ଜଣେ ଭାରତୀୟ (@niladrirath2026) 's Twitter Profile
ଜଣେ ଭାରତୀୟ

@niladrirath2026

Teacher,Nationalist,Curosity for Science and Geography Lover

ID: 1927235559421874177

calendar_today27-05-2025 05:29:13

28 Tweet

26 Followers

18 Following

ଜଣେ ଭାରତୀୟ (@niladrirath2026) 's Twitter Profile Photo

ଶାନ୍ତି ପ୍ରିୟ ଶିକ୍ଷକ ସମାଜ କେବେ ଆନ୍ଦୋଳନ ଚାହେଁ ନାହିଁ କିନ୍ତୁ 2025-26 ବର୍ଷର ମାଧ୍ୟମିକ ଶିକ୍ଷକଙ୍କର ବଦଳି ନିର୍ଦ୍ଦେଶ ପ୍ରକାଶ ନପାଇବା ଶିକ୍ଷକ ସମାଜକୁ ଆନ୍ଦୋଳନ କରିବାକୁ ବାଧ୍ଯ କରୁଛି ଗଣ ଶିକ୍ଷା ବିଭାଗ EducationOdisha CMO Odisha Nityananda Gond Mohan Charan Majhi OSEPA Dharmendra Pradhan BJP Odisha

ଶାନ୍ତି ପ୍ରିୟ ଶିକ୍ଷକ ସମାଜ କେବେ ଆନ୍ଦୋଳନ ଚାହେଁ ନାହିଁ କିନ୍ତୁ 2025-26 ବର୍ଷର ମାଧ୍ୟମିକ ଶିକ୍ଷକଙ୍କର ବଦଳି ନିର୍ଦ୍ଦେଶ ପ୍ରକାଶ ନପାଇବା ଶିକ୍ଷକ ସମାଜକୁ ଆନ୍ଦୋଳନ କରିବାକୁ ବାଧ୍ଯ କରୁଛି ଗଣ ଶିକ୍ଷା ବିଭାଗ
EducationOdisha
CMO Odisha
Nityananda Gond
Mohan Charan Majhi
OSEPA
Dharmendra Pradhan
BJP Odisha
ଜଣେ ଭାରତୀୟ (@niladrirath2026) 's Twitter Profile Photo

ଆଶା ଥିଲା ଆମର ଲୋକପ୍ରିୟ ସରକାର ଶିକ୍ଷକ ମାନଙ୍କ ବଦଳି କୁ ପୂର୍ବ ସରକାର ଙ୍କ ଭଳିଆ ଅବହେଳା କରିବେ ନାହିଁ ବୋଲି ଆଶାବ୍ୟକ୍ତ କରୁଚୁ 🇮🇳 BJP Odisha Dharmendra Pradhan Nityananda Gond CMO Odisha Aparajita Sarangi, MP,( Lok Sabha) Bhubaneswar

Nityananda Gond (@nityanandabjp) 's Twitter Profile Photo

ବାଲେଶ୍ଵର, ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଘଟଣାର ପୀଡ଼ିତା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। ଓଁ ଶାନ୍ତି

ଶିକ୍ଷକ ସମସ୍ୟା (@cbtteachers) 's Twitter Profile Photo

District Administration,Bhadrak BJD IT Wing Nityananda Gond ଓଡିଶାର ଆଇନର ଉର୍ଧ୍ଵରେ କି ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ?ସବୁ ଜିଲ୍ଲା ବଦଳି ହୋଇଥିବା ଶିକ୍ଷକଙ୍କୁ ରିଲିଭ କରିଥିବା ବେଳେ କାହିଁକି କରିନାହାନ୍ତି ଜିଲ୍ଲା ଶିକ୍ଷାଧିକାରୀ?ଛୋଟ ଛୁଆ ପିଲାଙ୍କୁ ଧରି ଅପେକ୍ଷାରତ ଶିକ୍ଷୟିତ୍ରୀଙ୍କ ଯଦି କିଛି ଅସୁବିଧା ହୁଏ ଶିକ୍ଷାଧିକାରୀ ଦାୟୀ ରହିବେ ତ?

