Odisha Lift Irrigation Corporation Ltd. (@olicltd) 's Twitter Profile
Odisha Lift Irrigation Corporation Ltd.

@olicltd

A Govt of Odisha undertaking

ID: 1059729284523151360

linkhttp://odishalift.com calendar_today06-11-2018 08:48:45

297 Tweet

1,1K Followers

36 Following

Deptt. of Water Resources (@odishawater) 's Twitter Profile Photo

Anu Garg, DC- Cum- ACS reviewed the #RESERVOIR status of the reservoirs of the state in the #Flood control room of the Secha Sadan today. CMO Odisha Office of Development Commissioner, Odisha The dam authorities and the #SeniorOfficers have been tasked to ensure strict vigilance during this period.

Anu Garg,  DC- Cum- ACS reviewed the #RESERVOIR status of the reservoirs of the state in the #Flood control room of the Secha Sadan today. CMO Odisha Office of Development Commissioner, Odisha

The dam authorities and the #SeniorOfficers have been tasked to ensure strict vigilance during this period.
Odisha Lift Irrigation Corporation Ltd. (@olicltd) 's Twitter Profile Photo

#ବଲାଙ୍ଗୀରଜିଲ୍ଲା #ମୁରିବାହାଲବ୍ଲକରେ #ହଲଦିଗଭୀରନଳକୂପପ୍ରକଳ୍ପ ଚାଷୀଙ୍କୁ ଦେଇଛି ବହୁବିଧ ଶସ୍ୟ ଚାଷ କରିବାର ଅପୂର୍ବ ଉପହାର ।ଏହି ଅଭିନବ ଉପାୟରେ ଫସଲ ଚାଷ, ସ୍ଵଳ୍ପ ପରିଶ୍ରମରେ ଦେଇଛି ଅଧିକ ଉତ୍ପାଦନ ଓ ବଦଳାଇଛି ଚାଷୀ ଦଶରଥ ରାଣା ଓ ଚଞ୍ଚଳା ରାଣାଙ୍କ ଭବିଷ୍ୟତ ।#OdishaWater #OLIC CMO Odisha Office of Development Commissioner, Odisha Anu Garg

#ବଲାଙ୍ଗୀରଜିଲ୍ଲା #ମୁରିବାହାଲବ୍ଲକରେ #ହଲଦିଗଭୀରନଳକୂପପ୍ରକଳ୍ପ ଚାଷୀଙ୍କୁ ଦେଇଛି ବହୁବିଧ ଶସ୍ୟ ଚାଷ କରିବାର ଅପୂର୍ବ ଉପହାର ।ଏହି ଅଭିନବ ଉପାୟରେ ଫସଲ ଚାଷ, ସ୍ଵଳ୍ପ ପରିଶ୍ରମରେ ଦେଇଛି ଅଧିକ ଉତ୍ପାଦନ ଓ ବଦଳାଇଛି ଚାଷୀ ଦଶରଥ ରାଣା ଓ ଚଞ୍ଚଳା ରାଣାଙ୍କ  ଭବିଷ୍ୟତ ।#OdishaWater #OLIC
CMO Odisha Office of Development Commissioner, Odisha Anu Garg
Odisha Lift Irrigation Corporation Ltd. (@olicltd) 's Twitter Profile Photo

#ବଲାଙ୍ଗୀରଜିଲ୍ଲା #ବଙ୍ଗୋମୁଣ୍ଡାବ୍ଲକ ରାଣୀପୁର ଗ୍ରାମରେ ଉଠା ଜଳସେଚନ ପ୍ରକଳ୍ପ ସୁନିଶ୍ଚିତ କରିଛି ଚାଷ ଜମିକୁ ନଦୀରୁ ନିରନ୍ତର ନିର୍ଭରଯୋଗ୍ୟ ଜଳସେଚନ । ବର୍ଷସାରା ଜମିକୁ ମିଳୁଛି ଜଳ, ବୃଦ୍ଧି ପାଇଛି କୃଷି ଉତ୍ପାଦନ । ସଶକ୍ତ ହୋଇଛି ଚାଷୀ ର ଆର୍ଥିକ ମେରୁଦଣ୍ଡ | CMO Odisha Office of Development Commissioner, Odisha Anu Garg Deptt. of Water Resources I & PR Department, Odisha

