Saroj Kumar Nayak (@nayakeskay) 's Twitter Profile
Saroj Kumar Nayak

@nayakeskay

Adventure Tourism Consultant, Cyclist, Enterprenuer, Traveller, Foodie, Event Manager

ID: 75019718

linkhttp://infiniteevents.co.in calendar_today17-09-2009 14:06:45

23,23K Tweet

1,1K Takipçi

1,1K Takip Edilen

Rajendra Vishwakarma🇮🇳🐦 (@rajendrap1974) 's Twitter Profile Photo

निष्पक्ष वोट कराने के लिए Election Commission of India को धन्यवाद और साथ ही वोट चोर Narendra Modi को जीत की बधाई !🌹🌹

Saroj Kumar Nayak (@nayakeskay) 's Twitter Profile Photo

ବିହାର ନିର୍ବାଚନ କିଛି ଅଛିଣ୍ଡା ଗଣିତ। ନିର୍ବାଚନ ଆୟୋଗଙ୍କ ୩୦ ସେପ୍ଟେମ୍ବର ଅନୁଯାୟୀ ବିହାର ଭୋଟରଙ୍କ ସଂଖ୍ୟା ୭.୪୨ କୋଟି ଥିଲା। ୧୧ନଭେମ୍ବର ରେ ଏହି ସଂଖ୍ୟା ୭.୪୫କୋଟି ରେ ପହଞ୍ଚିଲା (ମତଦାତାଙ୍କ ମତ ଦାନ ଅନୁସାରେ ୬୬.୯୧%) ଏବେ କେଉଁ ଗଣିତ ଟି ଠିକ 🤔 ତେବେ ବାକି ୩୩.୦୯% ମତଦାତା କେଉଁଆଡ଼େ ରହିଲେ ବିହାରର ମତଦାତା ସଂଖ୍ୟା

ବିହାର ନିର୍ବାଚନ କିଛି ଅଛିଣ୍ଡା ଗଣିତ।
ନିର୍ବାଚନ ଆୟୋଗଙ୍କ ୩୦ ସେପ୍ଟେମ୍ବର ଅନୁଯାୟୀ ବିହାର ଭୋଟରଙ୍କ ସଂଖ୍ୟା ୭.୪୨ କୋଟି ଥିଲା।

୧୧ନଭେମ୍ବର ରେ ଏହି ସଂଖ୍ୟା ୭.୪୫କୋଟି ରେ ପହଞ୍ଚିଲା (ମତଦାତାଙ୍କ ମତ ଦାନ ଅନୁସାରେ ୬୬.୯୧%)
ଏବେ କେଉଁ ଗଣିତ ଟି ଠିକ 🤔

ତେବେ ବାକି ୩୩.୦୯% ମତଦାତା କେଉଁଆଡ଼େ ରହିଲେ

ବିହାରର ମତଦାତା ସଂଖ୍ୟା
Saroj Kumar Nayak (@nayakeskay) 's Twitter Profile Photo

ଦାଦନ ଖଟିବା ପାଇଁ ଯାଉଥିବା ମୋ ଓଡ଼ିଆ ଆଜି ବେଶ ଖୁସି। ଦ୍ୱାର ଖୋଲା ରହିଛି ରହିବ ଅଣଓଡ଼ିଆ ଙ୍କ ଚାରା ଭୂମି ପାଇଁ ମୋ ଜଗନ୍ନାଥଙ୍କ ପବିତ୍ର ଭୂମି କଳୁଷିତ ନ ହେଉ ଜଗନ୍ନାଥ ସଂସ୍କୃତି ଅଣଓଡ଼ିଆଙ୍କ ପ୍ରଭାବରେ।

Saroj Kumar Nayak (@nayakeskay) 's Twitter Profile Photo

ଜ୍ଞାନେଶ୍ୱରଙ୍କ ପାଟି ବି ଖନୀ ମାରି ଯାଉଛି ଏତେ ମିଛ କଥା କହିବା ସମୟରେ। ଯେହେତୁ ନିଜ ଗଦି ଏବଂ ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ ସେ ଆଗ୍ରହୀ ତେଣୁ ମିଛ ହେଲେ ବି ଗପ ଟି ସତ କହିଛନ୍ତି। ଏସବୁ ପାଇଁ କେବଳ ଆଉ କେବଳ ନେହେରୁ ହିଁ ଦାୟୀ। ମୋଦି ତ ଏକ ଭିନ୍ନ ଗ୍ରହରୁ ଆସିଛନ୍ତି ତାଙ୍କର ବା କି ଦୋଷ 😜

