MJSM Nayagarh
@mnayagarh
MJSM Nayagarh is a people's collective working in Daspalla block of Nayagarh district to bridge the gap between people's demands and government supply.
ID: 1258952166892503041
09-05-2020 02:49:36
1,1K Tweet
1,1K Takipçi
540 Takip Edilen

#BrownToGreen- ପଡ଼ିଆ ରୁ ବଢିଆ Hon'ble Kanak Vardhan Singh Deo (Modiji Ka Parivar), #SecondCropping is leading us towards #SustainableAgriculture, with timely support with free seeds under RFM scheme can strengthen our livelihoods and food security. କୃଷି ବିଭାଗ, ଓଡ଼ିଶା MSSRF OTV #Odisha #ViksitBharat #SDGs

Sports are not only for fitness but also identity. We request CMO Odisha to allocate GPDP funds for indigenous sports grounds. Let villages breathe their culture again. Kindly review the following link: docs.google.com/document/d/1k7… #IndigenousSports #TraditionalSports

#BrownToGreen-ପଡ଼ିଆ ରୁ ବଢ଼ିଆ ଚଳିତ ବର୍ଷ #ଦ୍ୱିତୀୟ_ଫସଲ_ଚାଷ ନିମନ୍ତେ ଅକ୍ଟୋବର ମାସ 15 ତାରିଖ ପୂର୍ବରୁ ''ରାଇସ ଫେଲୋ ମ୍ୟାନେଜମେଣ୍ଟ ''ଯୋଜନା ଅଧୀନରେ ଚାଷୀମାନଙ୍କୁ ମାଗଣା ବିହନ ଯୋଗାଇଦେବା ପାଇଁ ମାନ୍ୟବର Kanak Vardhan Singh Deo (Modiji Ka Parivar) ଙ୍କୁ ଅନୁରୋଧ l କୃଷି ବିଭାଗ, ଓଡ଼ିଶା NIRMAN Odisha OTV #odisha #Agriculture #VkasitBharat

ହେ ରାଜ୍ୟ ସରକାର ! ମୁଁ ଶ୍ୟାମ ନାଏକ , ମୋ ଘର ବୁଗୁଡ଼ା ,ପଞ୍ଚାୟତ ଟାକର , ବ୍ଲକ ଦଶପଲ୍ଲା , ଜିଲ୍ଲା ନୟାଗଡ଼ ,ମୁଁ ଜଣେ ଏକIର୍ଣ୍ଣବର୍ତ୍ତି ପରିବାର ଓ ଦିବ୍ୟାଙ୍ଗ , ମୋର ଭୋଟ କାର୍ଡ,ଓ ଆଧାର କାର୍ଡ ଅଛି କିନ୍ତୁ ରାସନ କାର୍ଡ ନାହିଁ , ଭୋକରେ ରହୁଛି ରାସନ ଚାଉଳ ଯୋଗାଇ ଦେବାକୁ ଅନୁରୋଧ ! BDODASPALLA Collector & DM Nayagarh @FoodScurity

#BrownToGreen-ପଡ଼ିଆ ରୁ ବଢ଼ିଆ ଚଳିତ ବର୍ଷ #ଦ୍ୱିତୀୟ_ଫସଲ_ଚାଷ ନିମନ୍ତେ ଅକ୍ଟୋବର ମାସ 15 ତାରିଖ ପୂର୍ବରୁ ''ରାଇସ ଫେଲୋ ମ୍ୟାନେଜମେଣ୍ଟ ''ଯୋଜନା ଅଧୀନରେ ଚାଷୀମାନଙ୍କୁ ମାଗଣା ବିହନ ଯୋଗାଇଦେବା ପାଇଁ ମାନ୍ୟବରKanak Vardhan Singh Deo (Modiji Ka Parivar) ଙ୍କୁ ଅନୁରୋଧ l କୃଷି ବିଭାଗ, ଓଡ଼ିଶା NIRMAN Odisha OTV #odisha #Agriculture #VkasitBharat

TP Western Odisha Distribution Ltd. Pradeep Jena IAS Energy Odisha Kanak Vardhan Singh Deo (Modiji Ka Parivar) DM Sambalpur Panchayat Samiti, Jamankira CMO Odisha Rabi Narayan Naik Thank you very much for your needful steps.

ପଡ଼ିଆ ରୁ ବଢିଆ ଅଭିଯାନ ମାଧ୍ୟମରେ ଵାଣିଗୋଚ୍ଛା ପଞ୍ଚାଯତର ଗରସା ଗ୍ରାମର ମା' ମାନଙ୍କୁ ନେଇ ଦ୍ୱିତୀୟ ଫସଲ ଚାଷ ଭିତ୍ତିକ ଏକ ଆଲୋଚନା କରାଯାଇଥିଲା I Mahila Shramajeebee Mancha, Odisha କୃଷି ବିଭାଗ, ଓଡ଼ିଶା Sambad (ସମ୍ବାଦ) #BrownToGreen #SecondCrop #ViksitBharat #SDGs

