Kanak News
@kanak_news
Official Twitter feed of Kanak News, Odisha's leading 24x7 news channel from the house of 'Sambad'.
Telegram: https://t.co/sT71E7spJx
YT:https://t.co/6uyWqzbZ4V
ID:258677084
https://kanaknews.com 28-02-2011 06:48:39
192,9K Tweets
794,8K Followers
40 Following
ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ଖୋଲିବୁ, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବୁ । ଛେଣ୍ଡିପଦାରେ ଭୋଟ ଭିକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ । #KanakNews #Odisha Dharmendra Pradhan (मोदी का परिवार) #VKPandian #Elections2024
kanaknews.com/dharmendra-pra…
#ନବୀନ_ବାବୁ_କହୁଛନ୍ତି_ନା_ଟେକ୍ନୋଲଜି_ମାଧ୍ୟମରେ_କୁହାଯାଉଛି ?
ନବୀନଙ୍କ ସର୍ଟ ଭିଡିଓରେ ବିରୋଧୀଙ୍କୁ ଟାର୍ଗେଟ୍ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲା ବିଜେପି । କହିଲେ , ଏକଥା ନବୀନ ବାବୁ କହୁଛନ୍ତି କି ? ନା ଟେକ୍ନୋଲଜି ମାଧ୍ୟମରେ କୁହାଯାଉଛି? #KanakNews #BJP #Odisha #SamirMohanty
#ଅପରାଜିତାଙ୍କୁ_ଟାର୍ଗେଟ୍_କଲେ_ମୁଖ୍ୟମନ୍ତ୍ରୀ
ଖୋର୍ଦ୍ଧା ସଭାରୁ ପୁଣି ଅପରାଜିତାଙ୍କୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ । କହିଲେ , ପୁରୀ ଓ ଲିଙ୍ଗରାଜ ପ୍ରକଳ୍ପ କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ଭୁବନେଶ୍ୱର ସାଂସଦ #KanakNews #Odisha #NaveenPatnaik #Odisha
#ନିଜ_ବନ୍ଧୁକରୁ_ଫୁଟିଲା_ଗୁଳି
ଛତିଶଗଡ଼ ନାରାୟଣପୁରରେ ଆଇଟିବିପି ଯବାନଙ୍କୁ ଗୁଳି । ବନ୍ଧୁକ ସଫା କରୁଥିବା ବେଳେ ନିଜ ଦେହରେ ବାଜିଲା ଗୁଳି #KanakNews #Chhattisgarh
ଖୋର୍ଦ୍ଧା ସଭାରୁ ଅପରାଜିତାଙ୍କୁ ଟାର୍ଗେଟ କଲେ ନବୀନ । କହିଲେ, ପୁରୀ ପରିକ୍ରମା ଓ ଲିଙ୍ଗରାଜଙ୍କ କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ଭୁବନେଶ୍ୱର ସାଂସଦ । #KanakNews #Odisha #VKPandian #Elections2024
kanaknews.com/naveen-patanik…
#୨୦ଦିନ_ହେଲା_ପାଣି_ଆସୁନି_ପିଲାଛୁଆ_କଣ_ପିଇବେ_ଆଜ୍ଞା
ଖରାଦିନରେ କୂଅ , ପୋଖରୀ ସବୁ ଶୁଖିଲା , ୨୦ ଦିନ ହେଲା ପାଣି ପାଇଁ ଆମେ ହନ୍ତସନ୍ତ ହେଉଛୁ ଆଜ୍ଞା । ଡହଳବିକଳ ହେଲୁ ବୋଲି ଆଜି ରାସ୍ତାକୁ ଓହ୍ଲାଇଛୁ । ଆମେ ଦିନମଜୁରିଆ ଲୋକ କୁଆଡ଼େ କାମକୁ ନଯାଇ ଆଜି ପ୍ରତିବାଦ କରୁଛୁ .. #KanakNews #Ganjam #Odisha
#ଚାଲି_ଚାଲି_ପ୍ରଚାର_କଲେ_ମାଉସୀଙ୍କ_ଠାରୁ_ସରବତ_ପିଇଲେ_ରେଳମନ୍ତ୍ରୀ
ବାଲେଶ୍ୱରରେ ରେଳମନ୍ତ୍ରୀଙ୍କ ଜୋରଦାର୍ ପ୍ରଚାର । ଚାଲି ଚାଲି ପ୍ରଚାର କଲେ ଅଶ୍ୱିନୀ ବୈଷ୍ଣବ , ମାଉସୀଙ୍କଠାରୁ ସରବତ ପିଇଲେ ରେଳମନ୍ତ୍ରୀ #KanakNews #Balasore Ashwini Vaishnaw (मोदी का परिवार)
