जय भारत 🇮🇳 🙏 🚩 जय सनातन (@chittar65702274) 's Twitter Profile
जय भारत 🇮🇳 🙏 🚩 जय सनातन

@chittar65702274

ମୁଁ ଓଡ଼ିଆ

ମୋ ଭାଷା ଓଡ଼ିଆ

ମୋ ଓଡ଼ିଶା ଭାରି ବଢ଼ିଆ....
ବନ୍ଦେ ଉତ୍କଳ ଜନନୀ 🙏 🙏 🙏

🙏🙏ଜୟ ଜଗନ୍ନାଥ🙏🙏

ID: 1202183085330092034

linkhttp://www.sams.co calendar_today04-12-2019 11:09:31

236 Tweet

142 Takipçi

483 Takip Edilen

जय भारत 🇮🇳 🙏 🚩 जय सनातन (@chittar65702274) 's Twitter Profile Photo

ज़रा इसपे गोर करिए.... क्या सोचते हो.... ##Bharat #Odisha #culture #LOVE #Trending #LordJagannath #Flowers #RSS100 #SanatanDharma #NicolasMaduro

जय भारत 🇮🇳 🙏 🚩 जय सनातन (@chittar65702274) 's Twitter Profile Photo

#ପରାଣ_କଥା ଜୀବନର କିଛି ସତ୍ୟ ପ୍ରାଣ କଥା #Bharat #Odisha #jayjagannath #Trending #LOVE #culture #RSS100Years #U19WorldCup

#ପରାଣ_କଥା ଜୀବନର କିଛି ସତ୍ୟ ପ୍ରାଣ କଥା
#Bharat #Odisha #jayjagannath #Trending #LOVE #culture #RSS100Years #U19WorldCup
जय भारत 🇮🇳 🙏 🚩 जय सनातन (@chittar65702274) 's Twitter Profile Photo

सभी से ये निवेदन है के क्या करे इन जैसे सोच रखने वालों का इनसे और क्या उम्मीद किया जा जाए भारत ने जिसको ना जाने कितना तरक्की की सीडी़आ चाढ़ाए उम्मीद से जादा सम्मान और इज़्ज़त मिला फिर भी वही घिनौना सोच और देश को निचा दिखाने का सोच वाह रे DKBos आखिर रंग दिखा दिया और चाटो रे सेकुलर

सभी से ये निवेदन है के क्या करे इन जैसे सोच रखने वालों का इनसे और क्या उम्मीद किया जा जाए
भारत ने जिसको ना जाने कितना तरक्की की सीडी़आ चाढ़ाए उम्मीद से जादा सम्मान और इज़्ज़त मिला फिर भी वही घिनौना सोच और देश को निचा दिखाने का सोच
वाह रे DKBos आखिर रंग दिखा दिया
और चाटो रे सेकुलर
जय भारत 🇮🇳 🙏 🚩 जय सनातन (@chittar65702274) 's Twitter Profile Photo

सभी इनका cricketing नाम का तैयारी मैं लगे है , बहुत लोग बहुत प्रकार का नाम का बिचार कर रहे है मेरे तरफ से एक नाम..... #BLASTER_ABHISHEK_SHARMA कैसा लगा आप को comment करिए #BCCI #CricketTwitter #IndianCricket #AbhishekSharma #indvsnzt20 #T20WorldCup2026 #ROKO

सभी इनका cricketing नाम का तैयारी मैं लगे है , बहुत लोग बहुत प्रकार का नाम का बिचार कर रहे है
मेरे तरफ से एक नाम..... #BLASTER_ABHISHEK_SHARMA
कैसा लगा आप को comment करिए
#BCCI #CricketTwitter #IndianCricket #AbhishekSharma #indvsnzt20 #T20WorldCup2026 #ROKO
जय भारत 🇮🇳 🙏 🚩 जय सनातन (@chittar65702274) 's Twitter Profile Photo