Saroj Kumar Nayak (@nayakeskay) 's Twitter Profile Photo

ଦୁଇଟି ତୁଳନାତ୍ମକ ଭିଡିଓ ଗୋଟିକରେ #ନୀତିଶ_କୁମାର Nitish Kumar (Narendra Modi)ଙ୍କୁ ଆକ୍ଷେପ କରୁଛନ୍ତି ଯେପରି ଏବେ ପ୍ରାୟ ସମସ୍ତ ମୋଦି ବିରୋଧୀ କରୁଛନ୍ତି। ଦ୍ଵିତୀୟଟି ସମ୍ପ୍ରତି ସାରିଯାଇଥିବା #ବିହାରନିର୍ବାଚନ ର କିଛି ଦିନ ପୂର୍ବରୁ ଗେରୁଆ ଦଳର (BJP BJP Odisha) ମୋଟା ଭାଇ Amit Shah ଏକ ସାଧାରଣ ସଭାରେ

Saroj Kumar Nayak (@nayakeskay) 's Twitter Profile Photo

ଦଶ ହଜାର ଟଙ୍କା ଯେଉଁ ୧କୋଟି ୨୫ଲକ୍ଷ ମହିଳା ମାନଙ୍କୁ ୧୭, ୨୪, ୩୧ ଅକ୍ଟୋବର ଏବଂ ୭ ନଭେମ୍ବରରେ (ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ) ଦିଆ ଗଲା ସେହି ୧୨ହଜାର ୨୫ଲକ୍ଷ କୋଟି ଟଙ୍କା ବିଶ୍ୱ ବ୍ୟାଙ୍କରୁ ଋଣ କରି Narendra Modi ବିଶ୍ୱ ଗୁରୁ ଆଣିଥିଲେ। ଏବେ ତ କିଛି ସତ କୁହ #ଜ୍ଞାନେଶ୍ୱର ଏବେ ତ କିଛି ସତ କୁହ BJP BJP Odisha

Saroj Kumar Nayak (@nayakeskay) 's Twitter Profile Photo

ମୁଁ ବ୍ୟକ୍ତିଗତ ଭାବେ ଆମ ପ୍ରିୟ ସୁଭଦ୍ରା ଅପାଙ୍କୁ ଏହି ବହି ଟି ଉପହାର ଦେବା ପାଇଁ ଚାହୁଁଛି👇 ପର୍ଯ୍ୟଟନ ଶିଳ୍ପ ତେବେ ରାଜ୍ୟରେ ବଢିବ ଯେବେ ପର୍ଯ୍ୟଟନ ମନ୍ତ୍ରୀ ଶୁଦ୍ଧ ଇଂରାଜୀରେ ବାର୍ତ୍ତାଳପ କରି ପାରିବେ।

ମୁମ୍ବାଇସ୍ଥିତ ସିଦ୍ଧି ବିନାୟକ ମନ୍ଦିର ଭାରତର ଅନ୍ୟତମ ଧନୀ ମନ୍ଦିର ଭିତରେ ଗଣା ଯାଏ। ଗତ ଆର୍ଥିକ ବର୍ଷରେ ମନ୍ଦିରର ଆୟ ପ୍ରାୟ ୧୩୩କୋଟି ଟଙ୍କା ଥିଲା ୨୦୨୫-୨୬ ଆର୍ଥିକ ବର୍ଷରେ ମନ୍ଦିର ପ୍ରଶାସନ ୧୫୦କୋଟି ଆୟ ର ଯୋଜନା ରଖିଛି ଯାହା ଏବେ ସୁଦ୍ଧା ଲକ୍ଷ ହାସଲ ହେବା ଉପରେ। ଏହି ଅର୍ଥର ସୁବିନିଯୋଗ ହେଉଛି ମନ୍ଦିର ତଥା ମନ୍ଦିର କାର୍ଯ୍ୟରେ

ମୁମ୍ବାଇସ୍ଥିତ ସିଦ୍ଧି ବିନାୟକ ମନ୍ଦିର ଭାରତର ଅନ୍ୟତମ ଧନୀ ମନ୍ଦିର ଭିତରେ ଗଣା ଯାଏ। ଗତ ଆର୍ଥିକ ବର୍ଷରେ ମନ୍ଦିରର ଆୟ ପ୍ରାୟ ୧୩୩କୋଟି ଟଙ୍କା ଥିଲା ୨୦୨୫-୨୬ ଆର୍ଥିକ ବର୍ଷରେ ମନ୍ଦିର ପ୍ରଶାସନ ୧୫୦କୋଟି ଆୟ ର ଯୋଜନା ରଖିଛି ଯାହା ଏବେ ସୁଦ୍ଧା ଲକ୍ଷ ହାସଲ ହେବା ଉପରେ।

