Laxmipriya Sahoo (@laxmipriyaactor) 's Twitter Profile
Laxmipriya Sahoo

@laxmipriyaactor

l am Actress Model, I am little Miss India winner 👑 I love my family public 🤍 instagram.com/invites #ଲକ୍ଷ୍ମୀପ୍ରିୟାସାହୂ ଜୟ ଶ୍ରୀ ଜଗନ୍ନାଥ ⭕️‼️⭕️ 🙏

ID: 1515645294717071364

calendar_today17-04-2022 10:56:43

873 Tweet

10,10K Followers

454 Following

Laxmipriya Sahoo (@laxmipriyaactor) 's Twitter Profile Photo

ପବିତ୍ର ମହାଶିବରାତ୍ରୀ ତଥା ଜାଗର ଅମାବାସ୍ୟାର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ମହାଦେବଙ୍କ କରୁଣା ସଭିଙ୍କ ଉପରେ ରହିଥାଉ। ଓଁ ନମଃ ଶିବାୟ 🙏🏻 #ମହାଶିବରାତ୍ରୀ #Mahashivratri2025

Laxmipriya Sahoo (@laxmipriyaactor) 's Twitter Profile Photo

ଅତୀତ ଦୁଃଖ ଦଉଛି ଭବିଷ୍ୟତ ଡରେଇ ଦଉଛି.ଆଉ ସହି ପାରୁନି ଚକା ଆଖି ତୁମ ପାଦ ତଳେ ମୁଁ ନିଜକୁ ସମର୍ପି ଦଉଛି. 🙏 #jayJagannath

Laxmipriya Sahoo (@laxmipriyaactor) 's Twitter Profile Photo

ଆନନ୍ଦ ଓ ଉଲ୍ଲାସର ପର୍ବ ହୋଲିର ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣା ସଭିଙ୍କ ଉପରେ ରହିଥାଉ। #happyholi2025

ପବିତ୍ର ଶ୍ରୀରାମ ନବମୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀରାମ ସଭିଙ୍କୁ ସୁଖ ଓ ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ। #RamNavami2025