Laxmidhar Nayak
@laxmidhnayak
#Association of Tweeter Activists
@OfficialTeamATA,
Block Co-ordinator #HINDOL_BLOCK(Dkl)
Mechanical Engineering Student
ID: 956644091944554497
25-01-2018 21:44:59
2,2K Tweet
384 Takipçi
704 Takip Edilen
ବହୁତ ଗରିବ ଲୋକମାନେ କଷ୍ଟରେ ପଇସା ସଞ୍ଚୟ କରି ଜୀବନରେ ଚାରିଧାମ ଦର୍ଶନ ମାତ୍ର ଥରେ କରୁଛନ୍ତି। ଏହିଭଳି ବୟସରେ ବାରମ୍ବାର ଆସିବା ବି କଷ୍ଟ କର ଅଟେ। ମାନନୀୟ Arabinda K Padhee ଙ୍କୁ ଅନୁରୋଧ ବୃଦ୍ଧ ବୃଦ୍ଧା ମାନଙ୍କ ପ୍ରତି ଦୟା କରି ଶ୍ରୀ ଗୁଣ୍ଡିଚା ମନ୍ଦିର ଖିଲିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ। CMO Odisha Prithiviraj Harichandan
#ଏକମାସେ_ହେଲା_ପୋଲିସ_ପ୍ରଶାସନ_ଚୁପ୍ କଳାହାଣ୍ଡି: ଜୁନାଗଡ଼ ବ୍ଲକ କାଲୋପଲା ପଞ୍ଚାୟତ କଲୋପଲା ଗ୍ରାମ ଧର୍ମଗଡ ଥାନା ହରିଜନ ପଡ଼ାର ପିଟିତା ମାଧୁରୀ ନାଏକଙ୍କ fir ନଂ -0199, 5.08.2025 ରେ କେସ ରୁଜୁ ହେଇଥିଲେ ମଧ୍ୟ ଏହାର ଆଜି ପର୍ଯ୍ୟନ୍ତ ଏହାର କୌଣସି କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରାଯାଇ ନାହିଁ l Satyabrata Sahu Home Department, Govt. of Odisha
୬୦ ବର୍ଷରୁ ଉର୍ଦ୍ଧ ବୃଦ୍ଧ ଓ ବୃଦ୍ଧା ମାନେ ଅପେକ୍ଷା କରି ଥାଆନ୍ତୁ ମୃତ୍ୟୁଜନିତ ଖାଲିସ୍ଥାନ ଉପୁଜିଲେ ଆପଣ ମାନଙ୍କ ବାର୍ଦ୍ଧକ୍ୟ ଭାତ୍ତକୁ ମଞ୍ଜୁର କରାଯିବ 😂😂 CMO Odisha Mohan Charan Majhi Nityananda Gond DSSO Deogarh Collector Deogarh SSEPD
A helpless woman is suffering from kidney disease, please donate blood. Contact number - 96683 43320 health village hospital Blood Donors India India Cares Ketto Foundation
ଢେଙ୍କାନାଳ: ସଦର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ଗଛ ଲଗାଇ ସବୁଜ ଢେଙ୍କାନାଳ ଲେଖାଇଥିବା ତାର ଯାଲି ଲାଗିଛି, ଏବେ ସେହି ତାର ଯାଲି କୁ ଅଧିକାରୀ ମାନେ dustbin କରି ଅଳିଆ ଆବର୍ଜନା ପକାଇବାରେ ବ୍ୟବହାର କରୁଛନ୍ତି।। କେତେ ଯତ୍ନବାନ ଆମ ଅଧିକାରୀମାନେ 🙏 CMO Odisha Mohan Charan Majhi District Dhenkanal Odisha Forest, Env. and Climate Change Department
“Modi Hai Toh Mumkin Hai”. This is no more just a mere slogan, but a testament to the intent and commitment the Hon’ble PM Shri Narendra Modi Ji has for the Bharatiya growth story. Nothing is impossible under his visionary leadership and today, the whole nation celebrates the GST
ଆଜି କଙ୍କଡାହାଡ ବ୍ଲକ କାର୍ଯ୍ୟାଳୟ ଠାରେ 'ଯୁଗ୍ମ ଜନ ଶୁଣାଣି ଶିବିର' ଅନୁଷ୍ଠିତ ହୋଇଯାଇଛି। ଏହି ଜନ ଶୁଣାଣୀ ଶିବିରରେ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ । CMO Odisha Ga&Pg_Dept I & PR Department, Odisha
