ଓଟିଭି (@otvkhabar) 's Twitter Profile
ଓଟିଭି

@otvkhabar

ଖବର ଆମର, ନିଷ୍ପତ୍ତି ଆପଣଙ୍କର
We Report, You Decide
FB: facebook.com/otvkhabar
INSTA: instagram.com/otv.khabar
YT: youtube.com/otvodisha

ID: 957169156419276801

linkhttps://otvkhabar.in/ calendar_today27-01-2018 08:31:25

210,210K Tweet

801,801K Takipçi

20 Takip Edilen

ଓଟିଭି (@otvkhabar) 's Twitter Profile Photo

#ପ୍ରମୋଦଙ୍କ_ନାଁରେ_ଚାଲାଣ; #କହିଲେ_ମୁଁ_ନଥିଲି -ଅଲିମ୍ପିଆନ୍‌ ପ୍ରମୋଦ ଭଗତଙ୍କ ନାଁରେ ନିଶାସକ୍ତ ଡ୍ରାଇଭ ଅଭିଯୋଗ -ବିଳମ୍ବିତ ରାତିରେ ଭୁବନେଶ୍ବର ଓମ୍‌ଫେଡ୍‌ ଛକରେ ଚାଲାଣ କଟାଯାଇଛି -ଅଭିଯୋଗକୁ ଖଣ୍ଡନ କଲେ ପ୍ରମୋଦ ଭଗତ, କହିଲେ ଗାଡ଼ିରେ ନ ଥିଲି -‘ମୋ ମ୍ୟାନେଜର ଡ୍ରାଇଭ କରୁଥିଲେ, କିପରି ଚାଲାଣ କଟିଲା ଜାଣିନି’ -ମୁଁ ଭୁବନେଶ୍ବର

#ପ୍ରମୋଦଙ୍କ_ନାଁରେ_ଚାଲାଣ; #କହିଲେ_ମୁଁ_ନଥିଲି
-ଅଲିମ୍ପିଆନ୍‌ ପ୍ରମୋଦ ଭଗତଙ୍କ ନାଁରେ ନିଶାସକ୍ତ ଡ୍ରାଇଭ ଅଭିଯୋଗ
-ବିଳମ୍ବିତ ରାତିରେ ଭୁବନେଶ୍ବର ଓମ୍‌ଫେଡ୍‌ ଛକରେ ଚାଲାଣ କଟାଯାଇଛି
-ଅଭିଯୋଗକୁ ଖଣ୍ଡନ କଲେ ପ୍ରମୋଦ ଭଗତ, କହିଲେ ଗାଡ଼ିରେ ନ ଥିଲି
-‘ମୋ ମ୍ୟାନେଜର ଡ୍ରାଇଭ କରୁଥିଲେ, କିପରି ଚାଲାଣ କଟିଲା ଜାଣିନି’
-ମୁଁ ଭୁବନେଶ୍ବର
ଓଟିଭି (@otvkhabar) 's Twitter Profile Photo

#ରାଜ୍ୟବ୍ୟାପୀ_ସୁଭଦ୍ରା_ଯୋଜନାର_କ୍ରେଜ୍ ସାରା ରାଜ୍ୟରେ ଏବେ 'ସୁଭଦ୍ରା' ମାନିଆ । ଦିନକ ପରେ ଖୋଦ୍ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ଆସି ଏହି ଯୋଜନାର ଶୁଭାରମ୍ଭ କରିବା ସହିତ ନିର୍ବାଚନ ବେଳେ ଦେଇଥିବା ମୋଦି ଗ୍ୟାରେଣ୍ଟି ପୂରଣ କରିବେ । #SubhadraYojana #OdishaGovt #Odisha #OTV

ଓଟିଭି (@otvkhabar) 's Twitter Profile Photo

#୨_ଯୁବକଙ୍କ_ମୃତଦେହ_ଉଦ୍ଧାର -ଜଗତସିଂହପୁର: ବାଇକ୍‌ ସହ ୨ ଯୁବକଙ୍କ ମୃତଦେହ ଉଦ୍ଧାର -ରଘୁନାଥପୁର ଥାନା ତାରପୁର ନିକଟ ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର -୨ ମୃତକ ଗୋକୁଳପୁର ଗାଁର, ଗତକାଲିଠୁ କଟକ ଆସି ଫେରିନଥିଲେ -ଆଜି ସନ୍ଧ୍ୟାରେ ରାସ୍ତାକଡ଼ରେ ମୃତଦେହ ପଡ଼ିଥିବା ଦେଖିଲେ ଲୋକେ] -କିପରି ମୃତ୍ୟୁ ଘଟିଲା ସ୍ପଷ୍ଟ ହୋଇନି, ମେଡିକାଲ୍‌ରେ

#୨_ଯୁବକଙ୍କ_ମୃତଦେହ_ଉଦ୍ଧାର
-ଜଗତସିଂହପୁର: ବାଇକ୍‌ ସହ ୨ ଯୁବକଙ୍କ ମୃତଦେହ ଉଦ୍ଧାର
-ରଘୁନାଥପୁର ଥାନା ତାରପୁର ନିକଟ ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର
-୨ ମୃତକ ଗୋକୁଳପୁର ଗାଁର, ଗତକାଲିଠୁ କଟକ ଆସି ଫେରିନଥିଲେ
-ଆଜି ସନ୍ଧ୍ୟାରେ ରାସ୍ତାକଡ଼ରେ ମୃତଦେହ ପଡ଼ିଥିବା ଦେଖିଲେ ଲୋକେ]
-କିପରି ମୃତ୍ୟୁ ଘଟିଲା ସ୍ପଷ୍ଟ ହୋଇନି, ମେଡିକାଲ୍‌ରେ
ଓଟିଭି (@otvkhabar) 's Twitter Profile Photo

#କେଜ୍ରିୱାଲଙ୍କ_ବଡ଼_ଘୋଷଣା ଜେଲରୁ ବେଲରେ ଆସିବା ପରେ କେଜ୍ରିୱାଲଙ୍କ ବଡ଼ ଘୋଷଣା । ଦୁଇ ଦିନ ଭିତରେ ଛାଡ଼ିବି ମୁଖ୍ୟମନ୍ତ୍ରୀ ପଦ । #ArvindKejriwal #ChiefMinisterofDelhi #DelhiCM #OTV

ଓଟିଭି (@otvkhabar) 's Twitter Profile Photo

#ଗଣେଶ_ଭସାଣରେ_୨_ଯୁବକଙ୍କୁ_ଛୁରାମାଡ଼ -ଢେଙ୍କାନାଳ: ଗଣେଶ ଭସାଣ ବେଳେ ୨ ଯୁବକଙ୍କୁ ଛୁରାମାଡ଼ -ସଦର ଥାନା ତରଭା ଗାଁରେ ଭସାଣ ବେଳେ ଛୁରାମାଡ଼ -ଭସାଣି ଉତ୍ସବ ଦେଖିବା ବେଳେ ଛୁରାମାଡ଼ କଲା ଜଣେ ଯୁବକ -ଛୁରାମାଡ଼ର କାରଣ ଅସ୍ପଷ୍ଟ, ୨ ଗୁରୁତର ମେଡିକାଲରେ ଭର୍ତ୍ତି #Odisha #OTV #Crime #Dhenkanal

#ଗଣେଶ_ଭସାଣରେ_୨_ଯୁବକଙ୍କୁ_ଛୁରାମାଡ଼
-ଢେଙ୍କାନାଳ: ଗଣେଶ ଭସାଣ ବେଳେ ୨ ଯୁବକଙ୍କୁ ଛୁରାମାଡ଼
-ସଦର ଥାନା ତରଭା ଗାଁରେ ଭସାଣ ବେଳେ ଛୁରାମାଡ଼
-ଭସାଣି ଉତ୍ସବ ଦେଖିବା ବେଳେ ଛୁରାମାଡ଼ କଲା ଜଣେ ଯୁବକ
-ଛୁରାମାଡ଼ର କାରଣ ଅସ୍ପଷ୍ଟ, ୨ ଗୁରୁତର ମେଡିକାଲରେ ଭର୍ତ୍ତି
#Odisha #OTV #Crime #Dhenkanal
ଓଟିଭି (@otvkhabar) 's Twitter Profile Photo

