Jagannath Dhal (@jagabhaina) 's Twitter Profile
Jagannath Dhal

@jagabhaina

ସକଳ ସମସ୍ୟାର ସମାଧାନ ଗୀତାରେ ଅଛି...

ID: 935291978635362304

calendar_today27-11-2017 23:39:19

96 Tweet

87 Takipçi

708 Takip Edilen

Dharitri Live (@dharitrilive1) 's Twitter Profile Photo

ସମୁଦ୍ର ଓ ଭୂଭାଗକୁ ଛୁଇଁଥିବା ଉପକୂଳ ଅଞ୍ଚଳର ସୁରକ୍ଷା ଆବଶ୍ୟକ। ଏହି ଅଞ୍ଚଳରେ ବନ୍ୟା, ସାମୁଦ୍ରିକ ଝଡ଼ ସହ ସୁନାମି ଭୟ ରହିଛି। dharitri.com/the-cag-report… #Kendrapara #Odisha

ସମୁଦ୍ର ଓ ଭୂଭାଗକୁ ଛୁଇଁଥିବା ଉପକୂଳ ଅଞ୍ଚଳର ସୁରକ୍ଷା ଆବଶ୍ୟକ। ଏହି ଅଞ୍ଚଳରେ ବନ୍ୟା, ସାମୁଦ୍ରିକ ଝଡ଼ ସହ ସୁନାମି ଭୟ ରହିଛି।

dharitri.com/the-cag-report…  #Kendrapara #Odisha
Dharitri Live (@dharitrilive1) 's Twitter Profile Photo

ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ପଟ୍ଟାମୁଣ୍ଡାଇର ଧାନ ଅମାର କୁହାଯାଉଥିବା ଉତିକଣ ଭେଡ଼ାରେ ଏବେ ଲହଡ଼ି ଭାଙ୍ଗୁଛି ବର୍ଷାପାଣି। ବର୍ଷାପାଣିରେ ବୁଡ଼ିରହି ଶତାଧିକ ଏକର ଚାଷଜମିର ତଳି ଘେରା ଓ ନୂଆ ରୁଆ ଧାନ ଫସଲ ନଷ୍ଟ ହେବାକୁ ବସିଛି। dharitri.com/hundreds-of-ac… #Kendrapara #Flood #Odisha

ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ପଟ୍ଟାମୁଣ୍ଡାଇର ଧାନ ଅମାର କୁହାଯାଉଥିବା ଉତିକଣ ଭେଡ଼ାରେ ଏବେ ଲହଡ଼ି ଭାଙ୍ଗୁଛି ବର୍ଷାପାଣି। ବର୍ଷାପାଣିରେ ବୁଡ଼ିରହି ଶତାଧିକ ଏକର ଚାଷଜମିର ତଳି ଘେରା ଓ ନୂଆ ରୁଆ ଧାନ ଫସଲ ନଷ୍ଟ ହେବାକୁ ବସିଛି।

dharitri.com/hundreds-of-ac… #Kendrapara #Flood #Odisha
Dharitri Live (@dharitrilive1) 's Twitter Profile Photo

ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ କେତେକ ସାହି, ବାସ୍ତି ଓ ସହର ବେହାଲ ହୋଇଛି। ଏପରି କି ଜୀବନଯାତ୍ରା ମଧ୍ୟ ଠପ ହୋଇଯାଇଛି। ଡ୍ରେନେଜ୍‌ ସୁବିଧା ନ ଥିବାରୁ ରାସ୍ତା ଉପରେ ପାଣିର ଲହଡି ମାରୁଛି । dharitri.com/no-drainage-fa… #DrainageSystem #Road #Pattamundai #Kendrapara #Odisha

ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ କେତେକ ସାହି, ବାସ୍ତି ଓ ସହର ବେହାଲ ହୋଇଛି। ଏପରି କି ଜୀବନଯାତ୍ରା ମଧ୍ୟ ଠପ ହୋଇଯାଇଛି। ଡ୍ରେନେଜ୍‌ ସୁବିଧା ନ ଥିବାରୁ ରାସ୍ତା ଉପରେ ପାଣିର ଲହଡି ମାରୁଛି ।

dharitri.com/no-drainage-fa… #DrainageSystem #Road #Pattamundai #Kendrapara #Odisha
Dharitri Live (@dharitrilive1) 's Twitter Profile Photo

ବନ୍ୟାରେ ଜିଲା କୃଷି ଅର୍ଥନୀତି ବିପନ୍ନ dharitri.com/agricultural-e… #Flood #AgriculturalEconomy #Kendrapara #Odisha

