Manas Mangaraj(@manasrmangaraj) 's Twitter Profileg
Manas Mangaraj

@manasrmangaraj

Member of Parliament (Rajya Sabha), General Secretary (Media Affairs), National Spokesperson - Biju Janata Dal Ex- Media Advisor, Govt. of Odisha

ID:877102846436450305

calendar_today20-06-2017 09:56:29

3,1K Tweets

12,9K Followers

37 Following

Follow People
Manas Mangaraj(@manasrmangaraj) 's Twitter Profile Photo

ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ଜିତେଇବାକୁ ଅନୁରୋଧ କରିଛନ୍ତି ।

ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତିନି-ଚତୁର୍ଥାଂଶ ବହୁମତରେ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି,

account_circle
Manas Mangaraj(@manasrmangaraj) 's Twitter Profile Photo

ସବୁଠି ଶୁଭୁଛି ଗୋଟିଏ ସ୍ୱର, 'ଯୋଡ଼ିଶଙ୍ଖ' ଏଥର

ଏକ ସଶକ୍ତ, ସମୃଦ୍ଧ ଏବଂ ପ୍ରଗତିଶୀଳ ଓଡ଼ିଶାର ସାମଗ୍ରିକ ବିକାଶ କୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟର ସବୁ ବର୍ଗର ଲୋକଙ୍କୁ ନିବେଦନ, ଶଙ୍ଖ ଚିହ୍ନ ରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ ।

account_circle
Manas Mangaraj(@manasrmangaraj) 's Twitter Profile Photo

ବିଜେଡିର ମେନିଫେଷ୍ଟୋ ରେ ସବୁ ବର୍ଗ ବିଶେଷତଃ ଗରିବ, କୃଷକ, ମହିଳା, ଯୁବବର୍ଗଙ୍କ କଲ୍ୟାଣ ସହ ସ୍ୱାସ୍ଥ୍ୟ, ଶିକ୍ଷା ପାଇଁ ପ୍ରୋତ୍ସାହନ ଦେବା ଭଳି ଅନେକ ଘୋଷଣା କରାଯାଇଛି ।

📌ଓଡିଶାର ଯୁବକମାନଙ୍କ ନିମନ୍ତେ ୧୦ ବର୍ଷ ପାଇଁ ଏକ ଲକ୍ଷ କୋଟି ଅଲଗା ବଜେଟ୍ ରଖାଯିବ ।

📌ଆସନ୍ତା ପାଞ୍ଚ ବର୍ଷରେ ୨ ଲକ୍ଷ ସରକାରୀ ଚାକିରି ଯୋଗାଇ ଦିଆଯିବ ।

ବିଜେଡିର ମେନିଫେଷ୍ଟୋ ରେ ସବୁ ବର୍ଗ ବିଶେଷତଃ ଗରିବ, କୃଷକ, ମହିଳା, ଯୁବବର୍ଗଙ୍କ କଲ୍ୟାଣ ସହ ସ୍ୱାସ୍ଥ୍ୟ, ଶିକ୍ଷା ପାଇଁ ପ୍ରୋତ୍ସାହନ ଦେବା ଭଳି ଅନେକ ଘୋଷଣା କରାଯାଇଛି । 📌ଓଡିଶାର ଯୁବକମାନଙ୍କ ନିମନ୍ତେ ୧୦ ବର୍ଷ ପାଇଁ ଏକ ଲକ୍ଷ କୋଟି ଅଲଗା ବଜେଟ୍ ରଖାଯିବ । 📌ଆସନ୍ତା ପାଞ୍ଚ ବର୍ଷରେ ୨ ଲକ୍ଷ ସରକାରୀ ଚାକିରି ଯୋଗାଇ ଦିଆଯିବ ।
account_circle
Manas Mangaraj(@manasrmangaraj) 's Twitter Profile Photo

ସାରା ଓଡ଼ିଶା ଜାଣିଛି..'ଓଡ଼ିଆ ଅସ୍ମିତା'କୁ ଅକ୍ଷୁର୍ଣ୍ଣ ରଖିଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।

୧୯୯୯ ମସିହା ମହାବାତ୍ୟା ପରେ ଓଡ଼ିଶାକୁ ରିଲିଫ ଆକାରରେ ପୁରୁଣା କପଡା ଆସିଥିଲା । ଯାହା କଳିଙ୍ଗ ଷ୍ଟାଡିୟମରେ ଗଦା ହୋଇଥିଲା । ସେହି ଘଟଣା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଷ୍ଟ ଦେଇଥିଲା ।

ଆଜି ସେହି

account_circle
Manas Mangaraj(@manasrmangaraj) 's Twitter Profile Photo

ବରଗଡ଼ ଲୋକସଭା ଅନ୍ତର୍ଗତ ପଦମପୁର, ଅତାବିରା ଏବଂ ବିଜେପୁର ରେ ଆଜି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ନିର୍ବାଚନ ପ୍ରଚାର କରିଛନ୍ତି ।

ପଦମପୁରକୁ ଜିଲ୍ଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କିନ୍ତୁ ଚକ୍ରାନ୍ତକାରୀ ଗୋଷ୍ଠୀ ତାକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ।‌ ପାଇକମାଳ NAC ହେଲା, PHC କୁ CHC କରାଗଲା