#ଏପଟେ_ଚିକିତ୍ସା #ସେପଟେ_ପୂଜାପାଠ ବର୍ଷା, ବନ୍ୟା ଆଉ ତା ପରେ ପରେ ଅଜଣା ରୋଗ । ଗଲା କିଛି ଦିନ ଧରି ରୋଗ ଦୁଃଖରେ ଘାଣ୍ଟି ହେଉଛନ୍ତି ମାଲକାନଗିରି ମାଥିଲି ଅଞ୍ଚଳବାସୀ । #Malkangiri #Mathili #Odisha #OTV

ଓଟିଭି (@otvkhabar) 's Twitter Profile Photo

#ବିପଦ_ସଙ୍କେତ_ଟପିଲା_ଜଳକା -ଜଳେଶ୍ବର: ବିପଦ ସଙ୍କେତ ଉପରେ ଜଳକା ନଦୀ ଜଳସ୍ତର -ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଙ୍କେତ ଟପିଲା ଜଳସ୍ତର -ବିପଦ ସଙ୍କେତ ୬.୫୦ମି., ଜଳସ୍ତର ୬.୫୧ ମି.ରେ ପ୍ରବାହିତ #Odisha #OTV #Balasore #JalakaRiver

#ବିପଦ_ସଙ୍କେତ_ଟପିଲା_ଜଳକା
-ଜଳେଶ୍ବର: ବିପଦ ସଙ୍କେତ ଉପରେ ଜଳକା ନଦୀ ଜଳସ୍ତର
-ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଙ୍କେତ ଟପିଲା ଜଳସ୍ତର
-ବିପଦ ସଙ୍କେତ ୬.୫୦ମି., ଜଳସ୍ତର ୬.୫୧ ମି.ରେ ପ୍ରବାହିତ
#Odisha #OTV #Balasore #JalakaRiver
ଓଟିଭି (@otvkhabar) 's Twitter Profile Photo

#ଖାଇବା_ଥାଳିରେ_ମହଙ୍ଗା_ମାଡ଼ ମାସକ ତଳେ ଯେଉଁ ଆଳୁ ପାଇଁ ରାଜ୍ୟବ୍ୟାପି ହଲାପଟା ହେଲା, ସେହି ଆଳୁର ଦାମ୍ ଏବେ ବି ଖସୁନି । #Odisha #OTV #Potato #PotatoPrice

ଓଟିଭି (@otvkhabar) 's Twitter Profile Photo

ଅଜଣା ରୋଗ ଆତଙ୍କ: ଡାକ୍ତରୀ ଚିକିତ୍ସା ସହ ପୂଜାର୍ଚ୍ଚନାରେ ମାତିଛନ୍ତି ପାହାଡ଼ି ମଣିଷ... #Diarrhoea #Malkangiri #Odisha #OTV otvkhabar.in/news/odisha/sp…

ଓଟିଭି (@otvkhabar) 's Twitter Profile Photo

#ଗଡ଼ିଲା_ଆଉ_ଦୁଇଟି_ବନ୍ଦେ_ଭାରତ_ଏକ୍ସପ୍ରେସ୍ ଓଡ଼ିଶାକୁ ମୋଦି ସରକାରଙ୍କ ଆଉ ଏକ ବଡ଼ ଭେଟି । ଆଜିଠୁ ଗଡ଼ିଲାବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍ । #VandeBharatExpress #PMModi #Odisha #OTV

ଓଟିଭି (@otvkhabar) 's Twitter Profile Photo

ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । #NarendraModi #Odisha #OTV otvkhabar.in/news/odisha/bh…

