Chandra Kumar Deep
@chandrakudeep
S𝐨𝐜𝐢𝐚𝐥_𝐚𝐜𝐭𝐢𝐯𝐢𝐬𝐭,
ID: 1181885339528380416
https://www.facebook.com/chandrakudeep 09-10-2019 10:53:37
5,5K Tweet
1,1K Takipçi
459 Takip Edilen
Dear President of India Supreme Court India Sir I request to you please kindly look into this matter and do the needful steps as early as possible 🙏
ଖଡିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ୍ ଗ୍ରାମ ଠାରେ ପ୍ରାୟ 2/3ଅଜଗର ସାପ କୁ ମାରି ରାସ୍ତା କଡ ଛାଡି ପଳେଇ ଯାଇଛନ୍ତି ସାପ କୁ ମାରୁ ଥିବା ବ୍ୟକ୍ତି ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରା ଯିବାରୁ ଏହି ସରୀସୃପ ଜୀବ ମାନଙ୍କୁ ଲୋକ ମାରି ଚାଲିଛନ୍ତି Divisional Forest Office, Khariar ଏଥି ପ୍ରତି Tk ଦ୍ଦ୍ୟାନ ଦେବାକୁ ଅନୁରୋଧ!
ମାନନୀୟ ଶ୍ରୀମାନ Mohan Charan Majhi ସାର Works Department, Odisha Odisha Rural Collector & DM, Nuapada Manoj Ahuja ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଖଇରା ଗ୍ରାମ ନିକଟସ୍ଥ ବିଜୁ ଏକ୍ସପ୍ରେସ୍ରେ ୱେ ସଂଯୋଗ କରୁଥିବା ବଜାର ଛକ ବ୍ରିଜ ବିପଦ ସଙ୍କୁଳ ଅବସ୍ଥା ରହିଅଛି। ଏହି ଦୁର୍ଘଟଣା ସ୍ଥାନରେ ଏକ ପାଚେରୀ ଏବଂ ଗାଡୱାଲ ନିର୍ମାଣ କରିବାକୁ ଅନୁରୋଧ
Hon'ble Respected Mohan Charan Majhi sir Revenue & DM Department, Government of Odisha Collector & DM, Nuapada Panchayat Samiti Sinapali SP Nuapada Pradeep Jena IAS request to you please kindly look into this matter and do the needful steps as early as possible
ମାନନୀୟ ଶ୍ରୀମାନ Mohan Charan Majhi ସାର Manoj Ahuja #OSSSC ARI,RI, Amin ପରୀକ୍ଷା ଆସନ୍ତା ମାସରେ ପରୀକ୍ଷା ଅଛି l ଜିଲ୍ଲା ତଥା ଅନ୍ୟଜିଲ୍ଲା ପିଲାମାନେ ଅର୍ଥର ଅଭାବ ଯୋଗୁଁ ଅନ୍ୟ ଜିଲ୍ଲାକୁ ପରୀକ୍ଷା ଦେଇଯିବାରୁ ବଞ୍ଚିତ ହେଉଛନ୍ତି ତେଣୁ ନିଜ ନିଜ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯିବାକୁ ଅନୁରୋଧ
ପ୍ରଶାସନ ଙ୍କୁ ଅନୁରୋଧ ଖବର କାଗଜ ରେ ପ୍ରକାଶିତ ସତ୍ୟାସତ୍ୟ ତଦନ୍ତ କରି ନାରାୟନ ପାଠଣlରେ ଚାଷୀ ମୂଳିଆ ସଙ୍ଘ ଆଦୋଳନ ର ଭୟ ରେ କୋରାପୁଟ ପ୍ରଶାସନ ଉଦ୍ଧାର କରି ଥିବା ପରିବାର ମାନଙ୍କୁ ଥଇଥାନ କରାଯାଉ Collector and District Magistrate, Koraput ChiefSecyOdisha Revenue & DM Department, Government of Odisha CMO Odisha
ମାନନୀୟ ଶ୍ରୀମାନ Mohan Charan Majhi ସାର TP Central Odisha Distribution Ltd TP Western Odisha Distribution Ltd. Energy Odisha Collector & DM, Nuapada ସାର ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ର କେଶରାଜପୁର ଗ୍ରାମ ରେ ୫ ଦିନ ବିତି ଯାଇଥିଲେ ମଧ୍ୟ ହରିଜନପଡା ର ଚାଳିଶ ଘରେ ବିଜୁଳି ନାହିଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଦୃଷ୍ଟି ଦେଉନାହାହାନ୍ତି l ତେଣୁ ଦୃଷ୍ଟି ଦେବାକୁ ଅନୁରୋଧ
Chandra Kumar Deep Dear Sir, We apologize for the inconvenience. Your issue has been promptly forwarded to the Boden section team for a detailed investigation and necessary steps to resolve the issue as soon as possible. Thank you for your patience.
Chandra Kumar Deep Sir, For better assistance you are requested to share the consumer ID and section details via DM which will help us to look into the issue in detail. Thank you for reaching out to us. x.com/messages/compo…
Chandra Kumar Deep Dear Sir, We have forwarded the issue to the Khariar Sub-division team for a detailed investigation and necessary steps to resolve the issue as soon as possible. Thank you for your patience.
Respected Dr. Mukesh Mahaling Sir H & FW Dept Odisha NHM Odisha Manoj Ahuja Collector & DM, Nuapada CDM&PHO DHH Nuapada CDM&PHONUAPADA Sir Kindly request to concerned authorities please do proper inquiry and take appropriate steps
Chandra Kumar Deep Mohan Charan Majhi Energy Odisha Collector & DM, Nuapada Dear Sir, We would like to inform you that as per our section team's report the reported issue has been resolved and the power supply has been restored in the area. Thank you for your patience throughout.
Hon 'ble Respected Bishnupadaa Setthi SSEPD Sir Collector Nabarangpur BDO_JHARIGAM SS&EPD Jharigam It's my sincere request to higher authorities please take necessary steps to provide widow pension scheme
Respected Mohan Charan Majhi Sir Manoj Ahuja Saratoga Springs PD Panchayati Raj and Drinking Water Department SUPERINTENDING ENGINEER RWS&S DIVISION, NUAPADA Rural Housing Nuapada Works Department, Odisha Collector & DM, Nuapada Sir Kindly request to concerned authorities please take immediate steps to provide all the government facilities in this village