Bijaya Kumar Dalabehera (@bijaydalabehera) 's Twitter Profile
Bijaya Kumar Dalabehera

@bijaydalabehera

This is the official X Account of Sri Bijaya Kumar Dalabehera
M.L.A, Badamba-Narasinghpur AC

ID: 1810300038616436736

calendar_today08-07-2024 13:09:05

46 Tweet

43 Takipçi

8 Takip Edilen

Kanak News (@kanak_news) 's Twitter Profile Photo

#ପତିତପାବନଙ୍କ_ଠାରେ_ଲାଗିହେଲା_ବଡ଼_ଦୀପ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପତିତପାବନଙ୍କ ଠାରେ ଲାଗିହେଲା ବଡ଼ ଦୀପ । ଜୟ ଜଗନ୍ନାଥ , ହରିବୋଲ , ହୁଳହୁଳିରେ କମ୍ପିଲା ଶ୍ରୀମନ୍ଦିର #KanakNews #Ratnabhandar #Puri #Odisha

Bijaya Kumar Dalabehera (@bijaydalabehera) 's Twitter Profile Photo

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଁ ଗଭୀର ଶୋକ ବ୍ୟକ୍ତ କରୁଛି । ଅମର ଆତ୍ମାର ସଦଗତି ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ଗଭୀର ସମବେଦନା ଜଣାଉଛି । ଓଁ ଶାନ୍ତି 🙏

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଁ ଗଭୀର ଶୋକ ବ୍ୟକ୍ତ କରୁଛି ।
ଅମର ଆତ୍ମାର ସଦଗତି ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ଗଭୀର ସମବେଦନା ଜଣାଉଛି ।
ଓଁ ଶାନ୍ତି 🙏