Jay Narayan Mishra (Modi Ka Parivar) (@jnarayanmishra) 's Twitter Profile
Jay Narayan Mishra (Modi Ka Parivar)

@jnarayanmishra

BJP | Odisha
MLA Sambalpur

ID: 1105485004908290048

calendar_today12-03-2019 15:05:38

458 Tweet

3,3K Takipçi

79 Takip Edilen

Jay Narayan Mishra (Modi Ka Parivar) (@jnarayanmishra) 's Twitter Profile Photo

ମୋଦିଙ୍କ ମନ୍ତ୍ରୀ ମଣ୍ଡଳୀରେ ସ୍ଥାନ ପାଇଲେ ୩ ଓଡିଆ । ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । #Modi30

ମୋଦିଙ୍କ ମନ୍ତ୍ରୀ ମଣ୍ଡଳୀରେ ସ୍ଥାନ ପାଇଲେ ୩ ଓଡିଆ ।
ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
#Modi30
Jay Narayan Mishra (Modi Ka Parivar) (@jnarayanmishra) 's Twitter Profile Photo

ପବିତ୍ର ଶୀତଳଷଷ୍ଠୀ ଉପଲକ୍ଷେ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । #happySitalsasthi #BJP4Sambalpur

ପବିତ୍ର ଶୀତଳଷଷ୍ଠୀ ଉପଲକ୍ଷେ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।

#happySitalsasthi
#BJP4Sambalpur
Jay Narayan Mishra (Modi Ka Parivar) (@jnarayanmishra) 's Twitter Profile Photo

ମହାନ ଜ୍ୟୋତିର୍ବିଜ୍ଞାନୀ ତଥା ସିଦ୍ଧାନ୍ତ ଦର୍ପଣର ରଚୟିତା ମହାମହୋପାଧ୍ୟାୟ ପଠାଣି ସାମନ୍ତଙ୍କ ତିରୋଧାନ ଦିବସ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି l

ଓଡ଼ିଆ ଅସ୍ମିତାର ବିଜୟ ଓ ବିକଶିତ ଓଡ଼ିଶାର ଦୃଢ ସଂକଳ୍ପ ପାଇଁ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମାନନୀୟ ଶ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ଭାବେ ମାନନୀୟ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ମାନନୀୟା ଶ୍ରୀମତୀ ପ୍ରଭାତୀ ପରିଡ଼ା ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ସେମାନଙ୍କୁ ଅନେକ ଅନେକ ଶୁଭେଚ୍ଛା।

ଓଡ଼ିଶାର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ପବିତ୍ର ମୋହନ ପ୍ରଧାନଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି । #bjpodisha

ଓଡ଼ିଶାର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ପବିତ୍ର ମୋହନ ପ୍ରଧାନଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ।
#bjpodisha
Jay Narayan Mishra (Modi Ka Parivar) (@jnarayanmishra) 's Twitter Profile Photo

ପବିତ୍ର ‘ଦେବସ୍ନାନ ପୂର୍ଣ୍ଣିମା’ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ସମସ୍ତଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି। ଜୟ ଜଗନ୍ନାଥ 🙏

ପବିତ୍ର ‘ଦେବସ୍ନାନ ପୂର୍ଣ୍ଣିମା’ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ସମସ୍ତଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି। 

ଜୟ ଜଗନ୍ନାଥ 🙏
Jay Narayan Mishra (Modi Ka Parivar) (@jnarayanmishra) 's Twitter Profile Photo

भारत की एकता एवं अखंडता के लिए अपने प्राणों का बलिदान देने वाले, प्रखर राष्ट्रवादी विचारक, महान शिक्षाविद, भारतीय जनसंघ के संस्थापक डॉ. श्यामा प्रसाद मुखर्जी की जयंती पर कोटि-कोटि नमन। #ShyamaPrasadMukherjee

भारत की एकता एवं अखंडता के लिए अपने प्राणों का बलिदान देने वाले, प्रखर राष्ट्रवादी विचारक, महान शिक्षाविद, भारतीय जनसंघ के संस्थापक डॉ. श्यामा प्रसाद मुखर्जी की जयंती पर कोटि-कोटि नमन।

#ShyamaPrasadMukherjee
Jay Narayan Mishra (Modi Ka Parivar) (@jnarayanmishra) 's Twitter Profile Photo

Saluting the indomitable spirit of our brave soldiers on #VijayDiwas. Their courage and sacrifice make us proud every day. 🇮🇳 #JaiHind #KargilVijayDiwas #HeroesNeverDie #IndiaRemembers

ପୂର୍ବତନ ରାଷ୍ଟ୍ରପତି, ମହାନ ବୈଜ୍ଞାନିକ, ମିଶାଇଲ ମ୍ୟାନ୍ ତଥା 'ଭାରତରତ୍ନ' ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ପୂଣ୍ଯ ତିଥିରେ କୋଟି କୋଟି ପ୍ରଣାମ l #APJ_Abdul_Kalam

