)ଇଏ 9)ସିଏ 10)ପିଏ #Deogarh #railways Ashwini Vaishnaw Dharmendra Pradhan CMO Odisha @

Prakash Chandra Nayak (@prakascnayak) 's Twitter Profile Photo

ରିଆମାଳ ଡିପିଆରରୁ ବାଦ ପଡିଥିବାରୁ, ଦେବଗଡିଆ ପୁଣିଥରେ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି କେମିତି ଦାବିପତ୍ର ଦେଲେ? 1)ହାତଯୋଡ଼ି 2)ମୁହଁମାଡି 3)ଉଠିପଡି 4)ନଇଁପଡି 5)ହୁରିଛାଡି 6)ହସିହସି 7)ପାଖେବସି 8)ଫୁଲଦେଇ 9)ଚାହାପିଇ 10ଥାପୁଡ଼େଇ #deogarh #railways Ashwini Vaishnaw Dharmendra Pradhan CMO Odisha Kumuda Ch Satapathy

Prakash Chandra Nayak (@prakascnayak) 's Twitter Profile Photo

ବାହାନଗା ଟ୍ରେନ ଟ୍ରଜେଡି ପାଇଁ ସିବିଆଇ 3 ଜଣଙ୍କ ବିରୁଦ୍ଧରେ ଚାର୍ଜଶିଟ ଦାଖଲ l ଦେବଗଡରେ ଷ୍ଟେସନଟେ ନାହିଁ, ଚାର୍ଜସିଟର ଅର୍ଥ କଣ ବୁଝିବେ? 1)ଆମ୍ବ 2)ବେଲ 3)କେନ୍ଦୁ 4)ହେଙ୍ଗୁ 5)ଲେମ୍ବୁ 6)କନ୍ଦା 7)ଆଖୁ 8)ତୁଣ 9)ଆଳୁ 10)ଡିମ୍ବ #Deogarh #railways Ashwini Vaishnaw Dharmendra Pradhan Ministry of Railways

Prakash Chandra Nayak (@prakascnayak) 's Twitter Profile Photo

ବାରକୋଟ-ଝାରସୁଗୁଡ଼ା ରେଳଲାଇନର ସର୍ଭେ ଓ ଡିପିଆର ୪ ମାସରେ ହେବ, ରେଳ କର୍ତ୍ତୃପକ୍ଷ କହିଲେ l ଆଗକୁ କେଉଁ ପୂଜାପାର୍ବଣ ପାଇଁ ଦେବଗଡିଆ କାମ ଡେରି ସନ୍ଦେହ କଲେ? 1)ଗଣେଶ 2)ବିଶ୍ୱକର୍ମା 3)ଦୁର୍ଗା 4)ଲଷ୍ମୀ 5)କାଳୀ 6)ଇଦ 7)ନୁଆଁଖାଇ 8)ଦୀପାବଳୀ 9)ବଡଦିନ 10)ନିର୍ବାଚନ #Deogarh Ashwini Vaishnaw Dharmendra Pradhan Kumuda Ch Satapathy

Prakash Chandra Nayak (@prakascnayak) 's Twitter Profile Photo

ରେଲୱେ ସର୍ଭେ କାମ ଶେଷ କଥା ମିଛ ଜଣାପଡିଲା l ଦେବଗଡିଆ କୁଜିନେତାଙ୍କ କଣ ସବୁ ଜାଣିବାକୁ ପାଇଲେ? 1)ନାଟ 2)ଭାଟ 3)ପାଠ 4ଶାଠ 5)ଥାଟ 6)କାଟ 7)ଦାନ୍ତ 8)କୁହାଟ 9)ବାହାସ୍ପଟ 10)ନାଟଖଟ #Deogarh Ashwini Vaishnaw Dharmendra Pradhan Kumuda Ch Satapathy

Prakash Chandra Nayak (@prakascnayak) 's Twitter Profile Photo

ଜି-20 ସମ୍ମିଳନୀରେ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ରେଳସଂଯୋଗ ନିଷ୍ପତି ହେଲା l ରେଳଶୂନ୍ୟ, ଅବୁଝା ଦେବଗଡିଆ ସମ୍ମିଳନୀର କଣଦେଖି ମନ ବୁଝେଇଲେ ? 1)ଶ୍ରଦ୍ଧାଞ୍ଜଳି 2)ପୁଷ୍ପାଞ୍ଜଳି 3)କରତାଳି 4)ନୈଶଭୋଜି 5)ରଙ୍ଗବତୀ 6)ଖଦିବସ୍ତ୍ର 7)ଶବରମତୀ 8)କୋଣାର୍କଚକ୍ର 9)ନାଚଗୀତ 10)ଭାରତ #Deogarh Ashwini Vaishnaw Dharmendra Pradhan Kumuda Ch Satapathy

