GOKULANANDA MALLICK (@gokulanandabjp) 's Twitter Profile
GOKULANANDA MALLICK

@gokulanandabjp

Minister of State (I/C) Fisheries &Animal Resources Development,
MSME, Govt. Of Odisha, MLA Polasara
Views are personal. RTs not endorsement.

ID: 1753738663928664065

calendar_today03-02-2024 11:14:34

2,2K Tweet

1,1K Takipçi

34 Takip Edilen

GOKULANANDA MALLICK (@gokulanandabjp) 's Twitter Profile Photo

ଜୟ ଶ୍ରୀଜଗନ୍ନାଥ🙏 ପବିତ୍ର ରଥଯାତ୍ରାର ସମାପ୍ତି ପରେ ରତ୍ନସିଂହାସନରେ ବିଜେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପୂର୍ବ ଦର୍ଶନର ସାନିଧ୍ୟ ଲାଭ କଲି। ମହାପ୍ରଭୁଙ୍କ ନିକଟରେ ଆଶିର୍ବାଦ ଭିକ୍ଷା କରିବା ସହ ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲି।

ଜୟ ଶ୍ରୀଜଗନ୍ନାଥ🙏

ପବିତ୍ର ରଥଯାତ୍ରାର ସମାପ୍ତି ପରେ ରତ୍ନସିଂହାସନରେ ବିଜେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପୂର୍ବ ଦର୍ଶନର ସାନିଧ୍ୟ ଲାଭ କଲି। ମହାପ୍ରଭୁଙ୍କ ନିକଟରେ ଆଶିର୍ବାଦ ଭିକ୍ଷା କରିବା ସହ ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲି।