Labour Commissioner, Odisha (@labourodisha) 's Twitter Profile
Labour Commissioner, Odisha

@labourodisha

Official X Handle of The Labour Commissioner, Odisha
Ensuring Fair Labour Practices & Worker Welfare.
Collaborating for Safe & Productive Workplaces.

ID: 1219602370289528832

linkhttps://labourdirectorate.odisha.gov.in calendar_today21-01-2020 12:47:29

2,2K Tweet

11,11K Followers

83 Following

District Administration,Bhadrak (@dm_bhadrak) 's Twitter Profile Photo

ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ସମ୍ମୁଖ ରେ ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାକୁ ଓଡିଶା ଦୋକାନ ଓ ବାଣିଜ୍ୟି ପ୍ରତିଷ୍ଠାନ ଆଇନ”୧୯୫୬ ର ପ୍ରାବଧାନ ଅନୁଯାୟୀ ଏକ ସମନ୍ଵୟ କମିଟି ବୈଠକ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଜିଲ୍ଲାର ସମସ୍ତ ସହରାଞ୍ଚଳର ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ।୧/୩

District Administration,Keonjhar (@distadmkeonjhar) 's Twitter Profile Photo

ଚାକିରୀ ଅନ୍ୱେଷଣରେ ବାଙ୍ଗାଲୋର ଯାଇ ଦୁଃଖ ଦୁର୍ଦ୍ଦଶାରେ ଫସି ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିବାକୁ ନିବେଦନ କରିଥିବା କେନ୍ଦୁଝର ଜିଲ୍ଲାର ୧୨ ଜଣ ବ୍ୟକ୍ତିଙ୍କୁ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଉଦ୍ୟମରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

CMO Odisha (@cmo_odisha) 's Twitter Profile Photo

ରାଜ୍ୟର ବିକାଶରେ ଶ୍ରମିକଙ୍କ ଯୋଗଦାନକୁ ଆହୁରି କ୍ରିୟାଶୀଳ କରୁଛନ୍ତି ରାଜ୍ୟ ସରକାର। ସେମାନଙ୍କ ସାମାଜିକ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ୱ ଦେବା ସହ ନୂତନ ଜ୍ଞାନ କୌଶଳର ଉପଯୋଗ କରି ଶ୍ରମିକମାନଙ୍କ ହାତ ପାହାନ୍ତାରେ ବିଭିନ୍ନ ସେବା ପହଞ୍ଚାଉଛନ୍ତି। ଏଥିସହ ବିକଶିତ ଓଡ଼ିଶାର ମାର୍ଗ ଆହୁରି ପ୍ରଶସ୍ତ ହେଉଛି। #ବିକଶିତଓଡ଼ିଶା

OdishaLIVE (@odishalive) 's Twitter Profile Photo

ନିର୍ମାଣ ଶ୍ରମିକଙ୍କ ପାଇଁ ‘ଓଡ଼ିଶା ଶ୍ରମିକ ସାଥୀ’ ମୋବାଇଲ୍ ଆପ୍ ନିର୍ମାଣ ଶ୍ରମିକମାନଙ୍କ ପଞ୍ଜୀକରଣ ବ୍ୟବସ୍ଥାକୁ ସରଳ କରିବା ପାଇଁ ରାଜ୍ୟ ସରକାର ଆଣିଛନ୍ତି ‘ଓଡ଼ିଶା ଶ୍ରମିକ ସାଥୀ’ ମୋବାଇଲ୍ ଆପ୍। ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଥିଲେ। ଏଥିସହ ସେ ଭୁବନେଶ୍ଵରରେ ଦୁଇଟି

Collector & DM, Nuapada (@dm_nuapada) 's Twitter Profile Photo

ନୂଆପଡ଼ା ବ୍ଲକ୍ କାଦୋମେରୀ ପଞ୍ଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଖରୀଆର ବନଖଣ୍ଡ ଅଧିକାରୀ, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ, ବ୍ଲକ୍ ଅଧ୍ୟକ୍ଷା,ବିଡ଼ିଓ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ l

Labour Commissioner, Odisha (@labourodisha) 's Twitter Profile Photo

ଗଜପତି ଜିଲ୍ଲା ଶ୍ରମ ବିଭାଗର ଅଧିକାରୀମାନେ ପାରଳାଖେମୁଣ୍ଡିର ୪ଟି ନିର୍ମାଣ ସ୍ଥଳ ପରିଦର୍ଶନ କରିଛନ୍ତି। ସେଠାରେ ସମୁଦାୟ ୨୫ ଜଣ ନିର୍ମାଣ ଶ୍ରମିକଙ୍କୁ ଚିହ୍ନଟ କରାଯାଇଥିଲା, ସେମାନଙ୍କ ମଧ୍ୟରୁ ୨୨ ଜଣ ପୂର୍ବରୁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧୀନ ରେ ପଞ୍ଜୀକୃତ ହୋଇଥିଲେ । ଅବଶିଷ୍ଟ