ବନ୍ୟାରେ ଜିଲା କୃଷି ଅର୍ଥନୀତି ବିପନ୍ନ

dharitri.com/agricultural-e…  #Flood #AgriculturalEconomy #Kendrapara #Odisha
Dharitri Live (@dharitrilive1) 's Twitter Profile Photo

କେନ୍ଦ୍ରାପଡ଼ା ଜଳସମ୍ପଦ ଡିଭିଜନ ଅଧୀନରେ ଥିବା ଇନ୍ଦୁପୁର-ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ଘେରି ବନ୍ଧରେ ଖାଲଖମା ମରାମତି ହୋଇଥିଲା। ମାତ୍ର ୬ ମାସ ମଧ୍ୟରେ ରାସ୍ତାରୁ ପିଚୁ ଉଠିବା ସହ ସମ୍ପୂର୍ଣ୍ଣ ରାସ୍ତାରେ ଆଣ୍ଠୁଏ ଲେଖାଏ ଗର୍ତ୍ତ ସୃଷ୍ଟି ହୋଇ ଯାତାୟାତରେ ବାଧା ସୃଷ୍ଟି ହେଉଛି। dharitri.com/6-months-of-re… #Kendrapara #Odisha

କେନ୍ଦ୍ରାପଡ଼ା ଜଳସମ୍ପଦ ଡିଭିଜନ ଅଧୀନରେ ଥିବା ଇନ୍ଦୁପୁର-ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ଘେରି ବନ୍ଧରେ ଖାଲଖମା ମରାମତି ହୋଇଥିଲା। ମାତ୍ର ୬ ମାସ ମଧ୍ୟରେ ରାସ୍ତାରୁ ପିଚୁ ଉଠିବା ସହ ସମ୍ପୂର୍ଣ୍ଣ ରାସ୍ତାରେ ଆଣ୍ଠୁଏ ଲେଖାଏ ଗର୍ତ୍ତ ସୃଷ୍ଟି ହୋଇ ଯାତାୟାତରେ ବାଧା ସୃଷ୍ଟି ହେଉଛି।

dharitri.com/6-months-of-re… #Kendrapara #Odisha
Dharitri Live (@dharitrilive1) 's Twitter Profile Photo

ଚଳିତ ବନ୍ୟା କେନ୍ଦ୍ରାପଡ଼ା ଜିଲାର ଜୀବନ ଜୀବିକାକୁ ବିପର୍ଯ୍ୟସ୍ତ କରିଦେଇଛି। କେନ୍ଦ୍ରାପଡ଼ା ଜିଲାର ୭ ବ୍ଲକ ଅଞ୍ଚଳର ୯୯ ଗ୍ରାମରେ ବନ୍ୟାଜଳ ପ୍ରବେଶ କରି ଚାଷ ଓ ବାସକୁ ଉଜାଡ଼ି ଦେଇଛି। dharitri.com/fishermans-liv… #Kendrapara #OdishaFloods #Odisha

ଚଳିତ ବନ୍ୟା କେନ୍ଦ୍ରାପଡ଼ା ଜିଲାର ଜୀବନ ଜୀବିକାକୁ ବିପର୍ଯ୍ୟସ୍ତ କରିଦେଇଛି। କେନ୍ଦ୍ରାପଡ଼ା ଜିଲାର ୭ ବ୍ଲକ ଅଞ୍ଚଳର ୯୯ ଗ୍ରାମରେ ବନ୍ୟାଜଳ ପ୍ରବେଶ କରି ଚାଷ ଓ ବାସକୁ ଉଜାଡ଼ି ଦେଇଛି।

dharitri.com/fishermans-liv… #Kendrapara #OdishaFloods #Odisha
Dharitri Live (@dharitrilive1) 's Twitter Profile Photo

ରାଜ୍ୟର ପ୍ରଥମ ମ୍ୟୁନିସିପାଲିଟିକୁ ଅବହେଳା dharitri.com/ignore-the-fir… #Kendrapara #Odisha

ରାଜ୍ୟର ପ୍ରଥମ ମ୍ୟୁନିସିପାଲିଟିକୁ ଅବହେଳା

dharitri.com/ignore-the-fir…   #Kendrapara #Odisha
Dharitri Live (@dharitrilive1) 's Twitter Profile Photo

କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ମହିଳା ଶ୍ରମିକମାନଙ୍କୁ ମିଳୁନି ପୁରୁଷ ଶ୍ରମିକମାନଙ୍କ ପରି ଉପଯୁକ୍ତ ପାରିଶ୍ରମିକ । dharitri.com/the-life-of-tr… #Labours #JobCard #Kendrapara #Odisha

କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ମହିଳା ଶ୍ରମିକମାନଙ୍କୁ ମିଳୁନି ପୁରୁଷ ଶ୍ରମିକମାନଙ୍କ ପରି ଉପଯୁକ୍ତ ପାରିଶ୍ରମିକ ।

dharitri.com/the-life-of-tr… #Labours #JobCard #Kendrapara #Odisha
Dharitri Live (@dharitrilive1) 's Twitter Profile Photo

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ସମବାୟ ସମିତି ମାଧ୍ୟମରେ ସାର ଯୋଗାଣ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ୧୬ଟି ସମବାୟ ସମିତି ସାର ଉଠାଇ ନ ଥିବାବେଳେ ଚାଷୀମାନେ ଅସୁବିଧା ଭୋଗ କରୁଛନ୍ତି। dharitri.com/fertilizers-ar… #MARKFED #Pattamundai #Kendrapara #Odisha

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ସମବାୟ ସମିତି ମାଧ୍ୟମରେ ସାର ଯୋଗାଣ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ୧୬ଟି ସମବାୟ ସମିତି ସାର ଉଠାଇ ନ ଥିବାବେଳେ ଚାଷୀମାନେ ଅସୁବିଧା ଭୋଗ କରୁଛନ୍ତି।

dharitri.com/fertilizers-ar… #MARKFED #Pattamundai #Kendrapara #Odisha
Dharitri Live (@dharitrilive1) 's Twitter Profile Photo

ଆଳି ତହସିଲଦାରଙ୍କ କ୍ୱାର୍ଟର୍ସ ପାଲଟିଛି ଭୂତକୋଠି dharitri.com/ali-tahsildars… #Aali #Kendrapara #Odisha

ଆଳି ତହସିଲଦାରଙ୍କ କ୍ୱାର୍ଟର୍ସ ପାଲଟିଛି ଭୂତକୋଠି

dharitri.com/ali-tahsildars…   #Aali #Kendrapara #Odisha
Dharitri Live (@dharitrilive1) 's Twitter Profile Photo

କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗୋବରୀ ନଦୀ କୂଳରେ ଜମ୍ବୁ ଦ୍ୱୀପ ଅଞ୍ଚଳର ପ୍ରାଚୀନ ଐତିହ୍ୟ ଲାଲ୍‌ କୋଠା ପ୍ରାଚୀନ ନୌବାଣିଜ୍ୟର ମୂକ ସାକ୍ଷୀ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। dharitri.com/the-ancient-he… #Mahakalapada #Kendrapara #Odisha

କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗୋବରୀ ନଦୀ କୂଳରେ ଜମ୍ବୁ ଦ୍ୱୀପ ଅଞ୍ଚଳର ପ୍ରାଚୀନ ଐତିହ୍ୟ ଲାଲ୍‌ କୋଠା ପ୍ରାଚୀନ ନୌବାଣିଜ୍ୟର ମୂକ ସାକ୍ଷୀ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।
dharitri.com/the-ancient-he… #Mahakalapada #Kendrapara #Odisha
Dharitri Live (@dharitrilive1) 's Twitter Profile Photo

କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡାଶାଳୀ ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଡିସେମ୍ବର ୮ରେ କେନ୍ଦ୍ରାପଡ଼ା ଜିଲା ଗସ୍ତ ଅବସରରେ ଘୋଷଣା କରିଥିଲେ। dharitri.com/construction-h… #Mahakalpara #Kendrapara #Odisha

କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡାଶାଳୀ ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଡିସେମ୍ବର ୮ରେ କେନ୍ଦ୍ରାପଡ଼ା ଜିଲା ଗସ୍ତ ଅବସରରେ ଘୋଷଣା କରିଥିଲେ।

dharitri.com/construction-h… #Mahakalpara #Kendrapara #Odisha
Dharitri Live (@dharitrilive1) 's Twitter Profile Photo

ଜୁଲାଇରୁ ରେଳ ବିହୀନ ଜିଲାରୁ କେନ୍ଦ୍ରାପଡ଼ା ବାଦ ପଡିଛି। ସେହିବର୍ଷ ଜୁଲାଇ ୨୪ଠାରୁ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏବେ ଦୈନିକ ୩୦ ପାଖାପାଖି ମାଲବାହୀ ଟ୍ରେନ ଗଡୁଛି। ହେଲେ ଯାତ୍ରୀବାହୀ ଟ୍ରେନ ଅଦ୍ୟାବଧି ଚଳାଚଳ କରିପାରିନାହିଁ। dharitri.com/memu-train-fro… #MemuTrain #Kendrapara #Odisha

