Odisha Weatherman (@odishaweather7) 's Twitter Profile
Odisha Weatherman

@odishaweather7

This is Biswajit Sahoo, Weather/Climate Researcher at IIT Bombay || Meteorologist at Weathercast || posting daily weather updates for Odisha

ID: 1267848526656090113

linkhttps://www.instagram.com/odisha_weatherman7?igsh=c3pjenhuNHN2bTA3&utm_source=qr calendar_today02-06-2020 16:00:31

13,13K Tweet

6,6K Followers

99 Following

Odisha Weatherman (@odishaweather7) 's Twitter Profile Photo

ସୁଦୃଶ ଲଘୁଚାପ ଏବଂ ଏହା ସହିତ ଜଡିତ ବର୍ଷା.. ଧୀରେ ଧୀରେ ଉତ୍ତର ଓଡ଼ିଶାର ଜିଲ୍ଳାମାନଙ୍କରେ ବଢିବ ବିସ୍ତୃତି..

ଦୁର୍ବଳ ହେଉଛି ଅବପାତ.. ଛତିଶଗଡ଼ ଉପରେ ବର୍ତ୍ତମାନ କେନ୍ଦ୍ରୀଭୂତ ଥିବା ଅବପାତ ପ୍ରଭାବରେ ଆଜି ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡ଼ିଶାର ଗୋଟେ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ତେବେ ଉପକୂଳ ଏବଂ ଉତ୍ତର ଓଡିଶାରେ ପାଗ ଆଂଶିକ ମେଘୁଆ ଅବା ମେଘଶୂନ୍ୟ ରହିବା ନେଇ ପୂର୍ବାନୁମାନ।

ଦୁର୍ବଳ ହେଉଛି ଅବପାତ..

ଛତିଶଗଡ଼ ଉପରେ ବର୍ତ୍ତମାନ କେନ୍ଦ୍ରୀଭୂତ ଥିବା ଅବପାତ ପ୍ରଭାବରେ ଆଜି ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡ଼ିଶାର ଗୋଟେ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। 

ତେବେ ଉପକୂଳ ଏବଂ ଉତ୍ତର ଓଡିଶାରେ ପାଗ ଆଂଶିକ ମେଘୁଆ ଅବା ମେଘଶୂନ୍ୟ ରହିବା ନେଇ ପୂର୍ବାନୁମାନ।
Odisha Weatherman (@odishaweather7) 's Twitter Profile Photo

ହୀରାକୁଦ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରର ମାତ୍ରାଧିକ ଜଳ ପ୍ରବେଶ କରୁଥିବା ନେଇ ସୂଚନା, ଖଇରମାଳରେ ସନ୍ଧ୍ୟା ୦୬ ଟା ସୁଦ୍ଧା ୪.୯ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ନେଇ ରିପୋର୍ଟ

ହୀରାକୁଦ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରର ମାତ୍ରାଧିକ ଜଳ ପ୍ରବେଶ କରୁଥିବା ନେଇ ସୂଚନା, 

ଖଇରମାଳରେ ସନ୍ଧ୍ୟା ୦୬ ଟା ସୁଦ୍ଧା ୪.୯ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ନେଇ ରିପୋର୍ଟ
Odisha Weatherman (@odishaweather7) 's Twitter Profile Photo

ନିମ୍ନ ଚାପରେଖା ପ୍ରଭାବରେ ଭୁବନେଶ୍ୱର-କଟକ ସହର ସମେତ ପୁରୀ, ଜଗତସିଂପୁର, କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ତୀବ୍ର ବୃଷ୍ଟିପାତ ଜାରି ରହିଛି

On July 30, 2025, an 8.8-magnitude #Earthquake struck off Russia's Kamchatka Peninsula, triggering a tsunami with waves up to 13 feet. Tsunami warnings are in effect for Hawaii, Alaska, Japan, and the Philippines; advisories issued for the U.S. West Coast and Guam. #TsunamiAlert

ନିମ୍ନ ଚାପରେଖା ଓ ଏହା ସହିତ ଜଡିତ ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡିଶା ଏବଂ କିଛି ଉପକୂଳ ଜିଲ୍ଲାମାନଙ୍କରେ ଲଗାଣ ବର୍ଷା ଜାରି ରହିଛି, ବର୍ତ୍ତମାନ ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ବର୍ଷା ଜାରି ରହିଥିବା ବେଳେ ଆଗାମୀ କିଛି ଘଣ୍ଟାରେ ବାଲେଶ୍ଵରରେ ମଧ୍ୟ ବର୍ଷା ନେଇ ପୂର୍ବାନୁମାନ

nasim akhtar 🇮🇳 (@nasimoverseas) 's Twitter Profile Photo

BHADRAK -ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ତିହିଡ଼ି, ବାସୁଦେବପୁର ଓ ଧାମନଗର ର ସମସ୍ତ ବିଦ୍ୟାଳୟ ଅତ୍ୟଧିକ ବର୍ଷା ପାଇଁ ଆଜି ଦିନ ଟିକୁ ବନ୍ଦ ଘୋଷଣା କରାଯାଇଛି. Bhadrak Municipality Suryabanshi Suraj