District Administration,Bhadrak BJD IT Wing Nityananda Gond
ଓଡିଶାର ଆଇନର ଉର୍ଧ୍ଵରେ କି ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ?ସବୁ ଜିଲ୍ଲା ବଦଳି ହୋଇଥିବା ଶିକ୍ଷକଙ୍କୁ ରିଲିଭ କରିଥିବା ବେଳେ କାହିଁକି କରିନାହାନ୍ତି ଜିଲ୍ଲା ଶିକ୍ଷାଧିକାରୀ?ଛୋଟ ଛୁଆ ପିଲାଙ୍କୁ ଧରି ଅପେକ୍ଷାରତ ଶିକ୍ଷୟିତ୍ରୀଙ୍କ ଯଦି କିଛି ଅସୁବିଧା ହୁଏ ଶିକ୍ଷାଧିକାରୀ ଦାୟୀ ରହିବେ ତ?
ଜଣେ ଭାରତୀୟ (@niladrirath2026) 's Twitter Profile Photo

ହେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଆପଣ ଜଣେ ଶିକ୍ଷକ ଭାବେ ଶିକ୍ଷକ ଙ୍କ ଦୁଃଖ ଶୁଣିବେ ଆଶା କରୁଛୁ ଆପଣଙ୍କ ସରକାର ରେCMO Odisha Nityananda Gond BJP Odisha Dharmendra Pradhan Aparajita Sarangi, MP,( Lok Sabha) Bhubaneswar Pravati Parida Kanak Vardhan Singh Deo (Modiji Ka Parivar)

ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀ ଙ୍କ ପ୍ରୟାସ ର ପ୍ରଥମ ସୋପାନ ହେବା କଥା ଶିକ୍ଷକ ମାନଙ୍କର କ୍ୟାଡ଼ର କୁ ସୃଷ୍ଟି କରିବା ଆଉ 32 ବର୍ଷ ର ପ୍ରତୀକ୍ଷା ର ଅନ୍ତ ଘଟାଇବା #cadrerestucture CMO Odisha Nityananda Gond Aparajita Sarangi, MP,( Lok Sabha) Bhubaneswar BJP Odisha Dharmendra Pradhan

ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀ ଙ୍କ ପ୍ରୟାସ ର ପ୍ରଥମ ସୋପାନ ହେବା କଥା ଶିକ୍ଷକ ମାନଙ୍କର କ୍ୟାଡ଼ର କୁ ସୃଷ୍ଟି କରିବା ଆଉ 32 ବର୍ଷ ର ପ୍ରତୀକ୍ଷା ର ଅନ୍ତ ଘଟାଇବା
#cadrerestucture
CMO Odisha Nityananda Gond Aparajita Sarangi, MP,( Lok Sabha) Bhubaneswar BJP Odisha Dharmendra Pradhan
ଜଣେ ଭାରତୀୟ (@niladrirath2026) 's Twitter Profile Photo

#cadrerestructure ଆଶା ଅଛି ଲୋକପ୍ରିୟ ସରକାର ମାଧ୍ୟମିକ ଶିକ୍ଷକଙ୍କୁ ନ୍ୟାୟ ଏଵଂ ସମ୍ମାନ ର ସହ ବଞ୍ଚିବାକୁ ଦେବେ🙏 CMO Odisha Nityananda Gond Aparajita Sarangi, MP,( Lok Sabha) Bhubaneswar BJP Odisha MANMOHAN SAMAL Governor Odisha Mohan Charan Majhi

#cadrerestructure ଆଶା ଅଛି ଲୋକପ୍ରିୟ ସରକାର ମାଧ୍ୟମିକ ଶିକ୍ଷକଙ୍କୁ ନ୍ୟାୟ ଏଵଂ ସମ୍ମାନ ର ସହ ବଞ୍ଚିବାକୁ ଦେବେ🙏
CMO Odisha Nityananda Gond Aparajita Sarangi, MP,( Lok Sabha) Bhubaneswar BJP Odisha MANMOHAN SAMAL Governor Odisha Mohan Charan Majhi
ଜଣେ ଭାରତୀୟ (@niladrirath2026) 's Twitter Profile Photo

ହେ ଲୋକପ୍ରିୟ ସରକାର ମାଧ୍ୟମିକ ଶିକ୍ଷକଙ୍କୁ ନ୍ୟାୟ ମିଳିବ ବୋଲି ସମଗ୍ର ଶିକ୍ଷକ ଜାତି ଆଶାବାଦୀ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଆମ ଦୁଃଖ ଶୁଣିବେ ଏଵଂ 32 ବର୍ଷର ଅପେକ୍ଷାର ଅନ୍ତ ଆସିବ CMO Odisha Aparajita Sarangi, MP,( Lok Sabha) Bhubaneswar Mohan Charan Majhi Nityananda Gond EducationOdisha Dr. Krushna Chandra Mahapatra

ଜଣେ ଭାରତୀୟ (@niladrirath2026) 's Twitter Profile Photo

ହେ ଲୋକପ୍ରିୟ ସରକାର ଆପଣଙ୍କ ଠାରୁ ମାଧ୍ୟମିକ ଶିକ୍ଷକ ନ୍ୟାୟ ଆଶାରେ ଅପେକ୍ଷା କରିଛି ଦୀର୍ଘ 32 ବର୍ଷ ଧରି ଲୋକଙ୍କ ମୁଖ୍ୟମନ୍ତ୍ରୀ ନିଶ୍ଚୟ ନ୍ୟାୟ ଦେବେ 🙏🙏🇮🇳 CMO Odisha BJP Odisha Mohan Charan Majhi Nityananda Gond EducationOdisha BJP