ଜୁଲାଇରୁ ରେଳ ବିହୀନ ଜିଲାରୁ କେନ୍ଦ୍ରାପଡ଼ା ବାଦ ପଡିଛି। ସେହିବର୍ଷ ଜୁଲାଇ ୨୪ଠାରୁ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏବେ ଦୈନିକ ୩୦ ପାଖାପାଖି ମାଲବାହୀ ଟ୍ରେନ ଗଡୁଛି। ହେଲେ ଯାତ୍ରୀବାହୀ ଟ୍ରେନ ଅଦ୍ୟାବଧି ଚଳାଚଳ କରିପାରିନାହିଁ।

dharitri.com/memu-train-fro… #MemuTrain #Kendrapara #Odisha
Dharitri Live (@dharitrilive1) 's Twitter Profile Photo

ଏକାନ୍ତ ଭାବେ ଛିଡ଼ା ହୋଇଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଫଲ୍‌ସ ପଏଣ୍ଟର ବତିଘର ଏବେ ବିକାଶ ଦେଖିବ। ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ଗ୍ୟାଲେରି, ଜେଟି ନିର୍ମାଣ, ବିଶ୍ରାମ ଓ ଯାତ୍ରୀନିବାସ ସହ ସ୍ଥାନୀୟ ଲୋକସଂସ୍କୃତିକୁ ନେଇ ବଜାର ସୃଷ୍ଟି ହେବ। dharitri.com/lighthouse-see… #Tourism #Mahakalapada #Kendrapara

ଏକାନ୍ତ ଭାବେ ଛିଡ଼ା ହୋଇଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଫଲ୍‌ସ ପଏଣ୍ଟର ବତିଘର ଏବେ ବିକାଶ ଦେଖିବ। ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ଗ୍ୟାଲେରି, ଜେଟି ନିର୍ମାଣ, ବିଶ୍ରାମ ଓ ଯାତ୍ରୀନିବାସ ସହ ସ୍ଥାନୀୟ ଲୋକସଂସ୍କୃତିକୁ ନେଇ ବଜାର ସୃଷ୍ଟି ହେବ।

dharitri.com/lighthouse-see…   #Tourism #Mahakalapada #Kendrapara
Sushant (Modi Ka Parivar) (@sushproudhindu) 's Twitter Profile Photo

Rahul Gandhi राहु जी, आप देश को बताओगे की आपके जीजाजी प्रधानमन्त्री के मित्र के साथ कौन सी वार्ता कर रहे

Rahul Gandhi राहु जी,

आप देश को बताओगे की आपके जीजाजी प्रधानमन्त्री के मित्र के साथ कौन सी वार्ता कर रहे
Dharitri Live (@dharitrilive1) 's Twitter Profile Photo

ସୁପ୍ରଭାତ! ଆଜିର ଧରିତ୍ରୀ (ତା- ୨୯ . ମେ. ୨୦୨୪) ଅଧିକ ଖବର ପାଇଁ ଲଗ ଅନ କରନ୍ତୁ dharitriepaper.in #Dharitri #DharitriNews #Newspaper #ଧରିତ୍ରୀ

ସୁପ୍ରଭାତ! ଆଜିର ଧରିତ୍ରୀ (ତା- ୨୯ . ମେ. ୨୦୨୪)

ଅଧିକ ଖବର ପାଇଁ ଲଗ ଅନ କରନ୍ତୁ dharitriepaper.in

#Dharitri #DharitriNews  #Newspaper #ଧରିତ୍ରୀ
Adyasha Satpathy (@adyashasatpath3) 's Twitter Profile Photo

Inviting all young environmentalists & youth organisations working at the grassroots levels 🌱 Send in details of your work with simple bio description to win the prestigious Dharitri Climate Grant. #DharitriYouthConclave #DharitriClimateGrant #ClimateAction Dharitri Live

Inviting all young environmentalists & youth organisations working at the grassroots levels 🌱
Send in details of your work with simple bio description to win the prestigious Dharitri Climate Grant.
#DharitriYouthConclave
#DharitriClimateGrant
#ClimateAction
Dharitri Live
Erik Solheim (@eriksolheim) 's Twitter Profile Photo

Big applause for ‘Million Mangroves by 2030’ in India 🇮🇳! Bravo Odisha! A brilliant community effort to Fight Climate Change & Save Coasts. 🌱👏 Led by youth champ Soumya Ranjan Biswal 🇺🇳🇮🇳, OPSA Trust, Sabuja Sakha, Dharitri Live & Orissa POST Live, launched by Adyasha Satpathy &

Big applause for ‘Million Mangroves by 2030’ in India 🇮🇳! Bravo Odisha!

A brilliant community effort to Fight Climate Change & Save Coasts. 🌱👏

Led by youth champ Soumya Ranjan Biswal 🇺🇳🇮🇳, OPSA Trust, Sabuja Sakha, Dharitri Live & Orissa POST Live, launched by Adyasha Satpathy &