ନିଧି ଅଜା (@nidhi_budha) 's Twitter Profile
ନିଧି ଅଜା

@nidhi_budha

ଆମର କୌଣସି ବ୍ରାଞ୍ଚ୍ ନାହିଁ । ନକଲି ପ୍ରତି ସାବଧାନ ।

ID: 565122100

linkhttps://nidhiaja.blogspot.com/2016/12/blog-post_31.html calendar_today28-04-2012 03:21:37

47,47K Tweet

25,25K Takipçi

260 Takip Edilen

ନିଧି ଅଜା (@nidhi_budha) 's Twitter Profile Photo

ଲାଗୁଛି ଏଥର ରଜରେ ଅନନ୍ତା ହିଁ ବାଜିମାତ କରିବ । ପୋଷ୍ଟରଟା ଜବରଦସ୍ତ ହୋଇଛି । *ହାଇଦ୍ରାବାଦରେ ରିଲିଜ ହେଲେ ମାଡିଯିବା ଲୁନା ଧରି 😜👍

ଲାଗୁଛି ଏଥର ରଜରେ ଅନନ୍ତା ହିଁ ବାଜିମାତ କରିବ । ପୋଷ୍ଟରଟା ଜବରଦସ୍ତ ହୋଇଛି । 

*ହାଇଦ୍ରାବାଦରେ ରିଲିଜ ହେଲେ ମାଡିଯିବା ଲୁନା ଧରି 😜👍
ନିଧି ଅଜା (@nidhi_budha) 's Twitter Profile Photo

ଅହମଦାବାଦ ବିମାନ ଦୂର୍ଘଟଣାର ସିସିଟିଭି ଫୁଟେଜ୍ । 2010 ମାଙ୍ଗାଲୋର ବିମାନ ଦୂର୍ଘଟଣାକୁ ବି ବଳିଗଲା । ଭାରତରେ ସବୁଠାରୁ ବଡ ବିମାନ ଦୂର୍ଘଟଣା । ହୃଦୟ ବିଦାରକ ।

ନିଧି ଅଜା (@nidhi_budha) 's Twitter Profile Photo

ଅଷ୍ଟ୍ରେଲିଆକୁ ଫାଇନାଲରେ ହରାଇବାର ଖୁସି ଅଲଗା ପ୍ରକାରର । Congrats South Africa.👍 #WTCFinal2025

ନିଧି ଅଜା (@nidhi_budha) 's Twitter Profile Photo

Mayoclinic ଲେଖୁଛି କଲେରା ରୋଗଟା ଏତେ ବି କଷ୍ଟସାଧ୍ୟ ନୁହେଁ, can be easily treated. ଆମ ସ୍ଥିତି ସତରେ କେଉଁଠି !!

Mayoclinic ଲେଖୁଛି କଲେରା ରୋଗଟା ଏତେ ବି କଷ୍ଟସାଧ୍ୟ ନୁହେଁ, can be easily treated.

ଆମ ସ୍ଥିତି ସତରେ କେଉଁଠି !!
ନିଧି ଅଜା (@nidhi_budha) 's Twitter Profile Photo

ବୋଉ ବୁଟୁ ଭୂତ: 🌟🌟🌟🌟 1st half ଜବରଦସ୍ତ, 2nd half ରେ ଅଧିକ drag କରିଦେଲେ ଫିଲ୍ମଟିକୁ । ତେବେ ଏମିତି କାହାଣୀଟିଏ ଧରି ରଜ ବଜାରକୁ ଆସିବା ନିହାତି ସାହାସିକ ପଦକ୍ଷେପ । 👍 ଅଧିକ ଲେଖି ହେବନି ଏବେ । କିଛି ସପ୍ତାହ ପରେ ପୁରା ସମୀକ୍ଷା ଲେଖିବା ।

ନିଧି ଅଜା (@nidhi_budha) 's Twitter Profile Photo

ଏ ମାଡାମଙ୍କୁ ଭୁଲି ହେବନି । ଯେଉଁ କିଛି ସମୟ ପାଇଁ ଫିଲ୍ମରେ ଆସିଛନ୍ତି, ପୁରା ହଲ୍ କୁ ଚୁପ୍ କରେଇ ଦେଇଛନ୍ତି । 🤫 #ବୋଉବୁଟୁଭୂତ

ଏ ମାଡାମଙ୍କୁ ଭୁଲି ହେବନି । ଯେଉଁ କିଛି ସମୟ ପାଇଁ ଫିଲ୍ମରେ ଆସିଛନ୍ତି, ପୁରା ହଲ୍ କୁ ଚୁପ୍ କରେଇ ଦେଇଛନ୍ତି । 🤫

#ବୋଉବୁଟୁଭୂତ
ନିଧି ଅଜା (@nidhi_budha) 's Twitter Profile Photo

ଏ ଫୋଟୋ କେଜାଣି କେତେ ସ୍ମୃତି ସବୁ ଫେରେଇ ଆଣିଲା । ବର୍ଷାରେ ଜୁଡୁବୁଡୁ ଚାଳଘର, ଦାଣ୍ଡ ବାରଣ୍ଡା, ବାରିପଟ । ତା ମଧ୍ୟରେ ବସୁମତୀ ସ୍ନାନ । ତା ସହ ରଜ ଛୁଟି ସାରି ଗାଁ ଛାଡି ଫେରିବାର କଷ୍ଟ ।

ନିଧି ଅଜା (@nidhi_budha) 's Twitter Profile Photo

ICC ବାଲା ଏ ଟ୍ରଫିକୁ ଷ୍ଟମ୍ପ ଓ ବଲ୍ ଆକୃତିର କରିଥିଲେ, ହେଲେ ଇଏ ସମ୍ପୂର୍ଣ୍ଣ ରୂପେ ଗଦା ହୋଇଗଲା । 😁 #WTC

ICC ବାଲା ଏ ଟ୍ରଫିକୁ ଷ୍ଟମ୍ପ ଓ ବଲ୍ ଆକୃତିର କରିଥିଲେ, ହେଲେ ଇଏ ସମ୍ପୂର୍ଣ୍ଣ ରୂପେ ଗଦା ହୋଇଗଲା । 😁

#WTC
ନିଧି ଅଜା (@nidhi_budha) 's Twitter Profile Photo

ଗୋପାଳପୁର ଲଜ୍ଜା । ଅଗ୍ରଣୀ ପର୍ଯ୍ୟଟନ ସ୍ଥଳୀରେ ଏମିତି ସୁରକ୍ଷା ବ୍ୟବସ୍ଥା !

ନିଧି ଅଜା (@nidhi_budha) 's Twitter Profile Photo

ପୁରୁଷ ବନ୍ଧୁ ହୁଅ କି ପ୍ରେମିକ କିମ୍ବା ଶୁଭଚିନ୍ତକ କିମ୍ବା ସମ୍ପର୍କୀୟ । କୌଣସି ଝିଅ/ମହିଳାଙ୍କୁ ଧରି କୌଣସି ସ୍ଥାନକୁ ଯିବା ପୂର୍ବରୁ ସେ ସ୍ଥାନର ସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦେବା ଆପଣଙ୍କ ଦାୟିତ୍ୱ । ଅଘଟଣ ଘଟିବା ଭିନ୍ନ ବିଷୟ କିନ୍ତୁ ଖାମଖିଆଲି ଭାବେ ବିପଦକୁ ଡାକିବା ଏକ ପ୍ରକାରର ମୁର୍ଖାମୀ ।