
Suresh Pujari
@sureshkpujari
Cabinet Minister of Revenue and Disaster Management, Govt of Odisha | MLA Brajrajnagar | Former MP Bargarh Lok Sabha.
ID: 625536118
http://www.sureshpujari.in 03-07-2012 12:51:59
9,9K Tweet
41,41K Takipçi
264 Takip Edilen



ଓଡ଼ିଶା ବିଜେପି ସଭାପତି ପଦ ପାଇଁ ନିର୍ବାଚିତ ହେବା ପରେ, ପୁରୀ ଲୋକସଭାର ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଶ୍ରୀ Manmohan Samal ଙ୍କୁ ଭବ୍ୟ ସ୍ୱାଗତ ଏବଂ ସମ୍ବର୍ଦ୍ଧନା ଜଣାଛନ୍ତି।


ମାନ୍ୟବର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଜୀ Rajnath Singh ଜୀ ଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ବହୁତ ବହୁତ ଶୁଭକାମନାBJP BJP Odisha ରାଷ୍ଟ୍ରର ସେବା କରିବା ନିମନ୍ତେ ମହାପ୍ରଭୁ ଜଗନ୍ନାଥ ଓ ମା ସମଲେଶ୍ବରୀ ଙ୍କ ନିକଟରେ ଆପଣଙ୍କର ଦୀର୍ଘ,ସୁସ୍ଥ ତଥା ନିରାମୟ ଜୀବନ କାମନା କରୁଛି l



ଜିଲ୍ଲାରେ UPSC Coaching ଏବଂ Career Counselling Project ସମ୍ପର୍କିତ ବୈଠକରେ ବିଧାୟକ ଶ୍ରୀ Tankadhar Tripathy, ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ, ପୁଲିସ ଆଇଜି,ଏମସିଏଲ ପରିଚାଳନା ନିର୍ଦ୍ଦେଶକ, ଜିଲ୍ଲାପାଳ ଏବଂ ଉଚ୍ଚ ପଦାଧିକାରୀଙ୍କ ସହିତ ଯୋଗଦେଲି। ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସ ରୁ ଜିଲ୍ଲାର ଛାତ୍ରଛାତ୍ରୀ ଉପକୃତ ହେବ।