ନୟାଗଡ଼ ଜିଲ୍ଲା,ଦଶପଲ୍ଲା ବ୍ଲକ,ଶିମିଳିସାହି ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୋଡ଼ିବିଡାତେଣୁ ର ପ୍ରଧାନ ଶିକ୍ଷକ ନିଶା ସେବନ କରି ନାବାଳିକା କୁ ଅକଥନୀୟ ନିର୍ଯ୍ୟାତନା ଫଳରେ ଥାନାରେ ଏତଲା ତେଣୁ ଏହାର ସମାଧାନ ପାଇଁ Collector & DM Nayagarh @BEOdaspalla District Election Office Nayagarh ଙ୍କୁ ନିବେଦନ ! #RTE

ଅଙ୍ଗନବାଡ଼ି ଛାତ୍ର ଛାତ୍ରୀ ମାନଙ୍କର (ଇ କେ ୱାଇ ସି ) ହେଉଛି ଠିକ ଅଛି କିନ୍ତୁ ଅଣ୍ଡା ଛତୁଆ ବନ୍ଦ ନକରି (ଇ କେ ୱାଇ ସି ) କରାଯାଉ ବୋଲି Collector & DM Nayagarhଙ୍କୁ ନିବେଦନ ! #foodsicurity

ନୟାଗଡ଼ ଜିଲ୍ଲା ,ଦଶପଲ୍ଲା ବ୍ଲକ ,ପୋଖରୀଗଚ୍ଛା ପଞ୍ଚାୟତ କରଡ଼ାବଣି ଠାରୁ ପଥରଗଣ୍ଡ ରାସ୍ତା ଯମ ଯନ୍ତ୍ରଣା ସହ ସମାନ ତେଣୁ ଏହାର ସମାଧାନ ପାଇଁ Collector & DM Nayagarh BDODASPALLA ଙ୍କୁ ନିବେଦନ ! #LSDGS #SDG7

ନୟାଗଡ଼ ଜିଲ୍ଲା,ଦଶପଲ୍ଲା ବ୍ଲକ, କୁଲୁରୁକୁମ୍ପା ପଞ୍ଚାୟତ ପେମ୍ପ୍ରେଡା ଗ୍ରାମ ର ହାରାମତି ଜାନି ଙ୍କୁ 80 ବର୍ଷ ରୁ ଉର୍ଦ୍ଧ ବୟସ ହେଲାଣି କିନ୍ତୁ 3500 ଟଙ୍କା ପାଇପାରି ନାହାନ୍ତି , ତେଣୁ ଏହାର ସମାଧାନ ପାଇଁ Collector & DM Nayagarh BDODASPALLA ଙ୍କୁ ନିବେଦନ ! #PensionForAll #socialsecuritystrong

ପଡିଆ ରୁ ବଢିଆ ଅଭିଯାନ ମାଧ୍ୟମରେ ବାଣିଗୋଛା ପଞ୍ଚାୟତ ବିଡ଼ାପାଜୁ ଗ୍ରାମ ର ମା' ମାନଙ୍କୁ ନେଇ ଦ୍ୱିତୀୟ ଫସଲ ଚାଷ ଭିତ୍ତିକ ଏକ ଆଲୋଚାନା କରାଯାଇଥିଲା ! Mahila Shramajeebee Mancha, Odisha କୃଷି ବିଭାଗ, ଓଡ଼ିଶା Sambad (ସମ୍ବାଦ) #BrownToGreen #SecondCrop #VikasitBharat #SDGs

ନାମ ନେତ୍ର ରଣା ଗ୍ରାମ କୁମ୍ଭାରୀ ଗ୍ରାମ ପଞ୍ଚାୟତ କୁମ୍ଭାରୀ ବ୍ଲକ ସଇଁତଳା ଜିଲ୍ଲା ବଲାଙ୍ଗୀର ବୟସ ୬୨ ବର୍ଷ ହୋଇଗଲାଣି । ୧୪ ମାସ ହେଲାଣି online କରିଛନ୍ତି । ସେ ବହୁତ କଷ୍ଟ ଚଳୁଛନ୍ତି । ସରକାର ଙ୍କୁ ଅନୁରୋଧ ତାଙ୍କୁ ତୁରନ୍ତ ଭତ୍ତା ଦିଅନ୍ତୁ #includeallillagiable Finance Department Collector & DM, Balangir SSEPD BDOSAINTALA

#Brown to Green -ପଡିଆ ରୁ ବଢିଆ. Farmers got benefitated though # second cropping and want to repeat with out let their lands unsed Hon, ble Kanak Vardhan Singh Deo (Modiji Ka Parivar) please support with timely provision of free seed's unders#RFM scheme. କୃଷି ବିଭାଗ, ଓଡ଼ିଶା CDAO Boudh CMO Odisha #Agriculture #Odisha

ନୟାଗଡ଼ ଜିଲ୍ଲା ,ଦଶପଲ୍ଲା ବ୍ଲକ ,ଦୁଡା ପଞ୍ଚାୟତ ର ବାଇଝରି (ଅନୁସୂଚିତଜାତିସାହି) ରେ ପିଇବା ପାଣିର ସମସ୍ୟା ଦେଖା ଦେଇଛି ,ତେଣୁ ଏହାର ସମାଧାନ ପାଇଁ BDODASPALLA RWSS NAYAGARH ଙ୍କୁ ଆନୁଷ୍ଠାନିକ ନିବେଦନ ! #LSDG6 #LSDG7