Omfed Official (@omfedofficial) 's Twitter Profile
Omfed Official

@omfedofficial

Most trusted brand of Odisha for Milk and Milk Products. Since 1981. We stand for Quality.

ID: 876789538177286147

linkhttp://www.omfed.com calendar_today19-06-2017 13:11:30

1,1K Tweet

2,2K Takipçi

60 Takip Edilen

Omfed Official (@omfedofficial) 's Twitter Profile Photo

ଓଡ଼ିଆଙ୍କ ଏକ ଆବେଗ, ଓଡ଼ିଶାର ପାରମ୍ପରିକ, ସ୍ୱାଦିଷ୍ଟ ତଥା ସୁମିଷ୍ଟ ପରିଚୟ ଛେନାପୋଡ଼ ଛେନାପୋଡ଼ ଦିବସରେ ଓମ୍‌ଫେଡ୍‌ ତରଫରୁ ଅନେକ ଅନେକ ଶୁଭେଚ୍ଛା #omfed #milkofodisha #chenapodadivas

ଓଡ଼ିଆଙ୍କ ଏକ ଆବେଗ, ଓଡ଼ିଶାର ପାରମ୍ପରିକ, ସ୍ୱାଦିଷ୍ଟ ତଥା ସୁମିଷ୍ଟ ପରିଚୟ ଛେନାପୋଡ଼
ଛେନାପୋଡ଼ ଦିବସରେ ଓମ୍‌ଫେଡ୍‌ ତରଫରୁ ଅନେକ ଅନେକ ଶୁଭେଚ୍ଛା

#omfed #milkofodisha #chenapodadivas
Omfed Official (@omfedofficial) 's Twitter Profile Photo

ବିଶ୍ୱ ଛେନାପୋଡ଼ ଦିବସରେ ଓମ୍‌ଫେଡ୍‌ ତରଫରୁ ଅନେକ ଅନେକ ଶୁଭେଚ୍ଛା #omfed #milkofodisha #chenapoda #chenapodadivas

Omfed Official (@omfedofficial) 's Twitter Profile Photo

ଜନନୀ ସୁସ୍ଥ ଥିଲେ, ସୁସ୍ଥ ଥାଏ ପରିବାର ଓ ସମାଜ ଓମ୍‌ଫେଡ୍‌ ତରଫରୁ ଜାତୀୟ ସୁରକ୍ଷିତ ମାତୃତ୍ଵ ଦିବସର ଅଭିନନ୍ଦନ #omfed #milkofodisha

ଜନନୀ ସୁସ୍ଥ ଥିଲେ, ସୁସ୍ଥ ଥାଏ ପରିବାର ଓ ସମାଜ  
ଓମ୍‌ଫେଡ୍‌ ତରଫରୁ ଜାତୀୟ ସୁରକ୍ଷିତ ମାତୃତ୍ଵ ଦିବସର ଅଭିନନ୍ଦନ

#omfed #milkofodisha
Omfed Official (@omfedofficial) 's Twitter Profile Photo

୭୭ ବର୍ଷରେ ପାଦ ଥାପିଲା ସୁନ୍ଦରୀ ଭୁବନେଶ୍ବର । ରାଜଧାନୀ ପ୍ରତିଷ୍ଠା ଦିବସରେ ଓମଫେଡ୍ ତରଫରୁ ଅନେକ ଅନେକ ଶୁଭେଚ୍ଛା #omfed #milkofodisha #bhubaneswarfoundationday

୭୭ ବର୍ଷରେ ପାଦ ଥାପିଲା ସୁନ୍ଦରୀ ଭୁବନେଶ୍ବର । ରାଜଧାନୀ ପ୍ରତିଷ୍ଠା ଦିବସରେ ଓମଫେଡ୍ ତରଫରୁ ଅନେକ ଅନେକ ଶୁଭେଚ୍ଛା

#omfed #milkofodisha #bhubaneswarfoundationday
Omfed Official (@omfedofficial) 's Twitter Profile Photo

ମହା ବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ଓମ୍‌ଫେଡ୍‌ ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା #omfed #MilkofOdisha #panasankranti #odianewyear

Omfed Official (@omfedofficial) 's Twitter Profile Photo

On Dr. B.R. Ambedkar Jayanti, OMFED celebrates the spirit of justice, liberty, and equality #omfed #MilkofOdisha #ambedkarjayanti

On Dr. B.R. Ambedkar Jayanti, OMFED celebrates the spirit of justice, liberty, and equality

#omfed #MilkofOdisha #ambedkarjayanti
Omfed Official (@omfedofficial) 's Twitter Profile Photo