ବରଗଡ଼ ଲୋକସଭା ଅନ୍ତର୍ଗତ ପଦମପୁର, ଅତାବିରା ଏବଂ ବିଜେପୁର ରେ ଆଜି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ନିର୍ବାଚନ ପ୍ରଚାର କରିଛନ୍ତି । ପଦମପୁରକୁ ଜିଲ୍ଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କିନ୍ତୁ ଚକ୍ରାନ୍ତକାରୀ ଗୋଷ୍ଠୀ ତାକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ।‌ ପାଇକମାଳ NAC ହେଲା, PHC କୁ CHC କରାଗଲା
account_circle
Manas Mangaraj(@manasrmangaraj) 's Twitter Profile Photo

ସମର୍ପଣ ମନୋଭାବ ହିଁ ଏକ ସ୍ୱଚ୍ଛ ଶାସନ ଗଠନ କରିବା ସହିତ ଲୋକଙ୍କ ବିଶ୍ୱାସକୁ ଜୟ କରିଥାଏ । ଏହା ହିଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଶାସନର ମୂଳମନ୍ତ୍ର ।

ଆଜି ବିଜୁଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଗୋପାଳପୁରର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିରକୁ ଯାଇ ବାବାଙ୍କ ଦର୍ଶନ କରି ଆଶୀର୍ବାଦ

ସମର୍ପଣ ମନୋଭାବ ହିଁ ଏକ ସ୍ୱଚ୍ଛ ଶାସନ ଗଠନ କରିବା ସହିତ ଲୋକଙ୍କ ବିଶ୍ୱାସକୁ ଜୟ କରିଥାଏ । ଏହା ହିଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଶାସନର ମୂଳମନ୍ତ୍ର । ଆଜି ବିଜୁଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଗୋପାଳପୁରର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିରକୁ ଯାଇ ବାବାଙ୍କ ଦର୍ଶନ କରି ଆଶୀର୍ବାଦ
account_circle
Manas Mangaraj(@manasrmangaraj) 's Twitter Profile Photo

ବ୍ରହ୍ମପୁରବାସୀଙ୍କ ଏକତାରେ ଆମର ଶକ୍ତି, ସେମାନଙ୍କ ବିଶ୍ୱାସ ଆମ ପାଇଁ ପ୍ରେରଣା ।

ବିଜେଡିର ଷ୍ଟାର କ୍ୟାମ୍ପେନର ଶ୍ରୀ କାର୍ତ୍ତିକ ପାଣ୍ଡିଆନ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅଧୀନସ୍ଥ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମେଗା ରୋଡ୍ ଶୋ କରି ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ସମର୍ଥନ ଲୋଡିଛନ୍ତି ।

ବର୍ଷା

account_circle
Manas Mangaraj(@manasrmangaraj) 's Twitter Profile Photo

ଦିବାସ୍ୱପ୍ନ ଦେଖୁଛନ୍ତି ବିରୋଧୀ

୨୦୧୯ ରେ ମିଶନ ଫେଲ ମାରିଥିଲା, ୨୦୨୪ ରେ ମଧ୍ୟ ହାରିବା ସୁନିଶ୍ଚିତ । କିଏ ବିକାଶ କରୁଛି ଆଉ କିଏ ନିର୍ବାଚନ ଆଗରୁ କେବଳ ପ୍ରତିଶୃତି ଦେଉଛି । ଲୋକମାନେ ସବୁ ବୁଝିସାରିଲେଣି ।

ଓଡିଶାର ବିକାଶ ପାଇଁ, ଓଡିଶାବାସୀଙ୍କ ସେବା ପାଇଁ ଦୁଇ ଥର ଶଙ୍ଖ ଚିହ୍ନରେ ଭୋଟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ

account_circle
Manas Mangaraj(@manasrmangaraj) 's Twitter Profile Photo

ଭୋଟ୍ ଦେବା ସେଇଠି - ବିକାଶର ସମ୍ଭାବନା ଯେଉଁଠି ।

ଜନତାଙ୍କୁ ଦେଇଥିବା ପ୍ରତିଶୃତି ଯିଏ ପୂରଣ କରିଛନ୍ତି, ଓଡ଼ିଶାକୁ ଦେଶର ପ୍ରମୁଖ ଆଇଟି ହବ୍ ଭାବେ ପରିଣତ କରୁଛନ୍ତି, ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଯିଏ ସର୍ବଦା ଚେଷ୍ଟିତ, ଶଙ୍ଖ ଚିହ୍ନରେ ଭୋଟ ଦେଇ ତାଙ୍କୁ ବିଜୟୀ କରନ୍ତୁ । ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ପୁନଃ ବିଜେଡିକୁ ସେବାର

ଭୋଟ୍ ଦେବା ସେଇଠି - ବିକାଶର ସମ୍ଭାବନା ଯେଉଁଠି । ଜନତାଙ୍କୁ ଦେଇଥିବା ପ୍ରତିଶୃତି ଯିଏ ପୂରଣ କରିଛନ୍ତି, ଓଡ଼ିଶାକୁ ଦେଶର ପ୍ରମୁଖ ଆଇଟି ହବ୍ ଭାବେ ପରିଣତ କରୁଛନ୍ତି, ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଯିଏ ସର୍ବଦା ଚେଷ୍ଟିତ, ଶଙ୍ଖ ଚିହ୍ନରେ ଭୋଟ ଦେଇ ତାଙ୍କୁ ବିଜୟୀ କରନ୍ତୁ । ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ପୁନଃ ବିଜେଡିକୁ ସେବାର
account_circle