Om prakash mishra (@omprakash_916) 's Twitter Profile
Om prakash mishra

@omprakash_916

𝗠𝗟𝗔 𝗶𝗻 𝗢𝗱𝗶𝘀𝗵𝗮 𝗟𝗲𝗴𝗶𝘀𝗹𝗮𝘁𝗶𝘃𝗲 𝗔𝘀𝘀𝗲𝗺𝗯𝗹𝘆 𝗙𝗿𝗼𝗺 𝗦𝗮𝘁𝘆𝗮𝗯𝗮𝗱𝗶 𝗖𝗼𝗻𝘀𝘁𝗶𝘁𝘂𝗲𝗻𝗰𝘆, 𝗣𝗿𝗼𝘂𝗱 𝗠𝗲𝗺𝗯𝗲𝗿 𝗼𝗳 𝗕𝗝𝗣,

ID: 1073788266329956353

linkhttp://Panchasakha.org calendar_today15-12-2018 03:54:07

1,1K Tweet

608 Takipçi

89 Takip Edilen

Om prakash mishra (@omprakash_916) 's Twitter Profile Photo

ଜୟ ଜଗନ୍ନାଥ...🙏 ଆଇ. ଏମ୍. ଟି ଫାର୍ମାସୀ କଲେଜର ପ୍ରତିଷ୍ଠାତା ତଥା ପ୍ରାକ୍ତନ ବିଜେପି ବିଧାୟକ ପ୍ରାର୍ଥୀ ସ୍ବର୍ଗତ ଡା. ବିଶ୍ଵନାଥ ରଥଙ୍କର ବିୟୋଗରେ ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ ।। ନିଶ୍ଚିତ ରୂପେ ଆମ ସତ୍ୟବାଦୀ ଅଞ୍ଚଳ ଏକ ଉତ୍ତମ ବୁଦ୍ଧିଜୀବୀ ଏବଂ ମୂରବୀ ବ୍ୟକ୍ତିଙ୍କୁ ହରାଇଲା ।। ତାଙ୍କ ସ୍ଥାନ ଆମ ପାଇଁ ଅପୂରଣୀୟ ।।

ଜୟ ଜଗନ୍ନାଥ...🙏
ଆଇ. ଏମ୍. ଟି ଫାର୍ମାସୀ କଲେଜର ପ୍ରତିଷ୍ଠାତା ତଥା ପ୍ରାକ୍ତନ ବିଜେପି ବିଧାୟକ ପ୍ରାର୍ଥୀ ସ୍ବର୍ଗତ ଡା. ବିଶ୍ଵନାଥ ରଥଙ୍କର ବିୟୋଗରେ ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ ।।

ନିଶ୍ଚିତ ରୂପେ ଆମ ସତ୍ୟବାଦୀ ଅଞ୍ଚଳ ଏକ ଉତ୍ତମ ବୁଦ୍ଧିଜୀବୀ ଏବଂ ମୂରବୀ ବ୍ୟକ୍ତିଙ୍କୁ ହରାଇଲା ।।
ତାଙ୍କ ସ୍ଥାନ ଆମ ପାଇଁ ଅପୂରଣୀୟ ।।
Om prakash mishra (@omprakash_916) 's Twitter Profile Photo

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା,କବି ତଥା ସମାଜସେବୀ ଶ୍ରୀଯୁକ୍ତ ଶଙ୍କର୍ଷଣ ପରିଡାଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଗଭୀର ମର୍ମାହତ | ଶଙ୍କର ଭାଇଙ୍କ ଦେହାନ୍ତରେ ଭାରତୀୟ ଜନତା ପାର୍ଟି ଜଣେ ନିଷ୍ଠାପରାୟଣ ନେତା ଏବଂ ପୁରୀ ଜିଲ୍ଲା ଜଣେ ଦୂରଦର୍ଶୀ ସମାଜ ସେବୀଙ୍କୁ ହରାଇଲା ଏହି ଦୁଃଖର ମୁହୂର୍ତ୍ତରେ ଶୋକ ସନ୍ତପ୍ତ ପରିବାର ବର୍ଗ,

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା,କବି ତଥା ସମାଜସେବୀ ଶ୍ରୀଯୁକ୍ତ ଶଙ୍କର୍ଷଣ ପରିଡାଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଗଭୀର ମର୍ମାହତ |