Satyabrat_Nayak 🇮🇳 ChiefSecyOdisha Binaya Kumar Naik(Socialist)✍️ District Dhenkanal ସାର୍, ଏନେଇ ଆମେ ସମ୍ପୃକ୍ତ ଡିଭିଜନ ଟିମ ସହ ଆଲୋଚନା କରୁଛୁ ଏବଂ ଖୁବଶୀଘ୍ର ଏହାର ଅଗ୍ରଗତି ସମ୍ପର୍କରେ ଆପଣଙ୍କୁ ଅବଗତ କରିବୁ l ଏ ସମ୍ପର୍କରେ ଆମକୁ ଜଣାଇଥିବାରୁ ଆପଣଙ୍କୁ ଧନ୍ୟବାଦ l
DM Sambalpur ଜିଲ୍ଲା #ନାକଟିଦେଉଳ ବ୍ଲକର ଗାଁ ଗାଁ ରେ ବୃଦ୍ଧି ପାଉଛି କୁଚିଆ ମଦ ପାଉଚ କାରବାର l ପୋଲିସ ଏବଂ ଅବକାରୀ ବିଭାଗର ଅବହେଳା ପାଇଁ ଗାଁ ଗାଁ ବୃଦ୍ଧି ପାଉଛି ମଦ କାରବାର l ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଏଥିପ୍ରତି ଧ୍ୟାନ ଦେଇ କୂଚିଆ ମଦ କାରବାର ବନ୍ଦ କରାଯାଉ CMO Odisha Home Department, Govt. of Odisha Odisha Police exciseodisha
Laxmidhar Nayak ସାର୍, ଏଭଳି ସମସ୍ୟା ପାଇଁ ଆମେ ଦୁଃଖିତ । ଆମେ ଏହି ଘଟଣାର ତଦନ୍ତ କରୁଛୁ ଏବଂ ଏନେଇ ଖୁବଶୀଘ୍ର ଆପଣଙ୍କୁ ଅବଗତ କରିବୁ ।
Laxmidhar Nayak ସାର୍, ଆମେ ଏନେଇ ସମ୍ପୃକ୍ତ ବିଭାଗ ସହ ଆଲୋଚନା ଜାରିରଖିଚୁ l ଘଟଣାର ସମାଧାନ ପାଇଁ ଦୟାକରି ଆମକୁ କିଛି ସମୟ ପ୍ରଦାନ କରନ୍ତୁ l
Laxmidhar Nayak ସାର୍, ଆପଣଙ୍କ ଅଞ୍ଚଳରେ ଗଛ କଟା କାର୍ଯ୍ୟ ଚାଲିଥିବା ଯୋଗୁ ବିଦ୍ୟୁତ ସରାବରାହ ବିଚ୍ଛିନ୍ନ ହୋଇଛି । ଆମେ ଆପଣଙ୍କୁ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ଆପଣଙ୍କୁ ପୁଣିଥରେ ନିରବଚ୍ଛିନ୍ନ ସେବା ଯୋଗାଇଦେବାକୁ ଆମ ଟିମ୍ କାର୍ଯ୍ୟ ଜାରି ରଖିଛି ଏବଂ ଆଶା କରୁଛୁ 02:30 PM ସୁଦ୍ଧା ଆପଣଙ୍କର ବିଦ୍ୟୁତ ସଂଯୋଗ ପୁନଃସ୍ଥାପିତ ହେବ।
Laxmidhar Nayak ସାର୍, ଆପଣଙ୍କ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ପୁନଃସ୍ଥାପିତ କରାଯାଇଛି । ବର୍ତ୍ତମାନ ଯଦି ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହେଲେ ଆମକୁ ଅବଗତ କରନ୍ତୁ ।
TataPower ର ଯଦି ବିଦ୍ୟୁତ୍ ରକ୍ଷଣାବେକ୍ଷଣ କରିବାର ଓକାତ୍ ନାହିଁ,ତେବେ କାହିଁକି ବିଭାଗ ସମ୍ଭାଳିବା ନାଁ ରେ ଲୋକଙ୍କ ପାଖରୁ ଲୋଟୁଛି। ଢେ଼ଙ୍କାନାଳ, ହିନ୍ଦୋଳ ସେକ୍ସନ କନ୍ତାମିଲା ଜିପି ଧୋବଣୀନନ୍ଦର ଗାଁ ରେ ଆଜକୁ 3 ଦିନ ହେବ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇପଡିଛି ଏହାର ଚିରସ୍ଥାୟୀ ସମାଧାନ ଆଜିଯାଏ ହୋଇପାରୁନାହିଁ। TP Central Odisha Distribution Ltd
ହିନ୍ଦୋଳ ସେକ୍ସନ ରେ ପ୍ରତିଦିନ କଛି ନା କିଛି ବିଦ୍ୟୁତ ବିଚ୍ଛିନ୍ନ ବିଭ୍ରାଟ ଦେଖାଯାଉଛି। ଏହାର ପଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ TP Central Odisha Distribution Ltd ଙ୍କୁ ଅନୁରୋଧ।। CMO Odisha Kanak Vardhan Singh Deo (Modiji Ka Parivar) Pradeep Jena IAS District Dhenkanal