
GOKULANANDA MALLICK
@gokulanandabjp
Minister of State (I/C) Fisheries &Animal Resources Development,
MSME, Govt. Of Odisha, MLA Polasara
Views are personal. RTs not endorsement.
ID: 1753738663928664065
03-02-2024 11:14:34
2,2K Tweet
1,1K Takipçi
34 Takip Edilen

ବିକଶିତ ଭାରତର ସଂକଳ୍ପ ଯୁବ ଶକ୍ତିର ସଶକ୍ତିକରଣ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କ ନେତୃତ୍ବରେ ଆତ୍ମନିର୍ଭର ହେଉଛନ୍ତି ଦେଶର ଯୁବବର୍ଗ। ଦେଶବ୍ୟାପୀ ୪୭ ଗୋଟି ସ୍ଥାନରେ ଆୟୋଜିତ ରୋଜଗାର ମେଳାରେ ୫୧,୦୦୦ରୁ ଊର୍ଦ୍ଧ୍ବ ଚୟନିତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବେ ପ୍ରଧାନମନ୍ତ୍ରୀ।