Prakash Chandra Nayak (@prakascnayak) 's Twitter Profile Photo

ସମ୍ବଲପୁର-ଜମ୍ମୁତାୱି ଏକ୍ସପ୍ରେସ ଡାଲଟନଗଞ୍ଜରେ ଲୁଟପାଟର ସୂଚନା l ରେଳସଂଯୋଗ ହୋଇନଥିବାରୁ ଭାଗ୍ୟବାନ ଦେବଗଡିଆ, କଣ ସବୁ ହରେଇବାକୁ ପଡ଼ିନଥିବ? 1)ମୁଦି 2)ହାର 3)ଵାଲା 4)ପେଣ୍ଡି 5)ଦଣ୍ଡି 6)ସିନ୍ଥି 7)ଚୁଡ଼ି 8)ଝରା 9)ରିଙ୍ଗ 10)ଲକେଟ #Deogarh #railway Ashwini Vaishnaw Dharmendra Pradhan Kumuda Ch Satapathy Ministry of Railways

Prakash Chandra Nayak (@prakascnayak) 's Twitter Profile Photo

ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ନେତା ମନ୍ତ୍ରୀ, ଓଡିଶା ଛାଡି ସିଆଡ଼େ ଛୁଟୁଛନ୍ତି lରେଳଶୂନ୍ୟ ଦେବଗଡିଆ, ନିଜ ଦାବୀପାଇଁ କୁଆଡେ ଯିବେ? 1)ଜୟପୁର 2)ଉଦୟପୁର 3)ବିକାନେର 4)କୋଟା 5)ଭୋପାଳ 6)ଇନ୍ଦୋର 7)ଉଜ୍ଜୟୀନ 8)ରାୟପୁର 9)ବିଳାସପୁର 10)ଦାନ୍ତେୱାଡା #Deogarh #Railway Dharmendra Pradhan Ashwini Vaishnaw Kumuda Ch Satapathy

Prakash Chandra Nayak (@prakascnayak) 's Twitter Profile Photo

ନେତାଙ୍କ ଅନ୍ୟରାଜ୍ୟ ନିର୍ବାଚନ ପ୍ରଚାରବେଳେ, ଓଡିଶାରେ ମୁକୁଟପିନ୍ଧା lରେଳଶୂନ୍ୟ ଦେବଗଡିଆଙ୍କ ଶତାବ୍ଦୀର ଦାବୀକୁ ରାଜ୍ୟରେ କିଏ ଶୁଣିବେ? 1)ପାଖଲୋକ 2)ବୋଲକରା 3)ଡ୍ରାଇଭର 4)ଗେଲ୍ହାପୁଅ 5)ଅଲିଅଳ 6)ଗଳାମାଳି 7)ଜ୍ୱାଇଁପୁଅ 8)କୁଳନନ୍ଦନ 9)ନୟନପିତୁଳା 10)ଚେୟାରମ୍ୟାନ #Deogarh Dharmendra Pradhan Ashwini Vaishnaw Kumuda Ch Satapathy

Prakash Chandra Nayak (@prakascnayak) 's Twitter Profile Photo

ଗୋପାଳପୁର-ସମ୍ବଲପୁର ରେଳପ୍ରକଳ୍ପରୁ କନ୍ଧମାଳ କଟିଯାଇଥିବାରୁ, ଜିଲ୍ଲାବନ୍ଦ ନଭେମ୍ବର 10 ରେ ଵନ୍ଦ ଡାକରା l ରେଳଶୂନ୍ୟ ଦେବଗଡିଆଙ୍କର କଣ ପାଇଁ ଜିଲ୍ଲା ବନ୍ଦ କରିବେ ନାହିଁ l 1)ଡର 2)ଭକ୍ତି 3)ପ୍ରୀତି 4)ଯୁକ୍ତି 5)ମତି 6)ଗତି 7)ସ୍ନେହ 8)ମୋହ 9)କୋହ 10)ଲୁହ #Deogarh #railway Ashwini Vaishnaw Dharmendra Pradhan Kumuda Ch Satapathy

Prakash Chandra Nayak (@prakascnayak) 's Twitter Profile Photo

ଆଜି ଅହମଦାବାଦରେ ବିଶ୍ୱକପ କ୍ରିକେଟ ଦେଖିବାକୁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା l ରେଳଶୂନ୍ୟ ଦେବଗଡିଆ ଟିଭିଦେଖି ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ପାଇଁ କଣ କରିବେ ? 1)ନାଚିବେ 2)ଗାଇବେ 3)ହସିବେ 4)ପୁଜୀବେ 5)ବଜେଇବେ 6)ଡେଗିବେ 7)କୁଦିବେ 8)ତାଳି 9)କୁହାଟ 10)ବିଚାର #Deogarh #Cricket #railway Ashwini Vaishnaw Dharmendra Pradhan

