Odisha Vigilance (@odishavigilance) 's Twitter Profile
Odisha Vigilance

@odishavigilance

Let's Fight Corruption

ID: 851417361592623105

linkhttp://www.odishavigilance.gov.in/ calendar_today10-04-2017 12:51:32

3,3K Tweet

63,63K Followers

2 Following

Odisha Vigilance (@odishavigilance) 's Twitter Profile Photo

Assets incl. 1 Multi Storey Bldg (3500 sqft), 2 Flats at Cosmopolis, & 2 shops in Galleria & Symphony Mall, Bhubaneswar, 13 Plots (9 in BBSR), etc. unearthed so far in DA search of Sri Raja Kishore Jena, Asst Engr, R&B, #Bhubaneswar. Deposits, investments, gold being ascertained.

Odisha Vigilance (@odishavigilance) 's Twitter Profile Photo

ପୂର୍ତ୍ତ ବିଭାଗ,ଡିଭିଜନ-୩,ଭୁବନେଶ୍ୱରର ସହକାରୀ ଯନ୍ତ୍ରୀ ଶ୍ରୀ ରାଜ କିଶୋର ଜେନାଙ୍କ ଆୟବର୍ହିଭୂତସମ୍ପତ୍ତି ଖାନତଲାସିରେ ବର୍ତ୍ତମାନସୁଦ୍ଧା ଭୁବନେଶ୍ୱରରେ ୧ ବହୁତଳ ପ୍ରାସାଦ(୩୫୦୦ ବର୍ଗଫୁଟ),କସମୋପଲିସରେ ୨ଟି ଫ୍ଲାଟ,ଭୁବନେଶ୍ୱର ଗାଲେରିଆ ଓ ସିମ୍ଫୋନି ମଲ୍ ରେ ୨ଟି ଦୋକାନ,୧୩ଟି ପ୍ଲଟ(୯ ଟି ଭୁବନେଶ୍ୱରରେ),ଜମା ₹୫୦ ଲକ୍ଷ ଆଦି ମିଳିଛି।

Assets incl. 1 Multi Storey Bldg(3500 sqft), 2 Flats at Cosmopolis & 2 shops in Galleria & Symphony Mall, BBSR, 13 Plots (9 in BBSR), Deposits Rs 75 Lakhs, Children education exp at KIIT/KIMS Rs 67 Lakh, etc. unearthed so far in search of Raja Kishore Jena, AE, R&B, #Bhubaneswar.

3rd day of search on Sri Ashok Panda, AE, R&B, BBSR: Assets unearthed so far: 2 buildings, 7 flats (Vipul Gardens, Grand Awaas, Utkal Utopia, Royal Habitat, Space, Cosmopolis-2), 4 commercial outlets (Galleria-2, Symphony, DLF Cyber City), 9 plots - all in & around #Bhubaneswar.

ପୂର୍ତ୍ତ ବିଭାଗ,ଡିଭିଜନ-୩,ଭୁବନେଶ୍ୱରର ସହକାରୀ ଯନ୍ତ୍ରୀ ଶ୍ରୀ ଅଶୋକ କୁମାର ପଣ୍ଡାଙ୍କ ଆୟବର୍ହିଭୂତସମ୍ପତ୍ତି ଖାନତଲାସିର ୩ୟ ଦିନରେ ଭୁବନେଶ୍ୱରରେ ୨ଟି କୋଠା, ୭ଟି ଫ୍ଲାଟ(ଭିପୁଲ୍ ଗାର୍ଡେନ୍,ଗ୍ରାଣ୍ଡ୍ ଆୱାସ୍,ଉତ୍କଳ ଉଟୋପିଆ,କସ୍ମୋପଲିସ୍-୨ ଇତ୍ୟାଦିରେ),୪ଟି ଦୋକାନ(ଗାଲେରିଆ-୨,ସିମ୍ଫୋନି,ଡ଼ିଏଲଏଫ ସାଇବର ସିଟି),୯ ପ୍ଲଟ୍ ଆଦି ମିଳିଛି।

Assets incld 1 Multi Storey Bldg, 44 Plots, Gold approx 250 gms , Cash over Rs.2.38 Lakhs, Deposits Rs 1.08 Crores, Rs 40 Lakhs spent on Medical education of daughter etc unearthed so far in search of Sri Golap Chandra Hansdah, MVI, #Boudh. Searches ctng.

Odisha Vigilance (@odishavigilance) 's Twitter Profile Photo

ବୌଦ୍ଧ ଏମଭିଆଇ ଶ୍ରୀ ଗୋଲାପ ଚନ୍ଦ୍ର ହାଁସଦାଙ୍କ ଆୟବର୍ହିଭୂତସମ୍ପତ୍ତି ଖାନତଲାସିରେ ବର୍ତ୍ତମାନସୁଦ୍ଧା ୧ ବହୁତଳ ପ୍ରାସାଦ, ୪୪ ପ୍ଲଟ, ସୁନା ୧ କିଲୋଗ୍ରାମ(୨ଟି ସୁନା ବିସ୍କୁଟ ପ୍ରତ୍ୟେକ ୫୦ ଗ୍ରାମ),୨ କିଲୋଗ୍ରାମରୁ ଅଧିକ ରୂପା, ନଗଦ ₹୨.୩୮ ଲକ୍ଷ, ଜମା ₹୧.୩୪ କୋଟି, ଝିଅର ଡାକ୍ତରୀ ଶିକ୍ଷା ପାଇଁ ₹୪୦ ଲକ୍ଷ ଟଙ୍କା, ଆଦି ମିଳିଛି ।

Odisha Vigilance (@odishavigilance) 's Twitter Profile Photo

Today, Sri Golap Chandra Hansdah, MVI, #Boudh was arrested by #Odisha #Vigilance & sent to jail custody. DA of 630% incld 1 Multi Storey Bldg, 44 Plots, Gold 1 kg (2 Gold Biscuits each 50 gm),Silver over 2kg ,Cash over Rs.2.38 Lakhs, Deposits over Rs 1.34 Crores, etc. unearthed.

Odisha Vigilance (@odishavigilance) 's Twitter Profile Photo

ବୌଦ୍ଧ ଏମଭିଆଇ ଶ୍ରୀ ଗୋଲାପ ଚନ୍ଦ୍ର ହାଁସଦାଙ୍କୁ ଆୟବର୍ହିଭୂତସମ୍ପତ୍ତି(ଆୟର ୬୩୦%)ଠୁଳ ମାମଲାରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫକରାଯାଇ ଜେଲ ପଠାଯାଇଛି।ଆୟବର୍ହିଭୂତସମ୍ପତ୍ତିମଧ୍ୟରେ ୧ ବହୁତଳ ପ୍ରାସାଦ,୪୪ ପ୍ଲଟ,ସୁନା ୧ କିଲୋଗ୍ରାମ(୨ଟି ସୁନାବିସ୍କୁଟ ପ୍ରତ୍ୟେକ ୫୦ ଗ୍ରାମ),୨କିଲୋଗ୍ରାମରୁ ଅଧିକ ରୂପା,ଜମା ₹୧.୩୪କୋଟି ଆଦି ରହିଛି।