Manjula Swain (@manjulaswain) 's Twitter Profile
Manjula Swain

@manjulaswain

Aska M.L.A. ,
Wife of Late Shri Ladu Kishore Swain, mother, grandmother, women representative and former block chairperson of Kabi Surya Nagar (Ganjam, Odisha)

ID: 1110884945289838594

calendar_today27-03-2019 12:43:04

230 Tweet

1,1K Takipçi

24 Takip Edilen

Manjula Swain (@manjulaswain) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ତଥା ବିଜୁ ଜନତା ଦଳର ଲୋକାଭିମୁଖୀ ଆଭିମୁଖ୍ୟକୁ ଜନମାନସରେ ପହଞ୍ଚାଇଲୁ l କବିସୂର୍ଯ୍ୟନଗର ବ୍ଲକ୍ ସଦାବର୍ତ୍ତ ନୂଆଗାଁରେ ପ୍ରିୟ ଗ୍ରାମବାସୀଙ୍କ ସହିତ ସରପଞ୍ଚ, ସମିତି ସଭ୍ୟା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଗହଣରେ ଜନସମ୍ପର୍କ ପଦଯାତ୍ରାରେ ସାମିଲ୍ ହେଲୁ🙏 . #aska #MLA #manjulaswain

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ତଥା ବିଜୁ ଜନତା ଦଳର ଲୋକାଭିମୁଖୀ ଆଭିମୁଖ୍ୟକୁ ଜନମାନସରେ ପହଞ୍ଚାଇଲୁ l

କବିସୂର୍ଯ୍ୟନଗର ବ୍ଲକ୍ ସଦାବର୍ତ୍ତ ନୂଆଗାଁରେ ପ୍ରିୟ ଗ୍ରାମବାସୀଙ୍କ ସହିତ ସରପଞ୍ଚ, ସମିତି ସଭ୍ୟା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଗହଣରେ ଜନସମ୍ପର୍କ ପଦଯାତ୍ରାରେ ସାମିଲ୍ ହେଲୁ🙏
.
#aska #MLA #manjulaswain
Manjula Swain (@manjulaswain) 's Twitter Profile Photo

ନମସ୍କାର l ଆସିକା ବ୍ଲକ ଅନ୍ତର୍ଗତ ଜୟପୁର ଗ୍ରାମ ପଞ୍ଚାୟତର ପଢାଳ ଓ ତରାସିଂ ଗ୍ରାମରେ ଆଜି ଜନସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଉଭୟ ଗ୍ରାମର କର୍ମକର୍ତ୍ତାଙ୍କୁ ଅଶେଷ ଧନ୍ୟବାଦ🙏 . . . #JANSAMPARK #padayatra #at #padhala #tarasingh #askaassembly #constituency #bjd #BJD4Odisha #aska #MLA #manjulaswain

ନମସ୍କାର l ଆସିକା ବ୍ଲକ ଅନ୍ତର୍ଗତ ଜୟପୁର ଗ୍ରାମ ପଞ୍ଚାୟତର ପଢାଳ ଓ ତରାସିଂ ଗ୍ରାମରେ ଆଜି ଜନସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଉଭୟ ଗ୍ରାମର କର୍ମକର୍ତ୍ତାଙ୍କୁ ଅଶେଷ ଧନ୍ୟବାଦ🙏
.
.
.
#JANSAMPARK #padayatra #at #padhala #tarasingh #askaassembly #constituency #bjd #BJD4Odisha #aska #MLA #manjulaswain
Manjula Swain (@manjulaswain) 's Twitter Profile Photo

କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଶିଆଳିଆ ଗ୍ରାମରେ ଜନସମ୍ପର୍କ ଯାତ୍ରା🙏 . . . #bjd #BijuJanataDalOdisha #ganjambjd #jansampark #padyatra #kavisuryanagar #block #aska #MLA #manjulaswain

କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଶିଆଳିଆ ଗ୍ରାମରେ ଜନସମ୍ପର୍କ ଯାତ୍ରା🙏
.
.
.
#bjd #BijuJanataDalOdisha #ganjambjd #jansampark #padyatra #kavisuryanagar #block #aska #MLA #manjulaswain
Manjula Swain (@manjulaswain) 's Twitter Profile Photo