Labour & ESI Dept. Government of Odisha (@lesiodisha) 's Twitter Profile Photo

ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ପ୍ରଦାନକାରୀ ଅଧିକାରୀ(DDO) ମାନଙ୍କ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ଓ କର୍ମଚାରୀ ରାଜ୍ୟ ବୀମା (ESI) ଉପରେ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା I ଏହି ତାଲିମ କାର୍ଯ୍ୟକ୍ରମରେ ଶ୍ରମ ଆୟୁକ୍ତ, ଓଡିଶା, ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ

ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ପ୍ରଦାନକାରୀ ଅଧିକାରୀ(DDO) ମାନଙ୍କ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ଓ କର୍ମଚାରୀ ରାଜ୍ୟ ବୀମା (ESI) ଉପରେ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା I ଏହି ତାଲିମ କାର୍ଯ୍ୟକ୍ରମରେ ଶ୍ରମ ଆୟୁକ୍ତ, ଓଡିଶା, ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ
Labour Commissioner, Odisha (@labourodisha) 's Twitter Profile Photo

ତା. ୦୬-୦୫-୨୦୨୫ ରିଖରେ ଭୁବନେଶ୍ଵର ଜାଭିୟର ଛକ ଅଞ୍ଚଳରେ ଅଟୋ ଚାଳକଙ୍କ ପଞ୍ଜୀକରଣ ପାଇଁ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଅଧୀନରେ "ଅଟୋରିକ୍ସା ଚାଳକ ପଞ୍ଜୀକରଣ" ପାଇଁ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଭୁବନେଶ୍ଵର ଦ୍ୱାରା ଏକ ସ୍ଵତନ୍ତ୍ର ଅଭିଯାନ ଅନୁଷ୍ଠିତ ହୋଇଥିଲା । ୨୩୦ରୁ ଅଧିକ ଅଟୋରିକ୍ସା ଚାଳକଙ୍କୁ

ତା. ୦୬-୦୫-୨୦୨୫ ରିଖରେ ଭୁବନେଶ୍ଵର ଜାଭିୟର ଛକ ଅଞ୍ଚଳରେ ଅଟୋ ଚାଳକଙ୍କ ପଞ୍ଜୀକରଣ ପାଇଁ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଅଧୀନରେ "ଅଟୋରିକ୍ସା ଚାଳକ ପଞ୍ଜୀକରଣ" ପାଇଁ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଭୁବନେଶ୍ଵର ଦ୍ୱାରା ଏକ ସ୍ଵତନ୍ତ୍ର ଅଭିଯାନ ଅନୁଷ୍ଠିତ ହୋଇଥିଲା । 
୨୩୦ରୁ ଅଧିକ ଅଟୋରିକ୍ସା ଚାଳକଙ୍କୁ
Labour Commissioner, Odisha (@labourodisha) 's Twitter Profile Photo

ଝାରସୁଗୁଡ଼ା ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଝାରସୁଗୁଡ଼ା ପୌରାଞ୍ଚଳରେ “ଅଟୋରିକ୍ସା ଚାଳକ ପଞ୍ଜୀକରଣ” ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିୟାନ ରେ ୧୦ ଜଣ ଅଟୋରିକ୍ସା ଚାଳକଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଅଧୀନରେ ପଞ୍ଜୀକୃତ କରି ପରିଚୟପତ୍ର ପ୍ରଦାନ କରାଯାଇଥିଲା । The

ଝାରସୁଗୁଡ଼ା ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଝାରସୁଗୁଡ଼ା ପୌରାଞ୍ଚଳରେ “ଅଟୋରିକ୍ସା ଚାଳକ ପଞ୍ଜୀକରଣ” ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିୟାନ ରେ ୧୦ ଜଣ ଅଟୋରିକ୍ସା ଚାଳକଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଅଧୀନରେ ପଞ୍ଜୀକୃତ କରି ପରିଚୟପତ୍ର ପ୍ରଦାନ କରାଯାଇଥିଲା ।

The
Labour Commissioner, Odisha (@labourodisha) 's Twitter Profile Photo

ଆଦ୍ୟ ତା. ୦୭-୦୫-୨୦୨୫ ରିଖରେ, ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଭୁବନେଶ୍ବର ଦ୍ୱାରା ରାଜମହଲ ଛକ ଏବଂ କଳ୍ପନା ଛକ୍ ଠାରେ ଥିବା ୪୭ ଜଣ ଅଟୋରିକ୍ସା ଚାଳକଙ୍କୁ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଅଧୀନରେ ଥିବା ଯୋଜନା ସମ୍ପର୍କରେ ସଚେତନତା କରାଯାଇ ଯଥାଶୀଘ୍ର ପଞ୍ଜୀକୃତ ହେବା ନିମନ୍ତେ ଆବେଦନ କରିବା ପାଇଁ

#ବରଗଡ ଜିଲ୍ଲାର ପାଇକମାଳ ବ୍ଲକ ଅନ୍ତର୍ଗତ ପଶ୍ଚିମ ଓଡ଼ିଶାର ପ୍ରାଚୀନ ଓ ପ୍ରସିଦ୍ଧ ନୃସିଂହ ନାଥ ପୀଠଠାରେ ଶ୍ରୀ ଶ୍ରୀ ନୃସିଂହ ନାଥ ମହାପ୍ରଭୁଙ୍କ ବୈଶାଖୀ ମେଳା ଅଦ୍ୟ ତା: ୦୭.୦୫.୨୦୨୫ ରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ୧୨.୦୫.୨୦୨୫ ରିଖ ପର୍ଯ୍ୟନ୍ତ ହେବାକୁ ଥିବା ଉତ୍ସବରେ ବ୍ୟାପକ ଜନ ସମାଗମକୁ ଦୃଷ୍ଟିରେ ରଖି ସମ୍ମାନନୀୟ ଶ୍ରମ ଆୟୁକ୍ତ,

ତା. ୦୮/୦୫/୨୦୨୫ ରିଖରେ ଯାଜପୁର ଜିଲ୍ଲାର ଚଣ୍ଡୀଖୋଲ ଠାରେ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଅଧୀନରେ ଅଟୋରିକ୍ସା ଚାଳକଙ୍କ ପଞ୍ଜୀକରଣ ପାଇଁ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଯାଜପୁର ଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଅଭିଯାନ ଅନୁଷ୍ଠିତ ହୋଇଯାଇଅଛି । ୧୦୦ରୁ ଅଧିକ ଅଟୋରିକ୍ସା ଚାଳକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଓଡ଼ିଶା

ତା. ୦୮/୦୫/୨୦୨୫ ରିଖରେ ଯାଜପୁର ଜିଲ୍ଲାର ଚଣ୍ଡୀଖୋଲ ଠାରେ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଅଧୀନରେ ଅଟୋରିକ୍ସା ଚାଳକଙ୍କ ପଞ୍ଜୀକରଣ ପାଇଁ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଯାଜପୁର ଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଅଭିଯାନ ଅନୁଷ୍ଠିତ ହୋଇଯାଇଅଛି । 
୧୦୦ରୁ ଅଧିକ ଅଟୋରିକ୍ସା ଚାଳକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଓଡ଼ିଶା
Labour Commissioner, Odisha (@labourodisha) 's Twitter Profile Photo

ତା. ୦୮-୦୫-୨୦୨୫ ରିଖରେ, ଅନୁଗୁଳ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଅନୁଗୁଳ ଓ ବଅଁରପାଳ ବ୍ଲକର ୩ଟି ଅଟୋଷ୍ଟାଣ୍ଡ ଠାରେ “ଅଟୋରିକ୍ସା ଚାଳକ ପଞ୍ଜୀକରଣ ଅଭିୟାନ” ଅନୁଷ୍ଠିତ କରାଯାଇଥିଲା । ଚିହ୍ନଟ କରାଯାଇଥିବା ଅଟୋରିକ୍ସା ଚାଳକଙ୍କୁ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଅଧୀନରେ ଉପଲବ୍ଧ ସହାୟତା ଏବଂ ପଞ୍ଜୀକରଣ ପ୍ରକ୍ରିୟା

ତା. ୦୮-୦୫-୨୦୨୫ ରିଖରେ, ତାଳଚେର ଶ୍ରମ ବିଭାଗର ଅଧିକାରୀମାନେ, ତାଳଚେର ବ୍ଲକ ଏବଂ ତାଳଚେର ପୌରପାଳିକାରେ ୪ଟି ଅଟୋଷ୍ଟାଣ୍ଡ ଠାରେ “ଅଟୋରିକ୍ସା ଚାଳକ ପଞ୍ଜୀକରଣ ଅଭିୟାନ” ଅନୁଷ୍ଠିତ କରିଥିଲେ । ଚିହ୍ନଟ କରାଯାଇଥିବା ୩୦ଜଣ ଅଟୋରିକ୍ସା ଚାଳକଙ୍କୁ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଅଧୀନରେ ଉପଲବ୍ଧ ସହାୟତା ଏବଂ

