ଓଡ଼ିଆ ଜଗତ (@odiajagat) 's Twitter Profile
ଓଡ଼ିଆ ଜଗତ

@odiajagat

ମୁଁ ଓଡ଼ିଆ , ଓଡ଼ିଶା ହେଉଛି ମୋ' ଘର ,ଶ୍ରୀ ଜଗନ୍ନାଥ ହେଉଛନ୍ତି ମୋ'ର ଆରାଧ୍ୟ ଦେବତା । ମୁ ୧୨ ମାସ ରେ ୧୩ ଯାନୀଯାତ୍ରା ପାଳନ କରେ।
Jay Jagannath 🙏

ID: 109496309

calendar_today29-01-2010 07:05:55

137,137K Tweet

29,29K Followers

199 Following

ଓଡ଼ିଆ ଜଗତ (@odiajagat) 's Twitter Profile Photo

ଆଜି କଟକ ଅଧିଷ୍ଠାତ୍ରୀ ଦେବୀ ମା କଟକଚଣ୍ଡୀ ଠାକୁରାଣୀଙ୍କ ସନ୍ଧ୍ୟା ଦର୍ଶନ 🙏

ଆଜି କଟକ ଅଧିଷ୍ଠାତ୍ରୀ ଦେବୀ ମା କଟକଚଣ୍ଡୀ ଠାକୁରାଣୀଙ୍କ ସନ୍ଧ୍ୟା ଦର୍ଶନ 🙏
ଓଡ଼ିଆ ଜଗତ (@odiajagat) 's Twitter Profile Photo

ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଙ୍କର ଆଜିର ଦିବ୍ୟ ସନ୍ଧ୍ୟା ଦର୍ଶନ ❤️🥰🙏

ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଙ୍କର ଆଜିର ଦିବ୍ୟ ସନ୍ଧ୍ୟା ଦର୍ଶନ ❤️🥰🙏
ଓଡିଶାର କଳା ଓ ସଂସ୍କୃତି (@odiasanskruti) 's Twitter Profile Photo

ଆସନ୍ତା କାଲି ଠାରୁ ୩ ଦିନ ଧରି ରତ୍ନଭଣ୍ଡାର ବୈଷୟିକ ସର୍ଭେ ଚାଲିବ..ତେଣୁ ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଚାଲିଥିବା ସମୟ ରେ ଦିନ ୧ଟାରୁ ସନ୍ଧ୍ୟା ୬ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ..🙏 #ପୁରୀ

ଆସନ୍ତା କାଲି ଠାରୁ ୩ ଦିନ ଧରି  ରତ୍ନଭଣ୍ଡାର ବୈଷୟିକ ସର୍ଭେ ଚାଲିବ..ତେଣୁ ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଚାଲିଥିବା ସମୟ ରେ ଦିନ ୧ଟାରୁ ସନ୍ଧ୍ୟା ୬ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ..🙏
#ପୁରୀ
ଓଡ଼ିଆ ଜଗତ (@odiajagat) 's Twitter Profile Photo

ମା ଭଗବତୀ ରାମଚଣ୍ଡୀ ଠାକୁରାଣୀଙ୍କର ଅପୂର୍ବ ଦର୍ଶନ ❤️🙏🥰

ମା ଭଗବତୀ ରାମଚଣ୍ଡୀ ଠାକୁରାଣୀଙ୍କର ଅପୂର୍ବ ଦର୍ଶନ ❤️🙏🥰
ଓଡ଼ିଆ ଜଗତ (@odiajagat) 's Twitter Profile Photo

🙏🌺ମା ସମଲେଶ୍ବରୀ ଙ୍କ ଆଜି ର ଦର୍ଶନ🌺🙏 🌺🌺ଜୟ ମା ସମଲେଶ୍ବରୀ🌺🌺 🌺ତା:୨୧.୦୯.୨୦୨୪,ଶନିବାର🌺

🙏🌺ମା ସମଲେଶ୍ବରୀ ଙ୍କ ଆଜି ର ଦର୍ଶନ🌺🙏
        🌺🌺ଜୟ ମା ସମଲେଶ୍ବରୀ🌺🌺
        🌺ତା:୨୧.୦୯.୨୦୨୪,ଶନିବାର🌺
ଓଡିଶାର କଳା ଓ ସଂସ୍କୃତି (@odiasanskruti) 's Twitter Profile Photo

