ଓଟିଭି (@otvkhabar) 's Twitter Profile Photo

#ସତ୍ତାର_ସତରଞ୍ଜ ମୁଖ୍ୟମନ୍ତ୍ରୀ ବନ୍ଧନରେ ଅଛନ୍ତି ? ପୋଲିସ ମହାନିର୍ଦ୍ଦେଶକଙ୍କୁ ବିଜେପିର ଚିଠି ପରେ ରାଜ୍ୟରେ ଚର୍ଚ୍ଚା ଜୋରଦାର । ବରିଷ୍ଠ ସାମ୍ବାଦିକଙ୍କ ମତ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିନପାରି ଆଗରୁ ଦଳ ଛାଡ଼ିଛନ୍ତି ଏକାଧିକ ଶାସକ ଦଳର ନେତା #OdishaElections2024 #OdishaPolitics #OTV

ଓଟିଭି (@otvkhabar) 's Twitter Profile Photo

#ସତ୍ତାର_ସତରଞ୍ଜ ଓଡ଼ିଶାରେ ବଢ଼ୁଛି କି ନେତା ଓ ଜନତାଙ୍କ ମଧ୍ୟରେ ବ୍ୟବଧାନ ? କାହା ହାତରେ ଓଡ଼ିଶାର ଶାସନ ବ୍ୟବସ୍ଥା ? #OdishaElections2024 #OdishaPolitics #OTV

ଓଟିଭି (@otvkhabar) 's Twitter Profile Photo

#ସତ୍ତାର_ସତରଞ୍ଜ #କାହାର_ହେବ_ଭୁବନେଶ୍ୱର ଭୁବନେଶ୍ୱର ଲୋକସଭା ଆସନରୁ ଏଥର କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଛନ୍ତି ରାଜ୍ୟ ଛାତ୍ର କଂଗ୍ରେସର ସଭାପତି ୟାସିର ନୱାଜ। ଛାତ୍ର ରାଜନୀତିରୁ ଆସି ସେ ପ୍ରଥମ ଥର ପାଇଁ ଲଢୁଛନ୍ତି ଲୋକସଭା ନିର୍ବାଚନ। #SattaRaSatranj #Bhubaneswar #YasirNawaz #OTV

ଓଟିଭି (@otvkhabar) 's Twitter Profile Photo

#ସତ୍ତାର_ସତରଞ୍ଜ #କାହାର_ହେବ_ଭୁବନେଶ୍ୱର ୨୦୧୯ ଭଳି ୨୦୨୪ରେ ବି ଭୁବନେଶ୍ବର ଲୋକସଭା ଆସନରେ ନୂଆ ମୁହଁ ଦେଇଛି ବିଜେଡି। ଏଥର ବିଜେଡିରୁ ପ୍ରାର୍ଥୀ କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ। #SattaRaSatranj #Bhubaneswar #ManmathRoutray #OTV

ଓଟିଭି (@otvkhabar) 's Twitter Profile Photo

#ସତ୍ତାର_ସତରଞ୍ଜ ଆଇଏଏସ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପରେ ରାଜନୀତିରେ ପ୍ରବେଶ । ପ୍ରଥମ ଏଣ୍ଟ୍ରିରେ ସଫଳତା ପରେ ଦ୍ୱିତୀୟ ଇନିଂସରେ ବି ସଫଳତା ପାଇଁ ଆଶାୟୀ। ୨୪ରେ ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେପିରୁ ପୁଣି ପ୍ରାର୍ଥୀ ହୋଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । #SattaRaSatranj #Bhubaneswar #AparajitaSarangi #OTV

ଓଟିଭି (@otvkhabar) 's Twitter Profile Photo

#ସତ୍ତାର_ସତରଞ୍ଜ #କେନ୍ଦୁଝର_ଲୋକସଭା_ଆସନ କେନ୍ଦୁଝରରେ ସଫଳ ହେବ କେଉଁ ଦଳର ରଣନୀତି ? ଅନନ୍ତ ନାଏକଙ୍କ ଉପରେ ପୁଣି ଭରସା କରିଛି ବିଜେପି । ମୈଦାନରେ ବିଜେଡିର ଧନୁର୍ଜୟ ସିଦ୍ଧୁ ଓ କଂଗ୍ରେସର ମୋହନ ହେମ୍ରମ । #SattaraSatranj #Election2024 #politics #OTV