#ବଲାଙ୍ଗୀରଜିଲ୍ଲା #ବଙ୍ଗୋମୁଣ୍ଡାବ୍ଲକ ରାଣୀପୁର ଗ୍ରାମରେ ଉଠା ଜଳସେଚନ ପ୍ରକଳ୍ପ ସୁନିଶ୍ଚିତ କରିଛି ଚାଷ ଜମିକୁ ନଦୀରୁ ନିରନ୍ତର ନିର୍ଭରଯୋଗ୍ୟ ଜଳସେଚନ । ବର୍ଷସାରା ଜମିକୁ ମିଳୁଛି ଜଳ, ବୃଦ୍ଧି ପାଇଛି କୃଷି ଉତ୍ପାଦନ । ସଶକ୍ତ ହୋଇଛି ଚାଷୀ ର ଆର୍ଥିକ ମେରୁଦଣ୍ଡ |
CMO Odisha Office of Development Commissioner, Odisha Anu Garg Deptt. of Water Resources  I & PR Department, Odisha
Odisha Lift Irrigation Corporation Ltd. (@olicltd) 's Twitter Profile Photo

#ବଲାଙ୍ଗିରଜିଲ୍ଲା ଲୋଇସିଂହା ବ୍ଲକର ଫଟାବାହଲ-୧ ଓ ଉପରବହାଲ ଗଭୀର ନଳକୂପ ପ୍ରକଳ୍ପ ର ସଫଳ ରୂପାୟନ, ଚାଷ ଜମିରେ ଆଣିଛି ସବୁଜିମା । ପରିବା ଚାଷର ସମ୍ଭାର ଚାଷୀଙ୍କୁ ଦେଇଛି ଅଧିକ ରୋଜଗାରର ସୁଯୋଗ । #OdishaWater #OLIC CMO Odisha Office of Development Commissioner, Odisha Anu Garg I & PR Department, Odisha OCCLtd OIIPCRA Chief Engineer Megalift

#ବଲାଙ୍ଗିରଜିଲ୍ଲା ଲୋଇସିଂହା ବ୍ଲକର ଫଟାବାହଲ-୧ ଓ ଉପରବହାଲ ଗଭୀର ନଳକୂପ ପ୍ରକଳ୍ପ ର ସଫଳ ରୂପାୟନ, ଚାଷ ଜମିରେ ଆଣିଛି ସବୁଜିମା । ପରିବା ଚାଷର ସମ୍ଭାର ଚାଷୀଙ୍କୁ ଦେଇଛି ଅଧିକ ରୋଜଗାରର ସୁଯୋଗ । #OdishaWater #OLIC
CMO Odisha Office of Development Commissioner, Odisha Anu Garg I & PR Department, Odisha
OCCLtd OIIPCRA Chief Engineer Megalift
Odisha Lift Irrigation Corporation Ltd. (@olicltd) 's Twitter Profile Photo

#ବଲାଙ୍ଗୀରଜିଲ୍ଲା ଆଗଲପୁର ଓ ଲୋଇସିଂହା ବ୍ଲକର ଗଭୀର ନଳକୂପ ପ୍ରକଳ୍ପ ,ଚାଷୀ କୃତିବାସ ଭୋଇ ,ବିହାରି ବିଶ୍ବାଳ ଓ କ୍ଷୀରୋଦ ପ୍ରଧାନଙ୍କୁ ଦେଇଛି ବିକାଶର ସଫଳ ମନ୍ତ୍ର । ଜମିରେ ସୁଷମ ଜଳବଣ୍ଟନ ଯୋଗୁଁ ହସୁଛି ବିଭିନ୍ନ ପରିବା ଚାଷର ସମ୍ଭାର । #OdishaWater #OLIC CMO Odisha Office of Development Commissioner, Odisha Anu Garg I & PR Department, Odisha