 ଏହି ଅର୍ଥର ସୁବିନିଯୋଗ ହେଉଛି ମନ୍ଦିର ତଥା ମନ୍ଦିର କାର୍ଯ୍ୟରେ
Saroj Kumar Nayak (@nayakeskay) 's Twitter Profile Photo

Those were the days when late T. N. Seshan brought confidence in disgraced Election Commission of India Spokesperson ECI so called independent agency World's biggest of Democratic country. Today time has arrived to think over on removing #Gyaneswar from his post by the recruiter President of India to

Saroj Kumar Nayak (@nayakeskay) 's Twitter Profile Photo

A 2BHK flat (700-900sq ft area) in suburban Mumbai brings you 50-55k monthly as rent. Today to own one such flat it cost around 2+CR. To buy such a flat in BBSR costs around the same amount but the rent one expects below 40K. CREDAI Bhubaneswar most of Affluent Odias of Mumbai have

A 2BHK flat (700-900sq ft area) in suburban Mumbai brings you 50-55k monthly as rent. Today to own one such flat it cost around 2+CR. 

To buy such a flat in BBSR costs around the same amount but the rent one expects below 40K. <a href="/credaibbsr/">CREDAI Bhubaneswar</a> most of Affluent Odias of Mumbai have
Saroj Kumar Nayak (@nayakeskay) 's Twitter Profile Photo

A gentle reminder that the first Covid case was detected in China on November 17th 2019. Seven damn years down the drain. And counting..... 😓

A gentle reminder that the first Covid case was detected in China on November 17th 2019. Seven damn years down the drain. And counting..... 😓
ଓଟିଭି (@otvkhabar) 's Twitter Profile Photo

#ଚର୍ଚ୍ଚାରେ_ଦାଦା_ପୁତୁରା_ଟଙ୍କିକିଆ_ଦୋକାନ ଭୋକିଲା ମଣିଷର ଭୋକ ବୁଝିପାରେ ଜଣେ ଦରଦୀ ହୃଦୟ l ବରଗଡ଼ ଖେଦା ପାଲି ଗ୍ରାମର ଉମେଶ ପଧାନ ପ୍ରତି ରବିବାର ଡାକ୍ତରଖାନା ଆଗରେ ଲାଗେ ତାଙ୍କ ଟଙ୍କିକିଆ ଟିଫିନ୍ ଷ୍ଟଲ୍ l ଗୋଟିଏ ପ୍ଲେଟର ମୂଲ୍ୟ ମାତ୍ର ଟଙ୍କାଟିଏ l #Bargarh #SundayTiffinStall #OTV

Saroj Kumar Nayak (@nayakeskay) 's Twitter Profile Photo

ଜଣେ ପୂର୍ବତନ ନିର୍ବାଚନ ଆୟୋଗର ମୁଖିଆ ବର୍ତ୍ତମାନର ନିର୍ବାଚନ ମୁଖିଆଙ୍କୁ ପ୍ରଶ୍ନ ସମ୍ପ୍ରତି ହୋଇଯାଇଥିବା ମୁଖ୍ୟତଃ ବିହାର ନିର୍ବାଚନର ନିଷ୍ପେକ୍ଷ ସମ୍ପାଦନା ଉପରେ ଗଭୀର ଆରୋପ କରିଛନ୍ତି। ଏହା କଣ ଏକ ସମ୍ବେଦନଶୀଳ ବିଷୟ ନୁହେଁ President of India ମହୋଦୟା 🤔

Saroj Kumar Nayak (@nayakeskay) 's Twitter Profile Photo

ଏକ ନିରାଟ ସତ୍ୟ କଥା ସମ୍ପ୍ରତି BJP Odisha ରେ ଦଳକୁ କଠିନ ପରିଶ୍ରମ କରି ସକ୍ଷମ କରିଥିବା କ୍ଵଚିତ ବ୍ୟକ୍ତି ଏବେ ଦଳରେ ବହୁ ନେତାଙ୍କୁ ଦଳ କଣଠେସା କରି ସାରିଛି ବାହାର ଦଳରୁ ନେତା ଆଣି ଏବେ ବାହୁବଳି। ଅନ୍ୟ ଦଳରେ ବିଭୀଷଣ ନୁହେଁ ବରଂ କିଛି ଡର ଦେଖାଇ ବଶବର୍ତ୍ତୀ କରାଇ ଦଳକୁ ଏକ ବିସ୍ଫୋରକ ଅବସ୍ଥା ଆଡ଼କୁ ନେଉ ନାହାନ୍ତି ତ ଖାଦ୍ୟପ୍ରିୟ