Odisha Weatherman (@odishaweather7) 's Twitter Profile Photo

ଉତ୍ତର ଉପକୂଳ ଓଡିଶା ଜିଲ୍ଲାମାନଙ୍କରେ ରାତ୍ରି/ଭୋର ସମୟରୁ ଲାଗି ରହିଛି ବର୍ଷା।

ବଲାଙ୍ଗୀର, ଗଞ୍ଜାମ ଏବଂ କଳାହାଣ୍ଡି ଜିଲ୍ଲାର କିଛି ଅଞ୍ଚଳରେ ଘଡ଼ଘଡ଼ି ସହିତ ବର୍ଷା ଜାରି ରହିଛି

ଅଗଷ୍ଟ ମାସରେ ଓଡ଼ିଶାରେ ସ୍ୱଭାବିକ ଠାରୁ କମ ବର୍ଷା ନେଇ ପୂର୍ବାନୁମାନ.. ବର୍ତ୍ତମାନର ପାଣିପାଗ ନିୟାମକକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ, ଆଗାମୀ 12 ଦିନ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିବା ସହିତ ପାଗ ମୁଖ୍ୟତଃ ଖରାଟିଆ ରହିପାରେ।

ଅଗଷ୍ଟ ମାସରେ ଓଡ଼ିଶାରେ ସ୍ୱଭାବିକ ଠାରୁ କମ ବର୍ଷା ନେଇ ପୂର୍ବାନୁମାନ..

ବର୍ତ୍ତମାନର ପାଣିପାଗ ନିୟାମକକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ, ଆଗାମୀ 12 ଦିନ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିବା ସହିତ ପାଗ ମୁଖ୍ୟତଃ ଖରାଟିଆ ରହିପାରେ।
Odisha Weatherman (@odishaweather7) 's Twitter Profile Photo

ଆଜି ଠାରୁ ରାଜ୍ୟରେ କମିବ ବର୍ଷା.. ନିମ୍ନ ଚାପରେଖା ତାର ସାଧାରଣ ଅବସ୍ଥିତି ଠାରୁ ଉତ୍ତରରେ ରହିବା ଏବଂ ଆଗାମୀ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଓଡିଶା ନିକଟବର୍ତୀ ଅଞ୍ଚଳରେ କୌଣସି ସିଷ୍ଟମ ସୃଷ୍ଟି ହେବାର ସମ୍ଭାବନା ନ ଥିବାରୁ ରାଜ୍ୟରେ ବିଶେଷ ବଡ଼ ବର୍ଷା ସମ୍ଭାବନା ନାହିଁ। କିନ୍ତୁ ବଜ୍ରପାତ ସହିତ ସ୍ଥାନେ ସ୍ଥାନେ ବର୍ଷା ସମ୍ଭାବନା ରହିଛି।

ଆଜି ଠାରୁ ରାଜ୍ୟରେ କମିବ ବର୍ଷା..

ନିମ୍ନ ଚାପରେଖା ତାର ସାଧାରଣ ଅବସ୍ଥିତି ଠାରୁ ଉତ୍ତରରେ ରହିବା ଏବଂ ଆଗାମୀ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଓଡିଶା ନିକଟବର୍ତୀ ଅଞ୍ଚଳରେ କୌଣସି ସିଷ୍ଟମ ସୃଷ୍ଟି ହେବାର ସମ୍ଭାବନା ନ ଥିବାରୁ ରାଜ୍ୟରେ ବିଶେଷ ବଡ଼ ବର୍ଷା ସମ୍ଭାବନା ନାହିଁ। କିନ୍ତୁ ବଜ୍ରପାତ ସହିତ ସ୍ଥାନେ ସ୍ଥାନେ ବର୍ଷା ସମ୍ଭାବନା ରହିଛି।
Odisha Weatherman (@odishaweather7) 's Twitter Profile Photo

ଉତ୍ତରାବର୍ତ୍ତୀ ଜିଲ୍ଲାମାନଙ୍କରେ ଆଜି ବଜ୍ରପାତ ସହିତ ବର୍ଷା ସମ୍ଭାବନା..