ନିଧି ଅଜା (@nidhi_budha) 's Twitter Profile
ନିଧି ଅଜା

@nidhi_budha

ଆମର କୌଣସି ବ୍ରାଞ୍ଚ୍ ନାହିଁ । ନକଲି ପ୍ରତି ସାବଧାନ ।

ID: 565122100

linkhttps://nidhiaja.blogspot.com/2016/12/blog-post_31.html calendar_today28-04-2012 03:21:37

45,45K Tweet

25,25K Followers

249 Following

ନିଧି ଅଜା (@nidhi_budha) 's Twitter Profile Photo

ଯେଉଁମାନେ କହୁଥିଲେ ନିର୍ମଳା ସୀତାରମଣ କରଦାତାଙ୍କ ଦୁଃଖ ବୁଝୁନାହାଁନ୍ତି, ପଢନ୍ତୁ ଟିକେ ।

ନିଧି ଅଜା (@nidhi_budha) 's Twitter Profile Photo

ସବୁ ଦୋଷ ଖାଲି ମୋର କହିକି କି ଖୁସି ପାଉଛ କୁହ ! ରେଡିଓ ଦିନର ସେ ପୁରୁଣା ସୁଗମ ସଙ୍ଗୀତ ମନେ ପକେଇଦେଲା । 💕 #ପ୍ରେମାନନ୍ଦ

ନିଧି ଅଜା (@nidhi_budha) 's Twitter Profile Photo

ଅନାବଶ୍ୟକ । ରେଭେନ୍ସା କଲେଜ କହିଲେ କୌଣସି ଇଂରେଜ ବ୍ୟକ୍ତିର ଛବି ମନକୁ ଆସେନି । ମନେପଡେ ଅସରନ୍ତି ସ୍ମୃତି । ଏ ନାଁ ସହ ଯୋଡି ହୋଇଥିବା ଜୀବନର ଅନେକ ଅଭିନ୍ନ ଅଂଶ ।

ନିଧି ଅଜା (@nidhi_budha) 's Twitter Profile Photo

ବର୍ଷ ସରିବାକୁ ରହିଲା ଆଉ ମାତ୍ର ଚାରି ମାସ । ⏳️ ସ୍ୱାଗତମ ସେପ୍ଟେମ୍ବର ।

ନିଧି ଅଜା (@nidhi_budha) 's Twitter Profile Photo

ଆସୁଛନ୍ତି ଅଗ୍ରପୂଜ୍ୟ ପ୍ରଭୂ ଗଣେଶ । ଜୟ ଜଗନ୍ନାଥ ସ୍ଥାନ: ମୁମ୍ବାଇ ଫୋଟୋ: ଏକ୍ସ

ଆସୁଛନ୍ତି ଅଗ୍ରପୂଜ୍ୟ ପ୍ରଭୂ ଗଣେଶ । 

ଜୟ ଜଗନ୍ନାଥ 

ସ୍ଥାନ: ମୁମ୍ବାଇ
ଫୋଟୋ: ଏକ୍ସ
ନିଧି ଅଜା (@nidhi_budha) 's Twitter Profile Photo

ଏମାନେ ତ ଯାହାହେଲେ 28% ଟମାଟୋ ପେଷ୍ଟ ଦେଉଛନ୍ତି, ଲୋକାଲ ସସ୍ ବାଲା ତ ବୋଇତାଳୁ, କେମିକାଲ ପକେଇ କାମ ସାରି ଦେଉଛନ୍ତି ।

ନିଧି ଅଜା (@nidhi_budha) 's Twitter Profile Photo

ସ୍ୱପ୍ନଟିଏ ଦେଖିଲି । ଦୋକାନୀକୁ ଚାହା ଅର୍ଡର ଦେଇ ପିଇଲି । ଚାହା ପଇସା ଦେବା ପୂର୍ବରୁ ନିଦ ଭାଙ୍ଗିଗଲା । Feeling guilty. 😮‍💨😮‍💨

ନିଧି ଅଜା (@nidhi_budha) 's Twitter Profile Photo

ଏତେ ଟଙ୍କାର ଝୋଟ ବ୍ୟାଗ୍ ତମକୁ ଦେଲେ । ପରିବାପତ୍ର ନେବାଆଣିବା କଲ । ହେଲେ ଭୋଟ ଦେଲନି ! ଏଗୁଡାକ କି କଥା ! 🫤🫤

ନିଧି ଅଜା (@nidhi_budha) 's Twitter Profile Photo

ମୋର ସମସ୍ତ ଶିଷ୍ୟ ମାନଙ୍କୁ ଆଜି ଗୁରୁ ଦିବସରେ ଶୁଭେଚ୍ଛା ଜଣାଉଛି । ଶିଷ୍ୟମାନେ, ତୁମେ ପାଠ ପଢ, ଆଗକୁ ବଢ, ଦେଶ ଗଢ ।

ନିଧି ଅଜା (@nidhi_budha) 's Twitter Profile Photo

ଲାଗୁଛି ପ୍ରତି ମାସରେ ଜଣେ ଲେଖା ଡିଆଁ ମାରିବେ । #ରାଜ୍ୟସଭା

ନିଧି ଅଜା (@nidhi_budha) 's Twitter Profile Photo

ଇନକମ୍ ଟାକ୍ସ ଟିକେ କମେଇଦିଅ । ବାକି ଯାହା ଟାକ୍ସ ନେଉଛ ନିଅ । 😒😒