କୁଆଡ଼େ ଗଲା ସେ ପୁରୁଣା ଦିନ ନଟଖଟିଆ ସେ ଅବୁଝା ମନ ଥିଲା କେତେ ଭଲ ଶାନ୍ତି.. ଆଜିର ଚମକ ଧମକ ନାହିଁ ବିଶ୍ଵାସ ଭରସା ପ୍ରତୀକ କିଏ ଯେ କେଉଁଠି ଯାକ ଜମକ ରେ ସଭିଏଁ ଖୋଜନ୍ତି ମୁକ୍ତି.. ଆଜି ସଭିଏଁ ଖୋଜନ୍ତି ମୁକ୍ତି.. #ପରାଣ_କଥା ଜୀବନର କିଛି ସତ୍ୟ ପ୍ରାଣ କଥା #Oscars #Border2 #odia #jayjagannath #Trending #culture #LOVE

Shivang Kaushik (@shivangkaushik3) 's Twitter Profile Photo

ॐ आञ्जनेयाय विद्महे वायुपुत्राय धीमहि, तन्नो हनुमत् प्रचोदयात्" जय बजरंगबली।। जय बालाजी महाराज।। #जय_बजरंगबली।। #जय_श्री_राम ।।🚩🚩

Shivang Kaushik (@shivangkaushik3) 's Twitter Profile Photo

Apki baat sab tak pahochni chahiye... Mudda haath se nikalne ka wait q karte hain??? Sawarn ko add kijiye... Or han Twitter se zyada young generation Instagram use karti hai.... Wahan to situation apke hath se nikal hi gai hai.... Apko press conference karni chahiye.... Situation

Tiger Raja Satire (@tigerrajasinggh) 's Twitter Profile Photo

अब्दुल जगद्गुरु रामभद्राचार्य की नकल कर रहा था हिंदू भाइयों ने नकल करने के लिए कही का नहीं छोड़ा पुख्ता रामबाण इलाज किया चौराहे पर मजबूत धुलाई

Shivang Kaushik (@shivangkaushik3) 's Twitter Profile Photo

Dear BJP Nitin Nabin ji Narendra Modi ji Amit Shah ji Amit Malviya ji instagram par aisa narrative bahot tez ho raha hai... Log khilaf ho rahe hain baar baar apse request kar raha hun ya to tark dijiye is #UGC ke paksh me ya fir isme Sawarno ko jod dijye gajab ka nuksaan

जय भारत 🇮🇳 🙏 🚩 जय सनातन (@chittar65702274) 's Twitter Profile Photo

ମନେପଡ଼େ ସେଇ ଗୀତ “ତୁ ଥା ମୁଁ ଯାଉଛି ରୁଷି” ଆଜି ସତ ରେ ରୁଷି ଗଲେ ଶ୍ରୀ ଅଭିଜିତ ମଜୁମଦାର (ଦାଦା) ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଆପଣଙ୍କ ଅବଦାନ ଅତୁଳନୀୟ ଓଡ଼ିଶା ପୁଣି ଥରେ ଏକ ମହାନ କଳାକାର ଙ୍କୁ ହଜେଇ ଦେଲା ମହାପ୍ରଭୁ ଜଗନ୍ନାଥ ଆପଣଙ୍କ ପବିତ୍ର ଆତ୍ମାର ସଦ୍ଗତିଃ କରନ୍ତୁ 🕉️ ଶାନ୍ତି 🪔🙏🪔 #ollywood #Odisha #jayjagannath #RIP

ମନେପଡ଼େ ସେଇ ଗୀତ “ତୁ ଥା ମୁଁ ଯାଉଛି ରୁଷି”
ଆଜି ସତ ରେ ରୁଷି ଗଲେ ଶ୍ରୀ ଅଭିଜିତ ମଜୁମଦାର (ଦାଦା)
ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଆପଣଙ୍କ ଅବଦାନ ଅତୁଳନୀୟ
ଓଡ଼ିଶା ପୁଣି ଥରେ ଏକ ମହାନ କଳାକାର ଙ୍କୁ ହଜେଇ ଦେଲା ମହାପ୍ରଭୁ ଜଗନ୍ନାଥ ଆପଣଙ୍କ ପବିତ୍ର ଆତ୍ମାର ସଦ୍ଗତିଃ କରନ୍ତୁ 🕉️ ଶାନ୍ତି 🪔🙏🪔
#ollywood #Odisha #jayjagannath #RIP
जय भारत 🇮🇳 🙏 🚩 जय सनातन (@chittar65702274) 's Twitter Profile Photo