ଓଟିଭି (@otvkhabar) 's Twitter Profile Photo

#ସତ୍ତାର_ସତରଞ୍ଜ #କେନ୍ଦୁଝର_ଲୋକସଭା_ଆସନ କେନ୍ଦୁଝର ଲୋକସଭା କ୍ଷେତ୍ରରେ କେଉଁ ଦଳରୁ କିଏ ପ୍ରାର୍ଥୀ ? କିଭଳି ପ୍ରାର୍ଥୀଙ୍କୁ ବାଛିବେ ଭୋଟର ? #SattaraSatranj #Election2024 #politics #OTV

ଓଟିଭି (@otvkhabar) 's Twitter Profile Photo

#ସତ୍ତାର_ସତରଞ୍ଜ #କେନ୍ଦୁଝର_ଲୋକସଭା_ଆସନ ଏଥର କାହା ସପକ୍ଷରେ ଯିବ କେନ୍ଦୁଝର ଜନମତ ? କମାଲ କରିବେ କି ନୂଆ ପ୍ରାର୍ଥୀ ? ନା ପୁରୁଣାଙ୍କୁ ପୁଣି ଭରସା କରିବେ ଭୋଟର ? ସଫଳ ହେବ ବିଜେପିର ରଣନୀତି ନା ବାଜି ମାରିନେବ ବିଜେଡି । କ'ଣ ରହିବ କଂଗ୍ରେସ ପ୍ରାର୍ଥୀଙ୍କ ଭୁମିକା ? #SattaraSatranj #Election2024 #politics #OTV

ଓଟିଭି (@otvkhabar) 's Twitter Profile Photo

#ସତ୍ତାର_ସତରଞ୍ଜ #କେନ୍ଦୁଝର_ଲୋକସଭା_ଆସନ ଏଥର କାହା ସପକ୍ଷରେ ଯିବ କେନ୍ଦୁଝର ଜନମତ ? ଅନନ୍ତ-ଧନୁର୍ଜୟ-ମୋହନ ଲଢ଼େଇରେ ବିଜୟ କାହାର ? #SattaraSatranj #Election2024 #politics #OTV

ଓଟିଭି (@otvkhabar) 's Twitter Profile Photo

#ସତ୍ତାର_ସତରଞ୍ଜ #ଢେଙ୍କାନାଳ_ସଂସଦୀୟ_କ୍ଷେତ୍ର ୨୦୨୪ରେ କାହାର ହେବ ଢେଙ୍କାନାଳ ? ବିଜେଡି ଓ ବିଜେପି ମଧ୍ୟରେ ହେବ କି ଲଢ଼େଇ ? ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ କେଉଁ ଦଳରୁ କିଏ ପ୍ରାର୍ଥୀ ? #SattaraSatranj #Dhenkanal #OdishaTV #OTV

ଓଟିଭି (@otvkhabar) 's Twitter Profile Photo

#ସତ୍ତାର_ସତରଞ୍ଜ ସତ୍ତାର ସତରଞ୍ଜ: ୨୪ ଲଢେଇ ପାଇଁ ତୟାର ଭାବନୀପାଟଣା, ଉଷ୍ମ ହେଲାଣି ରଣକ୍ଷେତ୍ର । ସତ୍ତାର ସତରଞ୍ଜରେ ଆଜି ଦେଖନ୍ତୁ ଭାବନୀପାଟଣା ବିଧାନସଭା ଆସନର ରାଜନୈତିକ ଦୃଶ୍ୟପଟ...ଠିକ୍ ରାତି ୮ଟା ୩୦ରେ... #sattarasatranj #OdishaAssembly #Bhawanipatana #OdishaTV #OTV

ଓଟିଭି (@otvkhabar) 's Twitter Profile Photo

#ସତ୍ତାର_ସତରଞ୍ଜ ସତ୍ତାର ସତରଞ୍ଜ: ୨୪ ଲଢେଇ ପାଇଁ ତୟାର ତିର୍ତୋଲ, ଉଷ୍ମ ହେଲାଣି ରଣକ୍ଷେତ୍ର । ସତ୍ତାର ସତରଞ୍ଜରେ ଆଜି ଦେଖନ୍ତୁ ତିର୍ତୋଲ ବିଧାନସଭା ଆସନର ରାଜନୈତିକ ଦୃଶ୍ୟପଟ...ଠିକ୍ ରାତି ୮ଟା ୩୦ରେ... #sattarasatranj #OdishaAssembly #Tirtol #OdishaTV #OTV