ହେ ଲୋକପ୍ରିୟ ସରକାର ଆପଣଙ୍କ ଠାରୁ ମାଧ୍ୟମିକ ଶିକ୍ଷକ ନ୍ୟାୟ ଆଶାରେ ଅପେକ୍ଷା କରିଛି ଦୀର୍ଘ 32 ବର୍ଷ ଧରି
ଲୋକଙ୍କ ମୁଖ୍ୟମନ୍ତ୍ରୀ ନିଶ୍ଚୟ ନ୍ୟାୟ ଦେବେ 🙏🙏🇮🇳
CMO Odisha BJP Odisha Mohan Charan Majhi Nityananda Gond EducationOdisha BJP
BJP Odisha (@bjp4odisha) 's Twitter Profile Photo

ମୋଦୀ ସରକାରଙ୍କ ହାତରେ ସୁରକ୍ଷିତ ଅଛି ଆରାବଳୀ। #AravalliIsSafe

ମୋଦୀ ସରକାରଙ୍କ ହାତରେ ସୁରକ୍ଷିତ ଅଛି ଆରାବଳୀ।

#AravalliIsSafe
State Transport Authority, Odisha (@staodisha) 's Twitter Profile Photo

ମୋଟର ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅନୁଧ୍ୟାନ କରି ‘ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା’ ନିଷ୍ପତ୍ତିକୁ ଘୁଞ୍ଚାଯାଇଛି । ପୂର୍ବରୁ ଜାନୁଆରୀରୁ ଏହା ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗର ମାନ୍ୟବର

BJP Odisha (@bjp4odisha) 's Twitter Profile Photo

ଆସନ୍ତାକାଲି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମ ଶତାଦ୍ଦୀ ବର୍ଷ ପାଳନ ହେବ । ଏହି ଅବସରରେ ଆସନ୍ତା କାଲି ସକାଳ ୮ଘଟିକା ୩୦ମିନିଟ୍‌ରେ ରାଜ୍ୟ କାର୍ଯ୍ୟାଳୟରେ ୧୦ତମ ‘ଅଟଳ ସମ୍ମାନ-୨୦୨୫’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ମାନନୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ

ଆସନ୍ତାକାଲି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମ ଶତାଦ୍ଦୀ ବର୍ଷ ପାଳନ ହେବ । ଏହି ଅବସରରେ ଆସନ୍ତା କାଲି ସକାଳ ୮ଘଟିକା ୩୦ମିନିଟ୍‌ରେ ରାଜ୍ୟ କାର୍ଯ୍ୟାଳୟରେ ୧୦ତମ ‘ଅଟଳ ସମ୍ମାନ-୨୦୨୫’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ମାନନୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ
State Transport Authority, Odisha (@staodisha) 's Twitter Profile Photo

ଗାଡ଼ିର ପଞ୍ଜିକରଣ ଓ ଡ୍ରାଇଭିଂ ଲାଇସେନ୍ସରେ ମୋବାଇଲ ନମ୍ବର ଅପଡେଟ୍ ରଖନ୍ତୁ ଏଥିଲାଗି RTO ଯିବାର ଆବଶ୍ୟକ‌ତା ନାହିଁ ଘରେ ବସି ବାହନ ଏବଂ ସାରଥୀ ପୋର୍ଟାଲରେ ମୋବାଇଲ୍ ନମ୍ବର ଅପଡେଟ୍ କରିପାରିବେ vahan.parivahan.gov.in/mobileupdate sarathi.parivahan.gov.in #RoadSafety #Odisha #UpdateYourNumber #ComeHomeSafe #STAOdisha

ଗାଡ଼ିର ପଞ୍ଜିକରଣ ଓ ଡ୍ରାଇଭିଂ ଲାଇସେନ୍ସରେ ମୋବାଇଲ ନମ୍ବର ଅପଡେଟ୍ ରଖନ୍ତୁ
ଏଥିଲାଗି RTO ଯିବାର ଆବଶ୍ୟକ‌ତା ନାହିଁ
ଘରେ ବସି ବାହନ ଏବଂ ସାରଥୀ ପୋର୍ଟାଲରେ ମୋବାଇଲ୍ ନମ୍ବର ଅପଡେଟ୍ କରିପାରିବେ
vahan.parivahan.gov.in/mobileupdate
sarathi.parivahan.gov.in

#RoadSafety #Odisha #UpdateYourNumber #ComeHomeSafe #STAOdisha