ରାଧାମାଧବଙ୍କ ପାଦପଦ୍ମରେ କୋଟି ନମସ୍କାର🙏 ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଆପଣଙ୍କୁ ଅଶେଷ ଶୁଭେଚ୍ଛା ଏବଂ ଶୁଭକାମନା 🌼 . . . #greetings #wishes #on #DolaPurnima #jayradhakrishna #odiaculture #odiafestival #aska #MLA #manjulaswain

ରାଧାମାଧବଙ୍କ ପାଦପଦ୍ମରେ କୋଟି ନମସ୍କାର🙏

ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଆପଣଙ୍କୁ ଅଶେଷ ଶୁଭେଚ୍ଛା ଏବଂ ଶୁଭକାମନା 🌼
.
.
.
#greetings #wishes #on #DolaPurnima #jayradhakrishna #odiaculture #odiafestival #aska #MLA #manjulaswain
Manjula Swain (@manjulaswain) 's Twitter Profile Photo

ରଙ୍ଗର ପର୍ବ ହୋଲି ଅବସରରେ ପକ୍ଷରୁ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଶୁଭେଚ୍ଛା ଓ ଶୁଭକାମନା l #HappyHoli . . . #manjulaswain #MLA #aska

ରଙ୍ଗର ପର୍ବ ହୋଲି ଅବସରରେ ପକ୍ଷରୁ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଶୁଭେଚ୍ଛା ଓ ଶୁଭକାମନା l #HappyHoli
.
.
.
#manjulaswain #MLA #aska
Manjula Swain (@manjulaswain) 's Twitter Profile Photo

ନମସ୍କାର l ସଂସ୍କୃତି ହିଁ ସମାଜର ଚିତ୍ର l ଆସିକା ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ଠାରେ ଆଜି ସଂଧ୍ୟାରେ ରାମାୟଣ ନାଟକର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ବେଶ୍ ଆନନ୍ଦିତ🙏 . . . #manjulaswain #MLA #aska #ganjam

ନମସ୍କାର l ସଂସ୍କୃତି ହିଁ ସମାଜର ଚିତ୍ର l ଆସିକା ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ଠାରେ ଆଜି ସଂଧ୍ୟାରେ ରାମାୟଣ ନାଟକର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ବେଶ୍ ଆନନ୍ଦିତ🙏
.
.
.
#manjulaswain #MLA #aska #ganjam
Manjula Swain (@manjulaswain) 's Twitter Profile Photo

କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ସୁନାରିଝୋଳା ପଞ୍ଚାୟତ ଠାରେ ଆଜି ଗୌଡ଼ ସମାଜ ଗୃହ ଶୁଭ ଉଦଘାଟନ ବେଳର କିଛି ସ୍ଥିର ଚିତ୍ର🙏 . . . #ManjulaSwain #MLA #aska

କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ସୁନାରିଝୋଳା ପଞ୍ଚାୟତ ଠାରେ ଆଜି ଗୌଡ଼ ସମାଜ ଗୃହ ଶୁଭ ଉଦଘାଟନ ବେଳର କିଛି ସ୍ଥିର ଚିତ୍ର🙏
.
.
.
#ManjulaSwain #MLA #aska
Manjula Swain (@manjulaswain) 's Twitter Profile Photo

ଉତ୍କଳ ଦିବସ ଅବସରରେ ଜାତିପ୍ରାଣ ମହାପୁରୁଷ ମାନଙ୍କୁ ସ୍ମରଣ କରିବା ସହିତ ଓଡ଼ିଶା ମାଟି ମା'କୁ ପ୍ରଣାମ କରୁଛି l ବନ୍ଦେ ଉତ୍କଳ ଜନନୀ🌼 ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ🙏 . . . #UtkalDivas #manjulaswain #MLA #aska #ganjam

ଉତ୍କଳ ଦିବସ ଅବସରରେ ଜାତିପ୍ରାଣ ମହାପୁରୁଷ ମାନଙ୍କୁ ସ୍ମରଣ କରିବା ସହିତ ଓଡ଼ିଶା ମାଟି ମା'କୁ ପ୍ରଣାମ କରୁଛି l ବନ୍ଦେ ଉତ୍କଳ ଜନନୀ🌼

ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ🙏
.
.
.
#UtkalDivas #manjulaswain #MLA #aska #ganjam
Manjula Swain (@manjulaswain) 's Twitter Profile Photo