Prakash Chandra Nayak (@prakascnayak) 's Twitter Profile Photo

ବନାରସ- ସମ୍ବଲପୁର ଏକ୍ସପ୍ରେସ ବିଶାଖାପାଟଣା ପର୍ଯ୍ୟନ୍ତ ସାମ୍ପ୍ରସାରିତକଲେ କେନ୍ଦ୍ର ମନ୍ତ୍ରିଦ୍ବୟ l ରେଳଶୂନ୍ୟ ଦେବଗଡିଆଙ୍କୁ କେନ୍ଦ୍ରମନ୍ତ୍ରୀ ଟ୍ରେଲର ଛଡା ଆଉ କଣ ଦେଖେଇବେ? 1)ଫିଲ୍ମ 2)କମେଡି 3)ଟ୍ରାଜେଡି 4)ରୋମାନ୍ସ 5)ଫାଇଟିଂ 6)ଡ୍ୟାନ୍ସ 7)ମ୍ୟୁଜିକ 8)କ୍ଲାଈମାକ୍ସ 9)ହରର 10)ଟେରର #Deogarh Ashwini Vaishnaw Dharmendra Pradhan

Prakash Chandra Nayak (@prakascnayak) 's Twitter Profile Photo

ବାଦାମପାହାଡ଼ରୁ ରାଇରଙ୍ଗପୁର ଟ୍ରେନରେ ରାଷ୍ଟ୍ରପତିଙ୍କର ସହିତ ଛାତ୍ରଛାତ୍ରୀମାନେ ଯାତ୍ରାକଲେ lରେଳଶୂନ୍ୟ ଦେବଗଡ଼ରେ ଟ୍ରେନ ଚାଲିଲେ ଜିଲ୍ଲାର କେଉଁପିଲେ ଖୁସି ହେବେ? 1)ସ୍କୁଲ 2)କଲେଜ 3)ଅଙ୍ଗନବାଡି 4)ଆଇଟିଆଇ 5)ସ୍କିଲଟ୍ରେନିଂ 6)ଦିବ୍ୟାଙ୍ଗ 7)ଛେଉଣ୍ଡ 8)ଗରିବ 9)ସ୍କୁଲଛଡା 10)ଓପନସ୍କୁଲ #Deogarh Ashwini Vaishnaw Dharmendra Pradhan

Prakash Chandra Nayak (@prakascnayak) 's Twitter Profile Photo

ଉତ୍ତରାଖଣ୍ଡ ସୁଡ଼ଙ୍ଗରୁ 41 ଶ୍ରମିକଙ୍କୁ ବାହାର କରିଥିବା ମୂଷା ଗାତ ଖୋଳାଳିଙ୍କୁ ଦେବଗଡିଆ ଧନ୍ୟବାଦ ଦେଲେ l ରେଳଶୂନ୍ୟ ଜିଲ୍ଲାରେ ସୁଡ଼ଙ୍ଗ ପରିସ୍ଥିତି ନହେବାକୁ କେଉଁ ଦେବତାଙ୍କୁ ପୂଜିବା? 1)କାଳୀ 2)ଦୁର୍ଗା 3)ଲକ୍ଷ୍ମୀ 4)ଶିବ 5)ଜଗନ୍ନାଥ 6)ସମଲେଇ 7)ଗଣେଶ 8)ତାରିଣୀ 9)ଝଡ଼େଶ୍ୱର 10)ରମ୍ଭାଦେବୀ Ashwini Vaishnaw Dharmendra Pradhan

Prakash Chandra Nayak (@prakascnayak) 's Twitter Profile Photo

ଓଡିଶାରେ ଟଙ୍କା ଗଣା ଚାଲିଛି, ରାଜ୍ୟସଭାରେ ରେଳମନ୍ତ୍ରୀ ରେଳପ୍ରଶ୍ନର ବଙ୍କା ଉତ୍ତର ଦେଲେ lରେଳ ତାଲିକାରେ ଦେବଗଡ଼ ନାଁ ନଥିବା ଜାଣି, ଜିଲ୍ଲାବାସୀ କଣ କଲେ ? 1)ଦୁଃଖ 2)ନିରାଶ 3)ହତାଶ 4)ସନ୍ଦେହ 5)ଅବିଶ୍ୱାସ 6)ଧିକ୍କାର 7)ରାଗ 8)ରୋଷ 9)କ୍ରୋଧ 10)ନିନ୍ଦା #Deogarh #Railways Ashwini Vaishnaw Dharmendra Pradhan Kumuda Ch Satapathy