#ଦିଲ୍ଲିପ_ନାୟକଙ୍କ_ପାଇଁ_ପ୍ରଚାର_କଲେ_ବାବୁସାନ_ଓ_ଏଲିନା
ନିମାପଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ଦିଲ୍ଲିପ ନାୟକଙ୍କ ପାଇଁ ପ୍ରଚାର କଲେ ଷ୍ଟାର ପ୍ରଚାରକ ବାବୁସାନ ଓ ଏଲିନା । ବଳଙ୍ଗା ମେଳଣ ପଡ଼ିଆରେ ଅନୁଷ୍ଠିତ ବିଶାଳ ଯୁବ ସମାବେଶରେ ସାମିଲ ହୋଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍ #KanakNews #Odisha #Elections2024
ନାଁ ନନେଇ ଅପରାଜିତାଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ । କହିଲେ ସୋଲାର ଲାଇଟ ଓ ଫୁଟ୍ ଓଭରବ୍ରିଜ୍ କରି ଭୁବନେଶ୍ୱର ସାଂସଦ କହୁଛନ୍ତି ବିକାଶ ହୋଇଛି, ସରପଞ୍ଚ ବି ଏହାଠାରୁ ଭଲ କାମ କରିବେ । #KanakNews #Odisha #BJD #VKPandian #Elections2024
kanaknews.com/pandian-target…
#ସୃଷ୍ଟି_ହେଲା_ଲଘୁଚାପ
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତର-ପୂର୍ବ ଦିଗରେ ଗତି କରିବ ଲଘୁଚାପ #KanakNews #Odisha #WeatherUpdate
#କେମିତି_ଗଲା_ପ୍ରେମୀଯୁଗଳଙ୍କ_ଜୀବନ ?
ଖୋର୍ଦ୍ଧାରେ ପ୍ରେମୀଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର । ବେଗୁନିଆ ଥାନା ଗଡ଼ମାଣତି ନିକଟରୁ ମୃତଦେହ ଉଦ୍ଧାର କଲା ପୁଲିସ୍ #KanakNews #khordha #Odisha
#ମୁଁ_ଘସିପୁରାବାସୀଙ୍କ_ନିକଟରେ_ସମର୍ପଣ_କରିଛି ..
ଏ ନିର୍ବାଚନ ଆଉ ଦଳ-ଦଳ ମଧ୍ୟରେ ନୁହଁ ; ସରକାରୀ କଳ , ପୁଲିସ୍ ବଳ , ଅହଂକାର ଏବଂ ଧନବଳ ବିରୁଦ୍ଧରେ ଘସିପୁରାବାସୀ ଲଢ଼େଇ କରୁଛନ୍ତି । ମୁଁ ସେମାନଙ୍କର ଜଣେ ମାଧ୍ୟମ ହୋଇପାରେ , ଏଠାରେ ସାଧାରଣ ଜନତା ଲଢ଼େଇ କରୁଛନ୍ତି : Soumyaranjan Patnaik #KanakNews #Ghasipura
#ଓଡ଼ିଶାରେ_ରାମାୟଣର_ରାମ ’
ଓଡ଼ିଶା ଦଖଲ ପାଇଁ ଦମ୍ ଲଗାଇଛି ବିଜେପି । ଓଡ଼ିଶାରେ ପହଂଚିଲେ ରାମାୟଣର ‘ରାମ’ । ଭୁବନେଶ୍ୱରରେ ପହଂଚି ନିର୍ବାଚନୀ ସଭା ପାଇଁ କେନ୍ଦୁଝର ଗଲେ ଅରୁଣ ଗୋଭିଲ #KanakNews #ArunGovil #Odisha #BJP
#ରେକର୍ଡ_କରିବ_ବିଜେଡି : ଭି.କେ ପାଣ୍ଡିଆନ୍
୨୦୨୪ ନିର୍ବାଚନରେ ରେକର୍ଡ କରିବ ବିଜେଡି । ଲୋକସଭା ଓ ବିଧାନସଭାରେ ରେକର୍ଡ କରିବ ବିଜେଡି , ପ୍ରେସମିଟରେ ଦମ୍ଭୋକ୍ତି ଦେଖାଇଲେ ଭି.କେ ପାଣ୍ଡିଆନ୍ #KanakNews #VKPandian #Odisha
ବିଜେଡି ଛାଡ଼ିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା , ବିଜେଡି ସୁପ୍ରିମୋଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର #KanakNews #JyotiPrakashPanigrahi #Odisha
ପାଣ୍ଡିଆନଙ୍କ ହିସାବ କିତାବ । କହିଲେ, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ୨୦୧୯ ଅପେକ୍ଷା ଅଧିକ ଆସନ ପାଇ ରେକର୍ଡ କରିବ ବିଜେଡି । #KanakNews #Odisha #BJD #Elections2024 #VKPandian
kanaknews.com/pandian-says-b…