Sarada Prasad Panda
@sarada_panda06
ID: 1639193356055052288
24-03-2023 09:12:36
164 Tweet
973 Takipçi
126 Takip Edilen
ଓଡ଼ିଶାରେ ଆରମ୍ଭ ହୋଇଛି ମହିଳାଙ୍କ ଅର୍ଥନୈତିକ ସଶକ୍ତିକରଣର ନୂଆ ଧାରା। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କରିଛନ୍ତି। ଯୋଜନାର ପ୍ରଥମ କିସ୍ତି ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା ହୋଇଛି। ଏହାଦ୍ୱାରା ପ୍ରାୟ ୨୫ଲକ୍ଷରୁ ଊର୍ଦ୍ଧ୍ଵ ମହିଳା ଉପକୃତ ହୋଇଛନ୍ତି।
ରାଜ୍ୟରେ ସବୁଠାରୁ ବଡ଼, ବ୍ୟକ୍ତିଗତ ମହିଳା କୈନ୍ଦ୍ରିକ ଯୋଜନା 'ସୁଭଦ୍ରା'ର ଶୁଭାରମ୍ଭ ହୋଇଛି। ମହିଳାଙ୍କ ଶକ୍ତି ଓ ସାମର୍ଥ୍ୟ ଓଡ଼ିଶା ବିକାଶର ମୂଳମନ୍ତ୍ର ହେବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି। #SubhadraYojana Narendra Modi Mohan Charan Majhi #ବିକଶିତଓଡ଼ିଶା
ଲୋକମତ, ଲୋକହିତ ଓ ଲୋକସ୍ୱାର୍ଥ ହିଁ ସର୍ବୋପରି। ଜନକଲ୍ୟାଣକାରୀ ସରକାରରେ ଆଗାମୀ ଦଶକ ହେବ ଭିତ୍ତିଭୂମି ନିର୍ମାଣର ଦଶକ। ଦେଶର ବିକାଶ ରେଳରେ ଓଡ଼ିଶା ପ୍ରଥମ ବଗି ହେବ ବୋଲି ନୂଆ ସରକାର ଗଠନର ୧୦୦ ଦିନ ପୂର୍ତ୍ତି ଅବସରରେ କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi। #ସଫଳତାର୧୦୦ଦିନ #VikshitOdisha
ओड़िशा के लोगों और विश्वभर के जगन्नाथ भक्तों के लिए यह एक अत्यंत गर्व और प्रसन्नता का क्षण है। वर्धा, महाराष्ट्र में आयोजित ‘विश्वकर्मा योजना’ कार्यक्रम के दौरान प्रधानमंत्री Narendra Modi जी ने अपने घर की पूजा हेतु महाप्रभु श्री जगन्नाथ जी की प्रतिमा खरीदी। यह कदम न केवल मोदी जी
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କେନ୍ଦୁଝରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହି ଅବସରରେ ରାଜନୈତିକ ବ୍ୟକ୍ତିବିଶେଷ, ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ତଥା ସଙ୍ଗଠନର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। #Odisha