ଶଙ୍କର ଭାଇଙ୍କ ଦେହାନ୍ତରେ ଭାରତୀୟ ଜନତା ପାର୍ଟି ଜଣେ ନିଷ୍ଠାପରାୟଣ ନେତା ଏବଂ ପୁରୀ ଜିଲ୍ଲା ଜଣେ ଦୂରଦର୍ଶୀ ସମାଜ ସେବୀଙ୍କୁ ହରାଇଲା ଏହି ଦୁଃଖର ମୁହୂର୍ତ୍ତରେ ଶୋକ ସନ୍ତପ୍ତ ପରିବାର ବର୍ଗ,
Om prakash mishra (@omprakash_916) 's Twitter Profile Photo

ସ୍ମର ଗରଳ ଖଣ୍ଡନମ୍ , ମମ ଶୀରସି ମଣ୍ଡନମ୍ ଦେହି ପଦ - ପଲ୍ଲବମୁଦାରମ୍ ..!! ସୁପ୍ରସିଦ୍ଧ ଗଣ ମହୋତ୍ସବ ପବିତ୍ର ଅଁଳା ନବମୀ , ବଡ଼ ଏକାଦଶୀ ଏବଂ ମା ରାଧାରାଣୀଙ୍କ ପାଦ ଦର୍ଶନ ସତ୍ୟବାଦୀର ଗୌରବମୟ ସ୍ବାକ୍ଷର ।। ସମସ୍ଥ ଶ୍ରଦ୍ଧାଳୁ ଭକ୍ତଙ୍କ ଉପରେ ମା' ରାଧାରାଣୀ ଓ ଗ୍ରୀ ଗୋପାଳଙ୍କ କୃପାଶିଷ ଝରିପଡୁ , ଏତିକି ପ୍ରାର୍ଥନା ...

ସ୍ମର ଗରଳ ଖଣ୍ଡନମ୍ , ମମ ଶୀରସି ମଣ୍ଡନମ୍ 
ଦେହି ପଦ - ପଲ୍ଲବମୁଦାରମ୍ ..!!

ସୁପ୍ରସିଦ୍ଧ ଗଣ ମହୋତ୍ସବ ପବିତ୍ର ଅଁଳା ନବମୀ , ବଡ଼ ଏକାଦଶୀ ଏବଂ ମା ରାଧାରାଣୀଙ୍କ ପାଦ ଦର୍ଶନ ସତ୍ୟବାଦୀର ଗୌରବମୟ ସ୍ବାକ୍ଷର ।।

ସମସ୍ଥ ଶ୍ରଦ୍ଧାଳୁ ଭକ୍ତଙ୍କ ଉପରେ ମା' ରାଧାରାଣୀ ଓ ଗ୍ରୀ ଗୋପାଳଙ୍କ କୃପାଶିଷ ଝରିପଡୁ , ଏତିକି ପ୍ରାର୍ଥନା ...
Om prakash mishra (@omprakash_916) 's Twitter Profile Photo

ପବିତ୍ର ଅଁଳାନବମୀ ଓ ରାଧାପାଦଦର୍ଶନ ଅବସରରେ ଉତ୍କଳମଣି ଗୋପବନ୍ଧୁ ଦାସ ସ୍ମୃତି ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ନିଆରା ପ୍ରୟାସ "ସ୍ୱଚ୍ଛତା ହିଁ ସେବା", ଏହି ସଂକଳ୍ପ ଆଧାରରେ ସାକ୍ଷୀଗୋପୀନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ସ୍ୱଚ୍ଛତା ଅଭିଯାନରେ ଭଉଣୀ,ମାନଙ୍କ ସହିତ ସାମିଲ ହେଲି । ଏହି ଅବସରରେ, ସ୍ଵଚ୍ଛତାର ବାର୍ତ୍ତା ଦେଇ ସ୍ଥାନୀୟ

ପବିତ୍ର ଅଁଳାନବମୀ ଓ ରାଧାପାଦଦର୍ଶନ ଅବସରରେ ଉତ୍କଳମଣି ଗୋପବନ୍ଧୁ ଦାସ ସ୍ମୃତି ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ନିଆରା ପ୍ରୟାସ "ସ୍ୱଚ୍ଛତା ହିଁ ସେବା", ଏହି ସଂକଳ୍ପ ଆଧାରରେ ସାକ୍ଷୀଗୋପୀନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ସ୍ୱଚ୍ଛତା ଅଭିଯାନରେ ଭଉଣୀ,ମାନଙ୍କ ସହିତ ସାମିଲ ହେଲି ।