ଆସିକା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସେବା କରିବା ଲାଗି ପୁନଃ ଆସ୍ଥା ପ୍ରକଟ କରିଥିବା ହେତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ବିଜୁ ଜନତା ଦଳ ଏବଂ ଦଳର ଶୀର୍ଷ ନେତୃତ୍ବଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି🙏 . . . #manjulaswain #aska #Ganjam

ଆସିକା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସେବା କରିବା ଲାଗି ପୁନଃ ଆସ୍ଥା ପ୍ରକଟ କରିଥିବା ହେତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ବିଜୁ ଜନତା ଦଳ ଏବଂ ଦଳର ଶୀର୍ଷ ନେତୃତ୍ବଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି🙏
.
.
.
#manjulaswain #aska #Ganjam
Manjula Swain (@manjulaswain) 's Twitter Profile Photo

ଶାନ୍ତି-ମୈତ୍ରୀ ଏବଂ ହର୍ଷୋଲ୍ଲାସର ପର୍ବ ପବିତ୍ର ଇଦ୍-ଉଲ୍ ଫିତର୍ ଅବସରରରେ ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି💐 . . . #greetings #on #EidUlFitr #manjulaswain #MLA #Aska

ଶାନ୍ତି-ମୈତ୍ରୀ ଏବଂ ହର୍ଷୋଲ୍ଲାସର ପର୍ବ ପବିତ୍ର ଇଦ୍-ଉଲ୍ ଫିତର୍ ଅବସରରରେ ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି💐
.
.
.
#greetings #on #EidUlFitr #manjulaswain #MLA #Aska
Manjula Swain (@manjulaswain) 's Twitter Profile Photo

ପୁଣ୍ୟତୋୟା ଋଷିକୂଲ୍ୟାଙ୍କ ସନ୍ଧ୍ୟାଆଳତି🙏 . . . #alatidarshan #holy #rusikulya #river #lifeline #of #ganjam

Manjula Swain (@manjulaswain) 's Twitter Profile Photo

ଆତ୍ମୀୟତାରେ ଆସିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମ୍ବପୁଆ ଗ୍ରାମ ପଞ୍ଚାୟତବାସୀ ସଦାସର୍ବଦା ଅନୁପମ l ଆମେ ସମସ୍ତେ ବିଜୁ ଜନତା ଦଳ ପରିବାରର🙏 . . . #BijuJanataDalOdisha #BijuJanataDal #BJD4Odisha #reaches #ambapua #village #kavisuryanagar #block #askaassembly #Constituency #aska #MLA #manjulaswain

ଆତ୍ମୀୟତାରେ ଆସିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମ୍ବପୁଆ ଗ୍ରାମ ପଞ୍ଚାୟତବାସୀ ସଦାସର୍ବଦା ଅନୁପମ l ଆମେ ସମସ୍ତେ ବିଜୁ ଜନତା ଦଳ ପରିବାରର🙏
.
.
.
#BijuJanataDalOdisha #BijuJanataDal #BJD4Odisha #reaches #ambapua #village #kavisuryanagar #block #askaassembly #Constituency #aska #MLA #manjulaswain
Manjula Swain (@manjulaswain) 's Twitter Profile Photo

ଆମ ଦ୍ବାରା କାହା ମୁହଁରେ ଯଦି ଧାରେ ହସ ଫୁଟିପାରୁଛି, ତା'ଠୁ ବଡ଼ ଆନନ୍ଦ ଆଉ କଣ ବା ହୋଇପାରେ ? ଏ ହସ ଥାଉ ସବୁରି ମୁହଁରେ🙏 . . . #respect #and #regards #to #mydear #people #mypeople #BijuJanataDalOdisha #bjd #askaassemblyconstituency #aska #MLA #manjulaswain

ଆମ ଦ୍ବାରା କାହା ମୁହଁରେ ଯଦି ଧାରେ ହସ ଫୁଟିପାରୁଛି, ତା'ଠୁ ବଡ଼ ଆନନ୍ଦ ଆଉ କଣ ବା ହୋଇପାରେ ? ଏ ହସ ଥାଉ ସବୁରି ମୁହଁରେ🙏
.
.
.
#respect #and #regards #to #mydear #people #mypeople #BijuJanataDalOdisha #bjd #askaassemblyconstituency #aska #MLA #manjulaswain
Manjula Swain (@manjulaswain) 's Twitter Profile Photo

ଶୁଭାକାଂକ୍ଷୀଙ୍କ ସୁମନାସ l ମାଆ କଲ୍ୟାଣ କରନ୍ତୁ l ଠାକୁରେ ମଙ୍ଗଳ କରନ୍ତୁ💐 . . . #manjulaswain #MLA #aska