ଆଜି ଶୁଭ ଶନିବାର ରେ ମା ତୋରଣ ଲକ୍ଷ୍ମୀ ଠାକୁରାଣୀଙ୍କ ଦିବ୍ୟ ଦର୍ଶନ 🙏

ଆଜି ଶୁଭ ଶନିବାର ରେ ମା ତୋରଣ ଲକ୍ଷ୍ମୀ ଠାକୁରାଣୀଙ୍କ ଦିବ୍ୟ ଦର୍ଶନ 🙏
Er.Sushree Sangita#ଜୟ⭕❕⭕ ଜଗନ୍ନାଥ (@sangitasethy) 's Twitter Profile Photo

ଯାଜପୁର ଶିରୋମଣି ତୁ ମା ବିରଜା ତୋ ପାଇଁ ଜଗତେ ଯାଜପୁର ପଡ଼େ ଖୋଜା! ତୋ ମହିମା ସାରା ଜଗତେ ସାର ତୋ ପୀଠେ ପାଦ ନ ପଡ଼ିଲେ ଜନ୍ମ ବେକାର। ଦ୍ୱିଭୁଜା ମହିଷମର୍ଦ୍ଦିନୀ ତୋ ପଣତ ତଳେ ଏ ସଂସାର ହସୁଥାଉ ମୁଣ୍ଡ ରଖି ତୋ କୋଳେ। ଜୟ ହେଉ ମା ତୋର ଉଡୁଥାଉ ତୋର ବାନା ଏ ଜଗତ ଅନ୍ଧାର ଯେ ତୋ ଆଶିଷ ବିନା! ❤️🙏

ଯାଜପୁର ଶିରୋମଣି ତୁ ମା ବିରଜା 
ତୋ ପାଇଁ ଜଗତେ ଯାଜପୁର ପଡ଼େ ଖୋଜା! 
ତୋ ମହିମା ସାରା ଜଗତେ ସାର
ତୋ ପୀଠେ ପାଦ ନ ପଡ଼ିଲେ ଜନ୍ମ ବେକାର। 
ଦ୍ୱିଭୁଜା ମହିଷମର୍ଦ୍ଦିନୀ ତୋ ପଣତ ତଳେ 
ଏ ସଂସାର ହସୁଥାଉ ମୁଣ୍ଡ ରଖି ତୋ କୋଳେ। 
ଜୟ ହେଉ ମା ତୋର ଉଡୁଥାଉ ତୋର ବାନା
ଏ ଜଗତ ଅନ୍ଧାର ଯେ ତୋ ଆଶିଷ ବିନା! ❤️🙏
ଓଡିଶାର କଳା ଓ ସଂସ୍କୃତି (@odiasanskruti) 's Twitter Profile Photo

କାକଟପୁର ବାସିନୀ ମା ମଙ୍ଗଳା ଠାକୁରାଣୀଙ୍କ ଆଜିର ବେଶ ଦର୍ଶନ🙏🙏🚩🚩

କାକଟପୁର ବାସିନୀ ମା ମଙ୍ଗଳା ଠାକୁରାଣୀଙ୍କ ଆଜିର ବେଶ ଦର୍ଶନ🙏🙏🚩🚩
ଓଡ଼ିଆ ଜଗତ (@odiajagat) 's Twitter Profile Photo

ଶ୍ରୀ ହନୁମାନ ଚାଳିଶା ଭାଗ - ୨୪ ସବ ସୁଖ ଲହୈ ତୁମ୍ହାରୀ ସରନା । ତୁମ ରଚ୍ଛକ କାହୂ କୋ ଡର ନା ॥ ଭାବାର୍ଥ :- ହେ ମହାବୀର ହନୁମାନ, ଯେଉଁମାନେ ଆପଣଙ୍କ ଶରଣକୁ ଆସନ୍ତି ସେମାନେ ସମସ୍ତେ ସୁଖ ପ୍ରାପ୍ତ କରନ୍ତି । ଯେତେବେଳେ ଆପଣ ଆପଣଙ୍କର ଭକ୍ତର ରକ୍ଷକ ଅଟନ୍ତି, ସେତେବେଳେ ତାହାର କାହାରିକୁ ଭୟ ନଥାଏ ।

