मल्हार 🇮🇳 (@mallharsm) 's Twitter Profile
मल्हार 🇮🇳

@mallharsm

Journalist at @kanak_news

ମୋହ ମାୟା ଠାରୁ ଦୂରରେ ରହିବାକୁ ଚେଷ୍ଟିତ 📿
ଏକାନ୍ତ ପସନ୍ଦ

କୃଷ୍ଣ ପ୍ରେମୀ 🙏

@imVkohli 💞

#Dedicated

Tweets are in my Likes ❤️

ID: 1413741198066405378

linkhttps://instagram.com/malhar_writings?igshid=YmMyMTA2M2Y= calendar_today10-07-2021 06:05:51

3,3K Tweet

1,1K Takipçi

94 Takip Edilen

Kanak News (@kanak_news) 's Twitter Profile Photo

#ୟାଙ୍କରି_ପାଇଁ_ଏତେ_ନାଟ ଭାରତର ଆକ୍ସନ, ଛାନିଆ ପାକିସ୍ତାନ । ପୂରା ପରିବାରରୁ ବିଦେଶ ପଠାଇଲେ ଅସୀମ ମୁନିର । ୟାଙ୍କରି ପାଇଁ ଘଟିଲା ବର୍ବରକାଣ୍ଡ #Pakistan #india #KanakNews #jammukashmir

Kanak News (@kanak_news) 's Twitter Profile Photo

#ବ୍ୟାସେ_ଦେଖୁଛ_ତ ! କେମିତି ଛଟପଟ ହେଉଛି ‘ବାଲେଶ୍ବରର ରେବତୀ’... #Odisha #Rebati #FMCollege #Balasore #SpecialReport

ସାହିତ୍ୟ (@odialiterature) 's Twitter Profile Photo

“ସତୀ ନାରୀ”, “ଅସତୀ ନାରୀ” ଭଳି “ସତ୍ୟ ପୁରୁଷ” , “ଅସତ୍ୟ ପୁରୁଷ” ଶବ୍ଦ ଶାସ୍ତ୍ରପୁରାଣରେ ନାହିଁ କାହିଁକି? ପୁରୁଷର ହୃଦୟ କ’ଣ ସୁନାରେ ଗଢ଼ା ଯାହା କେବେହେଲେ ପାପର ସ୍ପର୍ଶରେ ମଳିନ ହୁଏ ନାହିଁ ? ଶାସ୍ତ୍ରକାରମାନେ କ'ଣ କେବଳ ନାରୀ ପାଇଁ “ପାପ”ର ତାଲିକା ପ୍ରସ୍ତୁତ କରିଥିଲେ?” ~ ଯାଜ୍ଞସେନୀ ~ ପ୍ରତିଭା ରାୟ

ସ୍ମିତା (@smita_here_) 's Twitter Profile Photo

_ଦୀର୍ଘ ଛଅ ମାସ ପରେ ଯାଇଥିବା ସେ ଲମ୍ବା ମେସେଜ୍ ରେ ଭରି ରହିଥିଲା, ମେଞ୍ଚାଏ ଅଭିମାନ,କୋହ ଆଉ କେଇ ବୁନ୍ଦା ଲୁହ .. _ଆଉ ସେପଟୁ ଆସିଥିଲା ସଫା ଉତ୍ତର, ମୋ ଠୁ କିଛି ଆଶା ରଖନି !!

love letter to solitude (@whisperandwords) 's Twitter Profile Photo

we won’t be together to say “happy new year” and when the clock strikes 12 a.m and the fireworks start this will be the moment when i'll miss you the most