ଓଟିଭି (@otvkhabar) 's Twitter Profile Photo

#ସତ୍ତାର_ସତରଞ୍ଜ ପଶ୍ଚିମ ଓଡ଼ିଶାର ଅନ୍ୟତମ ବିଜେଡି ଗଡ଼ ହେଉଛି ସୋନପୁର ନିର୍ବାଚନମଣ୍ଡଳୀ । ଏହି ଆସନରୁ ଲଗାତର ୩ ଥର ଜିତି ଆସୁଛନ୍ତି ମନ୍ତ୍ରୀ ନିରଂଜନ ପୂଜାରୀ । ହେଲେ ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ଭିତରେ ଚିତ୍ର କଣ ହେବ ସ୍ପଷ୍ଟ ଜଣାପଡୁନଥିଲେ ବି ରୋଚକ ହୋଇପାରେ ସୋନପୁର ପଲିଟିକ୍ସ । #Sattarasatranja #Sonepur #OTV

ଓଟିଭି (@otvkhabar) 's Twitter Profile Photo

#ସତ୍ତାର_ସତରଞ୍ଜ ଆଗରୁ ସାଲେପୁରରେ ହେଉଥିଲା ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢେଇ । ହେଲେ ୨୦୧୯ରେ ପ୍ରକାଶ ବେହେରା କଂଗ୍ରେସରୁ ବିଜେପିକୁ ଯିବା ପରେ ବଦଳିଛି ନିର୍ବାଚନ ମଣ୍ଡଳୀର ରାଜନୈତିକ ସମୀକରଣ । #Sattarasatranja #Salepur #OdishaTV #OTV

ଓଟିଭି (@otvkhabar) 's Twitter Profile Photo

#ସତ୍ତାର_ସତରଞ୍ଜ ସୋନପୁର ନିର୍ବାଚନ ମଣ୍ଡଳୀରେ ଏଥର କିଏ କରିବ କମାଲ ? #sattarasataranja #sonepur #2024Election #OdishaTV #OTV

ଓଟିଭି (@otvkhabar) 's Twitter Profile Photo

#ସତ୍ତାର_ସତରଞ୍ଜ ସାଲେପୁର ନିର୍ବାଚନ ମଣ୍ଡଳୀରେ ଏଥର କିଏ କରିବ କମାଲ? #sattarasataranja #Salepur #2024Election #OdishaTV #OTV

ଓଟିଭି (@otvkhabar) 's Twitter Profile Photo

#ସତ୍ତାର_ସତରଞ୍ଜ #୨୪ର_ମୁଦ୍ଦା #ବୀରମହାରାଜପୁର_ନିର୍ବାଚନ_ମଣ୍ଡଳୀ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ କଣ ରହିଛି ମୁଦ୍ଦା ? ୨୦୨୪ରେ କାହାକୁ ପ୍ରସଙ୍ଗ କରିବେ ଉଭୟ ଜନତଚା ଓ ନେତା ? #Sattarasatranj #Birmaharajpur #OdishaPolitics #OTV

ଓଟିଭି (@otvkhabar) 's Twitter Profile Photo

#ସତ୍ତାର_ସତରଞ୍ଜ #୨୪ର_ମୁଦ୍ଦା #ଧାମନଗର_ନିର୍ବାଚନ_ମଣ୍ଡଳୀ ଘୋଷଣା ହେଲା ତାରିଖ । ଜୁନ୍ ୧ ତାରିଖରେ ହେବ ଧାମନଗର ଫାଇଟ୍ । ନିର୍ବାଚନ ମଣ୍ଡଳୀରେ କଣ ରହିଛି ପ୍ରମୁଖ ସମସ୍ୟା। କେଉଁ ପ୍ରସଙ୍ଗ ନେତା ଓ ଜନତାଙ୍କ ପାଇଁ ଗୁରୁତ୍ୱ ରଖେ... #Sattarasatranj #Dhamnagar #OdishaPolitics #OTV

ଓଟିଭି (@otvkhabar) 's Twitter Profile Photo

#ସତ୍ତାର_ସତରଞ୍ଜ ଆଗରୁ ଥିଲା ଗୋବିନ୍ଦପୁର, ୨୦୦୯ରେ ସୀମା ପୁନଃନିର୍ଦ୍ଧାରଣ ପରେ ହେଲା ନିଆଳି । ୨୦୨୪ରେ କାହାକୁ ନିଜର କରିବେ ନିଆଳିବାସୀ ? ଏଥର ସତ୍ତାର ସତରଞ୍ଜରେ ନିଆଳି ନିର୍ବାଚନ ମଣ୍ଡଳୀ... #Sattarasatranj #Niali #OdishaTV #OTV