
SP KANDHAMAL
@spkandhamal
Official Twitter Handle of SP Kandhamal.Any emergency 🚨 Please Dial 112.
ID: 849187567123795969
https://odishapolice.gov.in/ 04-04-2017 09:11:07
4,4K Tweet
10,10K Takipçi
61 Takip Edilen



ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ କନ୍ଧମାଳ ପୋଲିସ ତରଫରୁ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖମୟ ହେଉ । Odisha Police Igpsr Berhampur



Important information for Home Guard recruitment 2025. ଗୃହରକ୍ଷୀ ନିଯୁକ୍ତି ୨୦୨୫ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା । Odisha Police Igpsr Berhampur For more details click on the below link 👇🏻 drive.google.com/file/d/113rSSF…


ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ରଜ ପର୍ବ ଆପଣ ସମସ୍ତଙ୍କ ପାଇଁ ବେଶ ଆନନ୍ଦମୟ ହେଉ I Odisha Police Igpsr Berhampur


In view of the upcoming Rath Yatra 2025 to be held in the district, continuous checking is going on in various hotels and lodges of Kandhamal district to ensure the safety and security in the locality. Odisha Police DGP, Odisha Igpsr Berhampur


Warm wishes to all on #InternationalYogaDay. Let's promise to practice Yoga daily for physical, mental and spiritual well-being. Odisha Police Igpsr Berhampur



ପବିତ୍ର #ରଥଯାତ୍ରା ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରି ଦିଅନ୍ତୁ । #ଜୟଜଗନ୍ନାଥ #JaiJagannath Odisha Police Igpsr Berhampur



ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ସମସ୍ତଙ୍କୁ କନ୍ଧମାଳ ପୋଲିସ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖମୟ ଏବଂ ମଙ୍ଗଳମୟ ହେଉ । ଜୟ ଜଗନ୍ନାଥ । #JaiJagannath #BahudaYatra Odisha Police Igpsr Berhampur


Based on reliable information, a team of Sadar PS conducted a raid and seized 175kg illegal Ganja along with one Scorpio vehicle. In this regard, Sadar PS case no.163/2025 has been registered under the relevant section of the law. DGP, Odisha Odisha Police Igpsr Berhampur


ମହାପ୍ରଭୁଙ୍କ ପବିତ୍ର ସୁନାବେଶ ଉପଲକ୍ଷେ ସମସ୍ତଙ୍କୁ କନ୍ଧମାଳ ପୋଲିସ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖମୟ ଏବଂ ମଙ୍ଗଳମୟ ହେଉ । ଜୟ ଜଗନ୍ନାଥ । #JaiJagannath #SunaBesa Odisha Police Igpsr Berhampur

