Kanak News(@kanak_news) 's Twitter Profileg
Kanak News

@kanak_news

Official Twitter feed of Kanak News, Odisha's leading 24x7 news channel from the house of 'Sambad'.

Telegram: https://t.co/sT71E7spJx
YT:https://t.co/6uyWqzbZ4V

ID:258677084

linkhttps://kanaknews.com calendar_today28-02-2011 06:48:39

190,0K Tweets

783,3K Followers

39 Following

Kanak News(@kanak_news) 's Twitter Profile Photo

କେଉଁ ଦଳକୁ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେ ଅଫରେ ପ୍ରବେଶ କରିଥିଲା? କମେଣ୍ଟ ବକ୍ସରେ ଦିଅନ୍ତୁ ଆପଣଙ୍କ ଉତ୍ତର ।

କେଉଁ ଦଳକୁ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେ ଅଫରେ ପ୍ରବେଶ କରିଥିଲା? କମେଣ୍ଟ ବକ୍ସରେ ଦିଅନ୍ତୁ ଆପଣଙ୍କ ଉତ୍ତର । #KanakNews #IPL
account_circle
Kanak News(@kanak_news) 's Twitter Profile Photo

ଆଜି ଆଇପିଏଲର ଏଲୁମିନେଟର ମ୍ୟାଚ । କିଏ ଜିତିବ ଆଜିର ମ୍ୟାଚ?

ଆଜି ଆଇପିଏଲର ଏଲୁମିନେଟର ମ୍ୟାଚ । କିଏ ଜିତିବ ଆଜିର ମ୍ୟାଚ? #RRvsRCB #IPL2024
account_circle
Kanak News(@kanak_news) 's Twitter Profile Photo

ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ଖୋଲିବୁ, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବୁ । ଛେଣ୍ଡିପଦାରେ ଭୋଟ ଭିକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ । Dharmendra Pradhan (मोदी का परिवार)

kanaknews.com/dharmendra-pra…

account_circle
Kanak News(@kanak_news) 's Twitter Profile Photo

?
ନବୀନଙ୍କ ସର୍ଟ ଭିଡିଓରେ ବିରୋଧୀଙ୍କୁ ଟାର୍ଗେଟ୍ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲା ବିଜେପି । କହିଲେ , ଏକଥା ନବୀନ ବାବୁ କହୁଛନ୍ତି କି ? ନା ଟେକ୍ନୋଲଜି ମାଧ୍ୟମରେ କୁହାଯାଉଛି?

account_circle
Kanak News(@kanak_news) 's Twitter Profile Photo


ଖୋର୍ଦ୍ଧା ସଭାରୁ ପୁଣି ଅପରାଜିତାଙ୍କୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ । କହିଲେ , ପୁରୀ ଓ ଲିଙ୍ଗରାଜ ପ୍ରକଳ୍ପ କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ଭୁବନେଶ୍ୱର ସାଂସଦ

account_circle
Kanak News(@kanak_news) 's Twitter Profile Photo


ଛତିଶଗଡ଼ ନାରାୟଣପୁରରେ ଆଇଟିବିପି ଯବାନଙ୍କୁ ଗୁଳି । ବନ୍ଧୁକ ସଫା କରୁଥିବା ବେଳେ ନିଜ ଦେହରେ ବାଜିଲା ଗୁଳି

account_circle
Kanak News(@kanak_news) 's Twitter Profile Photo

ଖୋର୍ଦ୍ଧା ସଭାରୁ ଅପରାଜିତାଙ୍କୁ ଟାର୍ଗେଟ କଲେ ନବୀନ । କହିଲେ, ପୁରୀ ପରିକ୍ରମା ଓ ଲିଙ୍ଗରାଜଙ୍କ କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ଭୁବନେଶ୍ୱର ସାଂସଦ ।

kanaknews.com/naveen-patanik…

account_circle
Kanak News(@kanak_news) 's Twitter Profile Photo


ଖରାଦିନରେ କୂଅ , ପୋଖରୀ ସବୁ ଶୁଖିଲା , ୨୦ ଦିନ ହେଲା ପାଣି ପାଇଁ ଆମେ ହନ୍ତସନ୍ତ ହେଉଛୁ ଆଜ୍ଞା । ଡହଳବିକଳ ହେଲୁ ବୋଲି ଆଜି ରାସ୍ତାକୁ ଓହ୍ଲାଇଛୁ । ଆମେ ଦିନମଜୁରିଆ ଲୋକ କୁଆଡ଼େ କାମକୁ ନଯାଇ ଆଜି ପ୍ରତିବାଦ କରୁଛୁ ..