#ବଲାଙ୍ଗୀରଜିଲ୍ଲା ଆଗଲପୁର ଓ ଲୋଇସିଂହା ବ୍ଲକର ଗଭୀର ନଳକୂପ ପ୍ରକଳ୍ପ ,ଚାଷୀ କୃତିବାସ ଭୋଇ ,ବିହାରି ବିଶ୍ବାଳ ଓ କ୍ଷୀରୋଦ ପ୍ରଧାନଙ୍କୁ ଦେଇଛି ବିକାଶର ସଫଳ ମନ୍ତ୍ର । ଜମିରେ ସୁଷମ ଜଳବଣ୍ଟନ ଯୋଗୁଁ ହସୁଛି ବିଭିନ୍ନ ପରିବା ଚାଷର ସମ୍ଭାର । #OdishaWater #OLIC
CMO Odisha Office of Development Commissioner, Odisha Anu Garg
I & PR Department, Odisha
Odisha Lift Irrigation Corporation Ltd. (@olicltd) 's Twitter Profile Photo

🌱#ବଲାଙ୍ଗିରଜିଲ୍ଲା ଲୋଇସିଂହା ବ୍ଲକରେ ଗଭୀର ନଳକୂପ ପ୍ରକଳ୍ପ ସ୍ଥାନୀୟ କୃଷି ଉତ୍ପାଦନ ବୃଦ୍ଧି ତଥା ଚାଷୀଙ୍କ ବିକାଶରେ ସାଜିଛି ସଫଳ ମାଇଲ ଖୁଣ୍ଟ । ଏକର ଏକର ଚାଷ ଜମିରେ ଦେଶୀ କାଙ୍କଡ ଚାଷ ,ଚାଷୀଙ୍କୁ ଦେଇଛି ଉତ୍ତମ ରୋଜଗାର ।#OdishaWater #OLIC CMO Odisha Office of Development Commissioner, Odisha Anu Garg I & PR Department, Odisha OIIPCRA OCCLtd

🌱#ବଲାଙ୍ଗିରଜିଲ୍ଲା ଲୋଇସିଂହା ବ୍ଲକରେ ଗଭୀର ନଳକୂପ ପ୍ରକଳ୍ପ ସ୍ଥାନୀୟ କୃଷି ଉତ୍ପାଦନ ବୃଦ୍ଧି ତଥା ଚାଷୀଙ୍କ ବିକାଶରେ ସାଜିଛି ସଫଳ ମାଇଲ ଖୁଣ୍ଟ । ଏକର ଏକର ଚାଷ ଜମିରେ ଦେଶୀ କାଙ୍କଡ ଚାଷ ,ଚାଷୀଙ୍କୁ ଦେଇଛି ଉତ୍ତମ ରୋଜଗାର ।#OdishaWater #OLIC
CMO Odisha Office of Development Commissioner, Odisha Anu Garg
I & PR Department, Odisha OIIPCRA OCCLtd
Odisha Lift Irrigation Corporation Ltd. (@olicltd) 's Twitter Profile Photo

#ବଲାଙ୍ଗୀରଜିଲ୍ଲା, ପାଟଣାଗଡ଼ ବ୍ଲକରେ #ଦମକିପାଲିଗଭୀରନଳକୂପପ୍ରକଳ୍ପଚାଷୀଙ୍କୁ ଦେଇଛି ସୁନିଶ୍ଚିତ ଜଳ ଯୋଗାଣର ଭରସା। ଏକର ଏକର ଚାଷ ଜମିରେ ଲଙ୍କା ଚାଷ କରି ଚାଷୀ କୁଶ ସାହୁ ଓ ଉପେନ୍ଦ୍ର ବିଶ୍ବାଳଙ୍କ ଆର୍ଥିକ ଅବସ୍ଥା ହୋଇଛି ସ୍ୱଚ୍ଛଳ , ବଢ଼ିଛି ମନୋବଳ। #OdishaWater #OLIC CMO Odisha Office of Development Commissioner, Odisha OCCLtd