Prakash Chandra Nayak (@prakascnayak) 's Twitter Profile Photo

ନୂଆଦିଲ୍ଲୀରୁ ଝାରସୁଗୁଡା ଆସୁଥିବା ସ୍ପାଇସଜେଟ ବିମାନ ଆଜି ବାତିଲ ହେଇଛି lମାତ୍ର ରେଳଶୂନ୍ୟ ଦେବଗଡିଆ ଶ୍ରୀକ୍ଷେତ୍ର ପୁରୀର କଣପାଇଁ ଚିନ୍ତିତ? 1)ଜଗନ୍ନାଥ 2)ବଳଭଦ୍ର 3)ସୁଭଦ୍ରା 4)ନିର୍ମାଲ୍ୟ 5)ଶ୍ରୀମନ୍ଦିର 6)ପରିକ୍ରମା 7)ଭୋର 8)ଅବଢ଼ା 9)କାମ୍ୟା 10)ଏଣ୍ଡୁଅ #Deogarh #Spicejet Ashwini Vaishnaw Dharmendra Pradhan Kumuda Ch Satapathy

Prakash Chandra Nayak (@prakascnayak) 's Twitter Profile Photo

30ତମ ଜିଲ୍ଲା ମାଲକାନଗିରିରେ ଛୋଟ ବିମାନଘାଟି ହେଉଛି, ଛାମୁ ଯିବେ l ରେଳଶୂନ୍ୟ ଦେବଗଡ଼ରେ ବିମାନଘାଟି କଲେ କଲେ କିଏ ଆସିବେ? 1)ମନ୍ତ୍ରୀ 2)ଏମେଲେ 3)ଏମପି 4)5ଟି 5)ମୁଖ୍ୟମନ୍ତ୍ରୀ 6)ଡିଜି 7)ମୁଖ୍ୟସଚିବ 8)କୁଳପତି 9)ବାଚସ୍ପତି 10)ରେଳମନ୍ତ୍ରୀ #Deogarh #Railway Ashwini Vaishnaw Dharmendra Pradhan Kumuda Ch Satapathy

Prakash Chandra Nayak (@prakascnayak) 's Twitter Profile Photo

ଦଶପଲ୍ଲାକୁ ରେଳ ଗଡ଼ିଲା, ନୟାଗଡିଆ ରଥଯାତ୍ରା ଦେଖିଯିବେ l ଅଥୟ ରେଳଶୂନ୍ୟ ଦେବଗଡିଆ ପୁରୀ ଯାଇ କଣ ଦେଖିବାକୁ ମନ? 1)ଶୌଚାଳୟ 2)ଫୁଲକୁଣ୍ଡ 3)ଯାତ୍ରୀଗୃହ 4)ଶ୍ରୀ ଦାଣ୍ଡ 5)ପରିକ୍ରମା 6)ପାର୍କିଙ୍ଗ 7)ଚାରିଦ୍ୱାର 8)ବଡଦାଣ୍ଡ 9)ସିଂହଦ୍ୱାର 10)କାମ୍ୟାଯାନୀ #Deogarh #Railway Ashwini Vaishnaw Dharmendra Pradhan

ଗୋପାଳ ( ଦ ଗେଣ୍ଡା ହଣ୍ଟର ) (@iamgendahunter) 's Twitter Profile Photo

ଯୋଉ ଭଦ୍ରବ୍ୟକ୍ତି ମାନେ "ରେଭେନ୍ସା" କଲେଜ୍ ର ନାମ ପରିବର୍ତ୍ତନ ପ୍ରସଙ୍ଗ କୁ ବିରୋଧ କରୁଛନ୍ତି, ସେମାନେ ଭାଇଟିକାନ ସରକାର ଦ୍ବାରା ହୋଉଥିବା "ଅଭିମନ୍ୟୁ ସାମନ୍ତ ସିଂହାର ମାର୍ଗ" କୁ "ସେଣ୍ଟ ମଦର୍ ଟେରେସା ରୋଡ" ନାମ ରେ ନାମିତ କରିବା ଉପରେ ପ୍ରତିକ୍ରିୟା ରଖିବେ କି ???

ଯୋଉ ଭଦ୍ରବ୍ୟକ୍ତି ମାନେ "ରେଭେନ୍ସା" କଲେଜ୍ ର ନାମ ପରିବର୍ତ୍ତନ ପ୍ରସଙ୍ଗ କୁ ବିରୋଧ କରୁଛନ୍ତି, 

ସେମାନେ ଭାଇଟିକାନ ସରକାର ଦ୍ବାରା ହୋଉଥିବା  "ଅଭିମନ୍ୟୁ ସାମନ୍ତ ସିଂହାର ମାର୍ଗ" କୁ "ସେଣ୍ଟ ମଦର୍ ଟେରେସା ରୋଡ" ନାମ ରେ ନାମିତ କରିବା ଉପରେ ପ୍ରତିକ୍ରିୟା ରଖିବେ କି ???