ଓଟିଭି (@otvkhabar) 's Twitter Profile Photo

ରାଜ୍ୟବ୍ୟାପୀ ସୁଭଦ୍ରା ଯୋଜନାର କ୍ରେଜ୍ । ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଖାତାକୁ ଗଲା ଟଙ୍କାଏ ଲେଖାଏଁ । #SubhadraYojana #Odisha #OTV otvkhabar.in/news/odisha/st…

ଓଟିଭି (@otvkhabar) 's Twitter Profile Photo

ରାଜ୍ୟରେ ଗଡ଼ିଲା ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍ । ଭର୍ଚୁଆଲ୍ ମୋଡରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । #VandeBharatExpress #Odisha #OTV otvkhabar.in/news/miscellan…

ଓଟିଭି (@otvkhabar) 's Twitter Profile Photo

ଛାନିଆ କରୁଛି ଆଳୁ, ପିଆଜ, ଅଦା, ରସୁଣ ଦାମ୍; ମନ୍ତ୍ରୀଙ୍କ ବୟାନ ଓ ଦରଦାମରେ ନାହିଁ ତାଳମେଳ... #potato #Price #Odisha #OTV otvkhabar.in/news/odisha/ri…

ଓଟିଭି (@otvkhabar) 's Twitter Profile Photo

#ଗୋଟିଏ_ପରିବାରର_୫_ଜଣଙ୍କୁ_ହତ୍ୟା ଛତିଶଗଡର ସୁକମା ଜିଲ୍ଲାରେ ଅଭାବନୀୟ ଘଟଣା । ଗୁଣି ଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କୁ ହତ୍ୟା କଲେ ଗ୍ରାମବାସୀ । #Chhatishgarh #Odisha #OTV

ଓଟିଭି (@otvkhabar) 's Twitter Profile Photo

#ଅସଲି_ଡବାରେ_ନକଲି_ତେଲ ବ୍ରହ୍ମପୁରରେ ପୁଣି ଠାବ ହୋଇଛି ନକଲି ତେଲ କାରଖାନ । ବଡ଼ ବଜାରରେ ନକଲି ତେଲ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରାଯାଇଥିଲା। ରେଡ୍ ବେଳେ ନାମୀଦାମୀ ନଡ଼ିଆ ତେଲ ଡବାର ଲୋଗୋ #FakeOil #Brahmapur #Odisha #OTV

ଓଟିଭି (@otvkhabar) 's Twitter Profile Photo

#ବିଶ୍ବକର୍ମାଙ୍କ_ପାଇଁ_ସଜେଇ_ହୋଇଛି_ପାରାଦୀପ ରାତି ପାହିଲେ ବିଶ୍ବକର୍ମା ପୂଜା । ଦେବଶିଳ୍ପୀଙ୍କ ଆବାହନ ପାଇଁ ବନ୍ଦର ନଗରୀ ପାରାଦୀପରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।ପାଗ ଖରାପ ରହିଥିବାରୁ ଧିମେଇ ଯାଇଛି ତୋରଣ ତିଆରି ଓ ମୂର୍ତ୍ତି ଗଢା କାମ। #ViswakarmaPuja #Paradeep #Odisha #OTV

ଓଟିଭି (@otvkhabar) 's Twitter Profile Photo

#ଚନ୍ଦନଙ୍କ '#ପ୍ରକ୍ରିକା' #ଆପ୍ କୋଲକତା ଅଭୟା କାଣ୍ଡ ପରେ କର୍ମକ୍ଷେତ୍ରରେ କର୍ମଚାରୀଙ୍କୁ ସୁରକ୍ଷା ଲାଗି ବିକଶିତ ହୋଇଛି ଏକ ସ୍ବତନ୍ତ୍ର ଆପ୍ । ଏହି ଆପ ଡେଭଲପ କରିଛନ୍ତି ବ୍ରହ୍ମପୁରର ଯୁବ ଉଦ୍ୟୋଗୀ ଚନ୍ଦନ ରାଉତ । #Odisha #OTV #APP

ଓଟିଭି (@otvkhabar) 's Twitter Profile Photo

ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଫୁଲୁଛି ଜଳକା ନଦୀ। #Jalakariver #HeavyRainfall #OTV otvkhabar.in/news/weather/j…