#ବଲାଙ୍ଗୀରଜିଲ୍ଲା, ପାଟଣାଗଡ଼ ବ୍ଲକରେ #ଦମକିପାଲିଗଭୀରନଳକୂପପ୍ରକଳ୍ପଚାଷୀଙ୍କୁ ଦେଇଛି ସୁନିଶ୍ଚିତ ଜଳ ଯୋଗାଣର ଭରସା। ଏକର ଏକର ଚାଷ ଜମିରେ ଲଙ୍କା ଚାଷ କରି ଚାଷୀ କୁଶ ସାହୁ ଓ ଉପେନ୍ଦ୍ର ବିଶ୍ବାଳଙ୍କ ଆର୍ଥିକ ଅବସ୍ଥା ହୋଇଛି ସ୍ୱଚ୍ଛଳ , ବଢ଼ିଛି ମନୋବଳ। #OdishaWater #OLIC
CMO Odisha
Office of Development Commissioner, Odisha
OCCLtd
Odisha Lift Irrigation Corporation Ltd. (@olicltd) 's Twitter Profile Photo

୨୦୨୩-୨୪ RIDF ଯୋଜନା ଅନୁଯାୟୀ ମଞ୍ଜୁର ହୋଇଥିବା #କେନ୍ଦୁଝରଜିଲ୍ଲା ଚମ୍ପୁଆ ବ୍ଲକର ଖୁଣ୍ଟାପଡା -୨ CLIP ଉଭୟ କୃଷି ଓ କୃଷକଙ୍କୁ ସଶକ୍ତ କରିବା ଦିଗରେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଏହାଦ୍ବାରା ୨୦ ହେକ୍ଟର ଜମିକୁ ସୁଗମ ଜଳସେଚନ ସହ କୃଷି ଉତ୍ପାଦନ ବୃଦ୍ଧି ପାଇବ । #OdishaWater #OLIC CMO Odisha Office of Development Commissioner, Odisha Anu Garg

୨୦୨୩-୨୪ RIDF ଯୋଜନା ଅନୁଯାୟୀ ମଞ୍ଜୁର ହୋଇଥିବା #କେନ୍ଦୁଝରଜିଲ୍ଲା ଚମ୍ପୁଆ ବ୍ଲକର  ଖୁଣ୍ଟାପଡା -୨ CLIP ଉଭୟ କୃଷି ଓ କୃଷକଙ୍କୁ ସଶକ୍ତ କରିବା ଦିଗରେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଏହାଦ୍ବାରା ୨୦ ହେକ୍ଟର ଜମିକୁ ସୁଗମ ଜଳସେଚନ ସହ କୃଷି ଉତ୍ପାଦନ ବୃଦ୍ଧି ପାଇବ । #OdishaWater #OLIC
CMO Odisha Office of Development Commissioner, Odisha Anu Garg
Odisha Lift Irrigation Corporation Ltd. (@olicltd) 's Twitter Profile Photo

ଦମକିପାଲି ଓ ଧରୁଆଦାଦର ଗଭୀର ନଳକୂପ ପ୍ରକଳ୍ପରେ ଜମିକୁ ମିଳୁଛି ସବୁ ଋତୁରେ ପାଣି । ଜମିରେ ଫଳୁଛି କଲରା ଚାଷ ।ସଫଳ ହୋଇଛି ଚାଷୀ କୃଷ୍ଣ ସାହୁ ଓ କ୍ଷୀରୋଦ ପ୍ରଧାନଙ୍କ ପରିଶ୍ରମ । #OdishaWater #OLIC CMO Odisha Office of Development Commissioner, Odisha Anu Garg I & PR Department, Odisha OIIPCRA OCCLtd Chief Engineer Megalift

ଦମକିପାଲି ଓ ଧରୁଆଦାଦର ଗଭୀର ନଳକୂପ ପ୍ରକଳ୍ପରେ ଜମିକୁ ମିଳୁଛି ସବୁ ଋତୁରେ ପାଣି । ଜମିରେ  ଫଳୁଛି କଲରା ଚାଷ  ।ସଫଳ ହୋଇଛି ଚାଷୀ କୃଷ୍ଣ ସାହୁ ଓ କ୍ଷୀରୋଦ ପ୍ରଧାନଙ୍କ ପରିଶ୍ରମ । #OdishaWater #OLIC
CMO Odisha Office of Development Commissioner, Odisha Anu Garg I & PR Department, Odisha OIIPCRA OCCLtd Chief Engineer Megalift