ଶୁଭାକାଂକ୍ଷୀଙ୍କ ସୁମନାସ l ମାଆ କଲ୍ୟାଣ କରନ୍ତୁ l ଠାକୁରେ ମଙ୍ଗଳ କରନ୍ତୁ💐
.
.
.
#manjulaswain #MLA #aska
Manjula Swain (@manjulaswain) 's Twitter Profile Photo

ଓଡ଼ିଆ ନବବର୍ଷ, ମେରୁ, ପଣା ସଂକ୍ରାନ୍ତି ଓ ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ🙏 . . . #greetings #wishes #on #merusankranti #mahabisubasankranti #OdiaNewYear #PanaSankranti #aska #MLA #manjulaswain

ଓଡ଼ିଆ ନବବର୍ଷ, ମେରୁ, ପଣା ସଂକ୍ରାନ୍ତି ଓ ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ🙏
.
.
.
#greetings #wishes #on #merusankranti #mahabisubasankranti #OdiaNewYear #PanaSankranti #aska #MLA #manjulaswain
Manjula Swain (@manjulaswain) 's Twitter Profile Photo

ବିଜୁ ଜନତା ଦଳ ପ୍ରତି ଲୋକଙ୍କ ଆସ୍ଥା, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ବିଶ୍ବାସ ଏବଂ ବିଗତ ଦିନର ବିକାଶର ଧାରା ଯୋଗୁଁ ହିଁ ଏ ବିପୁଳ ଜନ ସମର୍ଥନ l କବିସୂର୍ଯ୍ୟନଗର ବ୍ଲକ୍ ଅନ୍ତର୍ଗତ ବାଲ୍ୟସରା ଗ୍ରାମ ପଞ୍ଚାୟତରେ ଆଜି ପ୍ରଚାର ବେଳେ ହଜାର ହଜାର ଲୋକଙ୍କ ସମାଗାମ-ଅଭିଭୂତ କଲା ଭଳି l ଅଶେଷ ଅଶେଷ ଧନ୍ୟବାଦ🙏

ବିଜୁ ଜନତା ଦଳ ପ୍ରତି ଲୋକଙ୍କ ଆସ୍ଥା, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ବିଶ୍ବାସ ଏବଂ ବିଗତ ଦିନର ବିକାଶର ଧାରା ଯୋଗୁଁ ହିଁ ଏ ବିପୁଳ ଜନ ସମର୍ଥନ l 

କବିସୂର୍ଯ୍ୟନଗର ବ୍ଲକ୍ ଅନ୍ତର୍ଗତ ବାଲ୍ୟସରା ଗ୍ରାମ ପଞ୍ଚାୟତରେ ଆଜି ପ୍ରଚାର ବେଳେ ହଜାର ହଜାର ଲୋକଙ୍କ ସମାଗାମ-ଅଭିଭୂତ କଲା ଭଳି l ଅଶେଷ ଅଶେଷ ଧନ୍ୟବାଦ🙏
Manjula Swain (@manjulaswain) 's Twitter Profile Photo

ଆସ୍କା ନିର୍ବାଚନ ମଣ୍ଡଳୀର ସୁନାରିଝୋଲାରେ ବିଜୁ ଜନତା ଦଳ ପ୍ରତି ଆନୁଗତ୍ଯ ଏବଂ ପ୍ରତିବଦ୍ଧତା ତଥା ସାମୂହିକ ଉତ୍ସାହ, ବାସ୍ତବରେ ପ୍ରଶଂସନୀୟ l ବିଶ୍ୱାସର ଜନାଧାର🙏 . . . #BijuJanataDalOdisha #BijuJanataDal #manjulaswain #MLA #Aska

ଆସ୍କା ନିର୍ବାଚନ ମଣ୍ଡଳୀର ସୁନାରିଝୋଲାରେ ବିଜୁ ଜନତା ଦଳ ପ୍ରତି ଆନୁଗତ୍ଯ ଏବଂ ପ୍ରତିବଦ୍ଧତା ତଥା ସାମୂହିକ ଉତ୍ସାହ, ବାସ୍ତବରେ ପ୍ରଶଂସନୀୟ l ବିଶ୍ୱାସର ଜନାଧାର🙏
.
.
.
#BijuJanataDalOdisha #BijuJanataDal #manjulaswain #MLA #Aska
Manjula Swain (@manjulaswain) 's Twitter Profile Photo