ଏହି ଅବସରରେ, ସ୍ଵଚ୍ଛତାର ବାର୍ତ୍ତା ଦେଇ ସ୍ଥାନୀୟ
Om prakash mishra (@omprakash_916) 's Twitter Profile Photo

Congratulations to our women in blue for their historic World Cup win! Your grit, teamwork, and unwavering spirit have made the nation proud. This triumph will inspire every young Indian to chase their dreams with courage and confidence. Jai Hind 🇮🇳 #WomenInBlue | #CWC25 |

Congratulations to our women in blue for their historic World Cup win! 

Your grit, teamwork, and unwavering spirit have made the nation proud. 

This triumph will inspire every young Indian to chase their dreams with courage and confidence.

Jai Hind 🇮🇳

#WomenInBlue | #CWC25 |
Om prakash mishra (@omprakash_916) 's Twitter Profile Photo

ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର... ପବିତ୍ର 'କାର୍ତ୍ତିକ ପୂର୍ଣ୍ଣିମା' ଓ 'ବୋଇତ ବନ୍ଦାଣ' ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା l

ଆ କା ମା ବୈ, ପାନ ଗୁଆ ଥୋଇ, 
ପାନ ଗୁଆ ତୋର, ମାସକ ଧରମ ମୋର...

ପବିତ୍ର 'କାର୍ତ୍ତିକ ପୂର୍ଣ୍ଣିମା' ଓ 'ବୋଇତ ବନ୍ଦାଣ' ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା l
Om prakash mishra (@omprakash_916) 's Twitter Profile Photo

ପାଇକ ବିଦ୍ରୋହ ର ମହାନାୟକ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ଦାୟାଦ, ନିର୍ଭିକ ରାଜନେତା, ଜଣେ ରାଜନୈତିକ ପଥ ପ୍ରଦର୍ଶକ ତଥା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ଆମ ସମସ୍ତଙ୍କ ପ୍ରିୟ ଶ୍ରୀ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ ଭାଇ) ଙ୍କ ଶ୍ରାଦ୍ଧବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ତାଙ୍କର ନିଷ୍ଠାପର

ପାଇକ ବିଦ୍ରୋହ ର ମହାନାୟକ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ଦାୟାଦ, ନିର୍ଭିକ ରାଜନେତା, ଜଣେ ରାଜନୈତିକ ପଥ ପ୍ରଦର୍ଶକ ତଥା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ଆମ ସମସ୍ତଙ୍କ ପ୍ରିୟ ଶ୍ରୀ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ ଭାଇ) ଙ୍କ ଶ୍ରାଦ୍ଧବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।

ତାଙ୍କର ନିଷ୍ଠାପର
Om prakash mishra (@omprakash_916) 's Twitter Profile Photo

ଭାରତୀୟ ଜନତା ପାର୍ଟିକୁ ମଞ୍ଜିରୁ ନେଇ ବିଶାଳ ବଟବୃକ୍ଷ କରିଥିବା ତଥା ଆମ ସମସ୍ତଙ୍କର ମାର୍ଗଦର୍ଶକ ଏବଂ ଭାରତରତ୍ନ ତଥା ପୂର୍ବ ଉପପ୍ରଧାନମନ୍ତ୍ରୀ ଆମ ସମସ୍ତଙ୍କର ପ୍ରେରଣାର ଉତ୍ସ ଆଦରଣୀୟ ଶ୍ରୀ ଲାଲକୃଷ୍ଣ ଆଡଭାନୀ ଜୀଙ୍କ ଶୁଭ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ll ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ

ଭାରତୀୟ ଜନତା ପାର୍ଟିକୁ ମଞ୍ଜିରୁ ନେଇ ବିଶାଳ ବଟବୃକ୍ଷ କରିଥିବା ତଥା ଆମ ସମସ୍ତଙ୍କର ମାର୍ଗଦର୍ଶକ ଏବଂ ଭାରତରତ୍ନ ତଥା ପୂର୍ବ ଉପପ୍ରଧାନମନ୍ତ୍ରୀ ଆମ ସମସ୍ତଙ୍କର ପ୍ରେରଣାର ଉତ୍ସ ଆଦରଣୀୟ ଶ୍ରୀ ଲାଲକୃଷ୍ଣ ଆଡଭାନୀ ଜୀଙ୍କ ଶୁଭ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ll 