ଅବିଶ୍ୱାସ ଆଉ ଧୋକାବାଜି କେବଳ ପୁଅ ଆଉ ଝିଅ ଙ୍କ କଥା କି ପ୍ରେମ ରେ ହୁଏନି ଏଠି ଅନେକ ଲୋକ ଅଛନ୍ତି ଯିଏ କାହାକୁ ବି କିଛି ବି କଥା କହି ଅନ୍ୟ ନାମରେ କହି ଝଗଡ଼ା କରି ପରେ ଭଲେଇ ହେବା ଅନ୍ୟଙ୍କୁ ବଦନାମ କରିବା ହେଲେ ନିଜେ ରଚିଥିବା ଯୋଜନା ଅତି ସୁନ୍ଦର ମୁଖା ତଳେ ଲୁଚେଇ ରଖିବା କିଏ ତୁମ ଠାରୁ ଶିଖିବ ଚମତ୍କାର ହୋ କୃଷ୍ଣ ଓ ଦୁଃଖୀ ମଣିଷ🙏

Shivang Kaushik (@shivangkaushik3) 's Twitter Profile Photo

26 जनवरी हमें अधिकार और कर्तव्य सिखाता है। संविधान ने हर नागरिक को समानता दी। देश की एकता ही हमारी सबसे बड़ी ताकत है। भारत के उज्ज्वल भविष्य का संकल्प लें। गणतंत्र दिवस की हार्दिक शुभकामनाएं।। जय हिंद जय भारत।।🇮🇳🇮🇳🇮🇳 #RepublicDay2026 #RepublicDay

जय भारत 🇮🇳 🙏 🚩 जय सनातन (@chittar65702274) 's Twitter Profile Photo

#ପରାଣ_କଥା ଜୀବନର କିଛି ସତ୍ୟ ପ୍ରାଣ କଥା #cmodisha #Odisha #Bharat #Trending #LordJagannath #Flowers #RSS100 #SanatanDharma #RepublicDay

#ପରାଣ_କଥା ଜୀବନର କିଛି ସତ୍ୟ ପ୍ରାଣ କଥା
#cmodisha #Odisha #Bharat #Trending #LordJagannath #Flowers #RSS100 #SanatanDharma #RepublicDay
जय भारत 🇮🇳 🙏 🚩 जय सनातन (@chittar65702274) 's Twitter Profile Photo

ओडिशा की समृद्ध सांस्कृतिक विरासत , परम्परा और प्रगति को समर्पित झांकी.... 77 वा गणतंत्र दिवस पर , दिल्ली #77th #RepublicDay2026 #Bharat #Odisha #culture #LOVE #Trending #LordJagannath #Flowers

जय भारत 🇮🇳 🙏 🚩 जय सनातन (@chittar65702274) 's Twitter Profile Photo

ଭାବିଲେ ମନରେ ଭାବ ଜାଣି ଦଉ ସେ ପାଇଁ ତୁ ଭାବଗ୍ରାହୀ. ଜନମ ଠାରୁ ତୁ ମାରିବା ଯାଏଁ ରେ ତୋ ଇଚ୍ଛା ରେ ଜୀବ ବାହି... ତୋ ଛାତ୍ରଛାୟାରେ ସଂସାର ପାଳୁଛୁ ଜଗତ ନାଥ ବୋଲାଉ. ତୋତେ ଯେ ଭାବଇ ପ୍ରେମ ଯେ କରଇ କଷ୍ଟ କାହିଁ ତାକୁ ଦଉ... ଆହେ ଦୟାମୟ ବିତୁଛି ସମୟ ନିଅ ନାହିଁ ଏତେ ପରୀକ୍ଷା. ତୁମ ପରିକ୍ଷଣ ତିଳ ତିଳ ଜାଳେ ମୁକ୍ତି ଦିଅ ପାର୍ଥ ସଖା...