account_circle
Kanak News(@kanak_news) 's Twitter Profile Photo


ବାଲେଶ୍ୱରରେ ରେଳମନ୍ତ୍ରୀଙ୍କ ଜୋରଦାର୍ ପ୍ରଚାର । ଚାଲି ଚାଲି ପ୍ରଚାର କଲେ ଅଶ୍ୱିନୀ ବୈଷ୍ଣବ , ମାଉସୀଙ୍କଠାରୁ ସରବତ ପିଇଲେ ରେଳମନ୍ତ୍ରୀ Ashwini Vaishnaw (मोदी का परिवार)

account_circle
Kanak News(@kanak_news) 's Twitter Profile Photo


ନିମାପଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ଦିଲ୍ଲିପ ନାୟକଙ୍କ ପାଇଁ ପ୍ରଚାର କଲେ ଷ୍ଟାର ପ୍ରଚାରକ ବାବୁସାନ ଓ ଏଲିନା । ବଳଙ୍ଗା ମେଳଣ ପଡ଼ିଆରେ ଅନୁଷ୍ଠିତ ବିଶାଳ ଯୁବ ସମାବେଶରେ ସାମିଲ ହୋଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍

account_circle
Kanak News(@kanak_news) 's Twitter Profile Photo

ନାଁ ନନେଇ ଅପରାଜିତାଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ । କହିଲେ ସୋଲାର ଲାଇଟ ଓ ଫୁଟ୍ ଓଭରବ୍ରିଜ୍ କରି ଭୁବନେଶ୍ୱର ସାଂସଦ କହୁଛନ୍ତି ବିକାଶ ହୋଇଛି, ସରପଞ୍ଚ ବି ଏହାଠାରୁ ଭଲ କାମ କରିବେ ।

kanaknews.com/pandian-target…

account_circle
Kanak News(@kanak_news) 's Twitter Profile Photo


ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତର-ପୂର୍ବ ଦିଗରେ ଗତି କରିବ ଲଘୁଚାପ

account_circle
Kanak News(@kanak_news) 's Twitter Profile Photo

?
ଖୋର୍ଦ୍ଧାରେ ପ୍ରେମୀଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର । ବେଗୁନିଆ ଥାନା ଗଡ଼ମାଣତି ନିକଟରୁ ମୃତଦେହ ଉଦ୍ଧାର କଲା ପୁଲିସ୍

account_circle
Kanak News(@kanak_news) 's Twitter Profile Photo

..
ଏ ନିର୍ବାଚନ ଆଉ ଦଳ-ଦଳ ମଧ୍ୟରେ ନୁହଁ ; ସରକାରୀ କଳ , ପୁଲିସ୍ ବଳ , ଅହଂକାର ଏବଂ ଧନବଳ ବିରୁଦ୍ଧରେ ଘସିପୁରାବାସୀ ଲଢ଼େଇ କରୁଛନ୍ତି । ମୁଁ ସେମାନଙ୍କର ଜଣେ ମାଧ୍ୟମ ହୋଇପାରେ , ଏଠାରେ ସାଧାରଣ ଜନତା ଲଢ଼େଇ କରୁଛନ୍ତି : Soumyaranjan Patnaik

account_circle
Kanak News(@kanak_news) 's Twitter Profile Photo


ଓଡ଼ିଶା ଦଖଲ ପାଇଁ ଦମ୍ ଲଗାଇଛି ବିଜେପି । ଓଡ଼ିଶାରେ ପହଂଚିଲେ ରାମାୟଣର ‘ରାମ’ । ଭୁବନେଶ୍ୱରରେ ପହଂଚି ନିର୍ବାଚନୀ ସଭା ପାଇଁ କେନ୍ଦୁଝର ଗଲେ ଅରୁଣ ଗୋଭିଲ

account_circle
Kanak News(@kanak_news) 's Twitter Profile Photo

: ଭି.କେ ପାଣ୍ଡିଆନ୍
୨୦୨୪ ନିର୍ବାଚନରେ ରେକର୍ଡ କରିବ ବିଜେଡି । ଲୋକସଭା ଓ ବିଧାନସଭାରେ ରେକର୍ଡ କରିବ ବିଜେଡି , ପ୍ରେସମିଟରେ ଦମ୍ଭୋକ୍ତି ଦେଖାଇଲେ ଭି.କେ ପାଣ୍ଡିଆନ୍

account_circle
Kanak News(@kanak_news) 's Twitter Profile Photo

ବିଜେଡି ଛାଡ଼ିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା , ବିଜେଡି ସୁପ୍ରିମୋଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର

account_circle
Kanak News(@kanak_news) 's Twitter Profile Photo

ପାଣ୍ଡିଆନଙ୍କ ହିସାବ କିତାବ । କହିଲେ, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ୨୦୧୯ ଅପେକ୍ଷା ଅଧିକ ଆସନ ପାଇ ରେକର୍ଡ କରିବ ବିଜେଡି ।

kanaknews.com/pandian-says-b…

account_circle