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ
Om prakash mishra (@omprakash_916) 's Twitter Profile Photo

ନୂଆପଡାରେ ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ରୋଡ଼ ସୋ... #RoadShow2025

Om prakash mishra (@omprakash_916) 's Twitter Profile Photo

ଭଦ୍ରକ ବିଧାନସଭା କ୍ଷେତ୍ରର ଲୋକପ୍ରିୟ ବିଧାୟକ ଶ୍ରୀ Sitansu Sekhar Mohapatra (Modi Ka Parivar) ଙ୍କ ଜନ୍ମଦିନରେ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ମା‘ ଭଦ୍ରକାଳୀ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଶୀର୍ବାଦ ଆପଣଙ୍କୁ ସୁଖୀ ଓ ଦୀର୍ଘାୟୁ କରିବା ସହ ଜନସେବା ପାଇଁ ଅସୀମ ଶକ୍ତି ପ୍ରଦାନ କରୁ ।

ଭଦ୍ରକ ବିଧାନସଭା କ୍ଷେତ୍ରର ଲୋକପ୍ରିୟ ବିଧାୟକ ଶ୍ରୀ <a href="/Sitansu1981/">Sitansu Sekhar Mohapatra (Modi Ka Parivar)</a> ଙ୍କ ଜନ୍ମଦିନରେ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ମା‘ ଭଦ୍ରକାଳୀ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଶୀର୍ବାଦ ଆପଣଙ୍କୁ ସୁଖୀ ଓ ଦୀର୍ଘାୟୁ କରିବା ସହ ଜନସେବା ପାଇଁ ଅସୀମ ଶକ୍ତି ପ୍ରଦାନ କରୁ ।
Om prakash mishra (@omprakash_916) 's Twitter Profile Photo

ପବିତ୍ର 'ପ୍ରଥମାଷ୍ଟମୀ' ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା l

ପବିତ୍ର 'ପ୍ରଥମାଷ୍ଟମୀ' ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା l
Om prakash mishra (@omprakash_916) 's Twitter Profile Photo

ଆଜି, ପୁରୀ ସ୍ପେଶାଲ ସର୍କିଟ ହାଉସ ଠାରେ, ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମହୋଦୟଙ୍କ ଅଧ୍ୟକ୍ଷତାରେ ବସିଥିବା ପୁରୀ ଜିଲ୍ଲା ରାଜସ୍ବ ସମ୍ବନ୍ଧୀୟ ବିଷୟର ସମୀକ୍ଷା ବୈଠକରେ ଯୋଗଦେଲି । ବୈଠକରେ, ରାଜସ୍ବ ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ ଜିଲ୍ଲାର କାର୍ଯ୍ୟ ଅଗ୍ରଗତି, ରାଜସ୍ବ ସେବା

ଆଜି, ପୁରୀ ସ୍ପେଶାଲ ସର୍କିଟ ହାଉସ ଠାରେ, ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମହୋଦୟଙ୍କ ଅଧ୍ୟକ୍ଷତାରେ ବସିଥିବା ପୁରୀ ଜିଲ୍ଲା ରାଜସ୍ବ ସମ୍ବନ୍ଧୀୟ ବିଷୟର ସମୀକ୍ଷା ବୈଠକରେ ଯୋଗଦେଲି ।

ବୈଠକରେ, ରାଜସ୍ବ ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ ଜିଲ୍ଲାର କାର୍ଯ୍ୟ ଅଗ୍ରଗତି, ରାଜସ୍ବ ସେବା
Om prakash mishra (@omprakash_916) 's Twitter Profile Photo

ନୂଆପଡା ବିଧାନସଭା ଏବଂ ବିହାର ବିଧାନସଭା ନିର୍ଵାଚନରେ ବିଜେପିର ବିପୁଳ ବିଜୟ ହୋଇଥିବାରୁ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ବିଜେପି ତରଫରୁ ସତ୍ୟବାଦୀ ଠାରେ ବିଜୟ ଉତ୍ସବ ପାଳନ କରିବା ଅବସରରେ। #nuapadabyelection #BJPOdisha