ପଣାଟିକେ ହେଇଯାଉ ! ଦହି, ଛେନାପୋଡ଼, କ୍ଷୀର ମିଶାଇ ଆସନ୍ତୁ ପାଳିବା ପଣା ସଂକ୍ରାନ୍ତି ଉତ୍କଳୀୟ ନୂଆବର୍ଷରେ ସମସ୍ତଙ୍କ ସ୍ବପ୍ନ ପୂରଣ ହେଉ, ଓମଫେଡ୍ ତରଫରୁ ଅନେକ ଅନେକ ଶୁଭେଚ୍ଛା #omfed #milkofodisha #odisha #panasankranti #odianewyear

Omfed Official (@omfedofficial) 's Twitter Profile Photo

Distribution of OMFED buttermilk among patients at Koksara Hospital by Hon’ble President today; spreading care and hydration. #omfed #milkofodisha

Distribution of OMFED buttermilk among patients at Koksara Hospital by Hon’ble President today; spreading care and hydration.

#omfed #milkofodisha
Omfed Official (@omfedofficial) 's Twitter Profile Photo

ରାତିରେ ଭଲ ନିଦ ହେଉନି କି ? ଚିନ୍ତା ନାହିଁ, ଓମଫେଡ୍ ଅଛି ଆପଣଙ୍କ ସାଥିରେ... ଶୋଇବା ପୂର୍ବରୁ ଓମଫେଡ୍ ଉଷୁମ କ୍ଷୀର ପିଅନ୍ତୁ, ଆରାମରେ ନିଦ୍ରା ଯା’ ନ୍ତୁ #omfed #milkofodisha

ରାତିରେ ଭଲ ନିଦ ହେଉନି କି ? ଚିନ୍ତା ନାହିଁ, ଓମଫେଡ୍ ଅଛି ଆପଣଙ୍କ ସାଥିରେ... ଶୋଇବା ପୂର୍ବରୁ ଓମଫେଡ୍ ଉଷୁମ କ୍ଷୀର ପିଅନ୍ତୁ, ଆରାମରେ ନିଦ୍ରା ଯା’ ନ୍ତୁ

#omfed #milkofodisha
Omfed Official (@omfedofficial) 's Twitter Profile Photo

କ୍ଷୀର ହେଉକି ଦହି, ପ୍ରତିଟି ଓଡ଼ିଆଙ୍କ ପ୍ରଥମ ପସନ୍ଦ ଓମଫେଡ୍ ଖରାରୁ ଦିଏ ଉପଶମ, ପେଟକୁ ରଖେ ଥଣ୍ଡା କ୍ଷୀରରୁ ରାବିଡ଼ି, ରାବିଡ଼ିର ଲସି ସବୁଠୁ ବେଷ୍ଟ ଫଣ୍ଡା #omfed #milkofodisha

Omfed Official (@omfedofficial) 's Twitter Profile Photo

ଡେରି କାହିଁକି ? ଶୀଘ୍ର ଯାଆନ୍ତୁ ଆପଣଙ୍କ ନିକଟସ୍ଥ ଓମଫେଡ୍ ପାର୍ଲରକୁ ଏଇ ଖରାରେ ବିଭିନ୍ନ ଭେରାଇଟି ଆଇସକ୍ରିମର ମଜା ନିଅନ୍ତୁ #omfed #milkofodisha

ଡେରି କାହିଁକି ? ଶୀଘ୍ର ଯାଆନ୍ତୁ ଆପଣଙ୍କ ନିକଟସ୍ଥ ଓମଫେଡ୍ ପାର୍ଲରକୁ
ଏଇ ଖରାରେ ବିଭିନ୍ନ ଭେରାଇଟି ଆଇସକ୍ରିମର ମଜା ନିଅନ୍ତୁ

#omfed #milkofodisha
Omfed Official (@omfedofficial) 's Twitter Profile Photo

ଓଡ଼ିଆ ଶିଳ୍ପୀଙ୍କ ନିହାଣର ଯାଦୁଗରୀ ପଥରକୁ କରିଛି ଜୀବନ୍ତ। ଆମ ରାଜ୍ୟର ଐତିହ୍ୟ ଆମର ଗର୍ବ ଓ ଗୌରବ ବିଶ୍ଵ ଐତିହ୍ୟ ଦିବସରେ ଓମଫେଡ୍ ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା #omfed #milkofodisha #worldheritageday

ଓଡ଼ିଆ ଶିଳ୍ପୀଙ୍କ ନିହାଣର ଯାଦୁଗରୀ 
ପଥରକୁ କରିଛି ଜୀବନ୍ତ। ଆମ ରାଜ୍ୟର ଐତିହ୍ୟ ଆମର ଗର୍ବ ଓ ଗୌରବ 
ବିଶ୍ଵ ଐତିହ୍ୟ ଦିବସରେ ଓମଫେଡ୍ ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

#omfed #milkofodisha #worldheritageday