ଶ୍ରୀ ହନୁମାନ ଚାଳିଶା  ଭାଗ - ୨୪

ସବ ସୁଖ ଲହୈ ତୁମ୍ହାରୀ ସରନା ।
ତୁମ ରଚ୍ଛକ କାହୂ କୋ ଡର ନା ॥

ଭାବାର୍ଥ :- ହେ ମହାବୀର ହନୁମାନ, ଯେଉଁମାନେ ଆପଣଙ୍କ ଶରଣକୁ ଆସନ୍ତି ସେମାନେ ସମସ୍ତେ ସୁଖ ପ୍ରାପ୍ତ କରନ୍ତି । ଯେତେବେଳେ ଆପଣ ଆପଣଙ୍କର ଭକ୍ତର ରକ୍ଷକ ଅଟନ୍ତି, ସେତେବେଳେ ତାହାର କାହାରିକୁ ଭୟ ନଥାଏ ।
ଓଡିଶାର କଳା ଓ ସଂସ୍କୃତି (@odiasanskruti) 's Twitter Profile Photo

ଶ୍ରୀ ପୁରୁଷୋତ୍ତମ ( ଶ୍ରୀଜଗନ୍ନାଥ ) କ୍ଷେତ୍ର ମାହାତ୍ମ୍ୟମ୍ ପ୍ରଥମୋଽଧ୍ୟାୟଃ ଭାଗ - ୧୩ ଅହୋ ତତ୍ ପରମଂ କ୍ଷେତ୍ର ବିସ୍ତୃତଂ ଦଶଯୋଜନୈଃ । ତୀର୍ଥରାଜସ୍ୟ ସଲିଳାଦୁତ୍‌ଥିତଂ ବାଲୁକାଚିତମ୍ ॥୧୩। ସେହି ପରମ ରମଣୀୟ ଆଶ୍ଚର୍ଯ୍ୟ କ୍ଷେତ୍ର ଦଶ ଯୋଜନ ବିସ୍ତୃତ ଓ ତୀର୍ଥରାଜ ସମୁଦ୍ରର ସଳିଳରୁ ସମୁତ୍ ଥିତ ହୋଇ ବାଲୁକାରାଶି ବେଷ୍ଟିତ ଅଟେ ।୧୩।

ଶ୍ରୀ ପୁରୁଷୋତ୍ତମ ( ଶ୍ରୀଜଗନ୍ନାଥ ) କ୍ଷେତ୍ର ମାହାତ୍ମ୍ୟମ୍ ପ୍ରଥମୋଽଧ୍ୟାୟଃ ଭାଗ - ୧୩

ଅହୋ ତତ୍ ପରମଂ କ୍ଷେତ୍ର ବିସ୍ତୃତଂ ଦଶଯୋଜନୈଃ । ତୀର୍ଥରାଜସ୍ୟ ସଲିଳାଦୁତ୍‌ଥିତଂ ବାଲୁକାଚିତମ୍ ॥୧୩।

ସେହି ପରମ ରମଣୀୟ ଆଶ୍ଚର୍ଯ୍ୟ କ୍ଷେତ୍ର ଦଶ ଯୋଜନ ବିସ୍ତୃତ ଓ ତୀର୍ଥରାଜ ସମୁଦ୍ରର ସଳିଳରୁ ସମୁତ୍ ଥିତ ହୋଇ ବାଲୁକାରାଶି ବେଷ୍ଟିତ ଅଟେ ।୧୩।
ଓଡ଼ିଆ ଜଗତ (@odiajagat) 's Twitter Profile Photo

ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଙ୍କର ଆଜିର ଦିବ୍ୟ ସନ୍ଧ୍ୟା ଦର୍ଶନ ❤️🥰🙏

ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଙ୍କର ଆଜିର ଦିବ୍ୟ ସନ୍ଧ୍ୟା ଦର୍ଶନ ❤️🥰🙏
ଓଡ଼ିଆ ଜଗତ (@odiajagat) 's Twitter Profile Photo

ଘଟଗାଁ ପୀଠର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ ଙ୍କ ଦିବ୍ୟ ଦର୍ଶନ 🙏

ଘଟଗାଁ ପୀଠର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ ଙ୍କ ଦିବ୍ୟ ଦର୍ଶନ 🙏