Deptt. of Water Resources (@odishawater) 's Twitter Profile
Deptt. of Water Resources

@odishawater

Pʟᴀɴ, Dᴇᴠᴇʟᴏᴘ ᴀɴᴅ Mᴀɴᴀɢᴇ ᴛʜᴇ Wᴀᴛᴇʀ Rᴇsᴏᴜʀᴄᴇs ᴏf ᴛʜᴇ sᴛᴀᴛᴇ ᴏf ᴏᴅɪsʜᴀ

ID: 751415654427729920

linkhttps://dowr.odisha.gov.in/ calendar_today08-07-2016 14:00:27

6,6K Tweet

97,97K Followers

116 Following

Odisha Lift Irrigation Corporation Ltd. (@olicltd) 's Twitter Profile Photo

ଉଠା ଜଳସେଚନ ଅନ୍ତର୍ଗତ ଗଭୀର ନଳକୂପ ପ୍ରକଳ୍ପ ର ସଫଳ ରୂପାୟନ #ବଲାଙ୍ଗୀର ଜିଲ୍ଲା ର ଘୁଙ୍ଗି, କୁଟୁମୁଣ୍ଡା ଓ ଠାକୁରପାଲି ଚାଷୀଙ୍କ ଜୀବନ ଜୀବିକାକୁ କରିଛି ଆହୁରି ଉନ୍ନତ ଓ ବିକଶିତ । ଜମିରେ ଫଳୁଛି ବହୁବିଧ ପରିବା ଚାଷ । ସଫଳ ହୋଇଛନ୍ତି ଚାଷୀ ଶଙ୍କର ସାହୁ,ପଙ୍କଜ ପଟେଲ ଓ କୃତିବାସ ଭୋଇ। #OdishaWater #OLIC CMO Odisha Office of Development Commissioner, Odisha

ଉଠା ଜଳସେଚନ ଅନ୍ତର୍ଗତ ଗଭୀର ନଳକୂପ ପ୍ରକଳ୍ପ ର ସଫଳ ରୂପାୟନ #ବଲାଙ୍ଗୀର ଜିଲ୍ଲା ର ଘୁଙ୍ଗି, କୁଟୁମୁଣ୍ଡା ଓ ଠାକୁରପାଲି ଚାଷୀଙ୍କ ଜୀବନ ଜୀବିକାକୁ କରିଛି ଆହୁରି ଉନ୍ନତ ଓ ବିକଶିତ । ଜମିରେ ଫଳୁଛି ବହୁବିଧ ପରିବା ଚାଷ । ସଫଳ ହୋଇଛନ୍ତି ଚାଷୀ ଶଙ୍କର ସାହୁ,ପଙ୍କଜ ପଟେଲ ଓ କୃତିବାସ ଭୋଇ। #OdishaWater #OLIC
CMO Odisha Office of Development Commissioner, Odisha
Odisha Lift Irrigation Corporation Ltd. (@olicltd) 's Twitter Profile Photo

#ବଲାଙ୍ଗୀରଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଗଭୀର ନଳକୂପ ପ୍ରକଳ୍ପରେ ଜଳସେଚନ ଯୋଗୁଁ ଚାଷୀ ର ସ୍ବପ୍ନ ହୋଇଛି ପୂରଣ । ୧୦୦ ଏକରରୁ ଉର୍ଦ୍ଧ୍ବ ଜମିରେ ଏବେ ଫଳୁଛି ପ୍ରଚୁର କଖାରୁ ଚାଷ । #OLIC #OdishaWater CMO Odisha Office of Development Commissioner, Odisha Anu Garg I & PR Department, Odisha

#ବଲାଙ୍ଗୀରଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଗଭୀର ନଳକୂପ ପ୍ରକଳ୍ପରେ ଜଳସେଚନ ଯୋଗୁଁ ଚାଷୀ ର ସ୍ବପ୍ନ ହୋଇଛି ପୂରଣ । ୧୦୦ ଏକରରୁ ଉର୍ଦ୍ଧ୍ବ ଜମିରେ ଏବେ ଫଳୁଛି ପ୍ରଚୁର କଖାରୁ ଚାଷ ।  #OLIC #OdishaWater
CMO Odisha Office of Development Commissioner, Odisha Anu Garg I & PR Department, Odisha