ବିଜୁ ଜନତା ଦଳ ପ୍ରତି 'ସେହି ବିଶ୍ୱାସ, ସେହି ଭରସା' ପାଇଁ ଖରିଆ ଗ୍ରାମ ପଞ୍ଚାୟତବାସୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ l ଖାଲି ଆସିକା ନିର୍ବାଚନ ମଣ୍ଡଳୀ ନୁହଁ, ସାରା ଓଡ଼ିଶାରେ ଏଥର ଶଙ୍ଖ ହିଁ ଶଙ୍ଖ✌️ . . . #BijuJanataDalOdisha #BJD #Elections2024 #manjulaswain #MLA #Aska #ganjam

ବିଜୁ ଜନତା ଦଳ ପ୍ରତି 'ସେହି ବିଶ୍ୱାସ, ସେହି ଭରସା' ପାଇଁ ଖରିଆ ଗ୍ରାମ ପଞ୍ଚାୟତବାସୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ l ଖାଲି ଆସିକା ନିର୍ବାଚନ ମଣ୍ଡଳୀ ନୁହଁ, ସାରା ଓଡ଼ିଶାରେ ଏଥର ଶଙ୍ଖ ହିଁ ଶଙ୍ଖ✌️
.
.
.
#BijuJanataDalOdisha #BJD #Elections2024 #manjulaswain #MLA #Aska #ganjam
Manjula Swain (@manjulaswain) 's Twitter Profile Photo

ସବୁ ସ୍ଥାନ ଭଳି ଚଢ଼ିଆପଲ୍ଲୀରେ ବି ଏ ବିପୁଳ ଜନସମାଗମ ହିଁ ବୟାନ କରୁଛି ଏଥର ମଧ୍ୟ ବିଜୁ ଜନତା ଦଳର ବିଜୟ ନିଶ୍ଚିତ, ସୁନିଶ୍ଚିତ l ଓଡ଼ିଆ ଲୋକଙ୍କ ବଳ ବିଜୁ ଜନତା ଦଳ l ଜୟ ଜଗନ୍ନାଥ🙏 . . . #BijuJanataDalOdisha #BijuJanataDal #bjd #BJDDigitalWing #Elections2024 #manjulaswain #MLA #Aska #ganjam #ganjambjd

ସବୁ ସ୍ଥାନ ଭଳି ଚଢ଼ିଆପଲ୍ଲୀରେ ବି ଏ ବିପୁଳ ଜନସମାଗମ ହିଁ ବୟାନ କରୁଛି ଏଥର ମଧ୍ୟ ବିଜୁ ଜନତା ଦଳର ବିଜୟ ନିଶ୍ଚିତ, ସୁନିଶ୍ଚିତ l ଓଡ଼ିଆ ଲୋକଙ୍କ ବଳ ବିଜୁ ଜନତା ଦଳ l ଜୟ ଜଗନ୍ନାଥ🙏
.
.
.
#BijuJanataDalOdisha #BijuJanataDal #bjd #BJDDigitalWing #Elections2024 #manjulaswain #MLA #Aska #ganjam #ganjambjd
Manjula Swain (@manjulaswain) 's Twitter Profile Photo

ମାଆ ଖମ୍ବେଶ୍ବରୀଙ୍କ ଅପାର ଆଶୀର୍ବାଦ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭରସା, ବିଜୁ ଜନତା ଦଳର ଆସ୍ଥା ଏବଂ ଆସିକା ନିର୍ବାଚନ ମଣ୍ଡଳୀର ଅକୁଣ୍ଠ ସମର୍ଥନ-ସହଯୋଗକୁ ଆଧାର କରି ଆଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲି 🙏 . . . #JodiSankha #BJDWithOdisha #aska #manjulaswain #MLA

ମାଆ ଖମ୍ବେଶ୍ବରୀଙ୍କ ଅପାର ଆଶୀର୍ବାଦ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭରସା, ବିଜୁ ଜନତା ଦଳର ଆସ୍ଥା ଏବଂ ଆସିକା ନିର୍ବାଚନ ମଣ୍ଡଳୀର ଅକୁଣ୍ଠ ସମର୍ଥନ-ସହଯୋଗକୁ ଆଧାର କରି ଆଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲି 🙏
.
.
.
#JodiSankha #BJDWithOdisha #aska #manjulaswain #MLA