ପୂର୍ବତନ ରାଷ୍ଟ୍ରପତି, ମହାନ ବୈଜ୍ଞାନିକ, ମିଶାଇଲ ମ୍ୟାନ୍ ତଥା 'ଭାରତରତ୍ନ' ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ପୂଣ୍ଯ ତିଥିରେ କୋଟି କୋଟି ପ୍ରଣାମ l
#APJ_Abdul_Kalam
Jay Narayan Mishra (Modi Ka Parivar) (@jnarayanmishra) 's Twitter Profile Photo

On the occasion of #CRPFFoundationDay , we pay tribute to the brave personnel of the #CRPF . Their unwavering commitment to safeguarding our nation and ensuring peace and security is deeply commendable. Today, we honor their courage and dedication in protecting our country.

ଜୁହାର🙏#ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତିର ପହେଚାନ ଗୁରୁ ସତ୍ୟନାରାୟଣ ବହିଦାର ଙ୍କର୍ ଜନମ୍ ଦିନ୍ ଅଗଷ୍ଟ୍ ୧। ଇ ଦିନ୍ କେ ଆମେ ସମ୍ବଲପୁରୀ ଦିନ ଭାବେ ପାଳନ କର୍-ସୁ। ଇ ଅବସରେ ସମକୁ ଗୁର୍ଦୁ ଟେ ଅଭିନନ୍ଦନ ଆର୍ ଶୁଭେଚ୍ଛା। ଅଗଷ୍ଟ ଏକ ତାରିଖ ଖାଏମା ସମ୍ବଲପୁରୀ ଗାଏମା ସମ୍ବଲପୁରୀ ପିନ୍ଧ୍-ମା ସମ୍ବଲପୁରୀ ନାଚମା ସମ୍ବଲପୁରୀ।

ଜୁହାର🙏#ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତିର ପହେଚାନ ଗୁରୁ ସତ୍ୟନାରାୟଣ ବହିଦାର ଙ୍କର୍ ଜନମ୍ ଦିନ୍ ଅଗଷ୍ଟ୍ ୧। ଇ ଦିନ୍ କେ ଆମେ ସମ୍ବଲପୁରୀ ଦିନ ଭାବେ ପାଳନ କର୍-ସୁ। ଇ ଅବସରେ ସମକୁ ଗୁର୍ଦୁ ଟେ ଅଭିନନ୍ଦନ ଆର୍ ଶୁଭେଚ୍ଛା।
ଅଗଷ୍ଟ ଏକ ତାରିଖ
ଖାଏମା ସମ୍ବଲପୁରୀ 
ଗାଏମା ସମ୍ବଲପୁରୀ 
ପିନ୍ଧ୍-ମା ସମ୍ବଲପୁରୀ 
ନାଚମା ସମ୍ବଲପୁରୀ।
Jay Narayan Mishra (Modi Ka Parivar) (@jnarayanmishra) 's Twitter Profile Photo

ଆସନ୍ତୁ; ଘର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା । ଆଗାମୀ ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ଘରେ ଘରେ ରାଷ୍ଟ୍ରୀୟ ଧ୍ଵଜା ଉଡାଇ 'ତ୍ରିରଙ୍ଗା'କୁ ସମ୍ମାନ କରିବା । #HarGharTiranga

ଆସନ୍ତୁ; ଘର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା । 

ଆଗାମୀ ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ଘରେ ଘରେ ରାଷ୍ଟ୍ରୀୟ ଧ୍ଵଜା ଉଡାଇ 'ତ୍ରିରଙ୍ଗା'କୁ ସମ୍ମାନ କରିବା ।

#HarGharTiranga
Jay Narayan Mishra (Modi Ka Parivar) (@jnarayanmishra) 's Twitter Profile Photo

78 ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା ଓ ଅଭିନନ୍ଦନ । ଦେଶକୁ ସ୍ୱାଧୀନ କରିବାର ମହାଯଜ୍ଞରେ ନିଜର ଆହୁତି ପ୍ରଦାନ କରିଥିବା ସମସ୍ତ ବଳିଦାନୀ ମାନଙ୍କୁ କୋଟି କୋଟି ପ୍ରଣାମ । ବନ୍ଦେ ମାତରମ, ଜୟ ହିନ୍ଦ । #IndependenceDayCelebration

78 ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ  ହାର୍ଦ୍ଦିକ ଶୁଭକାମନା ଓ ଅଭିନନ୍ଦନ । 
ଦେଶକୁ ସ୍ୱାଧୀନ କରିବାର ମହାଯଜ୍ଞରେ ନିଜର ଆହୁତି ପ୍ରଦାନ କରିଥିବା ସମସ୍ତ ବଳିଦାନୀ ମାନଙ୍କୁ କୋଟି କୋଟି ପ୍ରଣାମ । 
ବନ୍ଦେ ମାତରମ, ଜୟ ହିନ୍ଦ ।

#IndependenceDayCelebration