ତା. ୦୮-୦୫-୨୦୨୫ ରିଖରେ, ଭଦ୍ରକ ଜିଲ୍ଲା ଶ୍ରମ ବିଭାଗର ଅଧିକାରୀମାନେ, #ଭଦ୍ରକର ବନ୍ତ ଛକ ଅଟୋଷ୍ଟାଣ୍ଡ ଠାରେ “ଅଟୋରିକ୍ସା ଚାଳକ ପଞ୍ଜୀକରଣ ଅଭିୟାନ” ଅନୁଷ୍ଠିତ କରିଥିଲେ । ଚିହ୍ନଟ କରାଯାଇଥିବା ୫୦ଜଣ ଅଟୋରିକ୍ସା ଚାଳକଙ୍କୁ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଅଧୀନରେ ଉପଲବ୍ଧ ସହାୟତା ଏବଂ ପଞ୍ଜୀକରଣ ପ୍ରକ୍ରିୟା

ଅଦ୍ୟ ତା. ୦୯.୦୫.୨୫ ରିଖରେ ବାଲେଶ୍ଵର ଜିଲ୍ଲା ଶ୍ରମ ଅଧିକାରୀମାନେ ବାଲେଶ୍ଵର ବଳରାମଗଡି ସ୍ଥିତ ମାଛ ବଜାର ଓ ବୁଢ଼ାବଳଙ୍ଗ ନଦୀ କୂଳ ରେ ଥିବା ସମସ୍ତ ଟ୍ରଲର ନିକଟ କୁ ଯାଇ ସେଠାରେ ଉପସ୍ଥିତ ୩୦ଜଣ ମାଛ ବିକାଳୀ ଓ ୧୦ଜଣ ମାଛ ଧରାଳି ଙ୍କୁ ଅଣସଂଗଠିତ ବୋର୍ଡ ଅଧୀନରେ ଉପଲବ୍ଧ ସହାୟତା ଏବଂ ପଞ୍ଜିକରଣ ପ୍ରକ୍ରିୟା ସମ୍ପର୍କରେ ସଚେତନ କରାଇଛନ୍ତି

ଅଦ୍ୟ ତା. ୦୯.୦୫.୨୫ ରିଖରେ ବଲାଙ୍ଗିର ଶ୍ରମ ବିଭାଗର ଅଧିକାରୀମାନେ ବଲାଙ୍ଗିର ରେଳ ଷ୍ଟେସନ ଆଖପାଖ ଅଞ୍ଚଳ ପରିଦର୍ଶନ କରି ୩୫ଜଣ ଅଟୋରିକ୍ସା ଚାଳକଙ୍କୁ ଚିହ୍ନଟ କରି ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଅଧୀନରେ ଉପଲବ୍ଧ ସହାୟତା ଏବଂ ପଞ୍ଜୀକରଣ ପ୍ରକ୍ରିୟା ସମ୍ପର୍କରେ ସଚେତନ କରିଥିଲେ । ସେମାନଙ୍କୁ ଯଥାଶୀଘ୍ର ପଞ୍ଜୀକରଣ

ଆଜି ଯାଜପୁର-କେନ୍ଦୁଝର ରୋଡ୍ ରେଳ-ଷ୍ଟେସନ ନିକଟରେ, ଯାଜପୁର ଜିଲ୍ଲା ଶ୍ରମ ବିଭାଗର ଅଧିକାରୀଙ୍କ ଦ୍ୱାରା ଏକ ସଚେତନତା ଓ ପଞ୍ଜୀକରଣ ଶିବିର ଅନୁଷ୍ଠିତ ହୋଇଥିଲା। ଗୋପବନ୍ଧୁ ଅଟୋ ରିକ୍ସା ସଂଘର ୨୫ ଜଣ ଅଟୋରିକ୍ସା ଚାଳକ ଏବଂ ସଂଘ ର ସଭାପତି ଉପସ୍ଥିତ ଥିଲେ। ତାଙ୍କ ମଧ୍ୟ ରୁ ୬ ଜଣ ଅଟୋରିକ୍ସା ଚାଳକ ପୂର୍ବରୁ ପଞ୍ଜୀକୃତ ହୋଇସାରିଥିଲେ,

ଆଜି ଛତ୍ରପୁର ଜିଲ୍ଲା ଶ୍ରମ ବିଭାଗ ର ଅଧିକାରୀମାନେ ଛତ୍ରପୁର ଷ୍ଟେସନ ରୋଡ୍ ନିକଟରେ ୦୨ ଟି ଅଟୋ ଷ୍ଟାଣ୍ଡ ପରିଦର୍ଶନ କରିଥିଲେ । ସିଦ୍ଧିବିନାୟକ ଅଟୋ ସଂଘ ର ୧୧୦ଜଣ ଅଟୋରିକ୍ସା ଚାଳକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଅଧୀନରେ ଉପଲବ୍ଧ ସହାୟତା ଏବଂ ପଞ୍ଜୀକରଣ ପ୍ରକ୍ରିୟା ସମ୍ପର୍କରେ