Saroj Kumar Nayak (@nayakeskay) 's Twitter Profile Photo

କୁଟୁ ! ଅକାଳରେ ତୁ ଚାଲିଯିବୁ ଘରେ ବାହାରେ କେହି ବିଶ୍ୱାସ କରିନଥିଲେ। ତୁ ଚାଲିଗଲୁ ସେପାରିକୁ। ଏପାରିରେ ଜୀବନର ଡ଼ଙ୍ଗାରେ ସମସ୍ତ ଚିର ପରିଚିତ ତୋର ଆରପାରି କୁ ଯିବାର ସମୟକୁ ଅପେକ୍ଷା କରିଛନ୍ତି ତୋର ଅମ୍ଳାନ ସ୍ମୃତିକୁ ଜାବୁଡି ଧରିକି। ଦେଖା ହବା ଆରପାରିରେ। ସମ୍ପର୍କରେ ତୁ ତ ମୋ ସାନ ଭଉଣୀର ସ୍ୱାମୀ ସମାଜର ଆଗରେ କିନ୍ତୁ ତୋ ମୋ

କୁଟୁ ! ଅକାଳରେ ତୁ ଚାଲିଯିବୁ ଘରେ ବାହାରେ କେହି ବିଶ୍ୱାସ କରିନଥିଲେ। ତୁ ଚାଲିଗଲୁ ସେପାରିକୁ। ଏପାରିରେ ଜୀବନର ଡ଼ଙ୍ଗାରେ ସମସ୍ତ ଚିର ପରିଚିତ ତୋର ଆରପାରି କୁ ଯିବାର ସମୟକୁ ଅପେକ୍ଷା କରିଛନ୍ତି ତୋର ଅମ୍ଳାନ ସ୍ମୃତିକୁ ଜାବୁଡି ଧରିକି। 

ଦେଖା ହବା ଆରପାରିରେ। ସମ୍ପର୍କରେ ତୁ ତ ମୋ ସାନ ଭଉଣୀର ସ୍ୱାମୀ ସମାଜର ଆଗରେ କିନ୍ତୁ ତୋ ମୋ
Saroj Kumar Nayak (@nayakeskay) 's Twitter Profile Photo

#ସମୀର_ଦେ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ତାଙ୍କୁ ମୋର ଅନ୍ତରର ଗଭୀର ଶ୍ରଦ୍ଧାଞ୍ଜଳି। ଯାହାଙ୍କ ସାଙ୍ଗରେ କଟକ ଛାତ୍ର ରାଜନୀତି, କଟକର ସଂସ୍କୃତି କଟକର ଐତିହ୍ୟ ପାଇଁ କଟକର ଭାଇଚାରା ପାଇଁ ଚାଲିବା ଶିଖିଥିଲୁ ତାଙ୍କ ସ୍ମୃତି ସେମିତି ଅମ୍ଳାନ ହୋଇ ରହିବ ସବୁବେଳେ ମୋ ମନରେ ତୁମକୁ ଭଲ ପାଉଥିବା କଟକିଆଙ୍କ ମନରେ। #ସମୀରଭାଇ ଆଜି ଏ

#ସମୀର_ଦେ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ତାଙ୍କୁ ମୋର ଅନ୍ତରର ଗଭୀର ଶ୍ରଦ୍ଧାଞ୍ଜଳି। ଯାହାଙ୍କ ସାଙ୍ଗରେ କଟକ ଛାତ୍ର ରାଜନୀତି, କଟକର ସଂସ୍କୃତି କଟକର ଐତିହ୍ୟ ପାଇଁ କଟକର ଭାଇଚାରା ପାଇଁ ଚାଲିବା ଶିଖିଥିଲୁ ତାଙ୍କ ସ୍ମୃତି ସେମିତି ଅମ୍ଳାନ ହୋଇ ରହିବ ସବୁବେଳେ ମୋ ମନରେ ତୁମକୁ ଭଲ ପାଉଥିବା କଟକିଆଙ୍କ ମନରେ। 

#ସମୀରଭାଇ ଆଜି ଏ