ଭାବିଲେ ମନରେ ଭାବ ଜାଣି ଦଉ
ସେ ପାଇଁ ତୁ ଭାବଗ୍ରାହୀ.
ଜନମ ଠାରୁ ତୁ ମାରିବା ଯାଏଁ ରେ
ତୋ ଇଚ୍ଛା ରେ ଜୀବ ବାହି...
ତୋ ଛାତ୍ରଛାୟାରେ ସଂସାର ପାଳୁଛୁ
ଜଗତ ନାଥ ବୋଲାଉ.
ତୋତେ ଯେ ଭାବଇ ପ୍ରେମ ଯେ କରଇ
କଷ୍ଟ କାହିଁ ତାକୁ ଦଉ...
ଆହେ ଦୟାମୟ ବିତୁଛି ସମୟ
ନିଅ ନାହିଁ ଏତେ ପରୀକ୍ଷା.
ତୁମ ପରିକ୍ଷଣ ତିଳ ତିଳ ଜାଳେ
ମୁକ୍ତି ଦିଅ ପାର୍ଥ ସଖା...
जय भारत 🇮🇳 🙏 🚩 जय सनातन (@chittar65702274) 's Twitter Profile Photo

#ପରାଣ_କଥା ଜୀବନର କିଛି ସତ୍ୟ ପ୍ରାଣ କଥା #Odisha #Bharat #Trending #LordJagannath #Flowers #RSS100 #SanatanDharma #GOLD #IranRevolution2026 #GoogleAlerts

#ପରାଣ_କଥା ଜୀବନର କିଛି ସତ୍ୟ ପ୍ରାଣ କଥା
#Odisha #Bharat #Trending #LordJagannath #Flowers #RSS100 #SanatanDharma #GOLD #IranRevolution2026 #GoogleAlerts
जय भारत 🇮🇳 🙏 🚩 जय सनातन (@chittar65702274) 's Twitter Profile Photo

ପୁରୁଷ ଉତ୍ତମ ହୋଇଣ ତୁମେ ପ୍ରଜା ବତ୍ସଳ ରାଜା ଜୀବନ ତୁମର ଜଗତ ପାଇଁ କି ଉଦାହରଣ ରେ ସଜା.. ଯୁଗ ଯୁଗ ତୁମ ବାର୍ତ୍ତା ର ପ୍ରଚାର ପ୍ରସାର ପ୍ରମାଣ ଅନେକ କର୍ମ ବୀର ତୁମେ ମହା ଧନୁର୍ଦ୍ଧର ସତ୍ୟ ସ୍ତମ୍ବ ର ପ୍ରତୀକ.. #ShriRamcharitmanas #jayjagannath #RSS100 #SanatanDharma #GOLD #IranRevolution2026 #GoogleAlerts

ପୁରୁଷ ଉତ୍ତମ ହୋଇଣ ତୁମେ ପ୍ରଜା ବତ୍ସଳ ରାଜା
ଜୀବନ ତୁମର ଜଗତ ପାଇଁ କି ଉଦାହରଣ ରେ ସଜା..
ଯୁଗ ଯୁଗ ତୁମ ବାର୍ତ୍ତା ର ପ୍ରଚାର ପ୍ରସାର ପ୍ରମାଣ ଅନେକ
କର୍ମ ବୀର ତୁମେ ମହା ଧନୁର୍ଦ୍ଧର ସତ୍ୟ ସ୍ତମ୍ବ ର ପ୍ରତୀକ..
#ShriRamcharitmanas #jayjagannath #RSS100 #SanatanDharma #GOLD #IranRevolution2026 #GoogleAlerts