Om prakash mishra (@omprakash_916) 's Twitter Profile Photo

ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ରେକର୍ଡ଼ ସଂଖ୍ୟାରେ ବିଜୟ ହାସଲ କରିଥିବା ଆମ ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ l ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସୁଶାସନ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି. ନଡ୍ଡାଜୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଜୀ ଏବଂ

ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ରେକର୍ଡ଼ ସଂଖ୍ୟାରେ ବିଜୟ ହାସଲ କରିଥିବା ଆମ ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ l

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସୁଶାସନ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି. ନଡ୍ଡାଜୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଜୀ ଏବଂ
Om prakash mishra (@omprakash_916) 's Twitter Profile Photo

ବିହାରରେ ଭାରତୀୟ ଜନତା ପାର୍ଟି ଏବଂ ସହଯୋଗୀ ଦଳ (ଏନଡିଏ) ର ଐତିହାସିକ ବିଜୟ । ଏହା ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ମାର୍ଗଦର୍ଶନ, ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାରଙ୍କ ନେତୃତ୍ବ, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ବିହାର ପ୍ରଭାରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରଣନୀତି ଏବଂ ଭାରତୀୟ ଜନତା ପାର୍ଟିର

ବିହାରରେ ଭାରତୀୟ ଜନତା ପାର୍ଟି ଏବଂ ସହଯୋଗୀ ଦଳ (ଏନଡିଏ) ର ଐତିହାସିକ ବିଜୟ । 

ଏହା ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ମାର୍ଗଦର୍ଶନ, ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାରଙ୍କ ନେତୃତ୍ବ, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ବିହାର ପ୍ରଭାରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରଣନୀତି ଏବଂ ଭାରତୀୟ ଜନତା ପାର୍ଟିର
Om prakash mishra (@omprakash_916) 's Twitter Profile Photo

Warm greetings on National Press Day. My heartfelt appreciation to all journalists and media professionals who work tirelessly to inform, educate, and empower society. Your commitment to truth and ethical journalism strengthens our democracy every single day. We stand committed

Warm greetings on National Press Day. My heartfelt appreciation to all journalists and media professionals who work tirelessly to inform, educate, and empower society. Your commitment to truth and ethical journalism strengthens our democracy every single day.

We stand committed
Om prakash mishra (@omprakash_916) 's Twitter Profile Photo

ମାନ୍ୟବର ରାଜ୍ଯସଭା ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାରଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ ପ୍ରଦାନ କରିବା ସହ ଲୋକଙ୍କ ସେବା କରିବା ନିମନ୍ତେ ଆଶୀର୍ବାଦ କରନ୍ତୁ l #HappyBirthday

ମାନ୍ୟବର ରାଜ୍ଯସଭା ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାରଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । 

ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ ପ୍ରଦାନ କରିବା ସହ ଲୋକଙ୍କ ସେବା କରିବା ନିମନ୍ତେ ଆଶୀର୍ବାଦ କରନ୍ତୁ l  
#HappyBirthday
Om prakash mishra (@omprakash_916) 's Twitter Profile Photo

ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋଗ ଓଡ଼ିଶାର ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି🙏

ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋଗ ଓଡ଼ିଶାର ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। 

ଓଁ ଶାନ୍ତି🙏
Om prakash mishra (@omprakash_916) 's Twitter Profile Photo

ସତ୍ୟବାଦୀ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜିତ ପଶୁ ଏବଂ ମତ୍ସ୍ୟ ସମ୍ପଦ ମେଳା l

Om prakash mishra (@omprakash_916) 's Twitter Profile Photo

𝗧𝗵𝗲 𝗥𝗲𝗺𝗮𝗿𝗸𝗮𝗯𝗹𝗲 𝗝𝗼𝘂𝗿𝗻𝗲𝘆 𝗼𝗳 𝗠𝗼𝗵𝗮𝗻 𝗖𝗵𝗮𝗿𝗮𝗻 𝗠𝗮𝗷𝗵𝗶 Mohan Charan Majhi

𝗧𝗵𝗲 𝗥𝗲𝗺𝗮𝗿𝗸𝗮𝗯𝗹𝗲 𝗝𝗼𝘂𝗿𝗻𝗲𝘆 𝗼𝗳 𝗠𝗼𝗵𝗮𝗻 𝗖𝗵𝗮𝗿𝗮𝗻 𝗠𝗮𝗷𝗵𝗶 
<a href="/MohanMOdisha/">Mohan Charan Majhi</a>